• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର ଚନ୍ଦ୍ର – ସିଂହ ଅହୋରତ୍ର ତିଥ ô- ୧୧ଶୀ ସନ୍ଧ୍ୟା ୦୫/୨୩ ଗତେ ୧୨ଶୀ ଘାତ ଚନ୍ଦ୍ର- କର୍କଟ, ମକର ଅହୋରାତ୍ର ଘାତ ବାର – ବିଛା,ଧନୁ, ମୀନ ରାଶିର ପୁଷ୍କର ଦୋଷ – ସନ୍ଧ୍ୟା ୦୫/୨୩ ଗତେ ୧ ପାଦ-ପଶୁ ସମ୍ପଦ ନାଶ- ଅନ୍ନଦାନ

Gemini

ମିଥୁନ

Friday 21 Oct 2022

ମୃଗଶିରା - କୈାଣସି ଅଜଣା ବ୍ୟକ୍ତି ସାହାର୍ଯ୍ୟର ହାତ ବଢାଇବେ । ମାନସିକ ଅଶାନ୍ତି ଦେଖା ଦେଇପାରେ । ବ୍ୟବସାୟରେ ଲାଭ,କ୍ଷତି ସମାନ ରହିବ ।

ଆଦ୍ରା - ବିଦ୍ୟାର୍ଥୀ ମାନେ ପ୍ରତି ଯୋଗିତା ମୂଳକ ପରିକ୍ଷାରେ ସଫଳତା ଲାଭ କରିବେ । ଚାକିରି କ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇ ପାରନ୍ତି । ରାଜନୀତିରେ କୈାଣସି କାର୍ଯ୍ୟକୁ ହାତକୁ ନେବେ ।

ପୁନର୍ବସୁ - ବାଦ ବିବାଦ ସମାଧାନ ହୋଇଯିବ । ମହିଳା ମାନେ ଖୁସି ଅନୁଭବ କରିବେ ।

ପ୍ରତିକାର – ମାଆ ବିରଜାଙ୍କର ଆରଧନା କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :