• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Asha ra aloka | Consumption of alcohol creates spat among husband and wife
ସିଏ ମୋଠାରୁ ସାନ, ମୁଁ ତାଙ୍କୁ କାହିଁକି କ୍ଷମା ମାଗିବି?

ମୁଁ ହଜାରେ ଜାଗାରେ କାମ କରୁଛି, କାହା ପାଖରେ କେତେବେଳେ କାମ କରିବି ସେ ହିସାବ ମୁଁ କେତେ ଥର ଦେବି? ସ୍ତ୍ରୀଙ୍କୁ ଲୁଚିକି ସ୍ୱାମୀ କାମ କରିବାକୁ ଯାଉଛନ୍ତି କି? ସୀମିତ ରୋଜଗାର ଭିତରେ ପରିବାର ଚଳାଇବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା କି ଫାଟ?

  • Tuesday, 12 July 2022
ENews | Listen Babu Suna song from Lipsa Mohapatra
ବାବୁ ସୁନା ଗୀତ ଗାଇ ଏବେ ଭାରି ଚର୍ଚ୍ଚାରେ ଲିପ୍ସା....ଶୁଣନ୍ତୁ ଏଇ ଗୀତ

ବାବୁ ସୁନା ଗୀତ ଗାଇ ଏବେ ଚର୍ଚ୍ଚାରେ ଲିପ୍ସା ମହାପାତ୍ରା। ଲକିର ଲକଡାଉନ୍‌ରେ ବି ବୋବାଲିଆ ଗୀତ ଗାଇଥିଲେ ଲିପ୍ସା...

  • Tuesday, 12 July 2022
Special Story | Ganjam Sarpanch keeps his words, launches own ambulance service
କଥା ଦେଇ କଥା ରଖିଲେ ସରପଞ୍ଚ, ପଞ୍ଚାୟତରେ ଆରମ୍ଭ କଲେ ନିଜସ୍ୱ ଆମ୍ବୁଲାନ୍ସ ସେବା

ନିର୍ବାଚନ ବେଳେ ସରପଞ୍ଚ ପ୍ରାର୍ଥୀ କଥା ଦେଇଥିଲେ, ଜିତିଲେ ଗାଁର ନିଜସ୍ୱ ଆମ୍ବୁଲାନ୍ସ ସେବା ଆରମ୍ଭ କରିବି। ସେ ନିର୍ବାଚନ ଜିତିଲେ। ଏବେ ପ୍ରତିଶ୍ରୁତି ମୁତାବକ, ନିଜ ପଞ୍ଚାୟତରେ ନିଜସ୍ୱ ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି।

  • Tuesday, 12 July 2022
Taste Of Odisha | Recipe of ‘Mitha Dali’
ମାଟି କୁଡ଼ୁଆରେ ହଳଦୀ ଗୁଣ୍ଡ ଦେଇ ଟିକିଏ ଡାଲି ପକାଇ ଏମିତି କରନ୍ତୁ ମିଠା ଡାଲି...

ମାଟି କୁଡ଼ୁଆରେ ଟିକିଏ ହଳଦୀ ଗୁଣ୍ଡ ପକାଇ ଦେଇ ଡାଲି ପକାନ୍ତୁ...ପରେ ପରେ ଚିନି ଓ ଲୁଣ ଦେଇ ଏମିତି ପ୍ରସ୍ତୁତ କରନ୍ତୁ ମିଠା ଡାଲି, ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା

  • Tuesday, 12 July 2022
Phir V Mera Maan Pyasa। The song that made homemaker internet sensation overnight
ରୁଟି କରୁ କରୁ ଗୀତ ଗାଇଲେ ଏଇ ମହିଳା, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

ରୁଟି କରୁ କରୁ ଗୀତ ଗାଇଲେ ଏଇ ମହିଳା। ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଛି ଏଇ ଭିଡ଼ିଓ....ପାଖାପାଖି1 Million ଲୋକ ଦେଖି ସାରିଲେଣି ଏଇ ଭିଡ଼ିଓ....ଯିଏ ଦେଖୁଛି ସିଏ କହୁଛି....

  • Tuesday, 12 July 2022
Special Rule | Rs 2000 fine may be slapped even if you wear helmet while riding, check new rule
ଏଣିକି ହେଲମେଟ୍‌ ପିନ୍ଧିଥିଲେ ବି ଏଇ ସବୁ କାରଣ ପାଇଁ ଟ୍ରାଫିକ୍‌ କାଟିବ ଫାଇନ୍‌...

ଏଣିକି ରାସ୍ତାରେ ହେଲମେଟ୍‌ ପିନ୍ଧି ଗାଡ଼ି ଚଳାଉଥିଲେ ବି ଟ୍ରାଫିକ୍‌ ପୋଲିସ କାଟିବ ଆପଣଙ୍କ ଫାଇନ୍‌। ୧୦୦ ନୁହେଁ କି ୨୦୦ ନୁହେଁ ବରଂ ୨ ହଜାର ଟଙ୍କା କାଟିବ ଜୋରିମାନା। ନୂଆ ନିୟମ ସମ୍ପର୍କରେ ଟିକିନିଖି ତଥ୍ୟ ଜାଣିରଖନ୍ତୁ ନହେଲେ ହଇରାଣ ହେବେ ଆପଣ...

  • Tuesday, 12 July 2022
News Fuse | ‘I don’t demand money, people offer me Rs 350 for birth certificate’
ମୁଁ ଟଙ୍କା ମାଗେନି...ବାର୍ଥ ସାର୍ଟିଫିକେଟ୍‌ ପାଇଁ ଲୋକେ ୩୫୦ ଦେଉଛନ୍ତି...

ନା...ମୁଁ କାହାକୁ ଟଙ୍କା ମାଗେନି। ଜନ୍ମ ପ୍ରମାଣପତ୍ର ପାଇବା ପାଇଁ ଲୋକେ ମତେ ଯାଚିକି ଯାହା କିଛି ଦିଅନ୍ତି...ସରକାରୀ ରେଟ୍‌ ୧୨ ଆଉ ତୁମେ ମାନେ ନେବ ୩୫୦? ନାରଣ ମୋର ଦରକାର ନାହିଁ, ମୁଁ ଯାଉଛି...

  • Tuesday, 12 July 2022
TASTE OF ODISHA | Recipe of Magaja Ladoo
ପାଟିକୁ ଭାରି ସୁଆଦିଆ ମଗଜ ଲଡୁ

କେବେ କେଉଁଠି ଆପଣ କି ନାହିଁ ଆମେ ଜାଣିନୁ। ଯେତେ ଖାଇଲେ ବି ଆହୁରି ଖାଇବାକୁ ମନ କହିବ। ଆଉ ଡେରି ନ କରି ଖାଇ ଚାଲନ୍ତୁ ମଗଜ ଲଡୁ ଖାଇଛନ୍ତି...

  • Monday, 11 July 2022
Odisha girl suffering from rare disease
ଅଜଣା ରୋଗରେ ଛଟପଟ ହେଉଛି ଚଉଦ ବର୍ଷର ଏ ଝିଅ

ରକ୍ତ ମାଂସର ଶରୀର ଅଛି ତ ରୋଗ ବି ଅଛି। ହେଲେ ଏ କୁନି ଝିଅକୁ ଏମିତି ରୋଗ ହୋଇଛି, ଯାହାକୁ ଜାଣିପାରୁନାହାଁନ୍ତି ଡାକ୍ତର। ଓଡ଼ିଶା ବାହାରେ ଚିକିତ୍ସିତ ହେବାକୁ ଡାକ୍ତର ପରାମର୍ଶ ହେବା ପରେ ଅର୍ଥ ଚିନ୍ତାରେ ଘାଣ୍ଟି ହେଉଛନ୍ତି ପରିବାର। କୌଣସି ବି ସହୃଦୟ ବ୍ୟକ୍ତି ସାହାର୍ଯ୍ୟର ହାତ ବଢାଇବା ପାଇଁ ଆଜିର ନିବେଦନ...

  • Monday, 11 July 2022
Apana Eka Nuhanti
ରୋଜଗାର ପାଇଁ ଯାଇଥିଲେ, ପଙ୍ଗୁ ହୋଇ ଫେରିଲେ

ଦଇବ ଦଉଡି ମଣିଷ ଗାଈ, ଜୁଆଡେ ଟାଣଇ ସିଆଡେ ଯାଇ... ଯାହା ଘଟିଛି ଏହି ଯୁବକଙ୍କ କ୍ଷେତ୍ରରେ। ସେ କେବେ ହେଲେ ଜାଣିନଥିଲେ ରୋଜଗାର ଆଣି ଦେବ ଅସରନ୍ତି ଦୁଃଖ ବୋଲି... ବବୁଲ୍ ବଂଚିଗଲେ ସିନା, ହେଲେ...

  • Monday, 11 July 2022
E News
ପ୍ରେମରେ ନାୟକ-ନାୟିକାଙ୍କ ହାଲ୍ ବେହାଲ୍

ଯେବେ ନାୟକ-ନାୟିକାଙ୍କ ମନ ଉଡେରେ... ଚାଖଣ୍ଡ ଉଚ୍ଚରେ ଆସି ପାଦ ପଡେରେ...

  • Monday, 11 July 2022
 Female PET found hanging in Nabarangpur
କାହିଁକି ଜୀବନ ହାରିଲେ ରିଲ୍-ରାଣୀ ତନୁଜା ବିଶ୍ୱାସ? ଶେଷ ଚିଠିରେ ଲେଖିଲେ ଏମିତି କଥା…

ଝିଅଟିଏ ହୋଇ ବୁଲେଟ୍ ଚଢୁଥିଲେ, ନିଜ ଅନ୍ଦାଜରେ ବଂଚୁଥିଲେ। ଶହ ଶହ ରିଲ୍-ଭିଡିଓ କରି ଜୀବନକୁ ଏକ ଗୀତ ପରି ବଞ୍ଚୁଥିବା ଲେଡି-ପିଇଟି ତନୁଜା ବିଶ୍ୱାସଙ୍କୁ ନେଇ ଏବେ ସାରା ସହରରେ ଚର୍ଚ୍ଚା। ତାଙ୍କ ଅନ୍ଦାଜ ପାଇଁ ସେହି ଛୋଟିଆ ସହରଟିରେ ସେ ଥିଲେ ଖୁବ୍ ଜଣାଶୁଣା। କିନ୍ତୁ ହଠାତ୍ ସେ ନିଜ ଜୀବନକୁ ଶେଷ କରିଦେଲେ ଗୋଟିଏ ମୁହୂର୍ତ୍ତରେ। ଗଲାବେଳେ ଛାଡ଼ିଗଲେ ଶେଷ ଚିଠି। ତନୁଜା, ଏମିତି କରିବା କଣ ଜରୁରି ଥିଲା? ଜୀବନ ତ କେତେ ସୁନ୍ଦର ଥିଲା...

  • Monday, 11 July 2022
News Fuse
ଡ୍ରେନ୍ ଦେଖିଲେ ମେୟର୍ ମ୍ୟାଡମ୍, ଉପଦେଶ ଦେଲେ...

ବର୍ଷା ଯିବା ପରେ ମେୟର୍ ମ୍ୟାଡମ୍ ବୁଲିଲେ ରାଜଧାନୀ। ଚାଲି ଚାଲି ରାଜଧାନୀବାସୀଙ୍କୁ କହିଲେ...

  • Monday, 11 July 2022
Khola Katha
‘ସବୁ ଲକ୍ଷ୍ମୀଛଡ଼ା, ମନ୍ଦିର ଆଗରେ ଗଛପତର ଲାଗୁଛି, ସେଠି କ’ଣ କୃଷ୍ଣଲୀଳା ହେବ?’

‘ମନ୍ଦିର ନଷ୍ଟଭ୍ରଷ୍ଟ ହୋଇଗଲାଣି। ଦେଉଳରେ ଦୁନିଆ ଫାଟ, ଆମକୁ ଯୋଡ଼େ ଦେଖାଉଛନ୍ତି। ଭକ୍ତ ଆସନ୍ତି ଦେଉଳରେ ଦିଅଁ ଦର୍ଶନ ପାଇଁ। ଏଠି ତ ଗଛପତର ଲାଗୁଛି, ସେଠି କ’ଣ କୃଷ୍ଣଲୀଳା ହେବ?’ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନିଙ୍କ ସହ ‘ଖୋଲାକଥା’।

  • Sunday, 10 July 2022
Apana Eka Nuhanti
ନିର୍ଦ୍ଦୟ ଦଇବ, ଦୁଃଖ ବଖାଣୁଛି କୁନିଝିଅ, ‘ମତେ ଛାଡ଼ି ସମସ୍ତେ ଚାଲିଗଲେ’

ଜୀବନ କଣ ଜାଣିବା ଆଗରୁ, ଏ କୁନିକୁନି ପିଲାମାନଙ୍କ ପାଖରୁ ଈଶ୍ୱର ଛଡ଼େଇ ନେଲେ ଘରର ତିନି ମୁରବୀଙ୍କୁ। କୁନିଝିଅଟି ଗାଲୁରୁ ଗାଲୁରୁ ହୋଇ ନିଜ ଭାଷାରେ ବଖାଣୁଛି ନିଜର ଦୁଃଖ। ସତରେ ଈଶ୍ୱର ବେଳେବେଳେ ଏମିତି ନିର୍ଦ୍ଦୟ କାହିଁକି ହୁଅନ୍ତି?

  • Sunday, 10 July 2022
True bonhomie
ମାଲିକ ପାଇଁ ଟ୍ରକ୍ ପଛେ ପଛେ ୪ କିମି ଦଉଡ଼ିଲା କୁକୁର, ମାଲିକ କହିଲେ…

କୁକୁର ଓ ମଣିଷ ଭିତରେ ଏମିତି ପ୍ରେମ ବୋଧେ ଆପଣ ଆଗରୁ କେବେ ଦେଖିନଥିବେ। ଯେଉଁ ଟ୍ରକରେ ମାଲିକ ପଳାଉଥିଲା, ସେ ଟ୍ରକ୍ ପଛରେ ୪ କିଲୋମିଟର ଦଉଡ଼ିଲା ପୋଷା କୁକୁରଟି। କୁକୁରଟି ବ୍ୟସ୍ତବହୁଳ ହାଇୱେ ଉପରେ ଦଉଡ଼ିବାର ଦୃଶ୍ୟ, ସତରେ ଥିଲା ବଡ଼ ବିକଳ। ଏ ପୂରା ଦୃଶ୍ୟ ଆମେ ରେକର୍ଡ କରିଥିଲୁ କ୍ୟାମେରାରେ। ଶେଷରେ କ’ଣ ଘଟିଲା, ଆଉ ମାଲିକ କ’ଣ କହିଲେ, ତାହା ଜାଣିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ।

  • Sunday, 10 July 2022
E-news
ପ୍ରେମରେ ଦିୱାନା ଶୁଭମ୍-କୁକିଜ୍.. ଏ ଦିଲ୍ ଟା ତ ଦିୱାନା… ଜାଣିଲେ ଜାଣୁ ଏ ଜମାନା…

ପ୍ରେମ ଯେତେବେଳେ ଆରମ୍ଭ ହୁଏ, ତାହା ଲୁଚାଚୋରାରେ ହୁଏ। କିନ୍ତୁ ଧୀରେଧୀରେ ଅବସ୍ଥା ଅସମ୍ଭାଳ ହୁଏ। ଯେଉଁ ଦୁନିଆକୁ ଲୁଚୁଥାନ୍ତି, ସମୟ ଆସେ, ସେମାନେ ନିଜକୁ ଖୋଲି ଦିଅନ୍ତି। ଆଉ କୁହନ୍ତି- ଏ ଦିଲ୍ ଟା ତ ଦିୱାନା, ଜାଣିଲେ ଜାଣୁ ଏ ଜମାନା…

  • Sunday, 10 July 2022
NEWSFUSE
କୁଆପଥର ଭଳିଆ ଆକାଶରୁ ଖାଲି ନଡ଼ିଆ ବର୍ଷା !!

