Ganesh Chaturthi
ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଇବେ ବିଘ୍ନ ବିନାଶକ । ଏଣୁ ଜାକଜମକରେ ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ । ଏଥର ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ତିଆରି ହୋଇଛି ବିଶାଳ ଗଣେଶ ପ୍ରତିମା । ବଡ଼ଗଡ଼ ବ୍ରାଇଟ୍ ଷ୍ଟାର୍ କ୍ଲବ ଚଳିତ ବର୍ଷ ସର୍ବାଧିକ ୫୧ ଫୁଟର ଗଣେଶ ମୂର୍ତ୍ତି ତିଆରି କରିଥିବା ବେଳେ ନୟାପଲ୍ଲୀ ନୂଆସାହିରେ ଆଖଣ୍ଡଳମଣି କ୍ଲବ୍ ପକ୍ଷରୁ ତିଆରି ହୋଇଛି ୫୦ ଫୁଟ୍ର ମୂର୍ତ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)