ଯାଇଥିଲେ ଗଂଜେଇ ଧରିବାକୁ ହେଲେ ପାଇଗଲେ ମାଳ ମାଳ ରୂପା ଇଟା । ଖାଲି ରୂପା ଇଟା ନୁହଁ, ବିପୁଳ ଅଳଙ୍କାର ସହ ମିଳିଛି ଲକ୍ଷ ଲକ୍ଷ ଟଙ୍କା । ଯାହାକୁ ଦେଖି ତାଜୁବ୍ ଅବକାରୀ ଅଧିକାରୀ । ଗଂଜେଇ ଚାଲାଣ ଖବର ପାଇ କଟକ ଟାଙ୍ଗି ଟୋଲ୍ ଗେଟ୍ରେ ଚେକିଂ ବେଳେ ହାତରେ ଲାଗିଛି ଏସବୁ ସାମଗ୍ରୀ ।
Published: Chandan Shishu
Last updated: 22 September 2022, 11:32 PM IST
ରାତି ହେଲେ ଭୟଙ୍କର ହେଉଛି କି ରାଜଧାନୀ ? ରାତିର ନିସ୍ତବ୍ଧ ପହରରେ ଘୂରି ବୁଲୁଛି କି ମୃତ୍ୟୁର ଦୂତ ? କମିଶନରେଟ୍ ପୋଲିସର ସୁରକ୍ଷା ପାଚେରୀକୁ ଭେଦି ଅସାମାଜିକ ଖେଳୁଛନ୍ତି କି ମରଣର ଖେଳ ? କାରଣ ରାଜଧାନୀର ଛାତି ଉପରେ ଗତକାଲି ଘଟିଛି ଭୟଙ୍କର ଅଘଟଣ । ରାଜମହଲ ଛକ ଉପରେ ହିଟ୍ ଆଣ୍ଡ ରନ୍ ।