ହାଇକୋର୍ଟରେ ତୃପ୍ତି-ପ୍ରକୃତି ଓ ବାବୁସାନ ମାମଲା। ନିଜ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ନ୍ୟାୟ ପାଇଁ ଉଚ୍ଚ ନ୍ୟାୟଳୟକୁ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ NDAରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ଆହ଼୍ବାନ ପରେ ଏବେ ରାଜ୍ୟ ରାଜନୀତି ସରଗରମ । ନବୀନଙ୍କୁ ଆଦୌ ବିଜେପି ଗ୍ରହଣ କରିବନି । ରାମଦାସ ଯାହା କହିଛନ୍ତି ତାହା ତାଙ୍କ ବକ୍ତିଗତ, ଏହା ବିଜେପିର ଆଭିମୁଖ୍ୟ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।
ଯେମିତି ନଣନ୍ଦକୁ ସେମିତି ଭାଉଜ। ପୂରା ଘରକୁ ଉଠାଉଛନ୍ତି ପକାଉଛନ୍ତି । ଅଫ୍ ସ୍କ୍ରିନ୍ କେମିଷ୍ଟ୍ରିତ ଜମୁଛି ହେଲେ ଅନ୍ ସ୍କ୍ରିନ୍ କେମିଷ୍ଟ୍ରି ଦେଖନ୍ତୁ କେମିତି
ରାସ୍ତା ଉପରେ ଫୁଲ୍ ବୋବାଲ୍ କଲେ ଏହି ମହିଳା ଜଣକ । ନବୀନଙ୍କୁ ନେବେ ଘରକୁ ମୋଦିଙ୍କ ସହ କଥା ହେବେ , ୟାଙ୍କୁ ପୋଲିସ୍ ଡ୍ରେସ୍ ପସନ୍ଦ ନୁହେଁ। ଆଉ କଣ କହିଲେ ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରିଯିବ।
ଓଡିଶାରେ ରାସ୍ତା ଉପରେ ମିଳୁଚି ୨ଟଙ୍କିଆ ଆଛେଦିନ୍। ତାର ପୁଣି ବିଭିନ୍ନ ଦର ଅଛି। ଘରକୁ ମଗଉଛନ୍ତି କି । ଏବେ ଏଇଠୁ ମଗାନ୍ତୁ
ପଇଡରେ ଚିଙ୍ଗୁଡି । ଥରେ ଖାଇଲେ ପାଟିରେ ଲାଳ ଆସିଯିବ। ଜାଣିଛନ୍ତି ମିତି ହୁଏ ତିଆରି । ତେବେ ଦେଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ।
କନ୍ଦାଉଛି ବନ୍ୟା। ହଠାତ୍ ପାଣି ମାଡି ଆସିବାରୁ ଫସିଗଲେ ୨୬ ପରିବାର। ଖାଇବା ନାହିଁ କି ପିଇବା ନାହିଁ..ଅନ୍ଧାରରେ କଟୁଛି ଜୀବନ
ଦିନେ ଗାଁ ଗାଁରେ ବୁଲି ଲୋକଙ୍କ ସେବା କରୁଥିଲେ, ହେଲେ ଆଜି ସାହାଯ୍ୟ ପାଇଁ ହାତ ଯୋଡୁଛନ୍ତି। ସ୍ୱାମୀଙ୍କର ଦୁଇଟି ଯାକ କିଡନୀ ଅଧିକାଂଶ ନଷ୍ଟ ହୋଇଗଲାଣି...ସେପଟେ ସ୍ତ୍ରୀଙ୍କୁ କ୍ୟାନସର। ଚିକିତ୍ସା ପାଇଁ ଘରଦ୍ୱାର ସବୁ ବିକ୍ରି ସରିଲାଣି ହେଲେ ଏବେ ବି ଟଙ୍କାର ରହିଛି ଅଭାବ...ଆପଣଙ୍କ ସହଯୋଗ ମିଳିଲେ...
ଟିଭିର ମହାପ୍ରଭାବ। ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ବାଣ୍ଟିବେ ରାଜ୍ୟ ସରକାର। ଏନେଇ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସ୍ୱତନ୍ତ୍ର ରିଲିଫ୍ କମିଶନର(SRC) ନିର୍ଦ୍ଦେଶ ଦେଇଛନ୍ତି। ଅତ୍ୟାବଶ୍ୟକ ରିଲିଫ କିଟ୍ ଭାବେ ବନ୍ୟା ପ୍ରଭାବିତ ଅଞ୍ଚଳର ମହିଳାଙ୍କୁ ସାନିଟାରୀ ପ୍ୟାଡ୍ ବଣ୍ଟନ ନେଇ ଚିଠିରେ ଉଲ୍ଲେଖ ରହିଛି।
ବନ୍ୟାରେ କାନ୍ଦୁଛନ୍ତି ଏଇ ବୁଢୀ ମାଉସୀ । ଭଲରେ ଖାଇନାହାନ୍ତି । ଭୁଜାଭୁଜି ଖାଇକି ଏକୁଟିଆ ପଡିରହିଛନ୍ତି ଘରେ । ଛୁଆ ଘର ଛାଡିକି ପଳେଇଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭୟଙ୍କର ଅନିୟମିତତା। ସରକାରୀ କର୍ମଚାରୀ ଜିଆରଏସ୍ଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ। ଆବାସ ଦେବେ ବୋଲି କହି ଖାଇଗଲେ ଟଙ୍କା
ବନ୍ୟା ପରେ ଏବେ ଚିନ୍ତା ବଢାଇଛି ଋତୁସ୍ରାବ। ସବୁଆଡେ ପାଣି ଥିବାରୁ ପ୍ୟାଡ୍ ଆଣିବାକୁ ଯାଉପାରୁନାହାନ୍ତି ଯୁବତୀ ଓ ମହିଳାମାନେ। ବନ୍ୟା ବେଳେ ରିଲିଫ୍ରେ ପ୍ୟାଡ୍ ଦେବାକୁ କଲେ ଦାବି
ଅନ୍ଧ କହୁଛି ଆହେ ଛୋଟା ଭାଇ। ମନ ବଳୁଛି ପୁରୀ ଯିବା ପାଇଁ...ବଡ଼ଦାଣ୍ଡ ଗଡିବା, ନୀଳଚକ୍ର ଦେଖୁଥିବା...ଭାଇଲୋ ଟିକିଏ ପେପର ଖୋଲୁନୁ। ପଢିବା କଣ କଣ ଖବର ବାହାରିଛି। ଭାଇ ଜମା ପଢନା...ତୋର ସିନା ଆଖି ନାହିଁ, ଆଉ ଆମ ଆଖି ପେପର ଖୋଲୁ ଖୋଲୁ ଦେଖୁଛି ଦୁଷ୍କର୍ମ ନ୍ୟୁଜ୍
ପ୍ରଭୁଙ୍କ ଗହଣା ଦେଖି ମତେ ଗର୍ବ ଲାଗେ। କାରଣ ଏହାର ମୂଲ୍ୟାୟନ କେହି କରିପାରନ୍ତି ନାହିଁ। ୨୨ ପାହାଚରେ ବସି ଶ୍ରୀମନ୍ଦିରରେ ଚାକିରି କରିବା ଲାଗି ଚିନ୍ତା କରିଥିଲି ପରେ ସୁଯୋଗ ମିଳିଲା। ମୁଁ ପ୍ରଶାସକ ଥିବା ବେଳେ ରତ୍ନଭଣ୍ଡାର ଚାବି ହଜେଇ ଥିଲି କିନ୍ତୁ ଜଗନ୍ନାଥଙ୍କ କୃପାରୁ ଚାବି ମିଳିଗଲା। ତାଙ୍କୁ ଯିଏ ଯେମିତି ଡାକିବ ସିଏ ସେମିତି ପାଇବ। ଶୁଣନ୍ତୁ ରତ୍ନଭଣ୍ଡାର ସମ୍ପର୍କରେ କଣ କଣ କହୁଛନ୍ତି ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସନ ରବିନ୍ଦ୍ର ନାରାୟଣ ମିଶ୍ର...
ସେ ମତେ ନିଜ ବଡ଼ ଭଉଣୀ ବୋଲି ଭାବୁଛି କିନ୍ତୁ ମୁଁ ତାକୁ ଘରର ଚାକରାଣୀ ବୋଲି ଭାବେ। ଜସ୍ମିନ ଜସ୍ମିନ...ମେହେକା ମେହେକା...ତତେ ପାଇଛି ପୂରା ହୋଇଛି ମୋ ଦୁୟା...ଦେଖନ୍ତୁ ଏଇ ଅଭିନେତ୍ରୀଙ୍କ କେମେଷ୍ଟ୍ରି
ବନ୍ୟା ପାଣିରେ ଭାସିଯାଉଥିଲେ, ହେଲେ ଏବେ ନୂଆ ଜୀବନ ପାଇଲେ ଦୁଇ ଭଉଣୀ। କଦଳୀ ଭେଳା ୟାଙ୍କ ପାଇଁ ହେଲା କାଳ। ଶୁଣନ୍ତୁ ଦୁଇ ଭଉଣୀଙ୍କ ମୁହଁରୁ କେମିତି ପାଇଲେ ନୂଆ ଜୀବନ
ବ୍ୟାଙ୍କ ବାଲା କିଛି ଶୁଣୁନାହାନ୍ତି। ବାରମ୍ବାର ଅଭିଯୋଗ ପରେ ଥାନାରେ ମାମଲା ରଖିଲାନି ପୋଲିସ। ଯଦି ପୋଲିସ ମାମଲା ନରଖେ ତେବେ ଆପଣ କରିବେ କଣ?
ଭୟଙ୍କର ସ୍ଥିତି। କାନ୍ଥରୁ ପାଣି ପଡୁଛି, ଛାତରୁ ଲୁହା ରଡ ଖସିଲାଣି...ପାଣି ଝରି ଢରି ଉଇ ହୁଙ୍କା ହୋଇଗଲାଣି। ସେମିତି ଓଦା ସରସର ହୋଇ ପିଲା ପଢୁଛନ୍ତି ପାଠ। ରୋଷେଇ କଥା ପଚାରେ କିଏ? ଅଭିଭାବକ କହିଲେଣି, ଘର ନୂଆ ନହେଲେ ଆମେ ପିଲାଙ୍କୁ ଛାଡିବୁନି...
ଦୈବ ଦେଇ ଦୁଃଖ। ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୯ ବର୍ଷ ହେଲାଣି ଏମିତି ଶିକୁଳିରେ ବନ୍ଧା ହୋଇଛି ଭେଣ୍ଡିଆ ପୁଅ। ପୁଅର ଚିକିତ୍ସା ପାଇଁ ଅଂଟିରେ ଆଉ ଧନ ନାହିଁ...କଣ କରିବେ? କେମିତି ଚିକିତ୍ସା କରିବେ? ସେଇ ଚିନ୍ତାରେ ଦିନ କାଟୁଛନ୍ତି ବାପା-ମାଆ
ବନ୍ୟା ପାଣିରେ ଲୋକ ଭାସିଲେଣି, ୟାଙ୍କୁ ମଜା ଲାଗୁଛି। ୱା ୱା...କି ଉତ୍ତର ତୁମର? କାହିଁ ଏଇଠି ଦେଖୁଛ ହୀରକୁଦ ପଳାଉନ...ପୂରା କ୍ଲିୟର ଦେଖିବ, କେମିତି ଛଡାଯାଉଛି ବନ୍ୟା ପାଣି। ଏଇଠି ଏମିତି ଜାମ୍ ହେଲାଣି ଯେ ଗାଡି ଯିବା କଷ୍ଟ ହେଲାଣି
କିଏ ଭାତ ଟିକେ ଫୁଟାଏ, ଆଉ କିଏ ପିଲାଙ୍କ ମୁହଁରେ ଶୁଖିଲା ଚୁଡ଼ାମୁଢ଼ି ଟିକେ ଦେଇ, ନିଜେ ଭୋକକୁ ଗିଳି ଶୋଇଯାଏ।
ମୟୁରଭଞ୍ଜ ଜିଲ୍ଲା ଲୁହାକାନି ପଞ୍ଚାୟତ ଭୋଳବେଡ଼ା ଗାଁର ଅନୀଲ ଗିରିଙ୍କ ନାବାଳିକା ଝିଅ ସ୍ୱିଟି ଏବଂ ନିହାରିକା ଗତରାତିରେ ଶୋଇଥିବା ବେଳେ ବର୍ଷା ଯୋଗୁଁ ଘଟିଛି ଅଘଟଣ।
ଏଇ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ସମୟରେ ଆଶ୍ରମକୁ ପ୍ରାୟ ୪୦ରୁ ୫୦ ଲୋକ ଆସି ପୂଜାର୍ଚ୍ଚନା କରିଥିଲେ ।
ପ୍ରାୟ ସପ୍ତାହେ ହେଲା ପାଣି ଜମି ରହିବା ଯୋଗୁଁ କାନ୍ଥ ବାଡ଼ ବତୁରି ଗଲାଣି
ପୂର୍ବ ସୂଚନା ଅନୁସାରେ ଦୂରଦୂରାନ୍ତରୁ ଆସିଥିଲେ ପରୀକ୍ଷାର୍ଥୀ । କିନ୍ତୁ ସେମାନେ ହଲରେ ବସିବା ପରେ ପୁଣି ସାମ୍ନାକୁ ଆସିଥିଲା ତ୍ରୁଟି ।