• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର ଚନ୍ଦ୍ର – ସିଂହ ଅହୋରତ୍ର ତିଥ ô- ୧୧ଶୀ ସନ୍ଧ୍ୟା ୦୫/୨୩ ଗତେ ୧୨ଶୀ ଘାତ ଚନ୍ଦ୍ର- କର୍କଟ, ମକର ଅହୋରାତ୍ର ଘାତ ବାର – ବିଛା,ଧନୁ, ମୀନ ରାଶିର ପୁଷ୍କର ଦୋଷ – ସନ୍ଧ୍ୟା ୦୫/୨୩ ଗତେ ୧ ପାଦ-ପଶୁ ସମ୍ପଦ ନାଶ- ଅନ୍ନଦାନ

Virgo

କନ୍ୟା

Friday 21 Oct 2022

ଉ , ଫାଲଗୁନୀ –ପାରିବାରିକ ଜୀବନରେ ଅସୁବିଧା ଦେଖାଦେଇ ପାରେ । ବ୍ୟବସାୟରେ ସର୍ତକତା ଅବଲମ୍ବନ କରିଲେ ଲାଭବାନ୍ ହେବେ ।

ହସ୍ତା – ଚାକିରି କ୍ଷେତ୍ରରେ ସାବଧାନତା ରହିବା ଉଚିତ । ରାଜନିତିରେ ବିଳମ୍ବ ଯୋଗ । ଛାତ୍ରଛାତ୍ରି ମାନେ ପଢାରେ ଭଲ ପ୍ରଦର୍ଶନ କରିବେ ।

ଚିତ୍ରା – ଆଇନ ଗତ ସମସ୍ୟାରୁ ମୁକ୍ତି ପାଇବେ । ମହିଳା ମାନେ କାର୍ଯ୍ୟ ବ୍ୟସ୍ତ ରହି ପାରନ୍ତି ।

ପ୍ରତିକାର - ନୃସିଂଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :