Advertisment

ମାଆ ପାଖରେ ସବୁ ଛୁଆ ସମାନ, ନା ଧର୍ମ ନା ଜାତି କିଛି ବି ମାନେ ରଖେନି

କଟକ ବାଙ୍କା ବଜାରର  ଅସ୍ଲମ୍‌ ଅଲ୍ଲୀଙ୍କ ପୁରା ପରିବାର ଲାଗିଛନ୍ତି ମାଆଙ୍କ କାମରେ ।

author-image
Satyendu Shekher Mishra

ମାଆ ପାଖରେ ସବୁ ଛୁଆ ସମାନ । ନା ଧର୍ମ ନା ଜାତି କିଛି ବି ମାନେ ରଖେନି । ତେଣୁ କଟକ ବାଙ୍କା ବଜାରର  ଅସ୍ଲମ୍‌ ଅଲ୍ଲୀଙ୍କ ପୁରା ପରିବାର ଲାଗିଛନ୍ତି ମାଆଙ୍କ କାମରେ । ଆସୁଛି ମାଆଙ୍କ ପୂଜା, ତେଣୁ ଯଥା ଶୀଘ୍ର ସାରିବାକୁ ହେବ କାମ ।

Advertisment
Dussehra Durga Puja Commissionrate Police
Advertisment
Advertisment