• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Madhusudan Patra
ବାପା-ମାଆ ଛେଉଣ୍ଡ ଦୁଇ ଛୁଆଙ୍କ ପ୍ରତି ସହାୟତାର ହାତ ବଢାଇଛନ୍ତି ଗଂଜାମର ମଧୁସୂଦନ ପାତ୍ର

ଅନାଥ ଶିଶୁଙ୍କୁ ଭେଟି ଦେଇଛନ୍ତି ୧୦ ହଜାର ଟଙ୍କାର ସହାୟତା । ୭୦ ବର୍ଷିୟ ବୃଦ୍ଧ ମଧୁସୂଦନଙ୍କ ଏଭଳି ସାହସ ଓ ପରୋପକାରିତା ଚକିତ କରିଛି ସମସ୍ତଙ୍କୁ ।

  • Tuesday, 06 September 2022
Couple ends life
ଫେସବୁକ୍ ପ୍ରେମରୁ ବିବାହ, ୨ ମାସ ପରେ ଆତ୍ମହତ୍ୟା

ଫେସବୁକରେ ପ୍ରେମ ହୋଇଥିଲା। ପ୍ରେମ ବିବାହର ରୂପ ନେଲା। ବାହାଘରର ଦୁଇ ମାସ ପରେ ଦୁହେଁ ଏକାଠି ବିଷ ପିଇ ଆତ୍ମହତ୍ୟା କରିଦେଲେ। ଏ ଖବର ସାରା ବାଲେଶ୍ୱର ଜିଲ୍ଲାରେ ଚର୍ଚ୍ଚା। ହେଲେ କାହିଁକି ଏଯାଏଁ ଜଣା ପଡ଼ିନି

  • Tuesday, 06 September 2022
Taste Of Odisha
ଚିକେନ୍‌ରେ ଅଦାରସୁଣ ବଟା...ହଳଦୀ ଗୁଣ୍ଡ ଦହି ଦେଇ ଏମିତି କରନ୍ତୁ ଚିକେନ୍‌ କ୍ଷୀର ରସା...

ଚିକେନ୍‌ କ୍ଷୀର ରସା। ନାଁ ଶୁଣି ଆପଣ ଟିକିଏ ଭାବୁଥିବେ ଇଏ କେମିତିକା ଡିସ୍‌? ଚିକେନ୍‌ରେ ଅଦାରସୁଣ ବଟା ସହ ହଳଦୀଗୁଣ୍ଡ ଦେଇ ଏମିତି କରନ୍ତୁ ଚିକେନ୍‌ କ୍ଷୀର ରସା। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା...

  • Tuesday, 06 September 2022
nursing student ends life
ରାତିରେ ନିଦ ହେଉନି, ମତେ ଭଲ ଲାଗୁନି...ଚିଠି ଲେଖି ଜୀବନ ହାରିଲେ ଛାତ୍ରୀ..

ମତେ ରାତିରେ ନିଦ ହେଉନି କି କିଛି କରିବାକୁ ଇଚ୍ଛା ହେଉନି। ମୁଁ ଆଉ ବଞ୍ଚିବାକୁ ଇଚ୍ଛା କରୁନି....ମାଆ, ମତେ କ୍ଷମା କରିଦେବ। ପୋଲିସ ପ୍ଲିଜ୍‌ କାହାର କିଛି କ୍ଷତି କରିବନି। ଏମିତି ଲେଖି ଜୀବନ ହାରିଲେ ଏଇ ଯୁବତୀ

  • Tuesday, 06 September 2022
Man tortures ox
ବିଲରେ ଧାନ ଖାଇଦେଲା ବୋଲି...୧୫ ଦିନ ହେଲାଣି ଷଣ୍ଢର ବେକକୁ ବାନ୍ଧି ଦେଇଛି ନିଷ୍ଠୁର ମଣିଷ...

