• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

News Fuse
ତୁ ରାଣୀ କଙ୍କାଡ଼ାର ଝୋଳ, ମାଡ଼ିଚାଲ...ମାଡାମ୍‌ ତୁମେ କ’ଣ କି?

ଆଲୋ ଆଲୋ...ସୁର କଣ ଗାଇଲେଣି ତୁ ରାଣୀ କଙ୍କଡ଼ାର ଝୋଳ। ରେଡ୍ଡୀ ତ...ମାଡ଼ିଚାଲ। ଇଏ କୋଉ ମାଡାମଙ୍କୁ ଲାଇନ୍‌ରେ ମାଇଲେ ମ? ଦେଖୁନାହାନ୍ତି କେମିତି ଗୀତ ଗାଉଛନ୍ତି ସୁର...

  • Sunday, 19 June 2022
Army aspirant kills
ଆର୍ମି ଚାକିରି ପାଇଲେନି, ଜୀବନ ହାରିଦେଲେ.....ଭେଣ୍ଡିଆ ପୁଅକୁ ହରାଇ ଭୋ ଭୋ କାନ୍ଦୁଛି ମାଆ

ଆର୍ମି ଚାକିରି କରିବେ, ଦେଶର ସେବା କରିବେ। ଅଧ ରାତିରୁ ଉଠି ଏଇଥି ପାଇଁ କଠିନ ପରିଶ୍ରମ ବି କରୁଥିଲେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ରିଟିନ୍‌ ପରୀକ୍ଷାକୁ କରିଥିଲେ ଅପେକ୍ଷା। ହେଲେ ବାରମ୍ବାର ତାରିଖ ଆଉ କେନ୍ଦ୍ରର ନୂଆ ଗାଇଡ୍‌ଲାଇନ୍‌ ଆସିବା ପରେ ସହିପାରିଲେନି ଧନଞ୍ଜୟ। ପରିଶ୍ରମ ବୃଥା ଯିବା ଅନୁଭବ କରିବା ପରେ ଜୀବନ ହାରିଦେଲେ। ଯେଉଁ ଦୁଆରୁ ପୁଅ ଚାକିରି କରିବା ପାଇଁ ବାହାରି ଥାଆନ୍ତା, ସେଇ ଦୁଆରୁ ଆଜି କୋକେଇ ଉଠିଲା...ଦେଖନ୍ତୁ ସେଇ ଦୃଦୟ ବିଦାରକ ଦୃଶ୍ୟ...

  • Saturday, 18 June 2022
 grape farming
ପ୍ରବଳ ଫଳିଛି...ଦୁଆର ମୁହଁରେ ପେନ୍ଥା ପେନ୍ଥା ଅଙ୍ଗୁର ଓହଳିଛି....

ଗରମ ମୌସୁମରେ ବି ଅଙ୍ଗୁର ଚାଷ । ଦୁଆର ମୁହଁରେ ପେନ୍ଥା ପେନ୍ଥା ହୋଇ ଫଳିଛି ଅଙ୍ଗୁର। ଏତେ ମାତ୍ରାରେ ଫଳ ଆସିଛି ଯେ, ଗଛରେ ପତ୍ର ବି ଦେଖାଯାଉନି। ନୂଆପଡ଼ାରେ ନୂଆ କରି ଫଳିଥିବା ଅଙ୍ଗୁରକୁ ଦେଖି ଉତ୍ସାହିତ ଚାଷୀ

  • Saturday, 18 June 2022
News Fuse
କୁକୁଡ଼ା ହାତୀର ଚାଲିଛି କବାଡ଼ି ଖେଳ..

ଆଲୋ ଆଲୋ ଇଏ କଣ? ଏ ହାତୀର ମୁଣ୍ଡ ଖରାପ ହୋଇଗଲାଣି ନା କଣ? ଦେଖୁନାହାନ୍ତି କେମିତି କୁକୁଡ଼ାକୁ ଜୋରସୋରରେ ଗୋଡ଼ାଉଛି ହାତୀ...ଇଏ ଆଜି ନାମ ନବରେ ନାରଣ

  • Saturday, 18 June 2022
Enews
ଗୋରା ପାଦରେ ପାଉଁଜି ଲଗାଇ ଛମ ଛମ୍‌ ନାଚୁଛନ୍ତି ଗୌରୀ...

ରୂପକୁ ଗୁଣ କେଉଁଥିରେ ସେ କମ୍‌ ନୁହନ୍ତି। ଗାଁ ପରିବେଶରେ ବଡ ହୋଇଛନ୍ତି...କେତେବେଳେ ସିଏ କେଉଁଠି ରୁହନ୍ତି ତାହା କାହାକୁ ବି ଜଣାନାହିଁ। ଗୌରୀଙ୍କୁ ଅଟକାଇବାକୁ ସାହସ କାହା ପାଖରେ ନାହିଁ। ଯେତେବେଳେ ଯାହା ମନ କରେ ସେତେବେଳେ ସେ ତାହା କରନ୍ତି। ତୋଫା ଜହ୍ନ ପରି ଗୌରୀଙ୍କ ଚେହେରା...

  • Saturday, 18 June 2022
Monsoon
ରଜ ଗଲା, ହେଲେ ବର୍ଷାରେ ପୂରା ଭିଜିପାରିଲାନି ଓଡ଼ିଶା, ଧିମା ମୌସୁମୀ ପ୍ରବେଶ ନେଇ ଚିନ୍ତା

ପାଣିପାଗ ବିଭାଗର ସୂଚନା ଅଧିକାଂଶ ଜିଲ୍ଲା ଛୁଇଁବାକୁ ଆହୁରି ୨/୩ ଦିନ । ଜୁନ୍‌ରେ ଏଯାଏଁ ୬୪ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ।

  • Friday, 17 June 2022
CORONA
ଲଗାତର ଦ୍ୱିତୀୟ ଦିନ ପାଇଁ ଦେଶରେ ୧୨ ହଜାର ପାର୍ କରିଛି ଦୈନିକ ସଂକ୍ରମଣ

ଦେଶରେ ଚିହ୍ନଟ ନୂଆ କରୋନା ରୋଗୀଙ୍କ ମଧ୍ୟରୁ କେବଳ ୪ ହଜାର ୨୫୫ ଜଣ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି, ଯାହାକି ଫେବ୍ରୁଆରୀ ୧୨ ପରେ ରାଜ୍ୟର ଦୈନିକ ସର୍ବାଧିକ ।

  • Friday, 17 June 2022
Harischandra Sahayata Yojana Scam
ଟଙ୍କା ଖାଇବେ ବୋଲି ଜୀଅନ୍ତା ମଣିଷକୁ ମାରିଦେଲେ ସରକାରୀ ଦସ୍ତାବିଜ୍‌ରେ

ରୋଚକ କଥା ହେଉଛି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ-ପିଇଓ କହୁଛନ୍ତି, ମୋର ଆଇଡ଼ି ଆଉ ପାସଓ୍ବାର୍ଡକୁ ବ୍ୟବହାର କରି କିଏ ଏଭଳି କରିଥାଇପାରେ।

  • Friday, 17 June 2022
Education
ରାଜ୍ୟ ଶିକ୍ଷା ବିଭାଗର ବିଚିତ୍ର ଚିତ୍ର ! ଶ୍ରେଣୀ ଗୃହ ଗୋଟିଏ ହେଲେ ଏକା ସାଙ୍ଗରେ ଚାଲିଛି ଦୁଇଟି କ୍ଲାସ

କୋରାପୁଟ ଜୟପୁର ବ୍ଲକ ହାଡିଆ ଉଚ୍ଚ ମାଧ୍ୟମିକ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ତେବେ ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ରାଜ୍ୟରେ କେଉଁସ୍ତରରେ ରହିଛି ଶିକ୍ଷା ଭିତ୍ତିଭୂମି ।

  • Friday, 17 June 2022
Agnipath
ବିହାର-ଉତ୍ତରପ୍ରଦେଶ-ରାଜସ୍ଥାନ-ହରିୟାଣା-ତେଲେଙ୍ଗାନା-ଓଡ଼ିଶା, ସବୁଠି ଅଗ୍ନିପଥ ନିଆଁ

ଦିନକୁ ଦିନ ଅଧିକରୁ ଅଧିକ ହିଂସାତ୍ମକ ହେଉଛି ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନ । କେଉଁଠି ଟ୍ରେନ୍ ଜଳୁଛି, ତ କେଉଁଠି ଥାନା ତ ଆଉ କେଉଁଠି ରାସ୍ତାଘାଟ । ବିଶେଷ କରି ରେଳ ଭିତ୍ତିଭୂମି ଉପରେ ଅଧିକ ଦାଉ ସାଧୁଛନ୍ତି ଆନ୍ଦୋଳନକାରୀ ।

  • Friday, 17 June 2022
Agnipath
କେନ୍ଦ୍ରର ଅଗ୍ନିପଥ ସ୍କିମ୍‌କୁ ନେଇ ଦେଶବ୍ୟାପୀ ଅସନ୍ତୋଷର ବହ୍ନି

ଏଥିରେ ୪ ବର୍ଷ ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି ।

  • Thursday, 16 June 2022
Rahul
ବୋରୱେଲରେ ଫସିଥିବା ରାହୁଲକୁ ଉଦ୍ଧାର ପାଇଁ ୧୦୪ ଘଣ୍ଟାର ଅପରେସନ ଭିତରେ ଲୁଚିଛି ଲୋମଟାଙ୍କୁରା କାହାଣୀ

ଯେଉଁ ବୋରୱେଲ୍ ଭିତରେ ରାହୁଲ ପଡ଼ିଯାଇଥିଲା, ଖୋଳା ଯାଉଥିବା ସମୟରେ ସେ ଗାଁରେ ହିଁ ନଥିଲା

  • Thursday, 16 June 2022
Special story
ବରଗଡ଼ରେ ଫେଲ୍ ମାରିଛି ସରକାରଙ୍କ ଧାନକିଣା ନୀତି

ଇଡଲି ତଥା ଦୋସା ଲାଗି ଆବଶ୍ୟକ ହେଉଥିବା ମୋଟା ଚାଉଳ ଯୋଗୁଁ ଆକାଶଗଙ୍ଗା ଓ ୧୦୧ ଭେରାଇଟି ଧାନକୁ ଚାଷୀଙ୍କୁ ଟିକେ ଅଧିକା ପଇସା ଦେଇ କିଣି ନେଉଛନ୍ତି ଦଲାଲ । ଆଉ ଏପଟେ ମଣ୍ଡିରେ ନୟାନ୍ତ ହେବା ଅପେକ୍ଷା ଅଧିକ ଦିପଇସା ପାଇ ଚାଷୀ ବି ବେଶ୍ ଖୁସ୍ ।

  • Thursday, 16 June 2022
Rahul Sahoo
୧୦ ବର୍ଷର ପିଲା,  ୮୦ ଫୁଟ୍‌ର ସରୁଆ ଗର୍ତ୍ତ ଓ ୧୦୮ ଘଣ୍ଟାର ସଂଘର୍ଷ

ପୁଅର ସୁରକ୍ଷିତ ଉଦ୍ଧାରଠୁ ନେଇ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତିକୁ ଦେଖି ରାହୁଲର ବାପା କହିଛନ୍ତି ‘କେବଳ ଜଗନ୍ନାଥଙ୍କ ପାଇଁ ଏସବୁ ସମ୍ଭବ ହୋଇଛି । ପୁଅ ଭଲ ହେଲେ ଖୁବ୍‌ଶୀଘ୍ର ତାକୁ ନେଇ ଶ୍ରୀକ୍ଷେତ୍ର ଯିବି ।’

  • Thursday, 16 June 2022
Ticket For India Vs South Africa
ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ନଥିଲା, କିନ୍ତୁ ଷ୍ଟାଡିୟମ ଭିତରେ ପ୍ରବେଶ କରିଥିଲେ ବହୁ ନକଲି ପାସଧାରୀ

ଏବେ ସୋସିଆଲ ମିଡିଆରେ ଏଭଳି ବହୁ ସଂଖ୍ୟାରେ ପାସ୍ ଘୁରିବୁଲିବା ପରେ ଏହାକୁ ନେଇ ମର୍ମାହତ ସାଧାରଣ କ୍ରିକେଟ୍‌ ପ୍ରେମୀ ।

  • Thursday, 16 June 2022
Special Story | Former MP Prasanna Acharya\'s 2nd innings as actor, know details
ରାଜନେତାରୁ ଅଭିନେତା ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଲଗାଇଲେ ନକଲି ଚୁଟି

ରାଜ୍ୟସଭା ସଦସ୍ୟ ପଦ ଯିବା ପରେ ଅଭିନେତା ହେଲେଣି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ମୁହଁରେ ପାଉଡର ଓ ନିଶ ଲଗାଇ କଲେ ଅଭିନୟ ।

  • Wednesday, 15 June 2022
Prophet remarks row
ଥମୁନି ବିବାଦ, ବିଦେଶରେ ବି ପ୍ରତିବାଦର ସ୍ୱର

ବିଜେପିରୁ ନିଲମ୍ୱିତ ନେତ୍ରୀ ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ସୃଷ୍ଟି କରିଛି ଝଡ । ବିବାଦ ଥମିବାର ନାଁ ନେଉନି ।

  • Wednesday, 15 June 2022
News Fuse
ଦୁଇ ନେତା ହେଲେ ଠେଲାପେଲା, ମଝିରେ ପଶିଗଲେ ସୁର ଭାଇ

ପୂର୍ବତନ ସାଂସଦ ତଥାଗତ ସତପଥୀ ବହୁତ ଚେଷ୍ଟା କଲେ । କିନ୍ତୁ ପାରିଲେନି । ଜିତିଗଲେ ଜଣେ ବିଧାୟକ । ଏଥିପାଇଁ ସୁର ଭାଇ ଦାୟୀ ନା କେନ୍ଦ୍ର ଦାୟୀ ।

  • Wednesday, 15 June 2022
Women of Himba
ବିବାହ ଦିନ ଥରେ ଗାଧାନ୍ତି, ଆଉ ଗାଧାନ୍ତିନି ଏଇ ମହିଳା

ଯାହା ଚଳି ଆସୁଛି ତାହା ହିଁ ପରମ୍ପରା । ଏଇ ମହିଳାମାନେ ଜୀବନରେ ଥରେ ଗାଧାନ୍ତି । କିନ୍ତୁ ବର୍ଷସାରା ବାମ୍ଫ ନିଅନ୍ତି । ଯେଉଁଦିନଠୁ ପିଲା କଥା ଭାବନ୍ତି, ସେଇ ଦିନକୁ ପାଳନ କରନ୍ତି ପିଲାର ଜନ୍ମଦିନ ।

  • Wednesday, 15 June 2022
Khola Katha with senior BJD leader Prasanna Kumar Patasani
ବାବାଙ୍କୁ ପଲଟିକାଲ ମର୍ଡ଼ର କଲା କିଏ? ବିଜେଡ଼ିରେ ପାଟ୍ଟଶାଣୀଙ୍କ ଶତ୍ରୁ କିଏ?

ମତେ ପଲଟିକାଲ ମର୍ଡର କରାଯାଇଛି। ସୁନ୍ଦର ନାରୀର ସୌନ୍ଦର୍ଯ୍ୟ ହେଉଛି ନିଜ ସୁନ୍ଦର। ନିଜର ସ୍ୱାର୍ଥ ପାଇଁ ଅନ୍ୟକୁ ମାରିବା ଠିକ୍‌ ନୁହେଁ। ମୋ ଟିକେଟ୍‌ କଟିଲା କାହିଁକି ମୁଁ ଜାଣେ...ହେଲେ ପରିପ୍ରକାଶ କଲେନି। କୋହ ନଥିଲେ ମଣିଷ ହେବା କେମିତି? ଶୁଣନ୍ତୁ ଖୋଲାକଥାରେ ଆଉ କଣ ମନଖୋଲି କହୁଛନ୍ତି ପାଟ୍ଟଶାଣୀ

  • Monday, 13 June 2022
Taste of Odisha- Know recipe of Rohi Machcha Posta
ଭାରି ସୁଆଦିଆ ରୋହୀ ମାଛ ପୋସ୍ତ....ଥରେ ଟେଷ୍ଟ କଲେ ପାଟିରୁ ଜମା ଛାଡ଼ିବନି

ନାଁ ଯେମିତି ଟେଷ୍ଟ ବି ସେମିତି। ଟିକିଏ ଜୀରା, କଟା ପିଆଜ ଓ ଲଙ୍କା ହଳଦୀ ଗୁଣ୍ଡ ଦେଇ ରୋହୀ ମାଛ ପୋସ୍ତରେ ଦିଅନ୍ତୁ ଛୁଙ୍କ। ଟେଷ୍ଟ ଏମିତି ଆସିବ ଯେ, ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି....

  • Monday, 13 June 2022
Jibana Do Chhakire Ashara Alok | Doubts among couple ruins marital life
ଭାଇ-ଭାଉଜଙ୍କ ଅଯଥା ହସ୍ତକ୍ଷେପ ସହ ସନ୍ଦେହ ଭାଙ୍ଗି ଦେଲା କି ସ୍ୱାମୀ-ସ୍ତ୍ରୀ ସମ୍ପର୍କ?

ସନ୍ଦେହ ଭାଙ୍ଗିଦେଲା କି ସମ୍ପର୍କ? ସ୍ୱାମୀଙ୍କ ବିରୋଧରେ ମାମଲା କଲା ପରେ ଏବେ ବଢିଯାଇଛି ଅଶାନ୍ତି...କାହିଁକି ଶାଶୂ ବୋହୂ ମଧ୍ୟରେ ହେଲା ମାରପିଟ୍‌? ଭିନେ ହେବା ପାଇଁ କାହିଁକି ରାଜି ହେଲେନି ସ୍ୱାମୀ? ଦେଖନ୍ତୁ କଣ ଥିଲା ପୂରା ଘଟଣା

  • Monday, 13 June 2022
Jojona Ra Na Hariloot- Talcher rail overbridge remains incomplete, massive corruption alleged
୩୭ କୋଟିରୁ ୫୨ କୋଟିରେ ପହଞ୍ଚିଲାଣି ବଜେଟ୍‌, ହେଲେ ପୋଲ କାମ ସରୁନି...

ଚେଇଁ ଶୋଇଛି ପ୍ରଶାସନ। ୩୭ କୋଟିରୁ ୫୨ କୋଟିରେ ପହଞ୍ଚିଲାଣି ପ୍ରକଳ୍ପର କାମ। ହେଲେ ଏପର୍ଯ୍ୟନ୍ତ ସରିଲାନି ଓଭରବ୍ରିଜର କାମ। ତେଜୁଛି ଅସନ୍ତୋଷ....

  • Monday, 13 June 2022
Special Story | Lineman cuts off Bareilly police station\'s power supply after he was fined by cop
ଚାଲାଣ କାଟିଲା ପୋଲିସ୍‌, ଯେସାକୁ ତେସା ନୀତିରେ ଥାନାର ବିଦ୍ୟୁତ୍‌ କାଟିଦେଲା ଲାଇନ୍‌ ମ୍ୟାନ୍

ଯେସାକୁ ତେସା ନୀତି। ବିଜୁଳି ମ୍ୟାନ୍‌ର ଚାଲାଣ କାଟିଦେଲା ପୋଲିସ...ଫାଇନ ଦେବା ପରେ ଥାନାର ଲାଇନ୍‌ କାଟିଦେଲେ ବିଜୁଳି ମ୍ୟାନ୍‌। ଆଉ ତା’ପରେ ହେଲା କ’ଣ?

  • Monday, 13 June 2022
Doctor Doctor | All you need to know about Targeted Therapy
ଟାର୍ଗେଟେଡ୍‌ ଥେରାପି କ’ଣ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର....

କ୍ୟାନସର ରୋଗରେ ପୀଡ଼ିତ ଅଛନ୍ତି କି? ତେବେ ଟାର୍ଗେଟେଡ୍‌ ଥେରାପି କ’ଣ? ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର...

  • Monday, 13 June 2022