• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Opposition parties target BJD
ବଦଳିଗଲା କି ବିଜେଡି କାର୍ଯ୍ୟାଳୟର ଠିକଣା ?

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାଜିଛି କି ପାର୍ଟି ଅଫିସ୍ ? ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମୁହାଁ ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକଙ୍କଠୁ ନେଇ ନେତା, ବିଧାୟକ, ମନ୍ତ୍ରୀ ଗଲେ, ମିଟିଂ ସାରି ଫେରିଲେ। ଏପଟେ ଭାଇରାଲ୍ ହେଉଥିବା ବିଜୁ ଛାତ୍ର ଓ ଯୁବ ଜନତା ଦଳର ଏକାଧିକ ନେତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟସବୁରେ ଲେଖାଯାଇଛି- ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ପଦାଧିକାରୀଙ୍କୁ ଭିସିରେ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେଲେ। 

  • Sunday, 11 September 2022
ENews
ନିରୀହ ଚାହାଣି...ହେଲେ ଆଖିରେ ହାଣି ଦେଉଛନ୍ତି ଅଙ୍କିତା...

ନିରୀହ ଚାହାଣି ଚାହୁଁଛନ୍ତି ହେଲେ ଆଖିରେ ଫ୍ୟାନଙ୍କୁ ହାଣି ଦେଉଛନ୍ତି। କୁନି ଓଠରେ ଜବରଦସ୍ତ ସ୍ମାଇଲ କରୁଛନ୍ତି ଆର୍ଲିନ ଅଙ୍କିତା। ପ୍ରେମର ରଙ୍ଗରେ ରଙ୍ଗୀନ ନାୟିକା। ବିଛା ଗ୍ୟାଙ୍ଗରେ କରୁଛନ୍ତି ଜବରଦସ୍ତ ଆକ୍ଟିଂ

  • Sunday, 11 September 2022
beg to repair road
ଏମାନଙ୍କୁ କହିବ ନେତା। ଗାଁ ରାସ୍ତା ପାଇଁ ବୁଲି ବୁଲି ମାଗିଲେ ଭିକ

ସରପଂଚ ହେବ ତ ଏମିତି। ଗାଁ ରାସ୍ତା ପାଇଁ ଘରକୁ ଘର ବୁଲି ମାଗିଲେ ଭିକ। ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ବି ରାସ୍ତା କାମ ନହେବାରୁ ଏମିତି ଅଭିନବ ଉପାୟରେ ଭିକ ମାଗି ରାସ୍ତା ତିଆରି ପାଇଁ ନେଲେ ନିଷ୍ପତ୍ତି। ସେପଟେ ଜିଲ୍ଲାପାଳ କହିଲେ...

  • Sunday, 11 September 2022
Cyber Crime
ଫ୍ରି ଟ୍ରିଟ୍‌ମେଂଟ୍‌ ନାଁରେ ରୋଗୀଙ୍କୁ ଚୂନ ଲଗାଇ ଦେଲେ ସାଇବର ଲୁଟେରା

ସାଇବର ଲୁଟେରାଙ୍କ ନୂଆ କାରନାମା। ହାର୍ଟଆଟାକ୍‌ ଚେକ୍‌ଅପ୍‌ ପାଇଁ ଡାକ୍ତରଙ୍କ ଫିସ୍‌ ୫ ହଜାର ବୋଲି କହିଲେ। ଆଉ ଭଲ ଡାକ୍ତରକୁ ଦେଖାଇବା ଚକ୍କରରେ ଆକାଉଣ୍ଟ ହୋଇଗଲା ଖାଲି....

  • Sunday, 11 September 2022
Son of Nuapada migrant couple secures gold medal
ବାପା-ମାଆ ଦାଦନ ଖଟୁଛନ୍ତି...ପୁଅ ରେଭେନ୍ସାରେ ପାଇଲା ଗୋଲ୍ଡ ମେଡାଲ

ବାପା-ମାଆ...ଭଉଣୀ ସମସ୍ତେ ଦାଦନ ଖଟୁଛନ୍ତି। ରେଭେନ୍ସା କଲେଜରେ ପୁଅ ପାଇଲା ଗୋଲ୍ଡ ମେଡାଲ। ପୁଅର ସଫଳତା ଦେଖି ଖୁସିରେ କାନ୍ଦିଲେ ବାପା-ମାଆ। ବସଷ୍ଟାଣ୍ଡରୁ ଘର ପର୍ଯ୍ୟନ୍ତ ସୁନା ପୁଅ ପାଇଁ ହେଲା ଧମାକେଦାର ଶୋଭାଯାତ୍ରା...

