ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଇବେ ବିଘ୍ନ ବିନାଶକ । ଏଣୁ ଜାକଜମକରେ ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ । ଏଥର ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ତିଆରି ହୋଇଛି ବିଶାଳ ଗଣେଶ ପ୍ରତିମା । ବଡ଼ଗଡ଼ ବ୍ରାଇଟ୍ ଷ୍ଟାର୍ କ୍ଲବ ଚଳିତ ବର୍ଷ ସର୍ବାଧିକ ୫୧ ଫୁଟର ଗଣେଶ ମୂର୍ତ୍ତି ତିଆରି କରିଥିବା ବେଳେ ନୟାପଲ୍ଲୀ ନୂଆସାହିରେ ଆଖଣ୍ଡଳମଣି କ୍ଲବ୍ ପକ୍ଷରୁ ତିଆରି ହୋଇଛି ୫୦ ଫୁଟ୍ର ମୂର୍ତ୍ତି ।
Published: Satyendu Shekher Mishra
Last updated: 30 August 2022, 10:23 PM IST
ଆୟୁର୍ବେଦ ମତ ଅନୁଯାୟୀ, ଶୀତଦିନେ କାଞ୍ଜି ଶରୀର ପାଇଁ ବେଶ୍ ଲାଭଦାୟକ। ଏହା ପେଜ ଓ ତୋରାଣିରୁ ପ୍ରସ୍ତୁତ ହେଉଥିବାରୁ ଏହାକୁ ଖାଇଲେ ପେଟ ଥଣ୍ଡା ରହିଥାଏ। ଆସନ୍ତୁ ଜାଣିବା ଏହାର ଅନ୍ୟାନ୍ୟ ଫାଇଦା।