• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Bull With Fractured Leg
ନୃଶଂସ ମଣିଷ...ଧାନ ଖାଇଲା ବୋଲି ଷଣ୍ଢର ଗୋଡକୁ ଦେଲା ହାଣି..

ଏ ମଣିଷ ନା ରାକ୍ଷସ? ବିଲରେ ପଶି ଧାନ ଖାଇଦେଲା ବୋଲି ଗୋଡେଇ ଗୋଡେଇ ଷଣ୍ଢର ଗୋଡ ହାଣିଦେଲା ନୃଶଂସ ମଣିଷ। ଏବେ ଯନ୍ତ୍ରଣାରେ ଛଟପଟ ହେଉଛି ନିରୀହ ପଶୁ। ସେପଟେ ଷଣ୍ଢର ଅବସ୍ଥାକୁ ଦେଖି ସ୍କୁଲରେ ରଖି ସେବା କରୁଛନ୍ତି ଶିକ୍ଷୟିତ୍ରୀ..

  • Friday, 12 August 2022
Police Constable
ଭାଇ ତୁମେ ମହାନ... ୮ ବର୍ଷ ହେଲାଣି ରାକ୍ଷୀ ପୂର୍ଣ୍ଣିମାରେ କରୁଛନ୍ତି ରକ୍ତ ଦାନ

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ...ଲଗାତାର ୮ ବର୍ଷ ହେଲାଣି ରାକ୍ଷୀ ପୂର୍ଣ୍ଣିମାରେ ରକ୍ତଦାନ କରୁଛନ୍ତି ପିସିଆର ହାବିଲଦାର ହୃଷିକେଶ..

  • Friday, 12 August 2022
Dilapidated School
ବାଃ ବାଃରେ ଶିକ୍ଷା ବ୍ୟବସ୍ଥା...ଗୋଟିଏ ଶ୍ରେଣୀରେ ପ୍ରଥମରୁ ଅଷ୍ଟମ ପାଠ ପଢା !

ବାଃ ବାଃରେ ଶିକ୍ଷା ବ୍ୟବସ୍ଥା। ଗୋଟିଏ ଶ୍ରେଣୀରେ ଚାଲିଛି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢା। ପୁଣି ପିଲାଏ ଯେଉଁଠି ପଢୁଛନ୍ତି ସେଇଠି ଚାଲିଛି ରୋଷେଇ...ଛାତର ଅବସ୍ଥା ଦେଖିଲେ କ୍ଲାସ ରୁମ୍‌କୁ ଯିବାକୁ ଲାଗିବ ଡର

  • Friday, 12 August 2022
ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ଜନ୍ମୋତ୍ସବ
ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ଜନ୍ମୋତ୍ସବ

ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ଜନ୍ମୋତ୍ସବ। ଦୁଇ ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା। ଦୁଇ ଭାଇଙ୍କ ଭୁଜ ପାଇଁ ବାସୁଙ୍ଗା ପାଟରେ ୨ଟି ଲେଖାଏଁ ୪ଟି ବଡ଼ରାକ୍ଷୀ ପ୍ରସ୍ତୁତ ହୋଇଛି। ଆଜି ଏହାକୁ ଶ୍ରୀମନ୍ଦିରକୁ ନିଆଯିବ। 

  • Friday, 12 August 2022
Vendors mint money as demand for tricolour flag flies high
ମାର୍କେଟରେ ଛାଇ ହୋଇଗଲାଣି ତ୍ରିରଙ୍ଗା

ସ୍ବାଧୀନତା ଦିବସ ଅବ୍ୟହତ ପୂର୍ବରୁ ବିଭିନ୍ନ ମାର୍କେଟରେ ଛାଇ ହୋଇଗଲାଣି ତ୍ରିରଙ୍ଗା। ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ମାର୍କେଟରେ ମାନ୍ଦା ଅବସ୍ଥା ଥିଲା।  ହେଲେ ଏଥର କରୋନା କଟକଣା ନଥିବାରୁ ସ୍ୱାଧୀନତା ଦିବସକୁ ଧୁମଧାମରେ ପାଳନ କରିବା ଲାଗି ସମସ୍ତେ ଆଗଭର। 

  • Friday, 12 August 2022
Wife resorts to begging for treatment of husband
ସ୍ୱାମୀକୁ ବଞ୍ଚାଇବାକୁ କାନି ପାତି ଭିକ ମାଗୁଛି ସ୍ତ୍ରୀ...ଭୋ ଭୋ ହୋଇ କାନ୍ଦି କହୁଛି, ମୋ ଶଙ୍ଖା ସିନ୍ଦୂରକୁ ରକ୍ଷା କର...

ମୋ ଶଙ୍ଖା ସିନ୍ଦୂରକୁ ରକ୍ଷା କର, ମୋ ପରିବାରକୁ ବଞ୍ଚାଇ ଦିଅ। ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ଏମିତି କାନି ପାତି କାନ୍ଦୁଛି ସ୍ତ୍ରୀ। ଅପରେସନ୍‌ ହେଲେ ସ୍ୱାମୀ ବଞ୍ଚିବେ...ହେଲେ ଏତେ ଗୁଡାଏ ଟଙ୍କା ତାଙ୍କ ପାଖରେ ନାହିଁ। ଭେଣ୍ଡିଆ ପୁଅକୁ ଦେଖି ମାଆ ଆଖିରୁ ବି ଲୁହ ଶୁଖୁନି। ପରିବାରର ଗୋଟିଏ ଗୁହାରି, ଆମକୁ ସାହାଯ୍ୟ କର...ଅକ୍ଷୟଙ୍କୁ ବଞ୍ଚାଇ ଦିଅ

  • Thursday, 11 August 2022
Missing brother returned home
୨୦ ବର୍ଷ ପରେ ଘରକୁ ଫେରିଲା ଭାଇ...ଆଜି ରାକ୍ଷୀ ବାନ୍ଧିବ ଭଉଣୀ...

ବର୍ଷେ ନୁହେଁ ଦୁଇ ବର୍ଷ ନୁହେଁ ବରଂ ୨୦ ବର୍ଷ ପରେ ଘରକୁ ଫେରିଲା ଭାଇ... ଆଜି ମିଠା ଖୁଆଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ...ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ ଭିଡ଼ିଓ

  • Thursday, 11 August 2022
News Fuse
ସହଜେ ଗଲେନି...ସୁରଙ୍କୁ ଟେକି ନେଲା ପୋଲିସ୍‌...

ଏଇଟା ଟ୍ରେଲର, ଫିଲ୍ମ ଦେଖିବ ରୁହ । ଝାରପଡ଼ାକୁ ନେବ ତ? ଆଲୋ ଆଲୋ...ଇଏ କଣ? ସୁରଙ୍କୁ କଣ ଏମିତି ଟେକିନେଲା ପୋଲିସ? ନାରଣ ଭିଆଇପି ଗାଡ଼ି କୋଉଟା କିରେ?

  • Thursday, 11 August 2022
Ration card holder in trouble
କେନ୍ଦ୍ରର ବଡ଼ ନିଷ୍ପତ୍ତି, ୭୦ ଲକ୍ଷ ହିତାଧିକାରୀଙ୍କ କଟିବ ରାସନକାର୍ଡ, ଜାଣନ୍ତୁ ଆପଣଙ୍କ...

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଏତିକି ଦିନ ମଧ୍ୟରେ ୭୦ ଲକ୍ଷ ହିତାଧିକାରୀଙ୍କ କଟିଯିବ ରାସନ କାର୍ଡ। ଜାଣନ୍ତୁ ଆପଣଙ୍କ କାର୍ଡ ସୁରକ୍ଷିତ କି ନାହିଁ...