କୁଆପଥର ଭଳିଆ ଆକାଶରୁ ଖାଲି ନଡ଼ିଆ ବର୍ଷା !!

  • Sunday, 10 July 2022
YOJANA RA NA HARILOOT
ଜବ କାର୍ଡ ନାଁରେ ଲୋକଙ୍କ ଟଙ୍କା ଖାଇଦେଲେ ନେତା

ପଂଚାୟତ ନିର୍ବାଚନରେ ହାରିବା ପରେ ଲୋକଙ୍କୁ ଠକିଦେଲେ ନେତା। ଜବକାର୍ଡ କରାଇବା ନାଁରେ ଆଧାର ସହ ଏଇ ଡକ୍ୟୁମେଂଟ ନେଲେ ହେଲେ ସବୁ ଟଙ୍କାକୁ ନିଜେ ଖାଇଗଲେ, ଦେଖନ୍ତୁ କେମିତି ଏଇ ନେତା ଜଣକ ହଡପ କରିଛନ୍ତି ଲୋକଙ୍କ ଟଙ୍କା...

  • Friday, 08 July 2022
News Fuse
ଅଣ୍ଡା ଖାଇବୁ ପଛରେ ଆଗେ ଜୋତା ପାହାର ଖା…ପଳେଇ ଆରେ ନାରଣ...

ମୋ ବୋଉଲୋ...ପଳା ପଳାରେ ନାରଣ। ଆଲୋ ଇଏ କଣ? ମଧ୍ୟାହ୍ନ ଭୋଜନ ବେଳେ ଇଏ କଣ ଏମିତି ପିଟାପିଟି ହେଲେଣି। ଇଏ ତାକୁ ଛେଚିଲାଣି, ସିଏ ୟାକୁ ଜୋତାରେ ପିଟିଲାଣି। ଆରେ ଆରେ..ଏଇଠି କଣ ଚାଲିଛି, ତୁମେ ଏମିତି ହେଉଛ...ପିଲା ଖାଇବେ କଣ?

  • Friday, 08 July 2022
khola katha
ଜିଲ୍ଲାପାଳଙ୍କୁ ଦିଆଯାଉ ସ୍ୱତନ୍ତ୍ର କ୍ଷମତା, ଆହୁରି ଭଲ ହେବ ଯାତ୍ରା

ରଥଯାତ୍ରା ବନ୍ଦ ପାଇଁ ସରକାର ଚାହୁଁନଥିଲେ। ଏମାନେ ଟେନସନ୍‌ ନେବା ପାଇଁ ଚାହୁଁନଥିଲେ....ପ୍ରଭୁ ବଡ଼ଦାଣ୍ଡକୁ ଆସିଲେ ସବୁ ଦୁଃଖ ଦୂର ହେବ। ଯାତ୍ରା ଶୃଙ୍ଖଳିତ ହେଉ, କି କଣ ଦେଲା ସେଇଟା ଅଲଗା କଥା। କିନ୍ତୁ ପ୍ରଶାସନ ପୂରା ସହଯୋଗ କରୁଛି, ତେଣୁ ଯାତ୍ରା ବଢିଆ ହେଉଛି: ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ, ଜଗନ୍ନାଥ ସ୍ୱାଇଁ ମହାପାତ୍ର

  • Friday, 08 July 2022
Making News
ଘରେ ରହିଲେ ଗରମ ହେଲେ ବାହାରେ ରହିଲେ ମତେ ତ ଥଣ୍ଡା ଦରକାର...

