• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

News Fuse | Law Minister performs duties of Education Minister, dons teacher’s hat
ଆଇନମନ୍ତ୍ରୀ...ହେଲେ ସ୍କୁଲରେ ପିଲାଙ୍କୁ ପଢାଉଛନ୍ତି ପାଠ !

ଆଇନ ବିଭାଗରେ ମନ୍ତ୍ରୀ ଅଛନ୍ତି...ହେଲେ ଗଣଶିକ୍ଷାମନ୍ତ୍ରୀଙ୍କ କାମ କରୁଛନ୍ତି। ଆଲୋ ଆଲୋ...ଇଏ ତ ତୁମ ବିଭାଗ ନୁହେଁ, ହେଲେ....ମଲା ତୁମେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିବ? ତୁମ ଚାକିରି ରହିବ ଟି?

  • Thursday, 30 June 2022
Udaipur Hindu tailor murder accused Mohammed Ghaus, Riyaz Ansari have Pakistan connection
ଉଦୟପୁରରେ ଟେଲର ମୁଣ୍ଡକାଟ୍ ଘଟଣାରେ ପାକିସ୍ତାନୀ ଆତଙ୍କୀ ସଂସ୍ଥା ଦଓ୍ୱାତ୍-ଏ-ଇସଲାମର ଲିଙ୍କ

ଉଦୟପୁରରେ ଟେଲର ମୁଣ୍ଡକାଟ୍ ଘଟଣାରେ ପାକିସ୍ତାନୀ ଆତଙ୍କୀ ସଂସ୍ଥା ଦଓ୍ୱାତ୍-ଏ-ଇସଲାମର ଲିଙ୍କ: ଦୁଇ ଅଭିଯୁକ୍ତ କରାଚି ଓ ନେପାଳ ଯାଇଥିବା ସୂଚନା

  • Wednesday, 29 June 2022
Single-use plastic ban in India from July 1; implementation on backseat for 3 years in Odisha
ଆଉ ଚଳିବନି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍: ଜୁଲାଇ ପହିଲାରୁ ଉତ୍ପାଦନ, ବିକ୍ରି ଓ ବ୍ୟବହାର ସଂପୂର୍ଣ୍ଣ ନିଷେଧ !

ଆଉ ଚଳିବନି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍: ଜୁଲାଇ ପହିଲାରୁ ଉତ୍ପାଦନ, ବିକ୍ରି ଓ ବ୍ୟବହାର ସଂପୂର୍ଣ୍ଣ ନିଷେଧ ପାଇଁ କେନ୍ଦ୍ରର ନିର୍ଦ୍ଦେଶ

  • Wednesday, 29 June 2022
Family of geologist Satyambada Patra, who died in helicopter crash in Arabian Sea, mourns
ONGC ହେକିକର ଦୁର୍ଘଟଣାରେ ମୃତ ଓଡ଼ିଆ ପୁଅକୁ ଝୁରୁଛି ଜନ୍ମମାଟି

ONGC ହେକିକର ଦୁର୍ଘଟଣାରେ ମୃତ ଓଡ଼ିଆ ପୁଅକୁ ଝୁରୁଛି ଜନ୍ମମାଟି: ଜନ୍ମମାଟି ଭୁବନରୁ-ବାସସ୍ଥାନ ମାଲକାନଗିରି ଯାଏଁ ଶୋକର ଛାୟା...୨୭ ବର୍ଷର ବୈଜ୍ଞାନିକ ପୁଅକୁ ହରାଇ ନିର୍ବାକ ବାପା-ମାଆ

  • Wednesday, 29 June 2022
After 2 years, devotees throng Srimandir to witness Netra Utsav
ଆଃ କେଡେ ସୁନ୍ଦର ଦିଶୁଛି ଜଗା...ଛଳଛଳ ଭକ୍ତ ପ୍ରାଣ, ଭାବବିହ୍ୱଳ ଭକ୍ତ ହୃଦୟ

ଆଃ କେଡେ ସୁନ୍ଦର ଦିଶୁଛି ଜଗା...ଛଳଛଳ ଭକ୍ତ ପ୍ରାଣ, ଭାବବିହ୍ୱଳ ଭକ୍ତ ହୃଦୟ....ଜଗାକୁ ଦେଖିବା ପରେ ବେଶ୍‌ ଆନନ୍ଦିତ ଭକ୍ତ

  • Wednesday, 29 June 2022
BJP State executive meet । Odisha BJP preps road map for next 3 months
ବିଜେପି ପ୍ରସ୍ତୁତ କଲା ୩ ମାସିଆ ରୋଡ୍‌ ମ୍ୟାପ୍‌

ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପିର ଯୁଦ୍ଧଂଦେହୀ: ଦୁର୍ନୀତିରୁ ଆଇନଶୃଙ୍ଖଳା, ବିଭିନ୍ନ ପ୍ରସଙ୍ଗକୁ ନେଇ ଜନ ଆନ୍ଦୋଳନ କରିବ ଦଳ

  • Wednesday, 29 June 2022
Education
ମୁଁ ଯଦି, ଅନ୍ଧ ହେଲି ତେବେ କଣ ସରକାର ଅନ୍ଧ ? ବିଡିଓ, ତହସିଲଦାର, ସବ୍ କଲେକ୍ଟର ସମସ୍ତେ କଣ ଅନ୍ଧ ହୋଇଗଲେ ?

ଖରାଛୁଟି ପରେ ସ୍କୁଲ ଖୋଲିଥିଲା, ହେଲେ ଶିକ୍ଷକ ନଥିବାରୁ ସ୍କୁଲ ପାଠ ପଢ଼ାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଥିଲା ।

  • Tuesday, 28 June 2022
covid case
ମାସ୍କ ପିନ୍ଧିବା, ଭିଡ ନକରିବା, ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରାଇ ନେବାକୁ ପରାମର୍ଶ

ଯଦି ସଂକ୍ରମଣ ବଢେ ଓ ହସପିଟାଲର ଆବଶ୍ୟକତା ପଡେ, ତେବେ ପୂର୍ବ ଭଳି ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

  • Tuesday, 28 June 2022
Love Story
ମାତ୍ର ଗୋଟିଏ ଭୁଲ୍ ପାଇଁ ଆଜି ପରିବାରଠୁ ଲାଞ୍ଛନା ମିଳୁଛି, ସ୍ୱାମୀଙ୍କୁ କାରାଗାର ଭୋଗିିବାକୁ ପଡିଛି

ବଲାଙ୍ଗିର କାରାଗାରକୁ ନିୟମିତ ଆସି ସ୍ୱାମୀଙ୍କୁ ଭେଟୁଛନ୍ତି । ଦୁଇ ପରସ୍ତର ଲୁହାଜାଲିର ଝରକା ଦେଇ ଦୁଃଖସୁଖ ହେଉଛନ୍ତି । ଆଜିକୁ ବର୍ଷେ ହୋଇଗଲା ଜେଲ୍‌ରେ ସଜା କାଟୁଛନ୍ତି ସ୍ୱାମୀ ଜୟପାଲ ମହାକୁଡ଼ ।

  • Tuesday, 28 June 2022
Lord Jagannath
 ୧୫ ଦିନର ଅନବସର ସାରି ନବଯୌବନ ଦର୍ଶନ ଦେବେ ମହାପ୍ରଭୁ

ଅପରାହ୍ନ ୨ଟାରୁ ୩ଟା, ସନ୍ଧ୍ୟା ୬ଟାରୁ ସାଢେ ୬ଟା, ରାତି ୯ଟାରୁ ସାଢେ ୧୦ଟା ଏବଂ ରାତି ସାଢେ ୧୧ରୁ ସାଢେ ୧୨ଟା ଯାଏଁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

  • Tuesday, 28 June 2022
Gujarat man gives free education
ଯୁବ ଇଞ୍ଜିନିୟରଙ୍କ ମହାନତା: ଫୁଟପାଥରେ ପିଲାଙ୍କୁ ପଢାଉଛନ୍ତି ପାଠ