  • Wednesday, 10 August 2022
Mukesh Ambani
ଏଇଥି ପାଇଁ ୨ ବର୍ଷ ହେଲା ଦରମା ନେଉନାହାନ୍ତି ମୁକେଶ ଅମ୍ବାନୀ

ମାସେ ନୁହେଁ କି ଦୁଇ ମାସ ନୁହେଁ। ବରଂ ୨ ବର୍ଷ ହେଲାଣି ଦରମା ନେଉନାହାନ୍ତି ମୁକେଶ ଅମ୍ବାନୀ। ଜାଣନ୍ତୁ କଣ ରହିଛି କାରଣ।

  • Wednesday, 10 August 2022
News Fuse
ଇଲୋ ଇଲୋ...ଇଏ କଣ କଂଟା ବାଡ଼ରେ ଚଢିଗଲେ ଶରତ...ଆଉ ପ୍ରସାଦ ଧକ୍କା ଖାଇ ଖାଇ...

ଇରେ ଦେଖ୍‌। ଇଏ କଣ? କଂଟା ବାଡରେ କଣ ଚଢିଲେଣି ପିସିସି ସଭାପତି ଶରତ। ଦେଖୁନୁ, କେମିତି ସେପଟେ ବାଡରେ ବସିଲେଣି ପ୍ରସାଦ। ହଇରେ ନିରଞ୍ଜନ କୁଆଡେ ଗଲେ କି? ସିଏ ଯୋଉ ହେଭିୱେଟ୍‌ ନେତା, ତାଙ୍କ ଓଜନ କଣ ସମ୍ଭାଳିବ ଏଇ ବାଡ?

  • Wednesday, 10 August 2022
ENews
ଗୋରା ଚାନ୍ଦ ପରି ଚେହେରା...ଆଉ ଆଖି ଯେତେବଳେ କଥା ହୁଏ...ବାସ୍‌....

ତୋର ସର୍ମିଲି ସର୍ମିଲି ଆଖି...ଇସାରାରେ ଯେବେ ଦିଏ ଡାକି...ବାସ୍‌ ଲୁକ୍‌ ଦେଖିଲେ ଆପଣ ବି ଘଂଟାଏ ଯାଏଁ ହେବେ ହୋଲ୍ଡ। ଦେଖନ୍ତୁ କେମିତି ସ୍ମାଇଲ ଦେଇ ହାଏ କହୁଛନ୍ତି ତାରିଣୀ

  • Tuesday, 09 August 2022
The Great Odisha Political Circus
ଦରମା ପାଉଛୁ...ଘର ଚଳାଉଛୁ...ପୁଣି ଆମର ଦାବି କଣ କହୁଛୁ?

ସାର ଆପଣ ତ ବିଧାୟକ ହେଲେ ସରକାର ସବୁ ଦେଲେ। ପୁଣି ଏଇଠି ଛିଡା ହୋଇକି ଦାବି ପୂରଣ କର କାହିଁକି ରଡୁଛନ୍ତି? ଲକ୍ଷେ ଟଙ୍କା ଦରମା ପାଇବା ପରେ ଅଂଟୁନି?

  • Tuesday, 09 August 2022
Khola Katha
ରୋଗୀଙ୍କ କଷ୍ଟ ସେମାନେ କହିପାରନ୍ତିନି, ମୁଁ ବୁଝିଯାଏ...

ରୋଗୀଙ୍କ ସହ ଅନ୍ୟାୟ ହେଲେ ମୁଁ ସହିପାରେନା। ସତ କହିବାକୁ ଡରେ ନାହିଁ...ସରକାରଙ୍କୁ ନକହିଲେ ସିଏ ଜାଣିବେ କେମିତି? ସତରେ କଣ ନେତାଙ୍କ ବିନା ଇଚ୍ଛାରେ ରୋଗୀଙ୍କୁ ମିଳିପାରିବନି ICU ବେଡ୍‌? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନି

  • Tuesday, 09 August 2022
Bring empty plastic pouches, get discount on fuel
ଧ୍ୟାନ ଦିଅନ୍ତୁ....ଏଣିକି ଏଇ ସବୁ ପ୍ଲାଷ୍ଟିକ ଦେଲେ ପେଟ୍ରୋଲ ପମ୍ପରେ ଆପଣ ପାଇବେ ରିହାତି...

ଗ୍ରାହକଙ୍କ ପାଇଁ ବଡ଼ ଖବର। ଏଣିକି ପମ୍ପରେ ଏଇ ସବୁ ପ୍ଲାଷ୍ଟିକ ଏତିକି ମାତ୍ରାରେ ଦେଲେ ମିଳିବ ବଡ଼ ରିହାତି...ଜାଣନ୍ତୁ କେବେଠାରୁ ଲାଗୁ ହେଉଛି ଏଇ ନିୟମ

  • Tuesday, 09 August 2022
emotional letter before killing self
ମୁଁ ଆଉ ଯନ୍ତ୍ରଣା ସହିପାରୁନି...ଝିଅକୁ ଭଲରେ ରଖିଥିବ, ମୁଁ ବିଦାୟ ନେଉଛି

୫ ମାସ ହେଲା ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିଲା। ଡାକ୍ତରଙ୍କୁ ଦେଖାଇ ଅପରେସନ୍‌ ବି କଲେ...ହେଲେ କଷ୍ଟ କମିଲାନି। ଶେଷରେ ଜୀବନ ହାରିବାକୁ ପସନ୍ଦ କଲେ ଶିକ୍ଷୟିତ୍ରୀ। ଆଉ ଚିଠିରେ ଲେଖିଲେ ଶେଷ କଥା...ମୋ ଝିଅକୁ ଭଲରେ ରଖିବ, ଭୁଲ ଥିଲେ କ୍ଷମା କରିବ...ଦେଖନ୍ତୁ କଣ ଥିଲା ପୂରା ଘଟଣା...

  • Tuesday, 09 August 2022
News Fuse
ଜୋରରେ ବାଜିଲା ଡିଜେ...ବରକୁ ରାସ୍ତାରେ କଚାଡି ଦଉଡିଲା ଘୋଡା...

ମୋ ବୋଉଲୋ...ବରର ଅଣ୍ଟା ଆଉ ଥିବ ତ? ଇଏ ଯୋଉ ରେଟ୍‌ରେ ପଡ଼ିଲେ ବେଦୀରେ ବସିବେ ବା କେମିତି? ବରଯାତ୍ରୀ ବାଲା ଏମିତି ଡିଜେ ବଜାଇ ଦେଲେ ଯେ ଛତ୍ରଭଙ୍ଗ ଦେଇ ଦଉଡିଲା ଘୋଡା, ନିଜେ ତ ଗଲା ଗଲା କିନ୍ତୁ ବରର ଅଂଟାଟାକୁ... ଦେଖୁନୁରେ ନାରଣ

  • Tuesday, 09 August 2022
special report
ଧନଜୀବନ ସୁରକ୍ଷା ପାଇଁ ଆଖିକୁ ନିଦ ନାହିଁ

ଠେଙ୍ଗା ବାଡି ଧରି ରାତି ଉଜାଗର ଗାଁ ଲୋକେ

  • Monday, 08 August 2022
special story
ଗାଁ ଗାଁରେ ମାତିଛନ୍ତି ନକଲି ଡାକ୍ତର

ଗାଁ ଗାଁରେ ମାତିଛନ୍ତି ନକଲି ଡାକ୍ତର

  • Monday, 08 August 2022
special report
୨୪ ନିର୍ବାଚନ ପାଇଁ ନେତାଙ୍କୁ ଶାହ ଦେଲେ ଗୁରୁମନ୍ତ୍ର

 ପ୍ରଜାତନ୍ତ୍ର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ କହିଲେ, ଓଡ଼ିଶାରେ ଆସିଗଲା ଅଚ୍ଛେଦିନ  

  • Monday, 08 August 2022
special report
ନନଷ୍ଟପ ବର୍ଷାରେ ବେହାଲ ପଶ୍ଚିମରୁ ଦକ୍ଷିଣ ଓଡ଼ିଶା

ରାୟଗଡ଼ା ଓ କଳାହାଣ୍ଡିରେ ଧୋଇଗଲା ରାସ୍ତା, ଚାଷଜମି ପାଣି ପାଣି...ନୃସିଂହନାଥରେ ଫ୍ଲାସ ଫ୍ଲଡ଼ରୁ ବର୍ତ୍ତିଲେ କାଉଡ଼ିଆ, ପାଣିପାଗ ବିଭାଗ କହିଲା ଆହୁରି ୫ ଦିନ ବର୍ଷିବ, ବନ୍ୟା ଆଶଙ୍କା ଏଡ଼ାଇ ହେବନି...

  • Monday, 08 August 2022
special report
ଆଜି ଘରକୁ ଫେରିଯାଉଛି ସେରୁ

କିଛିଦିନ ତଳେ ରାସ୍ତାକଡରେ ଅତି ଦୟନୀୟ ଅବସ୍ଥାରେ ଜାକିଜୁକି ହୋଇ ବସିଥିଲା ଏହି ଜର୍ମାନ ସେଫର୍ଡ କୁକୁରଟି। ଆଜି ତା ମାଲିକକୁ ପାଇଲା ପରେ ବାଘ ଛୁଆ ପରି ଦେହ ଉପରକୁ ଡେଇଁ ପଡ଼ୁଛି। ସେରୁକୁ ନୂଆ ଜୀବନ ଦେଇଥିବା ମଣିଷ ମାନଙ୍କୁ ସେରୁ ଆଜି କୃତଜ୍ଞତା ଜଣାଉଛି

  • Monday, 08 August 2022
special report
ମହେନ୍ଦ୍ର ମଉସାଙ୍କ ମୁଢ଼ି ଭାର ୩୩ ବର୍ଷର ଏକ କାହାଣୀ

ମହେନ୍ଦ୍ର ମଉସା ବାରିପଦାରେ ଘରେ ଘରେ ଚିହ୍ନା। ଗଲା ୩୩ ବର୍ଷ ହେଲା ନିଇତି ବାରିପଦା ସହର ବୁଲନ୍ତି। ଖରା ବର୍ଷା ଶୀତ ତାଙ୍କୁ କିଛି ଫରକ ପଡ଼େନି। ଯେଉଁ ବାରିପଦା ମୁଢି ମଟନ୍ ପାଇଁ ଫେମସ୍ ସେଇ ମୁଢ଼ି ଭାର ଧରି ବୁଲୁଛନ୍ତି ମହେନ୍ଦ୍ର ମଉସା

  • Monday, 08 August 2022
special story
ହଷ୍ଟେଲ୍ ତ ନାହିଁ, କୋଟିଆରେ ଆଦର୍ଶ ବିଦ୍ୟାଳୟ କାହା ପାଇଁ?

କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ ସଦାବେଳେ ଚର୍ଚ୍ଚାରେ। କେତେବେଳେ ସୀମା ବିବାଦକୁ ନେଇ ତ କେତେବେଳେ ଲୋକଙ୍କ ସମସ୍ୟା ପାଇଁ। ଆଉ ଏବେ କୋଟିଆର ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ୍ ସୁବିଧା ନ ଥିବାରୁ ପିଲାଙ୍କ ସମସ୍ୟା କେତେ ଦେଖନ୍ତୁ ଏହି ଭିଡିଓରେ।

  • Monday, 08 August 2022
Last Rites Of Dog
କୁକୁର ଅନ୍ତିମ ସତ୍କାର ପାଇଁ ବିରାଟ ଶୋଭାଯାତ୍ରା

କୁକୁର ପାଇଁ ମଣିଷ କଣ କରିପାରେ? ମାଲିକକୁ ଛାଡ଼ି ଯିବା ପରେ କେତେ କଷ୍ଟ ହୁଏ? କେବେ ଭାବିଛନ୍ତି...ଏହାକୁ ଅନୂଭବ କରିଛନ୍ତି ? ଗଜପତି ପାରଳାଖେମୁଣ୍ଡିରେ ନିଜ ପୋଷା କୁକୁରର ମୃତ୍ୟୁ ପରେ ମାଲିକ ଶୋଭାଯାତ୍ରା କରିଛନ୍ତି।

  • Monday, 08 August 2022