  • Sunday, 11 September 2022
 Meet Jeypore sarpanch
ସରପଞ୍ଚ ହେବ ତ ଏମିତି ! ଘରକୁ ଘର ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି, ଖାତାରେ ଟିପୁଛନ୍ତି

ହାତରେ ଖାତା କଲମ ଧରିଛନ୍ତି,ଲୋକଙ୍କ ସବୁ ସମସ୍ୟାକୁ ଟିପି ରଖୁଛନ୍ତି। ନିର୍ବାଚନ ଜିତିବା ପରେ ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ଏମିତି କାମ କରୁଛନ୍ତି ସରପଞ୍ଚ। ଆଉ ନେତାଙ୍କୁ ପାଖରେ ପାଇ ଖୁସିରେ ଗଦଗଦ ଜନତା

  • Sunday, 11 September 2022
News Fuse
ମୁଖିଆ ଆୱାର୍ଡ ପାଇଲେ, ଏଇଠି ନେତାଏ ଝାଳ ବୁହାଇଲେ....

ଆଲୋ ଆଲୋ...ଛାମୁ ଆୱାର୍ଡ ପାଇଲେ, ରାଜଧାନୀରେ ନେତାଏ ଏମିତି ଝାଳ ବୁହାଇଲେ ଯେ ଜାମାପଟା ସବୁ ଓଦା। ବୁଝୁନୁରେ ନାରଣ, ଏଇନା ଯିଏ ଯେତେ ଝାଳ ବୁହାଇବ ୨୦୨୪ରେ ସିଏ....ସବୁ କଣ ଆମେ ଖୋଲିକି କହିବୁ?

  • Sunday, 11 September 2022
Special story
ନିଇତି ଡେରିରେ ଆସୁଛନ୍ତି ଦିଦି ଆଉ ସାର୍‌...ଆଜି ହାବୁଡି ଗଲା କ୍ୟାମେରା...

ନିଇତି ଏମିତି ମନଇଚ୍ଛା ସ୍କୁଲ ଆସୁଛନ୍ତି ଦିଦି ଆଉ ସାର୍‌। କେତେବେଳେ ୧୦ଟା ୧୦ ତ ଆଉ କେତେବେଳେ ୧୦.୩୦। ବେଳେବେଳେ ମୂଳରୁ ଆସୁନାହାନ୍ତି। ପାଠ ପଢିବା ପାଇଁ ଏଇ ଗଛ ମୂଳେ ଅପେକ୍ଷା କରି କରି ଘରକୁ ଫେରୁଛନ୍ତି ପିଲା। ହେଲେ ଆଜି କ୍ୟାମେରା ସାମ୍ନାରେ ଧରାପଡ଼ିବା ପରେ...

  • Saturday, 10 September 2022
Special story
ମହିଳାଙ୍କ ମୃତ୍ୟୁ ପରେ...କେହି ଆସିଲେନି, ଶବ କାନ୍ଧେଇ ଶ୍ମଶାନ ନେଲେ ପୋଲିସ ASI

ସାବାସ୍‌ ପୋଲିସ ASI । ଜୀବନ ଯିବା ପରେ ପାଖ ମାଡିଲେନି...ଖବର ପାଇବା ପରେ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହ ମିଶି ଶ୍ମଶାନରେ ମହିଳାଙ୍କ କଲେ ଶବ ସତ୍କାର। ସବୁଆଡୁ ଛୁଟିଲା ପ୍ରଶଂସାର ସୁଅ

  • Saturday, 10 September 2022
Special story
ଏମିତି ମେଡିକାଲ !! ଯିଏ ଡାକ୍ତର ସିଏ ପୁଣି ନର୍ସ ?

ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ସେବାର ସତ। ଯିଏ ଡାକ୍ତର ହୋଇ ରୋଗୀ ଦେଖିବ, ସିଏ ପୁଣି ନର୍ସ ହୋଇ ଇଂଜେକସନ୍‌ଠୁ ଆରମ୍ଭ କରି ରୋଗୀଙ୍କୁ ସାଲାଇନ୍‌ ଦେବ। ଆଉ ଯଦି ରାତି ଅଧରେ ପ୍ରସବ ଜନିତ ମାମଲା ଆସେ...ତେବେ ଏଇ ଡାକ୍ତର ହିଁ ସାହାଭରସା

  • Saturday, 10 September 2022
Special story
କଂଗ୍ରେସର ଅଧ୍ୟକ୍ଷ ହେବେ କି ରାହୁଲ ଗାନ୍ଧୀ?

କିଏ ହେବ କଂଗ୍ରେସ ସଭାପତି? ରାହୁଲ କହିଲେ, ମୁଁ ବି ହୋଇପାରେ...୨୦୨୪ରେ ହେବ ସବୁ ନିଷ୍ପତ୍ତି। ସଭାପତି ପଦକୁ ନେଇ କଂଗ୍ରେସରେ କମ୍ପନ

  • Saturday, 10 September 2022
Special story
ଭୂତକୁ ଆବାସ ଘର ଦେଲା କିଏ?

ଆବାସ ଯୋଜନା ନାଁରେ ଲକ୍ଷଲକ୍ଷ ଚଳୁ। କୋଉଠି ଭୂତ ନାଁରେ ଘର ଆଲର୍ଟ ହୋଇଛି ତ ପୁଣି ସ୍ୱାମୀ-ସ୍ତ୍ରୀଙ୍କୁ ଦିଆଯାଇଛି ଦୁଇଟି ଲେଖାଏଁ ଘର...ଯିଏ ଲାଂଚ ଦେଲା ସିଏ ଘର ପାଇଲା, ଆଉ ଯିଏ ଦେଲାନି....

  • Saturday, 10 September 2022
BJP
୨୪ରେ କ୍ଷମତା ଦଖଲ ଲାଗି ଫୁଲ୍ ଦମ୍‌ରେ ବିଜେପିର ପ୍ରସ୍ତୁତି ଆରମ୍ଭ

ବିଜେପି ଫୋକସରେ ଓଡ଼ିଶା । ୨୪ରେ କ୍ଷମତା ଦଖଲ ଲାଗି ଫୁଲ୍ ଦମ୍‌ରେ ପ୍ରସ୍ତୁତି ଆରମ୍ଭ କରିଛି ଦଳ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ଓଡ଼ିଶା ଆସି ସାଂଗଠନିକ ସ୍ଥିତି ପରଖି ଥିଲେ ପ୍ରଭାରୀ ସୁନିଲ୍ ବଂଶଲ । ଏହାର ଦୁଇ ଦିନ ପରେ ରାଜ୍ୟରେ ପହଞ୍ଚିଛନ୍ତି ଏକାବେଳକେ ୭ କେନ୍ଦ୍ରମନ୍ତ୍ରୀ ।

  • Friday, 09 September 2022
Much hyped E-Seva centres a flop, fail to serve people in Odisha
ତିନି ତିନି ଥର ଆବେଦନ କଲେ ବି ମିଳୁନି ପ୍ରମାଣପତ୍ର

କାନ୍ଧରେ ଅଢେଇ ମାସର ଶିଶୁ ତ ହାତରେ ଜନ୍ମ ପ୍ରମାଣପତ୍ର ପାଇବାକୁ ଆବେଦନ ଫର୍ମ ଅସହ୍ୟ ଗୁଳୁଗୁୁଳିରେ ଶିଶୁଟି ଅସ୍ତବ୍ୟସ୍ତ ହୋଇପଡୁଥିଲେ ବି ଅନ୍ୟ ଉପାୟ ନାହିଁ। ଅନଲାଇନ୍ ସେବା କାମ କରୁନଥିବାରୁ ବାଧ୍ୟ ହୋଇ ବିଏମସିର ଜନ୍ମ-ମୃତ୍ୟୁ ପଞ୍ଜିକରଣ ଅଫିସକୁ ଆସିବାକୁ ପଡିଛି ଏ ମହିଳାଙ୍କୁ।

  • Friday, 09 September 2022
ଆରାଧ୍ୟଙ୍କୁ ଅପମାନ
ଜଗନ୍ନାଥଙ୍କୁ ବାନ୍ଧି ନେଲେ, ଭୁଲ ଜାଣିବା ପରେ କାନ ଧରି କ୍ଷମା ମାଗିଲେ

ଯାହାଙ୍କୁ ଦେଖିଲେ ଦଣ୍ଡବତ କରିବାକୁ ଦୁଇ ହାତ ଆପେ ଯୋଡ଼ି ହୋଇଯାଏ, ତାଙ୍କୁ ବାଉଁଶ ବୋଝେଇ ଗାଡ଼ି ପଛରେ ବାନ୍ଧିବାକୁ କେଉଁ ମଣିଷର ବା ହାତ ଗଲା! ମହାପ୍ରଭୁ ଜଗନ୍ନାଥଙ୍କୁ ଗାଡ଼ି ପଛରେ ବାନ୍ଧିକି ନେଲେ। ଦୃଶ୍ୟ ଜଗନ୍ନାଥପ୍ରେମୀଙ୍କୁ ଶକ୍ତ ଆଘାତ ଦେଲା ଭଳି। ଦୃଶ୍ୟ କୋଟି ଓଡ଼ିଆଙ୍କ ମଉଡ଼ମଣିଙ୍କୁ ଅପମାନ କଲା ଭଳି।

  • Friday, 09 September 2022
ASI starts removing sand from Konark Sun Temple
ବାଲିମୁକ୍ତ ହେବ ଐତିହାସିକ ବ୍ଲାକପାଗୋଡ଼ା ? ହେଲେ କେମିତି ?

ଗର୍ଭଗୃହରୁ ବାଲିକଢ଼ା ଗଲେ ସୁରକ୍ଷିତ ରହିବ ତ ବ୍ଲାକ୍ ପାଗୋଡ଼ା ? ଭୂମିପୂଜା ପରେ ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ, ଏବେ ଏ ପ୍ରଶ୍ନକୁ ନେଇ ସବୁଠି ଚର୍ଚ୍ଚା କାରଣ ଅଭିଯୋଗ ହେଉଛି। ଏତେବଡ଼ ପଦକ୍ଷେପ ନେବା ପୂର୍ବରୁ ଏଏସ୍ଆଇ କୌଣସି ପକ୍ଷ ସହ ଆଲୋଚନା କରିନାହିଁ।

  • Friday, 09 September 2022
Self Kill Cases
ରାଜ୍ୟରେ ଉଦ୍‌ବେଗଜନକ ହାରରେ ବଢୁଛି ଆତ୍ମହତ୍ୟା ସଂଖ୍ୟା

ରାଜ୍ୟରେ ଉଦ୍‌ବେଗଜନକ ହାରରେ ବଢୁଛି ଆତ୍ମହତ୍ୟା ସଂଖ୍ୟା। କିଶୋରଠୁ ବୟସ୍କ କ୍ରମାଗତ ଭାବେ ଜୀବନ ହାରୁଛନ୍ତି । କିଏ ବ୍ୟବସ୍ଥା ବିରୋଧରେ ଲଢ଼େଇ କରି ନିରାଶ ହେବା ପରେ ତ ଆଉ କିଏ ବ୍ୟକ୍ତିଗତ କାରଣରୁ ଆତ୍ମହତ୍ୟା କରୁଛନ୍ତି । ଏସବୁ ଭିତରେ ଆଜି ଚର୍ଚ୍ଚାକୁ ଆସିଛନ୍ତି ବାଲେଶ୍ୱର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ଗୋଡ଼ ଅଚଳ ହୋଇଯାଇଥିବା ଜଣେ ଦିବ୍ୟାଙ୍ଗ ଯୁବକ ।

  • Friday, 09 September 2022
Queen Elizabath Second
ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକରେ ସାରା ବିଶ୍ୱରେ ଶୋକ

ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକରେ ସାରା ବିଶ୍ୱ ଶୋକ ପ୍ରକାଶ କରୁଛି । ବିଶ୍ୱର ବିଭିନ୍ନ ଭାଗରୁ ରାଜନେତା, ବିଶିଷ୍ଟ ବ୍ୟକ୍ତିଗଣ କୁଇନ୍ ଏଲିଜାବେଥ୍‌ଙ୍କ ସ୍ମୃତିଚାରଣ କରୁଛନ୍ତି । ସେପଟେ ସ୍କଟଲାଣ୍ଡର ବାଲମୋରରେ ଥିବା ରୟଲ୍ ଇଷ୍ଟେଟ୍ ଆଗରେ ଆଜି ସକାଳେ ଫୁଲତୋଡା ଦେଇ ଲୋକମାନେ ନିଜ ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

  • Friday, 09 September 2022
Red sandalwood smuggling
ରକ୍ତ ଚନ୍ଦନର ଚୋରା କାହାଣୀ...ଆନ୍ଧ୍ର ସିଜ୍‌ କରୁଛି, ଓଡ଼ିଶା ଜଳକା ହୋଇ ଚାହିଁଛି

ସଫା ହୋଇଗଲାଣି ରକ୍ତ ଚନ୍ଦନ ଜଙ୍ଗଲ। ନାଭିରେ ଯଡା ତେଲ ମାରି ଶୋଇଛି ଓଡ଼ିଶା ପୋଲିସ ଓ ବନବିଭାଗ। ସେପଟେ ଜଙ୍ଗଲ ଦସ୍ୟୁଙ୍କୁ ଧରି କାଠ ସିଜ୍‌ କରି କୋଟି କୋଟି ଟଙ୍କାର ରାଜସ୍ୱ ପାଉଛି ଆନ୍ଧ୍ର...ଆଉ ଜଳକା ହୋଇ ଚାହିଁ ରହିଛି ଓଡ଼ିଶା

  • Friday, 09 September 2022
Multitalented Odisha Model
ସାମ୍ବାଦିକ ହେବେ ସୁନ୍ଦରୀ ଶ୍ୱେତା

ସିଏ ନୃତ୍ୟଶିଳ୍ପୀ, କଣ୍ଠଶିଳ୍ପୀ, ଚିତ୍ରଶିଳ୍ପୀ। ଏବେ ତାଙ୍କ ଫ୍ୟାବ୍ରିକ୍ ପେଣ୍ଟିଂ ପାଇଁ ରାଜ୍ୟ ବାହାରୁ ଆସୁଛି ଅର୍ଡର। ସିଏ ସିନେମାର ହିରୋଇନ୍। ମଡେଲ୍। ଗୀତ ମଧ୍ୟ ଗାଆନ୍ତି। ଏତେ ସବୁ ପରେ ସେ ଜଣେ ସାମ୍ବାଦିକତାର ଛାତ୍ରୀ ମଧ୍ୟ। ସୁନ୍ଦରୀ ଶ୍ୱେତା କହୁଛନ୍ତି ମୁଁ ହେବି ସାମ୍ବାଦିକା। ଚାଲନ୍ତୁ ଭେଟିବା ତାଙ୍କୁ।

  • Friday, 09 September 2022
Man shares reels on social media
ହରଡଘଣାରେ ରସିକଆ ସ୍ୱାମୀ....ଥାନାରେ ପିଟାପିଟି ହେଲେ ୨ ଗର୍ଭବତୀ ସ୍ତ୍ରୀ...

ବାଃ ବାଃରେ ରସିକିଆ ସ୍ୱାମୀ। ଜଣଙ୍କୁ ବାହା ହୋଇ ଗର୍ଭବତୀ କରିବା ପରେ ଏବେ ଆଉ ଜଣଙ୍କ ସହ ରଖିଛନ୍ତି ପ୍ରେମ ସମ୍ପର୍କ। ଖାଲି ସମ୍ପର୍କ ନୁହେଁ ବରଂ ତାଙ୍କ ସହ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ କରୁଛନ୍ତି ପୋଷ୍ଟ। ଇନଷ୍ଟା ଭିଡ଼ିଓ ଦେଖିବା ପରେ ଥାନାର ଦ୍ୱାରସ୍ଥ ହେଲେ ପ୍ରଥମ ସ୍ତ୍ରୀ...ହେଲେ ଉଭୟ ସାମ୍ନାସାମ୍ନି ହେବା ପରେ

  • Friday, 09 September 2022
matric fail farmer scripts success
ଦିନେ ୫୦ ଟଙ୍କାରେ ମଜୁରୀ ଖଟୁଥିଲେ, ଏବେ ୫୦ ଲକ୍ଷ ଫାର୍ମର ମାଲିକ

ଦିନେ ୫୦ ଟଙ୍କା ପାଇଁ ପର ଦୁଆରେ ମୂଲ ଲାଗୁଥିଲେ ସହଦେବ। ଆଉ ଆଜି ପରିଶ୍ରମ କରି ୫୦ ଲକ୍ଷ ଟଙ୍କା ଫାର୍ମ ହାଉସ୍‌ର ମାଲିକ। ହେକ୍ଟର ହେକ୍ଟର ଜମିରେ ମୁକ୍ତାଠୁ ମାଛ...ଶାଗୁଆନଠୁ ପରିବା ଚାଷ କରି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା...

  • Friday, 09 September 2022
Grocery seller wins hearts
ରିଲ୍‌ କରି ସୋସିଆଲ ମିଡ଼ିଆକୁ ଘାଂଟୁଛନ୍ତି ପୂର୍ଣ୍ଣ ମଉସା....

ରିଲ୍‌ ଭିଡ଼ିଓ ଅପଲୋଡ୍‌ କରି ସୋସିଆଲ ମିଡ଼ିଆକୁ ଘାଂଟୁଛନ୍ତି ପୂର୍ଣ୍ଣ ମଉସା। ଦୋକାନରୁ ଟିକିଏ ଫୁରସତ ପାଇଲେ ବନାଉଛନ୍ତି ରିଲ୍‌। ଆଉ ଭିଡ଼ିଓ ଅପଲୋଡ୍‌ ହେବା ମାତ୍ରେ ଲକ୍ଷଲକ୍ଷ ଦର୍ଶକ ଦେଖୁଛନ୍ତି ମଉସାଙ୍କ ଏଇ ସବୁ ଭିଡ଼ିଓ। ଗୀତ ସାଙ୍ଗକୁ ଲିରିକ୍ସରେ ଦେଖାଉଛନ୍ତି ଜଲୱା

  • Friday, 09 September 2022
Maoist couple
ଆମେ ମାଓବାଦୀ ହୋଇ ରହିବୁନି...

ସଂସାର କରି ରହିବୁ ଆଉ ଆମେ ଜଙ୍ଗଲରେ ବୁଲିବୁନି। ରାତିରେ ଲୁଚି ଛପି ରହିବୁନି। ଏଣିକି ଆମେ ମୁଖ୍ୟସ୍ରୋତର ମଣିଷ। ଆମେ ଦୁହେଁ ବାହା ହୋଇ ସୁଖର ସଂସାର କରିବୁ... ଲାଲ୍ ବାହିନୀ ଆଉ ଭଲ ଲାଗୁନି...

  • Friday, 09 September 2022
News Fuse
ବାଃ ବାଃ....ଜନଶୁଣାଣୀ ଦିନ ଖୋଲା, ଅନ୍ୟ ଦିନ ବନ୍ଦ

ଆଚ୍ଛା !! ଏମିତି ଚାଲିଛି ଜିଲ୍ଲାପାଳଙ୍କ ଜନ ଶୁଣାଣୀ? ଜନ-ଶୁଣାଣି ଦିନ ସବୁ ଖୋଲା ହେଲେ ଜନ ଶୁଣାଣୀ ସରିବା ପରେ ସବୁ ହୋଇଗଲା ବନ୍ଦ...ଦେଖୁନୁରେ ନାରଣ କେମିତି ସବୁ କଠୋରୀରେ ଝୁଲୁଛି ଚାଲା

  • Friday, 09 September 2022