ଇଏ କେମିତିକା ମଣିଷ? ବିଲରେ ଷଣ୍ଢ ଧାନା ଖାଇଲା ବୋଲି ଦୀର୍ଘଦିନ ହେଲାଣି ଏମିତି ଏଇ ନିର୍ଜନ ସ୍ଥାନରେ ଷଣ୍ଢକୁ ବାନ୍ଧି ଦେଇଛି ନିଷ୍ଠୁର ମଣିଷ। ବେକରେ ଏମିତି ପଘା ଭିଡ଼ାଯାଇଛି ଯେ ନିଶ୍ୱାସ ନେବା ବି ତା’ ପକ୍ଷରେ କଷ୍ଟ। ପାଣି କି ତୋରାଣି କିଛି ବି ଦେଇନି...ଏକା ଏକା ଲୁହ ଗଡାଉଛି ଏଇ ଷଣ୍ଢ....

  • Tuesday, 06 September 2022
Cyber Crime
ସାଇବର ଲୁଟେରାଙ୍କୁ ଚୂନ ଲଗାଇଲେ ଏଇ ଭାଇନା...ଫେରାଇ ଆଣିଲେ ୨୨ ହଜାର ଟଙ୍କା

ସାଇବର ଲୁଟେରାଙ୍କୁ ଚୂନା ଲଗାଇ ଦେଲେ ଏଇ ଯୁବକ। ଫୋନ୍‌ କରି ୫ ମିନିଟ୍‌ ପାଇଁ ୟୁପିଆଇକୁ କଲେ ଆକ୍ଟିଭ୍‌...ଫେରି ପାଇଲେ ୨୨ ହଜାର ଟଙ୍କା। ଶୁଣନ୍ତୁ କେମିତି ପାଇଲେ ଟଙ୍କା

  • Tuesday, 06 September 2022
News Fuse
ମୋ ବୋଉଲୋ...ରାଜଧାନୀ ରାଜରାସ୍ତାରେ ଖେଳିଲେ ହଂସ..

ମୋ ବୋଉଲୋ....ଏଇଟା ରାସ୍ତା ନା ପୋଖରୀ। ଦେଖୁନୁରେ ନାରଣ କେମିତି ହଂସ ଖେଳୁଛନ୍ତି। ମଲା ଯା’ ତୁମେ ଯଦି ରାସ୍ତାକୁ ପୋଖରୀ କରିବ ଆମେ ଖେଳିବୁନା..ଦେଖନ୍ତୁ ଏଇ ଭିଡ଼ିଓ

  • Tuesday, 06 September 2022
Teacher’s day 2022
ସିଏ ଅଫେରା ରାଇଜର ଅତିଥି ହୋଇ ବି ଅମର

ଜ୍ଞାନ ରୂପୀ ଆଲୋକର ବର୍ତ୍ତିକା ଦେଖାଇଥିବା ଗୁରୁମାନେ ଅବର୍ତ୍ତମାନ ପରେ ବି କିଭଳି ଅପାଶୋରା, ତାହାର ଦୁଇଟି ସଦ୍ୟ ଚିତ୍ର ଆମେ ସଂଗ୍ରହ କରିଛୁ । ବିଷମ ପରିସ୍ଥିତିରେ ବି କେମିତି ଶିକ୍ଷାଦାନ ଭଳି ମହତ ଲକ୍ଷ୍ୟରୁ ବିଚ୍ୟୁତି ହୋଇନଥିବା ଦୁଇଜଣ ବଣମଲ୍ଲୀଙ୍କୁ ।

  • Monday, 05 September 2022
Dead nursing student was insomniac
ରାଜ୍ୟରେ କାହିଁକି ବଢୁଛି ଆତ୍ମହତ୍ୟା?

ବଢୁଥିବା ଆତ୍ମହତ୍ୟାକୁ ଦେଖିଲେ NCRB ସଦ୍ୟତମ ରିପୋର୍ଟ ବେଶ ଚିନ୍ତା ଜନକ। ରାଜ୍ୟରେ ପ୍ରତିଦିନ ହାରାହାରି ଆତ୍ମହତ୍ୟା କରୁଛନ୍ତି ୧୫ରୁ ଅଧିକ ଲୋକ।

  • Monday, 05 September 2022
Cyrus Mistry was not wearing seat belt
ସାମାନ୍ୟ ଅବହେଳାରୁ ଚାଲିଗଲେ ସାଇରସ୍ !

