ଭାତ ପରି ଗୁଣ୍ଡା ଗୁଣ୍ଡା କରି ଖାଉଛନ୍ତି ବାଲି। ଯିଏ ନଇ କି ସମୁଦ୍ର ଆଡ଼େ ଯାଉଛି ଜରି ଦେଇ ବାଲି ଆଣିଦେବାକୁ କହୁଛନ୍ତି। ଆଉ ଦିନକୁ ଦୁଇଥର ଭାତ ଖାଇବା ପରି ବାଲି ଖାଉଛନ୍ତି। ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୪୦ ବର୍ଷ ହେଲାଣି ଏମିତି ବାଲି ଖାଇ ବଞ୍ଚିଛନ୍ତି ସକେସନ୍...ଦେଖନ୍ତୁ କେମିତି ଖାଉଛନ୍ତି ବାଲି...
ପରୀକ୍ଷା ଦେବାକୁ ଯାଇ ଫେରାର ହୋଇଗଲା ସ୍ତ୍ରୀ। କାନ୍ଦି କାନ୍ଦି ପାଗଳ ହେଲାଣି ସ୍ୱାମୀ। କହୁଛି, ଧନ ମୋର ପ୍ରେଗନାଣ୍ଟ ଅଛି, ମତେ ଭାରି କଷ୍ଟ ହେଉଛି। ତାକୁ ଛାଡ଼ି ମୁଁ ବଞ୍ଚିପାରିବିନି....ସେପଟେ ନୂଆ ଅତିଥି ଆସିବାର ଖୁସି ବଦଳରେ ନୂଆ ବୋହୂକୁ ନପାଇ ଦୁଃଖରେ ଶାଶୂଘର ଲୋକ। ଝିଅର ବାପଘର ଲୋକ କହୁଛନ୍ତି, ଘର ଛାଡ଼ି ଝିଅ ..
ପୂର୍ବ ଆକାଶରେ ସୂର୍ଯ୍ୟ ଉଇଁଲେ ଏମାନେ ଓହ୍ଲାନ୍ତି ପଡ଼ିଆକୁ। ଖେଳର ନିଶା ଏମାନଙ୍କୁ ଏମିତି ଘାରିଛି ଯେ ରାତିରେ ନିଦ ବି ହେଉନି। ବାସ୍ ଗୋଟିଏ ଲକ୍ଷ୍ୟ...ଦେଶ ପାଇଁ ଖେଳିବେ...ସୁନାର ମେଡାଲ ଆଣିବେ। ଗାଁ ଖେଳ ପଡ଼ିଆରୁ ଅନ୍ତର୍ଜାତୀୟ ଖେଳ ପଡ଼ିଆକୁ ଓହ୍ଲାଇବାର ଏମାନେ ଦେଖୁଛନ୍ତି ସୁନେଲି ସ୍ୱପ୍ନ.
ନନ୍ଷ୍ଟପ୍ ଧପ୍ଧପ୍ ହେଉଛି ଲାଇଟ୍। ମୋ ବୋଉଲୋ ଭୂତ ଆଇଲା କି !! ଭାଇ ଏ ବ୍ୟବସ୍ଥାକୁ ଶହେ ଧିକ୍। ନାରଣ ତୋ ଜୀବନରେ ଏମିତି ବିଚିତ୍ର ଲାଇଟ୍ବ୍ୟବସ୍ଥା କେବେ ଦେଖିଛୁ?
ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡିର ବଡ଼ ବିଜୟ ପରେ ଚାଲିଛି ସେଲିବ୍ରେସନ୍। ଜିନ୍ଦାବାଦ ଧ୍ୱନୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ। ଝାରୁସୁଗୁଡାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ବିଜେଡିରେ ଉତ୍ସାହ। ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ହୋଇଛି ବାଜିମାତ।
ଆମ ନେତା ଯାହା କହିବେ ଆମେ ସେଇଆ କରିବୁ। ବିଜେଡ଼ି ପରି ଆମ ନେତା ଏକଛତ୍ରବାଦୀ ନୁହେଁ। ପୂର୍ବ ଭୁଲ ଆମେ ଦୋହରାଇବୁ ନାହିଁ। ଉଦୟପୁରରେ ଯାହା ହେଲା ଆମ ରାଜ୍ୟରେ ତାହା ହେବ....୧୯୯୦ରେ ହାରିଥିଲୁ କିନ୍ତୁ ୯୫ରେ ପୁଣି ଫେରିଲୁ....
ପ୍ରେମକୁ ସ୍ୱୀକାର କଲାନି ପରିବାର। ପ୍ରେମୀଯୁଗଳଙ୍କ ସାଥ୍ ଦେଲା ପୋଲିସ୍। ଏୟାରପୋର୍ଟରେ ପହଞ୍ଚି ପୋଲିସ୍ର ସୁରକ୍ଷା ମାଗିବା ପରେ ଏସ୍କର୍ଟରେ ଗଲେ ଏଇ ପ୍ରେମୀଯୁଗଳ। ପୁଅ ଘର ଲୋକ ସମର୍ଥନ ଦେଉଥିବା ବେଳେ ସମ୍ପର୍କକୁ ବିରୋଧ କରୁଛନ୍ତି ଝିଅ ଘର ଲୋକ। ଏବେ ହେବ କ’ଣ?
ଅମାବାସ୍ୟା ତ ମାସକରେ ଗୋଟିଏ ଦିନ ଆସେ କିନ୍ତୁ ବସନ୍ତଙ୍କ ଜୀବନରେ ନିଇତି ଆସୁଛି ଅମାବାସ୍ୟା। ଅଭାବ ପାଇଁ ୧୮ ବର୍ଷ ହେଲାଣି ରୋଗରୁ ଉଠୁନାହାନ୍ତି ସ୍ୱାମୀ। କଇଁ କଇଁ ହୋଇ କାନ୍ଦୁଛି ସ୍ତ୍ରୀ...ସାହାଯ୍ୟ ଅପେକ୍ଷାରେ ପରିବାର
ଆମେ ହାରିଲା ଘରର ପୁଅ ନୁହେଁ। ଥରେ ଖାଦ୍ୟ ପାଇଲେ ଜମାରୁ ଛାଡ଼ିବୁନି। ତୁମର ମେଞ୍ଚାଏ ନ୍ୟୁଡ୍ ଫଟୋ ଆମ ପାଖରେ ରହିଛି...ଟଙ୍କା ନଦେଲେ ସବୁ ଯାକ ଏକାବେଳେ ଭାଇରାଲ କରିଦେବୁ....ବାସ୍ ଏହା ପରେ ଦେଖନ୍ତୁ ହେଲା କ’ଣ?
ଅସୁସ୍ଥ ଥିଲା ସାନ ଭାଇ। ଧାର୍ମିକ କାର୍ଯ୍ୟକ୍ରମରେ ଭାଇକୁ ଭଲ କରିବାକୁ ନେଇଥିଲେ ପରିବାର....କିନ୍ତୁ ସେଇଠି ହଜିଗଲା ଅସୁସ୍ଥ ସାନଭାଇ। ପାଗଳଙ୍କ ପରି ସାନଭାଇକୁ ଖୋଜୁଛି ବଡ଼ଭାଇ, ହେଲେ ମିଳୁନି। ଏବେ ଲଜ୍ରେ ଭଡ଼ା ନେଇ ଭାଇକୁ ଖୋଜୁଛି...ଆଉ ହାତ ଯୋଡ଼ି କହୁଛି ସନ୍ଧାନ ପାଇଲେ ଆମକୁ ଖବର ଦିଅ....ଦେଖନ୍ତୁ ଭାଇ-ଭାଇ ମଧ୍ୟରେ ଥିବା ଭଲପାଇବାର ଏଇ ସୁନ୍ଦର ଦୃଶ୍ୟ
ଏମାନଙ୍କୁ ପାଗଳ କରିଛି ଦେଶପ୍ରେମ। ସେନାରୁ ଅବସର ନେଇ ଫେରିବା ପରେ...ଯବାନଙ୍କୁ ଭବ୍ୟ ସ୍ୱାଗତ କଲେ ଆଦିବାସୀ ଭାଇଭଉଣୀ। କଂସା ଥାଳିରେ ପାଦ ଧୋଇ ଦେଲେ....କାନ୍ଧରେ ଉତ୍ତରୀୟ, ହାତରେ ଫୁଲତୋଡ଼ା ଦେଇ ସ୍ୱାଗତ ପରେ....ଦୁଲୁଦୁଲି ବଜାଇ କାନ୍ଧରେ ବସାଇ ଖୁବ୍ ନାଚିଲେ। ଆପଣ ବି ଦେଖନ୍ତୁ ସ୍ୱାଗତ ସମ୍ବର୍ଦ୍ଧନାର ସେଇ ଭବ୍ୟ ଦୃଶ୍ୟ.....
ଏଇଠି ମିଳୁଛି ମାଗଣା ଆମ୍ବ...ବାଇଗଣ ପଲେଇକୁ ଆମ୍ରପଲ୍ଲୀ। ଡାକ୍ତର ଦମ୍ପତି ବାଣ୍ଟୁଛନ୍ତି ମାଗଣା ଆମ୍ବ....ଯିଏ ଯିବ ସିଏ ପେଟ ପୂରେଇ ଖାଇବ
ଆଲୋ ଆଲୋ ଆ.. ଖାଇବା ଆମେ ଗୁପ୍ଚୁପ୍। ଇଲୋ ଦେଈ....ତୁ ଗୁପ୍ଚୁପ୍ ଖାଇବୁ କି? ଆସୁନି...ଏଇନା ତତେ ଯୋଉ ପୁଚୁକା ଖୁଆଇବି ତୁ ଖାଇବା ପରେ ତୋର ଯାହା ହେବ...ସେ କଥା କଣ ମୁଁ କହିପାରିବି? ନାନିଲୋ...ଜମା ଖାଆନା....
ସରକାର ବର୍ଷବର୍ଷର ପୁରୁଣା ଗଛକୁ ଯେଉଁ ଟାଙ୍ଗିଆରେ ହାଣୁଛନ୍ତି ସେ ଟାଙ୍ଗିଆ ବେଣ୍ଟ ଭାଙ୍ଗିବ କି? କାହା ସପକ୍ଷରେ ଯିବ ରାୟ?
ନିରୀହ ଆଦିବାସୀ ଲୋକଙ୍କଠାରୁ ବ୍ୟାଙ୍କ ଡିଟେଲ୍ସ ଆଉ ଆଙ୍ଗୁଠି ଛାପା ନେଇ ଖାତା କରିଦେଲେ ଖାଲି
କେତେ ଗୁଳି ଫୁଟାଉଛୁ ଆଖିରେ, ଶୋଇ ଦେଉନୁ ମତେ ରାତିରେ...ମତେ ଲାଇକ୍ ନକଲେ ତତେ କରିଦେବି ସର୍ଜିକାଲ ଷ୍ଟ୍ରାଇକ୍। ପାଖରେ ଏଇ ଅଭିନେତ୍ରୀଙ୍କୁ ପାଇଁ ଝାଳରେ ଗାଧୋଇଲେ ଗୁଡ୍ଡୁ...ଦେଖନ୍ତୁ କଣ ଥିଲା କାରଣ...
ସଙ୍ଗୀନ ଜଗତକୁ ଶକ୍ତ ଝଟ୍କା। ମାତ୍ର ୭ ଦିନରେ ଚାଲିଗଲେ ୩ ସେଲିବ୍ରିଟି...ଜାଣନ୍ତୁ କେବେ କିଏ ବୁଜିଛନ୍ତି ଆଖି....
କ’ଣ ହେଉନି ହେଉନି ବୋଲି କହୁଛ? ମତେ ସାର୍ ଡାକ, ମଉସା ଡାକିଲେ ଭଲ ଲାଗୁନି। ନହେଲେ ଷ୍ଟେଜ୍ ଉପରେ ଦେଖେଇବି...
ତୋ ମାଷ୍ଟର କାହିଁକି ଏମିତି କହିଲା? ମାଲକାନଗିରି କଣ କଳାପାଣି କି? କଥା କଥାରେ ସେଠିକି ବଦଳିଯିବା ପାଇଁ କଣ ଧମକ ଦେଉଛ? ଆରେ ଆରେ...ମୋ ଦୁଆରେ ପାଟି କିଏ କରୁଛି? ଦେଖନ୍ତୁ ସୁବାସ କଣ କହୁଛନ୍ତି.....
ଇଏ କେମିତିକା ବ୍ୟବସ୍ଥା? ଆଖିକୁ ସଠିକ୍ରେ ଦେଖାଯାଉନି ବୋଲି ହୋଇପାରିଲାନି ଆଧାର କାର୍ଡ଼। ବାରମ୍ବାର ଗୁହାରି ପରେ ବି ମୀନତିଙ୍କ ଦୁଃଖ ଶୁଣୁନାହାନ୍ତି କେହି। ଥରଥର ହାତକୁ ଥରଥର ପାଦ...ହେଲେ ମିଳୁନି ସାହାଯ୍ୟ...
ମହଙ୍ଗା ପଡ଼ିଲା ଇନଷ୍ଟାରେ ଭିଡ଼ିଓ ଅପଲୋଡ୍। ଭଲ ଫଟୋକୁ ନେଇ ନ୍ୟୁଡ୍ କରିଦେଲେ ଏମାନେ। ଖାଲି ଏତିକି ନୁହେଁ ବରଂ ଫୋନ୍ କରି ଏତିକି ଟଙ୍କା କଲେ ଲୁଟ୍...ଦେଖନ୍ତୁ କେମିତି ଥିଲା ପୂରା ଘଟଣା
ଇଏ ଏମିତି ଜଣେ ଡାକ୍ତର। ଦୀନରେ ଜୀବନ ବଞ୍ଚାଉଛନ୍ତି, ରାତିରେ ମାରୁଛନ୍ତି। ପେସାରେ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ନିଶା ତାଙ୍କର ଅଭିନୟ। ଚର୍ଚ୍ଚାରେ ରୁଦ୍ର ନାରାୟଣ
ନିଜ ଛୁଆକୁ ଟିକିଏ କ୍ଷୀର ଖୁଆଇବାକୁ ଭୋ ଭୋ କାନ୍ଦୁଛି ମାଆ। ଯାହାକୁ ୧୦ ମାସ ଗର୍ଭରେ ରଖି ଦୁନିଆ ଦେଖାଇଥିଲା, ତାକୁ କୋଳରେ ନେବା ପାଇଁ ଏମିତି ଆକୁଳ ନିବେଦନ କରୁଛି ମାଆ। ହାତ ଯୋଡ଼ୁଛି, ସମସ୍ତଙ୍କୁ କହୁଛି...ମୋ ପୁଅକୁ ଦିଅ, ନହେଲେ ମୁଁ ବଞ୍ଚିପାରିବିନି....ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡ଼ିଓ