ମୋ ଶ୍ୱଶୁର ଜମିଦାର, ଏବେ ପାଲ ଘରେ ରହୁଛୁ। ଆରେ ଆରେ...ସେ ଘରେ ରହିଲେ ଗରମ ଆଉ ବାହାରେ ରହିଲେ ଥଣ୍ଡା ଭଲପାଆନ୍ତି...ତାଙ୍କୁ ଯଦି ତୁମେ , ଏବେ ସାଙ୍ଗେ ସାଙ୍ଗେ ରାଗି ଯିବେ...

  • Friday, 08 July 2022
Cyber crime
ରିଲ୍‌ କରିବା ହେଲା ମହଙ୍ଗା...ସୋସିଆଲ ମିଡ଼ିଆରେ ନ୍ୟୁଡ୍‌ ଫଟୋ ଭାଇରାଲର ଆସିଲା ଧମକ

ଆପଣଙ୍କ ଚାକିରି ଅଛି, ଆମର ବେପାର ଅଛି....ଆଉ ମାଡାମଙ୍କ ୟୁଟ୍ୟୁବ୍‌ରେ ଭାରି ଚାହିଦା ଅଛି....ଆମେ ଏମିତି କେତେ ଟଙ୍କା ରୋଜଗାର କରିଛୁ କି ଆପଣଙ୍କ ନ୍ୟୁଡ୍‌ ଫଟୋରୁ? ଭାଉଜ ତୁମେ ଭାରି...

  • Friday, 08 July 2022
Road built at Rs 28 lakh
୨୮ ଲକ୍ଷ ଟଙ୍କାର ପିଚୁ ମାତ୍ର ୨୮ ଦିନରେ ଉଠିଗଲା

ବାଃ ବାଃରେ ସରକାର। ୨୮ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ହେଲା ପିଚୁ, ହେଲେ ୨୮ ଦିନରେ ଉଠିଗଲା। ସାଇକେଲ ଗାଡ଼ି କଥା ଛାଡନ୍ତୁ ଚାଲିକି ଗଲେ ବି ଜୋତାରେ ଲାଗିଯାଉଛି ଖଣ୍ଡ ଖଣ୍ଡ ପିଚୁ...ଗାଁ ଲୋକଙ୍କୁ ଠକି ଦେଲେ ଠିକାଦାର

  • Friday, 08 July 2022
Villagers welcome back Jawan
ଗାଁଲୋକଙ୍କ ଦେଶ ଭକ୍ତି....ବୀର ପୁଅର ଗୋଡ ଧୋଇଲେ...ଡିଜେ ବଜାଇ ସ୍ୱାଗତ କଲେ

ଗାଁ ଲୋକଙ୍କ ଦେଶପ୍ରେମ। ୨୦ ବର୍ଷ ଆର୍ମି ଚାକିରି ପରେ ଗାଁକୁ ଫେରିଛନ୍ତି ବୀର ଯବାନ। ସ୍ୱାଗତ ପାଇଁ ଗାଁ ଲୋକଙ୍କ ବୋବାଲିଆ ପ୍ରସ୍ତୁତି। ଗାଁରେ ଯବାନ ପହଞ୍ଚୁ ପହଞ୍ଚୁ ଡିଜେ ବଜାଇ ସ୍ୱାଗତ କଲେ, ସୁସଜ୍ଜିତ ରଥରେ ଗାଁ ପରିକ୍ରମା କଲେ। ଶେଷରେ ପିଢା ପକାଇ ହଳଦୀ ପାଣିରେ ଗୋଡ ବି ଧୋଇ ଦେଲେ....ହାତରେ ଦେଲେ ଫୁଲତୋଡା, କାନ୍ଧରେ ଦେଲେ ଉତ୍ତରୀୟ...ସ୍ୱାଗତ ସମ୍ବର୍ଦ୍ଧନା ଦେଖି ସ୍ତବ୍ଧ ହେଲେ ଯବାନ

  • Friday, 08 July 2022