• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର ଚନ୍ଦ୍ର – ସିଂହ ଅହୋରତ୍ର ତିଥ ô- ୧୧ଶୀ ସନ୍ଧ୍ୟା ୦୫/୨୩ ଗତେ ୧୨ଶୀ ଘାତ ଚନ୍ଦ୍ର- କର୍କଟ, ମକର ଅହୋରାତ୍ର ଘାତ ବାର – ବିଛା,ଧନୁ, ମୀନ ରାଶିର ପୁଷ୍କର ଦୋଷ – ସନ୍ଧ୍ୟା ୦୫/୨୩ ଗତେ ୧ ପାଦ-ପଶୁ ସମ୍ପଦ ନାଶ- ଅନ୍ନଦାନ

Cancer

କର୍କଟ

Friday 21 Oct 2022

ପୁନର୍ବସୁ - ପାରିବାରିକ ଜୀବନରେ ବନ୍ଧୁ ମିଳନ ଓ ଆନନ୍ଦ ଉତ୍ସବ ଲାଗି ରହିବ । ହଠାତ୍ ସ୍ୱାସ୍ଥ୍ୟକୁ  ନେଇ କୈାଣସି ଅସୁବିଧା ଦେଖା ଦେଇପାରେ ।

ପୁଷ୍ୟା – ବ୍ୟବସାୟରେ ପ୍ରଚୁର ଲାଭ ପାଇବେ । ରାଜନୈତିକ ଶତୃତା ବୃଦ୍ଧି ପାଇ ପାରନ୍ତି । ବିଦ୍ୟାର୍ଥୀ ମାନଙ୍କର ଆଶା ପୂରଣ ହୋଇପାରେ ।

ଅଶ୍ଳେଷା - ଜମିବାଡି ସଂପର୍କୀୟ ବିବାଦରୁ ମୁକ୍ତି ପାଇବେ । ମହିଳା ମାନେ କର୍ମତର୍ପର ରହିବେ ।

ପ୍ରତିକାର – ବଗଳାମୁଖିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :