• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

 Central Vista Avenue
ଇଣ୍ଡିଆ ଗେଟ୍‌ରେ ନିର୍ମିତ ନେତାଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ଇଣ୍ଡିଆ ଗେଟ୍‌ରେ ନିର୍ମିତ ନେତାଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ। ନେତାଜୀ ସୁଭାଷଙ୍କ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି।ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମୂର୍ତ୍ତିର ହୋଇଛି ଅନାବରଣ।

  • Thursday, 08 September 2022
 Flood Damage Report
'ରାଜ୍ୟ ସରକାରଙ୍କ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଭୁଲ୍'

ରାଜ୍ୟ ସରକାରଙ୍କ ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ଆପତ୍ତି। ବନ୍ୟା କ୍ଷୟକ୍ଷତି ଆକଳନ ଭୁଲ୍ ରହିଛି ଓ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଅନେକ ଗାଁକୁ ସାମିଲ  କରାଯାଇନଥିବାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଆଉ ଥରେ ସର୍ଭେ କରିବା ସହ ଶ୍ୱେତପତ୍ର ଜାରି ପାଇଁ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ।

  • Thursday, 08 September 2022
Online Darshan
ଅନଲାଇନ୍‌ରେ ମିଳିବ ଦେବାଳୟର ଦର୍ଶନ

ଅନଲାଇନ୍‌ରେ ମିଳିବ ଦେବାଳୟର ଦର୍ଶନ। ନୀତିକାନ୍ତି ସହ ପୂଜା ଅର୍ଚ୍ଚନା କରିହେବ। ପ୍ରସାଦ ସେବନ ବ୍ୟବସ୍ଥା ବି ଉପଲବ୍ଧ ହେବ। ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଏଭଳି ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ହୋଇଛି। ଗତ ୬ ତାରିଖରେ ଆଇନ ବିଭାଗ ପକ୍ଷରୁ ଦେବୋତ୍ତର କମିଶନଙ୍କୁ ଚିଠି ଲେଖାଯାଇ ମତାମତ ଲୋଡ଼ାଯାଇଛି। 

  • Thursday, 08 September 2022
Konark Temple
କୋଣାର୍କ ସୂର୍ଯ୍ୟମନ୍ଦିରର ବଦଳିବ ରୂପରେଖ

ବାଲିରୁ ମୁକ୍ତ ହେବ ଐତିହାସିକ ବ୍ଲାକ୍ ପାଗୋଡ଼ା । ଦଶନ୍ଧି ଦଶନ୍ଧି ଧରି ଆପଣ ଦେଖି ଆସୁଥିବା କୋଣାର୍କ ସୂର୍ଯ୍ୟମନ୍ଦିରର ବଦଳିବ ରୂପରେଖ । ଦୀର୍ଘ ୧୧୯ ବର୍ଷ ପରେ ଏହି ବିଶ୍ୱ କୀର୍ତ୍ତିରାଜିରୁ କଢ଼ାଯିବ ବାଲି । ସେଥିପାଇଁ ଏ ଆୟୋଜନ । ଧୂପ, ଦୀପ ସହ ଭୂମିପୂଜନ କରି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍‌ଆଇ ଆରମ୍ଭ କରିଛି ବାଲି ନିଷ୍କାସନ ପ୍ରକ୍ରିୟା ।

  • Thursday, 08 September 2022
Asha Ra Aloka
ଭଲରେ ହେଲା ବାହାଘର, ଯେବେ ତୁଣ୍ଡରେ ପଡିଲା ମଦ...

ବାହାଘର ହେଲା। ଚାରି-ପାଞ୍ଚ ବର୍ଷ ଭଲରେ ଚାଲିଲା ସଂସାର। ଯେତେବେଳେ ତୁଣ୍ଡରେ ପଡିଗଲା ମଦ, ସେବେଠାରୁ ଆରମ୍ଭ ହୋଇଗଲା ନିର୍ଯାତନା...

  • Thursday, 08 September 2022
Apana Eka Nuhanti
ବୋହୂର ଦୁଃଖ ସହି ପାରୁନାହାଁନ୍ତି ଶାଶୁ...

କିଡନୀ ରୋଗରେ ପୀଡିତ ଶଶିକଳା। ଭଲ କରିବା ପାଇଁ ଠାକୁରଙ୍କୁ ଡାକୁଛନ୍ତି ପୂରା ପରିବାର। ବୋହୂ ପାଇଁ ଅଧିଆ ପଡିଛନ୍ତି ଶାଶୁ। ସ୍ତ୍ରୀକୁ ଧରି ଲୁହ ଗଡାଉଛନ୍ତି ସ୍ୱାମୀ। ଏବେ ଶଶିକଳାଙ୍କ ଚିକିତ୍ସା ପାଇଁ କେହି ସାହାର୍ଯ୍ୟର ହାତ ବଢାନ୍ତୁ... 

  • Thursday, 08 September 2022
Making News
ଟାଉନରେ ରହିଲେ ବୋଲି ଏତେ ଫୁଲେଇ ହଉଚି

ଯେବେଠାରୁ ତା ଦେହରେ ଏ ଭୁବନେଶ୍ୱର ପାଣି ବାଜିଲାଣି। ସେବେଠାରୁ ଫୁଲେଇ ହୋଇ କଥା କହିବା ଆରମ୍ଭ କରି ଦେଇଛି। ପଖାଳ କଥା ଛାଡ଼ି କଥା କଥାକେ ଖାଲି କହୁଛି ନୁଡୁଲ୍... ଫିଜା

  • Thursday, 08 September 2022
teacher has planted 5,000 trees
ପେସା ଶିକ୍ଷକତା, ନିଶା ଗଛ ଲଗାଇବା...ବାତ୍ୟା ବେଳଠୁ ବୁଲି ବୁଲି ଲଗାଇଲେଣି ୫ ହଜାର ଗଛ

ଶିକ୍ଷକଙ୍କ ନିଆରା ଉଦ୍ୟମ। ପରିବେଶ ବଂଚାଇବା ପାଇଁ ନିଜସ୍ୱ ଖର୍ଚ୍ଚରେ ବୁଲି ବୁଲି ଲଗାଇଲେଣି ୫ ହଜାରରୁ ଅଧିକ ଗଛ...

  • Thursday, 08 September 2022
ENews
ମୁଁ ଗଲା ପରେ ମୋ ଆଚିଭ୍ ଲୋକ କରନ୍ତୁ...

ଭଗବାନ ବଡ଼ ଲୋକ। ତାଙ୍କୁ ମୋର ଗୁହାରି, ମୁଁ ବଂଚି ଥିଲା ବେଳେ ମୋତେ କେବେ ହେଲେ ନ ମିଳୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ୱାର୍ଡ। ସ୍ୱତନ୍ତ୍ର ସାକ୍ଷାତକାରରେ କହିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର

  • Thursday, 08 September 2022
Elephant menace
ହାତୀ ପାଇଁ ଗାଁରେ ଯାତ୍ରା, କାନ୍ଦୁଛି ଚାଷୀ

ଗାଁରେ ସପ୍ତାହେ ହେଲାଣି ମାତିଛନ୍ତି ହାତୀ। ଗୋଟିଏ କି ଦୁଇଟି ନୁହେଁ, ୨୨ଟି। ଧାନ ଖାଉଛନ୍ତି, ଫସଲ ଦଳୁଛନ୍ତି, ଘର ଭାଙ୍ଗୁଛନ୍ତି। ହାତୀ ଦେଖିବାକୁ ଗାଁରେ ଯାତ୍ରା, ଦାଣ୍ଡରେ ପଡ଼ିଛି ଧଡ଼ା

  • Thursday, 08 September 2022
News Fuse
ନୂଆଁଖାଇରେ ରାଜ ପରିବାର ମନ ମିଳିଲା, ଏକାଠି ବସି ଖାଇଲେ...

ବିରଳ ଦୃଶ୍ୟରେ ନାରଣ... ଆମେ ଜାଣିଥିଲୁ ଏମାନଙ୍କର କୁଆଡେ ପଡେ ନାହିଁ ବୋଲି। ହେଲେ ନୂଆଁଖାଇରେ ଦେଖିବାକୁ ମିଳିଲା ଭିନ୍ନ... ଏକାଠି ବସି ଖାଇଲେ ରାଜ ପରିବାର...

  • Thursday, 08 September 2022
Puri Srimandir
୪୦ ଫୁଟ୍ ଚଉଡ଼ା ହେବ ବାଲିସାହି-ସମୁଦ୍ରକୂଳ ରାସ୍ତା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଧିକ ସଶକ୍ତ କରିବା ଲାଗି ପ୍ରସ୍ତୁତ ବ୍ଲୁ-ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି ।

  • Wednesday, 07 September 2022
Odisha New Sraban Kumar
ବିଧାତା ଖେଳିଛି ଭିନ୍ନ ଖେଳ, ଦୃଷ୍ଟିବାଧିତ ପୁଅର ଭାର ବୋହୁଛନ୍ତି ବୁଢ଼ା ବାପାମାଆ

ଯାହାଙ୍କ ପାଇଁ ନିଜେ ଅଣ୍ଟା ସଳଖି ଚାଲିବା କାଠିକର ପାଠ, ସେମାନଙ୍କ ପିଠିରେ ଏବେ ଚିନ୍ତାର ପାହାଡ଼ । ଚିନ୍ତା ପେଟକୁ ନେଇ ଆଉ ତାଠୁ ବଳି ପୁଅକୁ ନେଇ ।