ଫୁଟ୍‌ପାଥ୍‌ରେ ଚାଲିଛି ପିଲାଙ୍କ ଭବିଷ୍ୟତର ପ୍ରସ୍ତୁତି । ରାସ୍ତା କଡ଼ରେ ବସି ପାଠ ପଢୁଛନ୍ତି ପାଖାପାଖି ୧୦୦ ପିଲା । ହେଉଛି ଗୁଜୁରାଟ୍ ଭଦୋଦରା ସହର ରାସ୍ତା କଡ଼ରେ ଦେଖିବାକୁ ମିଳିଛି ଏହିପରି ଦୃଶ୍ୟ । କେଜିରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢାଉଛନ୍ତି ଯୁବ ଇଞ୍ଜିନିଯର ନିକୁଞ୍ଜ ତ୍ରିବେଦୀ ।

  • Monday, 27 June 2022
ENews
ଆସ୍ତିକ ନାସ୍ତିକ ଚଳଚିତ୍ରର ଦମଦାର ଗୀତ ‘ମଧୁବାଲା’

ତରଙ୍ଗ ସିନେ ପ୍ରଡକ୍ସନର ଆସ୍ତିକ ନାସ୍ତିକ ଚଳଚିତ୍ରର ସୁଟିଙ୍ଗ୍ ଚାଲିଛି। ଏହି ଚଳଚିତ୍ରରେ ଅଭିନେତା ବୁଦ୍ଧାଦିତ୍ୟଙ୍କ ସ୍କୁଟ ଚଲାବା ତାଙ୍କୁ ନିଜର କଲେଜ ସ୍ମୃତିକୁ ସତେଜ୍ ରଖି ପାରିଛି। ଯାହାକୁ ସେ ଆମ କ୍ୟାମେରା ସାମ୍ନାରେ ବଖାଣିଛନ୍ତି। ଚଳଚିତ୍ରର ଗୀତ ‘ମଧୁବାଲା’ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଏଥିରେ ଗୋପାଳ ଭୂମିକାରେ ବୁଦ୍ଧାଦିତ୍ୟ ନଜରେ ଆସିବେ। ଗୋପାଳର ସ୍ତ୍ରୀ ଭୂମିକାରେ ନଜରରେ ଆସିବେ ଅଭିନେତ୍ରୀ ସୁପ୍ରିୟା...

  • Monday, 27 June 2022
Agnipath scheme
ଅଗ୍ନିପଥ ଯୋଜନା… ୪ ବର୍ଷର ପରେ ଅଗ୍ନିବୀରଙ୍କର କେମିତି ହେବ ମୂଲ୍ୟାୟନ?

ଅଗ୍ନିପଥ ଯୋଜନାରେ ସେନାରେ ଭର୍ତ୍ତି ହେବାକୁ ଥିବା ଯବାନଙ୍କୁ ଅଗ୍ନିବୀର ଭାବେ ଦେଶ ଜାଣିବ, ଶତ୍ରୁ ଚିହ୍ନିବ। ହେଲେ ମାତ୍ର ୪ ବର୍ଷରେ ଅଗ୍ନିବୀରଙ୍କର କେମିତି ମୂଲ୍ୟାୟନ ହେବ ଜାଣନ୍ତୁ..

  • Monday, 27 June 2022
News Fuse
ସମୁଦ୍ର ହାଉଆ ଖାଇ ଯୋଗ କଲେ ନେତା

ଏ ଯୋଗ ଭାରି କଷ୍ଟରେ ନାରଣ... ଉପକୂଳର ଥଣ୍ଡା ପବନରେ ଯୋଗ କଲେ। ହେଲେ କାମ ଦେଲାନି ପବନ। ଗମଗମ ବୋହିଲା ଝାଳ...

  • Monday, 27 June 2022
Special story | Race between Draupadi Murmu & Yashwant Sinha for Raisina hill begins
ନିର୍ବାଚନ ମଇଦାନରେ ଦ୍ରେପଦୀ ଯଶୋବନ୍ତ ଲଢ଼େଇ

ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରେପଦୀ ମୁର୍ମୁ ଏବଂ ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ମଧ୍ୟରେ ହେବ ଲଢ଼େଇ

  • Sunday, 26 June 2022
Bhog of Lord Jagannath in Puri
ଅନ୍ନ କେମିତି ହୋଇଯାଏ ମହାପ୍ରସାଦ ?

ମହାପ୍ରସାଦ ପାଇଁ ଭକ୍ତ ବ୍ୟାକୁଳ। ଯଦି ମିଳିଯାଏ ଆତ୍ମସନ୍ତୋଷ ମିଳେ। ସେଇଥି ପାଇଁ ମହାପ୍ରସାଦ ବିନା କାଳିଆ ଦର୍ଶନ ଅଧୁରା। ଏବେ ଜାଣନ୍ତୁ କେମିତି କେମିତି ତିଆରି ହୁଏ ମହାପ୍ରସାଦ ?

  • Sunday, 26 June 2022
Khola Katha Cong MLA Md Moquim explains why he had to skip New Delhi meeting
ମହମ୍ମଦ ମୋକିମଙ୍କ ମନ ଉଣା କାହିଁକି? ରୁଷିଛନ୍ତି କି...

ସବୁଠି ଏବେ ଗୋଟିଏ ଚର୍ଚ୍ଚା ରାଗିଛନ୍ତି ମୋକିମ୍! ହେଲେ କାହିଁକି। ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଅଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। ଖୁଲମଖୋଲା ଦେଲେ ଏମିତି ଉତ୍ତର...

  • Sunday, 26 June 2022
Special Story | Shamshera | Ranbir Kapoor plays double roles, promises a lot
ଏଠି ଭିଲେନ୍ ହିରୋ, ହିରୋ ବି ପାଲଟିଯାଇଛି ଭିଲେନ୍

ଲୁକ୍ ଯେମିତି, ଡାଇଲଗ୍ ବି ସେମିତି। ଯାହାକୁ ଦେଖିଲେ ଛାତିରେ ଖନକା ଖେଳିଯିବ। ଥରି ଉଠିବ ଦେହ ଓ ମନ। ତେବେ କଣ ସେହି ଫିଲ୍ମ? କିଏ ସେହି ହିରୋ? ଜାଣନ୍ତୁ

  • Sunday, 26 June 2022
Apana Eka Nuhanti- Jajpur’s elderly father cries for assistance for ailing son
ରୋଗରେ ପଡି ଆଲୋକଙ୍କ ଭବିଷ୍ୟତ ଅନ୍ଧାର

କିଏ ଜାଣିଥିଲା ଏମିତି ହେବ ବୋଲି। ଆଶା ଥିଲା ପୁଅ ପାଠ ପଢିଲାଣି। ଚାକିର କରିବ। ଘର ବୋଝ ମୁଣ୍ଡ ଉପରକୁ ନେବ। ହେଲେ ସବୁ ଓଲଟିଗଲା। ଏବେ ପୁଅ ବୋଝ ଉଠାଉଛି ବାପା...

  • Sunday, 26 June 2022
Special story | Gajapati’s visually impaired man sells bread to run family
ହାରି ନାହାଁନ୍ତି ବାବୁଲା... ଦୁନିଆକୁ ଦେଖିନପାରିଲେ ବି ପାଉଁରୁଟି ବିକି ଚଳାଉଛନ୍ତି ପରିବାର

ମୋର ସିନା ଆଖି ନାହିଁ... ହେଲେ ଏ ପ୍ରଶାସନ କ’ଣ ଅନ୍ଧ। କୋହଭରା କଣ୍ଠରେ ଏଇ ପଦିଏ କହି ଗାଁ ଗାଁ ବୁଲି ପାଉଁରୁଟି ବିକୁଛନ୍ତି ଦିବ୍ୟାଙ୍ଗ ବାବୁଲା ପ୍ରଧାନ...

  • Sunday, 26 June 2022
E-News-Know all about actor Ashutosh’s acting career path
ବଡ଼ ପରଦାରେ କରୁଥିଲେ ଅଭିନୟ, ଛୋଟ ପରଦା ଦେଲା ପରିଚୟ

ସମସ୍ତେ ଚାହାଁନ୍ତି ବଡ଼ ପରଦାରେ ଅଭିନୟ କରିବାକୁ। ପରିଚୟ ମିଳିବ। ହେଲେ ଆଶୁତୋଷ ଦେଲେ ଭିନ୍ନ ଏକ ମେସେଜ୍। ଛୋଟ ପରଦା ପାଇଁ ସେ ପାଇଲେ ପରିଚୟ। ଏବେ...

  • Sunday, 26 June 2022
Special Story | Another Salabega- Nayagarh’s Muslim youth falls in love with Lord Jagannath
ଜଗନ୍ନାଥଙ୍କ ପ୍ରେମରେ ମୁସଲିମ୍ ଯୁବକ, ଘରେ ଗଢୁଛନ୍ତି ମହାପ୍ରଭୁଙ୍କ ବିଗ୍ରହ

ସେ ନିଜେ ଜଣେ ମୁସଲମାନ ଯୁବକ। ହେଲେ ପଡ଼ିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରେମରେ। ଶ୍ରୀଜଗନ୍ନାଥ ସଂସ୍କୃତି ବିଷୟରେ ତାଙ୍କର ଭଲ ଜ୍ଞାନ ମଧ୍ୟ ଅଛି। ଅବସର ସମୟରେ ସେ ଗଢ଼ନ୍ତି ମହାପ୍ରଭୁଙ୍କର କୁନି କୁନି ବିଗ୍ରହ। ତାଙ୍କ ମତରେ, ପ୍ରତି ଓଡ଼ିଆ ନିଜ ଶରୀରରେ ମହାପ୍ରଭୁଙ୍କୁ ଧାରଣ କରିଥାଏ।

  • Sunday, 26 June 2022
News Fuse-Watch Cong leader Tara Bahinipati does exercises on International Day of Yoga
ଭାଲୁ ଭାଇନାଙ୍କ ଯୋଗ... ଢୁଳେଇଲେ, ଜିଭ କାଢିଲେ

ହଇରେ ନାରଣ, ଏ କ’ଣ ଚାଲିଛି କିରେ... ଯୋଗ ନାଁରେ ଏଠି ଭୋଗ ଚାଲିଛି ନା’ କଣ ? ଦେଖୁନ, କେମିତି ଭାଲୁ ଭାଇନା ଯୋଗରେ ହାତେ ଜିଭ କାଢିଲେଣି...

  • Sunday, 26 June 2022
Beggar becomes govt teacher
ଛେଳି ଚରିବାକୁ ୫ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିଲା ପାର୍କ !

ସରକାର କେତେ କେତେ ନୂଆ ଯୋଜନା କରୁଛନ୍ତି। ଇଏ ବୋଧେ ସେମିତି ଏକ ଯୋଜନା। ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାର୍କଟିଏ ତିଆରି ହୋଇଥିଲା, ଛେଳି ଚରିବାକୁ?

  • Saturday, 25 June 2022
News Fuse
ଆମେ ଶପଥ କରୁଛୁ… ଏଣିକି ନିଶା ଖାଇ ଗାଡ଼ି ଚଲେଇବୁ…

ଏ ଶପଥ ଶୁଣି ନାରଣ ମୁଣ୍ଡ ଟିଣ ହେଇଗଲା… ଡ୍ରାଇଭର ଭାଇମାନଙ୍କ ସଭା ଚାଲିଛି… ସମସ୍ତେ ଡ୍ରେସ୍ ପିନ୍ଧିଛନ୍ତି… ଆଉ ଶପଥ ନେଇ ଯାହା କହେଲ, ଶୁଣିଲେ ଆପଣଙ୍କ ମୁଣ୍ଡ ଟିଣ ହେଇଯିବ… ନାରଣରେ…

  • Saturday, 25 June 2022