• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର ଚନ୍ଦ୍ର – ସିଂହ ଅହୋରତ୍ର ତିଥ ô- ୧୧ଶୀ ସନ୍ଧ୍ୟା ୦୫/୨୩ ଗତେ ୧୨ଶୀ ଘାତ ଚନ୍ଦ୍ର- କର୍କଟ, ମକର ଅହୋରାତ୍ର ଘାତ ବାର – ବିଛା,ଧନୁ, ମୀନ ରାଶିର ପୁଷ୍କର ଦୋଷ – ସନ୍ଧ୍ୟା ୦୫/୨୩ ଗତେ ୧ ପାଦ-ପଶୁ ସମ୍ପଦ ନାଶ- ଅନ୍ନଦାନ

Libra

ତୁଳା

Friday 21 Oct 2022

ଚିତ୍ରା – ଭାଇବନ୍ଧୁଙ୍କ ସହ ବିରୋଧୀ ଦେଖାଦେଇ । ଧାତୁ ବ୍ୟବସାୟରେ ଭଲ ଲାଭ ମିଳିବ । ପୁରୁଣା ରୋଗ ଭଲ ହୋଇଯିବ ।

ସ୍ୱାତୀ – କର୍ମ କ୍ଷେତ୍ରରେ ଚାପ ଗ୍ରସ୍ତ ରହିପାରନ୍ତି । ରାଜନିତିରେ ଥିବା ଲୋକ ମାନେ ସାସ୍କୃତିକ ପରିବେଶରେ ଯୋଗ ଦାନ କରିପାରନ୍ତି । ବିଦ୍ୟାର୍ଥି ମାନେ ଉତମ ଫଳ ପାଇବେ 

ବିଶାଖା – ଜମି କିଣି ପାରନ୍ତି । ମହିଳା ମାନେ ପରିବାରରେ ପ୍ରଂଶସିତ ହେବେ ।

ପ୍ରତିକାର – ଭାର୍ଗବିଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :