ସାର ସଙ୍କଟ ବେଳେ ଚାଲିଛି କଳାବଜାରୀ । ବିକ୍ରି ହେଉଛି ଚଢ଼ା ଦରରେ । ଶୋଷଣ ହେଉଛନ୍ତି ଚାଷୀ । ସୋସାଇଟି କହୁଛି ସାର ନାହିଁ । ଖୋଲା ବଜାରକୁ ଗଲେ ୨୬୬ ଟଙ୍କାର ୟୁରିଆ ବିକ୍ରି ହେଉଛି ୫ ଶହ ଟଙ୍କାରେ । ଏଭଳି ସ୍ଥିତିରେ ଚାଷୀ ବା ଆଉ କଣ କରିବ, ବାଧ୍ୟ ହୋଇ ହାଟ ବଜାରରୁ ଚଢ଼ା ଦାମ୍ରେ ସାର କିଣୁଛି । ସମ୍ବଲପୁରର ଏକ ସୋସାଇଟିରେ ସାର ଗୋଦାମ ଅଛି । ହେଲେ ସେଠି ସାର ନାହିଁ ।
Published: Satyendu Shekher Mishra
Last updated: 30 August 2022, 10:24 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।