NCRB Report
୨୦୧୯ରେ ୨୩ ହଜାର ୧୮୩ । ୨୦୨୦ରେ ୨୫ ହଜାର ୪୮୯ । ୨୦୨୧ରେ ୩୧ ହଜାର ୩୫୨ । ରାଜ୍ୟରେ କ୍ରମାଗତ ଭାବେ ବଢ଼ି ଚାଲିଥିବା ମହିଳା ବିରୋଧୀ ଅପରାଧର ଇଏ ହେଉଛି ଟ୍ରେଣ୍ଡ୍ । ଜାତୀୟ କ୍ରାଇମ୍ ରେକର୍ଡସ ବ୍ୟୁରୋ-ଏନ୍ସିଆର୍ବିର କ୍ରାଇମ୍-ଇନ୍ ଇଣ୍ଡିଆ ରିପୋର୍ଟର ତଥ୍ୟ ଅନୁଯାୟୀ ରାଜ୍ୟରେ 2020 ତୁଳନାରେ 2021ରେ ମହିଳା ବିରୋଧୀ ଅପରାଧ ମାମଲା ପାଖାପାଖି ୨୩ ପ୍ରତିଶତ ବଢ଼ିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)