  • Wednesday, 07 September 2022
Kosal
ବିକ୍ଷୋଭ.. ନାରାବାଜି.. ପୋଡ଼ାଜଳା.., କେଉଁଠି ରାଜରାସ୍ତାରେ ଜଳିଲା ନିଆଁ.. ତ କେଉଁଠି ଶୂନଶାନ୍ ହାଟବଜାର

ପିକେଟିଂ ଯୋଗୁଁ ଆଜି ଦିନ ତମାମ ବହୁ ସ୍ଥାନରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । କିଛି ସ୍ଥାନରେ ବନ୍ଦ ରହିଥିଲା ଶିକ୍ଷାନୁଷ୍ଠାନ ।

  • Wednesday, 07 September 2022
Housing For All
ରାଜଧାନୀରେ ଆଉ ସ୍ୱପ୍ନ ହେବନି ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ମୁଣ୍ଡ ଉପରେ ଛାତ

ଏହି ଯୋଜନାରେ ସରକାରୀ ହେଉ କି ବେସରକାରୀ ହାଉସିଂ ପ୍ରୋଜେକ୍ଟ, ସବୁଥିରେ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ରହିବ ନିଶ୍ଚିତ ସଂରକ୍ଷଣ ବ୍ୟବସ୍ଥା ।

  • Wednesday, 07 September 2022
Special story
୨୪ ନିର୍ବାଚନ ପାଇଁ ସବୁ ଦଳ ଆରମ୍ଭ କରିଛନ୍ତି ଷ୍ଟ୍ରାଟେଜି

ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ ନିଜର ଅଭିଯାନ ଆରମ୍ଭ କରିଛି କଂଗ୍ରେସ୍ ।

  • Wednesday, 07 September 2022
Viral Video
କାର ଚୋରି କରି ନେଇ ପଳାଉଥିଲେ...ଷ୍ଟେସନ ସିଡିରେ ଫସିଗଲା କାର୍‌...

ବାଃ ବାଃ...କାର ଚୋରି କରିନେବା ପରେ ମେଟ୍ରୋ ଷ୍ଟେସନ ସିଡି ଦେଇ କାର ନେଇ ପଳାଉଥିଲା ଚୋର। ହେଲେ ଅଧା ରାସ୍ତାରେ ଫଶିଗଲା କାର୍‌। ତା’ପରେ ଦେଖନ୍ତୁ ହେଲା କଣ?

  • Wednesday, 07 September 2022
 helping for orphan
ସହିପାରିଲେନି ଅନାଥଙ୍କ ଦୁଃଖ...ସାହାଯ୍ୟ ପାଇଁ ୩୫୦ କିମି ବାଟରେ ଲୁନା ଚଲେଇ ପହଞ୍ଚିଲେ ଭଦ୍ରକରେ...

୧୦ ଦିନରେ ବାପା-ମାଆ ଚାଲିଯିବା ପରେ ୨ ଅନାଥଙ୍କ ଦୁଃଖ ସହିପାରିଲେନି ୭୦ ବର୍ଷର ବୃଦ୍ଧ। ସେଇଥି ପାଇଁ ତ ନିଜେ ଲୁନା ଧରି ୩୫୦ କିମି ବାଟ ଅତିକ୍ରମ କରି ପହଞ୍ଚିଲେ ଭଦ୍ରକରେ। ଉଦ୍ଦେଶ୍ୟ ଥିଲା ଦୁଇ ପିଲାଙ୍କୁ ସାହାଯ୍ୟ କରିବା...ଆଉ ଗାଁରେ ପହଞ୍ଚିବା ପରେ...

  • Wednesday, 07 September 2022
vehicular movement affected
ନବୀନଙ୍କ ପାଇଁ କଲବଲ ହେଲେ ରୋଗୀ….ଚୁପ୍ ରହିଲେ ଡିସିପି !! ବିଜେଡିକୁ କଣ ସବୁ ମାଫ୍‌?

ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଂଟ୍‌ ଆୱାର୍ଡ ପରେ ଭୁବନେଶ୍ୱର ଫେରିଲେ ନବୀନ। ବାସ୍‌...ରାଜଧାନୀର ରାଜରାସ୍ତା ଏମିତି ଜାମ୍‌ ହେଲା ଯେ ଟ୍ରାଫିକ୍‌ ଅବସ୍ଥା ପୂରା ବେହାଲ ହୋଇଗଲା। ଛକ ଛକରେ ଫସିରହିଲା ଆମ୍ବୁଲାନ୍ସ। ସାଇରନ୍‌ ମାରୁଥିଲେ ବି ଯିବାକୁ ନଥିଲା ରାସ୍ତା। ଏତେ ଲୋକ ଆସିବା ନେଇ ସୂଚନା ଥିବା ପରେ ବି କାହିଁକି ଆମ୍ବୁଲାନ୍ସ ପାଇଁ କରାଯାଇନଥିଲା ଗ୍ରୀନ କରିଡର? ରୋଗୀଙ୍କ ଜୀବନ ସହ ଖେଳିବାକୁ ୟାଙ୍କୁ ଅନୁମତି ଦେଲା କିଏ?

  • Wednesday, 07 September 2022
News Fuse
ହକ୍‌ ପାଇଁ ହଙ୍କ ହଙ୍କ ଲୋକ...ପୁଡିଆ ପାଇଁ ପାଟି ଖୋଲିଲେ...

ମୋ ବୋଉଲୋ...ଇଏ କଣ? ଟିଫିନ୍‌ ପାଇଁ ଏତେ ଜାମ୍‌? ଦେଖୁନୁରେ ନାରଣ ଅଧା ଲୋକଙ୍କୁ ମିଳିଲା ଆଉ ଯାହାଙ୍କୁ ନମିଳିଲା ସେ କେମିତି ପାଟିମୁଣ୍ଡ କରିକି ଉଛନ କଲେଣି?

  • Wednesday, 07 September 2022
Traffic Jam
ରାଜଧାନୀର ଯୁଆଡ଼କୁ ଦେଖିବ ସେଠି ଥିଲା ଅସମ୍ଭାଳ ସ୍ଥିତି, ପ୍ରବଳ ଭିଡ଼

ରାଜଭବନ ଛକରୁ ଏଜି ଛକ, ବିଧାନସଭା ସମ୍ମୁଖ ରାସ୍ତା, କ୍ୟାପିଟାଲ ହସ୍ପିଟାଲରୁ ଏୟାରପୋର୍ଟ ରାସ୍ତା, ଶିଶୁଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ ଛକ ।

  • Tuesday, 06 September 2022
Naveen Patnaik
୨୦୧୮ରେ ନବୀନଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ, ୨୦୨୨ରେ ଜୀବନବ୍ୟାପି ସାଧନା ସମ୍ମାନ

୧୯ ନିର୍ବାଚନ ବେଳେ ଯେମିତି ସ୍ପେଶାଲ ବସ୍‌ରେ ନବୀନ ବୁଲି ବୁଲି ପ୍ରଚାର କରୁଥିଲେ, ଆଜି ବି ସେଭଳି ଏକ ବସ୍‌ରେ ଚଢ଼ି କରିଛନ୍ତି ରୋଡ୍ ସୋ’ । ଏପରିକି ୧୯ରେ ଡାଇଲଗ୍ ଯାହା ଥିଲା, ଆଜି ବି ସମାନ । ଆପଣ ମାନେ ଖୁସି ତ ।

  • Tuesday, 06 September 2022
farmers
ପୁଣି ଚାଷୀଙ୍କ ସହ ଚଂଚକତା । ସରକାରୀ ସୁବିଧାର ସୁଯୋଗ ନେବେ କେବଳ ଅଫିସର

ଅନ୍ତରାଷ୍ଟ୍ରୀୟ କୃଷି ସମ୍ମିଳନୀରେ ଯୋଗଦେବାକୁ ବିଦେଶ ଭ୍ରମଣ ପାଇଁ ରାଜ୍ୟର ୪ ଚାଷୀ ବାଦ୍ ପଡ଼ିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ରାଜ୍ୟର ୩ ପ୍ରଶାସନିକ ଅଧିକାରୀ ।

  • Tuesday, 06 September 2022
BJP
ରାଜ୍ୟରେ ବିଜେପିର ସ୍ଥିତି କଣ ? ବୁଥ୍‌ସ୍ତରରେ କେମିତି ରହିଛି ସଙ୍ଗଠନ ? ତଦାରଖ କରିଛନ୍ତି ପ୍ରଭାରୀ

କ୍ଷେତ୍ରୀୟ ପ୍ରଭାରୀ ହେବା ପରେ ପ୍ରଥମ ଥର ଲାଗି ଓଡ଼ିଶା ଗସ୍ତରେ ଆସିଥିବା ସୁନୀଲ ବଂଶଲ ଏସବୁ ପ୍ରସଙ୍ଗ ଉପରେ ଫୋକସ୍ କରିଛନ୍ତି ।

  • Tuesday, 06 September 2022
Bengaluru Flood
ଜଳ ତାଣ୍ଡବରେ କଲବଲ ସିଲିକନ୍ ସିଟି, ବର୍ଷା ବିତ୍ପାତରେ ବେହାଲ୍ ଆଇଟି ନଗରୀ

ଆଇଟି ନଗରୀକୁ ଏବେ ବଡ଼ ସାହାରା ଟ୍ରାକ୍ଟର । ସହର ସାରା ଚାଲୁଛି ମାଳ ମାଳ ଟ୍ରାକ୍ଟର ।

  • Tuesday, 06 September 2022