• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର ଚନ୍ଦ୍ର – ସିଂହ ଅହୋରତ୍ର ତିଥ ô- ୧୧ଶୀ ସନ୍ଧ୍ୟା ୦୫/୨୩ ଗତେ ୧୨ଶୀ ଘାତ ଚନ୍ଦ୍ର- କର୍କଟ, ମକର ଅହୋରାତ୍ର ଘାତ ବାର – ବିଛା,ଧନୁ, ମୀନ ରାଶିର ପୁଷ୍କର ଦୋଷ – ସନ୍ଧ୍ୟା ୦୫/୨୩ ଗତେ ୧ ପାଦ-ପଶୁ ସମ୍ପଦ ନାଶ- ଅନ୍ନଦାନ

Taurus

ବୃଷ

Friday 21 Oct 2022

କୃତିକା - ଶାରୀରିକ ଅସୁସ୍ଥତା ବୋଧ କରିବେ । । ବିଶ୍ୱାସୀ ଲୋକ ମାନେ ଧୋକା ଦେବେ । କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ହେତୁ ଉଚ୍ଚ ସାଫଲ୍ୟ ପ୍ରାପ୍ତି ହେବ

ରୋହିଣୀ – ଚାକିରିରେ ଅବହେଳା ହେତୁ ଅପଦସ୍ତ ହେବେ । ରାଜନୈତିକ ସମ୍ମାନ ପାଇବେ । ବିଦ୍ୟାର୍ଥୀ ମାନେ ପଢାରେ ଆଗରେ ରହିବେ ।

ମୃଗଶିରା – କରଜ ପରିଶୋଧ କରିବେ । ମହିଳା ମାନେ ପାରିବାରିକ ଖୁସିରେ ଖୁସି ହେବେ ।

ପ୍ରତିକାର – ଶୁକ୍ରଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :