କଣ୍ଟିଲୋ ଅଞ୍ଚଳରେ ସ୍ଥିତି ଅଧିକ ଖରାପ ହୋଇଛି। ଗାଁରେ ଚାଲିଛି ଅଣ୍ଟାଏ ଉପରେ ପାଣି।
ବିରି ରସ ବରା । ଥରେ ପାଟିରେ ପଡିଲେ ଏ ବରାର ପ୍ରେମରେ ପଡିବା ଥୟ। ଏ ବର୍ଷା ପାଗରେ ଥରେ କରିକି ଖାଆନ୍ତୁ ରସବିରିବରା
ପ୍ରବଳ ବନ୍ୟାରେ ଭାସୁଛି ଓଡିଶାର ତଳିଆ ଅଞ୍ଚଳ। ବନ୍ୟାର ପ୍ରଖର ସ୍ରୋତରେ ଅଧା ଓଡିଶା ଭାସୁଥିବା ବେଳେ ତଳ ମୁଣ୍ଡରେ ଲୋକଙ୍କ ଅବସ୍ଥା ବେହାଲ। କିନ୍ତୁ ଉପରେ ମୁଣ୍ଡରେ ଲୋକେ ବନ୍ୟା ପାଣିର ପ୍ରଖର ସ୍ରୋତ ଦେଖି ପୁରା ଖୁସ୍ । ସପରିବାର ବ୍ରିଜ୍ ଉପରେ ଏକାଠି ।
ବିପଦ ବେଳେ ବେଳେ କହିକି ଆସି ନଥାଏ I ସାମାନ୍ୟ ଅସାବଧାନତା ନେଇପାରେ ଜୀବନ। ଦେଖନ୍ତୁ ଏହି ଭିଡିଓ। କାର ସହ ପାଣିରେ ଭାସିଗଲେ । ଚାରିଆଡେ ବନ୍ୟା , ରାସ୍ତା ଘାଟ ଧୋଇ ଯାଇଛି ସତର୍କ ରୁହନ୍ତୁ
ନଦୀ ବଢିରେ ଅଧା ଓଡିଶା ବୁଡି ଗଲାଣି। ଘରେ ଘରେ ପଶିଛି ପାଣି। ଆଉ ସେଇ ଗୋଳିଆ ବଢି ପାଣିରେ ରଣା , ବୋଡା, ନାଗ ପରି ଅନେକ ବିଷାକ୍ତ ସାପ । ପାଦ ପଡିଗଲେ ମୃତ୍ୟୁ ସୁନିଶ୍ଚିତ। ଏମିତି ଅସମୟରେ କେମିତି ସୁରକ୍ଷିତ ରହିବେ ଜାଣନ୍ତୁ
ସ୍ବାଧୀନତା ଦିବସ ପରଦିନ ୭ ଯବାନ ସହିଦ୍। ଘାଟିର ରାସ୍ତା ଆଉ ଗାଡିର ବ୍ରେକ୍ ଫେଲ୍ ୩୯ ଯବାନଙ୍କୁ ବିପଦ ମୁହଁକୁ ଠେଲିଦେଲା । ୬୦ମିଟର ତଳକୁ ଖସି ସହିଦ ହେଲେ ଯବାନ୍
ସୁର ଭାଇ ସବୁବେଳେ ସାଙ୍ଗରେ , ଯିଏ ଯେଉଁଠି ଡାକିଲା ଓ କରିବେ ସୁର ଭାଇ I ଭାଇଙ୍କୁ ଭାଇ କରିଦେଲେ ରାନୀ ପଣ୍ଡା । ହାତରେ ବାନ୍ଧି ଦେଲେ ଭାଇ ଭଉଣୀର ପବିତ୍ର ବନ୍ଧନ ରାକ୍ଷୀ
ବାହା ହେଲେ ୫ ପିଲା ହେଲା । ପୁଣି ମନ ବୁଝିଲାନି ବୋଲି ବାହାରେ ଆଉ ଏକ ସ୍ତ୍ରୀ ସହ ୬ ବର୍ଷ ରହିଲେ । ଏବେ ପିଲା ବାର ଦୁଆର ହେଉଛନ୍ତି । ଦେଖନ୍ତୁ ପାରିବାରିକ କଳହର ଆଉ ଏକ କରୁଣ ପରିଣତି
ମୁଣ୍ଡଳିଠାରେ ମହାନଦୀ ଦେଖାଇଛି ତାର କରାଳ ରୂପ । ଏଠି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀ ।
ତିନି ଦିନ ଭୋକ ଉପାସରେ ଛଟପଟ ହେବା ପରେ କେମିତି ଖୋଲା ଆକାଶ ତଳେ ଘରର ଛାତ ପାଲଟିଛି ଅସ୍ଥାୟୀ ଗୃହ ଓ ରୋଷେଇ ସ୍ଥଳ ।
ଣିରେ ବୁଡ଼ି ରହିଛି ହଜାର ହଜାର ହେକ୍ଟର ଚାଷଜମି । ସେପଟେ ଚିତ୍ରୋତ୍ପଳା ନଦୀର ପାଣି ଯୋଗୁଁ ଡେରାବିଶ ଓ ମହାକାଳପଡ଼ା ବ୍ଲକର ବହୁ ପଞ୍ଚାୟତବାସୀ ଜଳବନ୍ଦୀ ହୋଇଛନ୍ତି ।
ସକାଳୁ ରାତି ଯାଏଁ ଅସମ୍ଭବ ଭିଡ଼ । ବନ୍ୟା ପାଣି ସହ ଜମୁଛି ସେଲ୍ଫି ସାଙ୍ଗସାଥୀ ସହ ମଜା କରୁଛନ୍ତି ସମସ୍ତେ । ନଦୀ କୂଳକୁ ଯାଇ ଫଟୋ ମଧ୍ୟ ଉଠାଉଛନ୍ତି ।
ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୩୮ ବର୍ଷ ପରେ ବରଫ ପାହାଡ ତଳୁ ମିଳିଲା ଯବାନଙ୍କ ମରଶରୀର। ଘରକୁ ଦିଆଗଲା ଖବର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ
ସ୍ୱାମୀ ସ୍ତ୍ରୀ ଝଗଡାରେ ହନ୍ତସନ୍ତ ଦୁଇ ପରିବାର। ୫ ପିଲାବି ବାପା ମାଆ କଳିରେ ଅସହାୟ। ସ୍ତ୍ରୀ ଓ ୫ ପିଲାଙ୍କୁ ଛାଡି ସ୍ୱାମୀ ଅନ୍ୟ ଝିଅ ସହ ୬ବର୍ଷ ହେଲା ବାହାରେ । ପଚାରିଲାରୁ କହୁଛି ବିବାହ ପରେ ଅନ୍ୟ ସ୍ତ୍ରୀ ସହ ରହିଲେ କେସ୍ ହୁଏନି ବୋଲି ସେ ଜାଣି ନାହାନ୍ତି
ବର୍ଷା ଦିନ। ଘରେ ଗରମା ଗରମ କିଛି ହେଲେ ତାର ମଜା ଅଲଗା। ଆଜି ଦେଖନ୍ତୁ ଚୁଡାରେ ତିଆରି ମସଲା ପିଠା , ଯେତିକି ସୁଆଦିଆ ତିଆରି ବି ଭାରି ସହଜ
ଚାଲିଛି ରାମ ରାଜ୍ୟ । ଏଠି ପିସିରେ ଖେଳ ହେଉଛି। ଏଠି ରାମ ନାହାନ୍ତି । ରାବଣ ମାଳ ମାଳ ଆଉ ଚାଲିଛି ରାମରାଜ୍ୟ I ଏଠି ଗୋଡି ବାଲି ୱାର୍ଡ ମେମ୍ୱର ଖାଉଛି
ବଡମ୍ୱାର ମାଆ ଭଟ୍ଟାରିକା ମନ୍ଦିର ପାଣିରେ ବୁଡି ଯାଇଛି। ତିନି ଦିନ ଭିତରେ ପାଣି ୧୫ ଫୁଟି ଉଠି ମନ୍ଦିର ଭିତରେ ପାଣି ଲହଡି ଭାଙ୍ଗୁଛି। ମାଆଙ୍କୁ ବନ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି। ବେହାଲ ଏ ପୀଠର ଅବସ୍ଥା
ଆଶ୍ଚର୍ଯ୍ୟ !! କିଏ କାନ୍ଦୁଛି ତ ପୁଣି କିଏ ହସୁଛି। ସ୍କୁଲରେ ୯ ଛାତ୍ରୀଙ୍କ ଦେହରେ ଲାଗୁଛି ଭୂତ। ତାନ୍ତ୍ରିକ ଆସି କରୁଛି ପୂଜାର୍ଚ୍ଚନା। ପିଲାଙ୍କୁ ସ୍କୁଲ କି ଟ୍ୟୁସନ ଛାଡ଼ିବାକୁ ରାଜି ହେଉନାହାନ୍ତି ଅଭିଭାବକ। (ବି-ଦ୍ର: ଓଟିଭି ଭୂତପ୍ରେତ ପରି ଅନ୍ଧ ବିଶ୍ୱାସକୁ ପ୍ରୋତ୍ସାହନ ଦିଏ ନାହିଁ। ଏହା କେବଳ ସଚେତନତା ପାଇଁ ପ୍ରସାରଣ କରାଯାଇଛି। ଆପଣମାନେ ମଧ୍ୟ ଅନ୍ଧବିଶ୍ୱାସକୁ ବିଶ୍ୱାସ କରନ୍ତୁ ନାହିଁ)
ବଡ ଦାଣ୍ଡରେ ଯେତିକି ପାଣି ପୁରା ଅବସ୍ଥା ବେହାଲ। ପାଣି ଭିତରେ କିଏ ସୁଅ ଚିରିକି ଯାଉଛି ତ କିଏ ମୁଣ୍ଡ କୁଣ୍ଡେଇଲାଣି।
ସ୍ୱାଧୀନତାର ଅମୃତ କାଳରେ ବିକଶିତ ଭାରତ ସହ ଗୋଲାମୀର ଦୁଃସ୍ୱପ୍ନରୁ ମୁକ୍ତି, ନିଜ ଐତିହ୍ୟ ଓ ପରମ୍ପରାକୁ ନେଇ ଗର୍ବ ଅନୁଭବ କରିବା ସହ ଏକଜୁଟ୍ ହୋଇ ନାଗରିକମାନେ ନିଜ ନିଜ କର୍ତ୍ତବ୍ୟ ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି।
ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଗେଟ୍ ଦେଇ ଆସୁଥିବା ମହାନଦୀର ବନ୍ୟାପାଣି ମାଡ଼ି ଯିବାରୁ କେମିତି ଦୁଃସ୍ଥିତି ହୋଇଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ତାହା କହିବାକୁ ଶବ୍ଦ ନାହିଁ ।
ପ୍ରବଳ ବନ୍ୟା ହୋଇପାରେ ବୋଲି ଆଶଙ୍କା କରିଛନ୍ତି ଖୋଦ୍ ଏସ୍ଆର୍ସି ।
ତଳଠୁ ଉପର ପର୍ଯ୍ୟନ୍ତ ସବୁ ମିଳିମିଶି ହଡ଼ପ କରିଦେଲେ ହିତାଧିକାରୀଙ୍କ କୁଇଣ୍ଟାଲ୍ କୁଇଣ୍ଟାଲ୍ ଚାଉଳ... ତିନି ମାସ ହେବ ଆମେ ଚାଉଳ ପାଇନୁ, ହେଲେ ଆମ ନା ଏଣ୍ଟ୍ରି କରି କିଏ ନେଲା ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ....
ଘରେ ବନାନ୍ତୁ ଦେଶୀ ରେସିପି ‘ମହୁରାଳି ମାଛ ଘଡ଼ିପୋଡ଼ା’।
ଏ ଦେଶର ଇଂଜିନିୟର ସବୁ ଭାଙ୍ଗି ପଡ଼ିଲେ...ଏ ଦେଶର ଶିକ୍ଷକ ଭାଙ୍ଗି ପଡ଼ିଲେ....