ବିଳାସପୂର୍ଣ୍ଣ ହେଉ କିମ୍ବା ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଲାଟେଷ୍ଟ ମଡେଲ୍‌ର ଗାଡ଼ି। ଯଦି ଯାତ୍ରା ସମୟରେ ନିୟମ ପାଳନ କରୁନାହାଁନ୍ତି ତାହେଲେ ଆପଣ ସୁରକ୍ଷିତ ନୁହଁନ୍ତି। ହୁଏତ ଯଦି ନିୟମ ମାନି ସିଟ୍ ବେଲ୍ଟ ପିନ୍ଧିଥାନ୍ତେ, ତାହେଲେ ଆଜି ଜୀବିତ ଥାନ୍ତେ, ଟାଟାସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ।

  • Monday, 05 September 2022
Award Politics
ବ୍ରାଣ୍ଡ ନବୀନକୁ ଚମକ ଦେବାକୁ ବିଜେଡିର ଶକ୍ତି ପ୍ରଦର୍ଶନ

ବିଶ୍ୱସନୀୟତା ନଥିବା ଏକ ସଂସ୍ଥାଠାରୁ ନବୀନ ପୁରସ୍କୃତ ହେବା ପରେ କାହିଁକି ଏଭଳି ବଡ଼ ସେଲିବ୍ରେସନ୍‌ର ଆୟୋଜନ କରୁଛି ବିଜେଡି? ପୁରସ୍କାର ଆଳରେ କାହିଁକି ଏକ ବଡ଼ ମାହୋଲ ବନାଇବାକୁ ଚେଷ୍ଟା କରୁଛି ଦଳ ?

  • Monday, 05 September 2022
Gang Rape Survivour
ଗଣଦୁଷ୍କର୍ମର ଶିକାର ହେବା ପରେ ଆତ୍ମହତ୍ୟା ପାଇଁ କାହିଁକି ନିଷ୍ପତ୍ତି ନେଲେ ପୀଡିତା?

ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ପରେ ଟାହିଟାପରାର ଶିକାର ହେଲେ ପୀଡିତା...ଏହା ପରେ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଲେ ହେଲେ.

  • Monday, 05 September 2022
Pipili Red ant menace
ଯୁଆଡେ ଦେଖିବ ଖାଲି ପିମ୍ପୁଡି ମାଳ, ହେଲେ କାରଣ କଣ?

ଘର ଦ୍ୱାର, ବାଡ଼ି ବଗିଚା..ଯୁଆଡେ ଦେଖିବ ଖାଲି ପିମ୍ପୁଡି ମାଳ, ହେଲେ କାରଣ କଣ?…

  • Monday, 05 September 2022
Sunil Bansal
ଓଡ଼ିଶା ଗସ୍ତରେ ଆସୁଛନ୍ତି ସୁନିଲ ବଂଶଲ

ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସୁନିଲ ବଂଶଲ । ଓଡ଼ିଶା ପ୍ରଭାରୀ ଦାୟିତ୍ୱ ନେବା ପରେ ଏହା ପ୍ରଥମ ଗସ୍ତ ।

  • Monday, 05 September 2022
Ashara Aloka
କ୍ୟାନସର୍ ହେବା ପରେ ସ୍ୱାମୀ ଛାଡ଼ି ଦେଲେ ସ୍ତ୍ରୀର ହାତ

ସାତ ଜନମର ସାଥୀ ହେବେ ବୋଲି କହିଥିଲେ। ହେଲେ ଶୁଣା କଥାରେ ଝଡ଼ ଉଠିଲା ସଂସାରରେ। କ୍ୟାନସର୍ ଡିଆଁ ରୋଗ ବୋଲି ଶୁଣିବା ପରେ ସ୍ତ୍ରୀକୁ ପର କରି ଦେଲେ ଡି. ମଧୁସୂଦନ। ଆଉ ତା’ପରେ…

