• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର ଚନ୍ଦ୍ର – ସିଂହ ଅହୋରତ୍ର ତିଥ ô- ୧୧ଶୀ ସନ୍ଧ୍ୟା ୦୫/୨୩ ଗତେ ୧୨ଶୀ ଘାତ ଚନ୍ଦ୍ର- କର୍କଟ, ମକର ଅହୋରାତ୍ର ଘାତ ବାର – ବିଛା,ଧନୁ, ମୀନ ରାଶିର ପୁଷ୍କର ଦୋଷ – ସନ୍ଧ୍ୟା ୦୫/୨୩ ଗତେ ୧ ପାଦ-ପଶୁ ସମ୍ପଦ ନାଶ- ଅନ୍ନଦାନ

Scorpio

ବିଛା

Friday 21 Oct 2022

ବିଶାଖା – ଶାରୀରିକ ଅସୁସ୍ଥତା ଅନୁଭବ କରି ପାରନ୍ତି । ସରକାରି ସହୟତା ପାଇବେ ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ । ପାରିବାରିକ ଜୀବନ ପ୍ରିତିହାନି ଯୋଗ ।

ଅନୁରାଧା – ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ । ରାଜନୀତି ଦୃଢ ହେବ । ଲେଖାପଢାରେ ସାଥିଙ୍କ ସାହାଯ୍ୟ ସହଯୋଗ ମିଳିବ ।

ଜ୍ୟେଷ୍ଠା – ସମ୍ପତି ବୃଦ୍ଧି ହେବ । ମହିଳା ମାନେ ସହନଶୀଳତା ଭାବ ଜାଗ୍ରତ କରିବେ ।

ପ୍ରତିକାର – ମାଆ ମଙ୍ଗଳା ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :