Advertisment

ମୁଣ୍ଡଳି ବ୍ରିଜ୍ ଉପରେ ଥୁଆ ହୋଇଥିଲା ସ୍କୁଟି-ହେଲମେଟ୍-ଚପଲ, ହେଲେ ଲୋକ କେଉଁଠି ?

ବ୍ରିଜ୍ ଉପରେ ପହଞ୍ଚିଥିଲେ ପୋଲିସ ଓ ଅଗ୍ନିଶମ ଟିମ୍ । ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ ।

author-image
Satyendu Shekher Mishra

ସକାଳ ପ୍ରାୟ ୬ଟା । ମହାନଦୀ ମୁଣ୍ଡଳି ବ୍ରିଜ୍ ଉପରେ ଥୁଆ ହୋଇଥିଲା ସ୍କୁଟି, ହେଲମେଟ୍ ଆଉ ଚପଲ । ଏସବୁ ଲୋକଙ୍କ ନଜରରେ ପଡିବା କ୍ଷଣି ସନ୍ଦେହ ଦୃଢିଭୁତ ହୋଇଥିଲା, ବୋଧ ହୁଏ କେହି ନଈକୁ ଡେଇଁ ପଡିଛି । ଘଟଣାକୁ ନେଇ ହୁରି ପଡିଯାଇଥିଲା । ଆଉ କିଛି ସମୟ ଭିତରେ ବ୍ରିଜ୍ ଉପରେ ପହଞ୍ଚିଥିଲେ ପୋଲିସ ଓ ଅଗ୍ନିଶମ ଟିମ୍ । ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ ।

Advertisment
Mundali Bridge
Advertisment
Advertisment