  • Monday, 05 September 2022
Man returns home
ଗାଁକୁ ଫେରିଛି ପୁଅ, ବାପା-ମାଆ ଆରପାରିରେ…

୧୪ ବର୍ଷ ବୟସରେ ଘର ଛାଡ଼ି ଚାଲିଯାଇଥିଲେ। ୩୨ ବର୍ଷ ପରେ ଫେରିଲେ। ଫେରିଲା ବେଳକୁ ବାପା, ମାଆ ଆରପାରିରେ… ଗାଁ ଲୋକେ କହୁଛନ୍ତି, ଗାଁକୁ ଫେରିଛି ରଘୁଆ ପ୍ରଧାନ…

  • Monday, 05 September 2022
 teacher living in dilapidated cow shed
ଗୁହାଳ ଘରେ ରହୁଛନ୍ତି ୮୫ ବର୍ଷୀୟା ମାଳତୀ ଗୁରୁମା, ଗଢ଼ିଛନ୍ତି ଶହଶହ ପିଲା

ନିଜ ହାତରେ ସେ ଗଢ଼ିଛନ୍ତି ଶହ ଶହ ଛାତ୍ରଛାତ୍ରୀ। କିନ୍ତୁ ଏବେ ସେ ଆଶ୍ରୟ ନେଇଛନ୍ତି ଗୁହାଳ ଘରେ। ଭାଙ୍ଗିରୁଜି ଯାଇଥିବା ତାଙ୍କ ଚାଟ୍ଟଶାଳୀରେ ଏବେ ଗୋରୁ ବନ୍ଧା ଯାଉଛନ୍ତି। ଆଜି ଗୁରୁ ଦିବସ। ଆସନ୍ତୁ ଭେଟିବା ୮୫ ବର୍ଷୀୟା ମାଳତୀ ଗୁରୁମାଆଙ୍କୁ...

  • Monday, 05 September 2022
News Fuse
ଟାଣି ସାରିବା ପରେ ଜାକି ହୋଇଗଲେ ସୁବାସ ସିଂ

ହଇରେ ନାରଣ ଆମ କଟକ ମେୟର ଭାରି ଷ୍ଟ୍ରଙ୍ଗ୍। ଦେଖୁନ, କେମିତି ଭିଡି ପକାଉଛନ୍ତି। ଆଉ ଭିଡ଼ି ସାରିବା ପରେ ଟିକେ ଟିକେ ଜାକି ହଉଛନ୍ତିରେ ନାରଣ...

  • Monday, 05 September 2022
Special story
ଦୁର୍ନୀତିଗ୍ରସ୍ତ ବାବୁ ଧରା ପଡ଼ିବାରେ ଓଡ଼ିଶା ଦେଶରେ ପ୍ରଥମ

ସ୍ୱଚ୍ଛ ସରକାରର ଦ୍ୱାହି... ହେଲେ ଦୁର୍ନୀତିକୁ ନେଇ ବାବୁଙ୍କ ବିରୋଧରେ ମାମଲା କ୍ଷେତ୍ରରେ ଓଡ଼ିଶା ଦେଶରେ ନମ୍ବର ଓ୍ୱାନ୍। #NCRB ତଥ୍ୟକୁ ନେଇ ବର୍ଷିଲେ ବିରୋଧୀ। ତେଣେ ପୂର୍ବତନ ଡିଜିପି କହିଲେ ଯେତେ ଧରାପଡୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ

  • Sunday, 04 September 2022
Special story
ନବୀନଙ୍କୁ ମିଳିଥିବା ପୁରସ୍କାରକୁ ନେଇ ତେଜିଲା ରାଜନୀତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଥିବା ପୁରସ୍କାରକୁ ନେଇ ତେଜିଲା ରାଜନୀତି । ୨୪ ନିର୍ବାଚନ ପାଖଉ ଥିବାରୁ ନବୀନଙ୍କ ପୁରସ୍କାରକୁ ଅସ୍ତ୍ର କରି ଏବେଠୁ ମାହୋଲ ବନାଇବା ଚକ୍କରରେ ବିଜେଡି, ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ।

  • Sunday, 04 September 2022
Special story
ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ଖାଉଥିଲେ ସାବଧାନ !

ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ଖାଉଥିଲେ ସାବଧାନ ! ଶରୀରରୁ ନଷ୍ଟ ହେଇଯାଉଛନ୍ତି ଉପକାରୀ ବ୍ୟାକ୍ଟେରିଆ। କୋଭିଡ୍‌ରୁ ମୁକ୍ତି ପାଇଥିବା ବ୍ୟକ୍ତିଙ୍କ ଉପରେ RMRCର ଗବେଷଣାରୁ ନୂଆ ତଥ୍ୟ, ବିଶେଷଜ୍ଞ କହିଲେ ଲକ୍ଷଣ ସାମୟିକ।

  • Sunday, 04 September 2022
Special story
ପୁଅ-ଝିଅ ଓ ମାଆର ମୃତ୍ୟୁ, ଫୁଡ୍ ପଏଜନିଂ ନା ଆଉ କିଛି?

କାଲି ଭାଇ-ଭଉଣୀ, ଆଉ ଆଜି ମାଆ। ତିନିହେଁ ଚିରଦିନ ପାଇଁ ଆଖିବୁଜିଥିବା ବେଳେ, ବାପା ଏବେବି ଗୁରୁତର। ଗୋଟିଏ ପରିବାର ଉପରେ ହଠାତ୍ ଏଭଳି ଅକାଳ ବିପଦ ମାଡ଼ି ଆସିବା ପଛରେ କାରଣ କଣ? ଫୁଡ୍ ପଏଜନିଂ, ସୁଇସାଇଡ୍, ନା ପ୍ରି-ପ୍ଲାନ୍‌ଡ ମର୍ଡର୍?

  • Sunday, 04 September 2022
Special story
ଯାଜପୁର ମଙ୍ଗଳପୁରରେ ୯ମ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ

ପଢୁଆ ଝିଅର ମୃତ୍ୟୁ ଆଜି ପରିବାରକୁ ଶୋକାଭିଭୂତ କରିଦେଇଛି । ଭାଙ୍ଗିଦେଇଛି ବାପା, ମା ଓ ପରିବାରର ସ୍ୱପ୍ନ । କିଏ ଜାଣିଥିଲା, ଟ୍ୟୁସନ ଯାଇଥିବା ଝିଅ ଆଉ ଫେରିବନି ବୋଲି?

  • Sunday, 04 September 2022
News Fuse
ଆଲୋ ଆଲୋ… ମାଆ ଆସିନାହାନ୍ତି ବୋଲି ସ୍କୁଲରେ ପାଠ ପଢାଉଛନ୍ତି ଝିଅ…

ମୋ ବୋଉଲୋ…ଦିଦି ଆସିନାହାନ୍ତି ବୋଲି ତାଙ୍କ ଝିଅ ଆଜି ସ୍କୁଲରେ ପାଠ ପଢାଉଛନ୍ତି। ପଚାରିଲେ କହୁଛନ୍ତି, ମମି ତୁ ବିଇଓଙ୍କୁ ଫୋନ୍ କଲୁ। ଆଲୋ ହେଇଲୋ….ଭୁଲ କରିକି ଏତେ ମୁହଁ

  • Sunday, 04 September 2022
Maternity Leave
ଏଇ କାରଣ ପାଇଁ ଏଣିକି ମ୍ୟାଟରନିଟି ଛୁଟି ମିଳିବ ଅଧିକ ୬୦ ଦିନ !

ଚାକିରିଆ ମହିଳାଙ୍କ ପାଇଁ ବଡ଼ ଖବର। ଏଣିକି କାରଣ ପାଇଁ ୨ ମାସ ସ୍ବତନ୍ତ୍ର ମିଳିବ ମ୍ୟାଟରନିଟି ଛୁଟି…ଜାଣନ୍ତୁ କାରଣ କଣ

  • Sunday, 04 September 2022