ଏମିତି ବିଡିଓ ଥିଲେ ଲୋକଙ୍କର ଅସୁବିଧା ହେବ କଣ? ଖାତିର କଲେନି ବଣଜଙ୍ଗଲ ରାସ୍ତାକୁ...୧୦ କିମି ପାହାଡ ଚଢିଲେ....ଲୋକଙ୍କ ଦୁଃଖ ବୁଝିଲେ
ସୁ ସୁ ଗର୍ଜନ କରି ମାଡିଆସୁଛି ବାତ୍ୟା। ଉପକୂଳ ଛୁଇଁବା ପୂର୍ବରୁ ମହାବାତ୍ୟାର ରୂପ ନେବା ନେଇ ବଢିଲା ଚର୍ଚ୍ଚା....ପାଣିପାଗ ବିଭାଗ କହିଲା
ମୁମ୍ବାଇରେ ରହୁଥିବା ଓଡ଼ିଆ ଝିଅ ଅରୁଣାଙ୍କ ପାଇଁ ବୟସ କେବଳ ଏକ ସଂଖ୍ଯା। ପିଲାବେଳେ କେବେ ଦୌଡ଼କୁଦ କରିନଥିବା ଅରୁଣା, ୪୩ ବର୍ଷ ବୟସରେ ୪୨ କିଲୋମିଟର ମାରାଥନ୍ ଦଉଡ଼ି ସଫଳତା ପାଇଛନ୍ତି। ମୁମ୍ବାଇ ହାଫ୍ ମାରାଥନରେ ସେ ଥରେ ଦ୍ୱିତୀୟ ଓ ଥରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।
ହେଇଟି ସୁର ଅଜା, ତେମେ ଆଉ ଏମିତି ଅଗଲ ବଗଲ କୁହନି। ନିରଞ୍ଜନ ସାଆରେ କହୁଛନ୍ତି ଗୋଟାଏ, ତମେ ପଛରେ ଠିଆ ହେଇ କହୁଛ ଆଉ ଗୋଟାଏ। ଯାଇଁଲ ସାର୍ କହୁଛନ୍ତି ଫାଟ ଅଛି, ତେମେ କହୁଛ ଫାଟ ନାହିଁ ? କି କଥା ଏଗୁଡ଼ା, ଲଜ୍ଜା…
ସୋମବାରି ବିଶି। ବୟସ ୫୦ ଟପିଲାଣି। ଦୀର୍ଘ ୨ ଦଶନ୍ଧି ପରେ ଗାଁକୁ ଫେରିଛନ୍ତି। ଫେରିଛନ୍ତି ନିଜ ପୁଅ ମାନଙ୍କ ପାଖକୁ, ସ୍ୱାମୀଙ୍କ ପାଖକୁ,ପରିବାର ପାଖକୁ।ହାବଭାବ ଦେଖିଲେ ଲାଗୁଛି, ରକ୍ତ ସଂପର୍କୀୟମାନେ ତାଙ୍କୁ ଝାପ୍ସା ଝାପ୍ସା ମନେପଡୁଛନ୍ତି। କାହାକୁ ଚିହ୍ନି ପାରୁଛନ୍ତି ତ ଆଉ କାହାକୁ ଦେଖି ଦୋ ଦୋ ପାଞ୍ଚ ହେଉଛନ୍ତି।
ଅମୂଲ ମୂଲ ଅବଢା ଦର, ଆନନ୍ଦ ବଜାର ଭକ୍ତଙ୍କୁ ଡର
ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ର ନୂତନ ସଭାପତି ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ । ସୋନିଆଙ୍କ ପରେ ସେ ଏଆଇସିସିର ନୂଆ ମଙ୍ଗୁଆଳ ହୋଇଛନ୍ତି । ଏ ନେଇ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ଭୋଟ୍ ଗଣତି । ୨୪ ବର୍ଷ ପରେ ଜଣେ ଅଣଗାନ୍ଧୀଙ୍କ ଉପରେ କଂଗ୍ରେସ କମାଣ ଦିଆଯାଇଛି । ତେବେ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନି । କିନ୍ତୁ ଭୋଟିଂ ଟ୍ରେଣ୍ଡିରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
କେଉଁଠି କରିବ ଲ୍ୟାଣ୍ଡଫଲ ? ଲ୍ୟାଣ୍ଡଫଲ ବେଳେ ବାତ୍ୟାର ତୀବ୍ରତା କେତେ ରହିବ? ପବନର ବେଗ କେତେ ହେବ ଆଉ କେତେ ପରିମାଣର ବର୍ଷା ହେବ? ଏହାକୁ ନେଇ ଆଇଏମ୍ଡିର କୌଣସି ସ୍ପଷ୍ଟ ସୂଚନା ଆସିନଥିବା ବେଳେ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।
ବିଜେଡି ଟିକଟ୍ ନମିଳିବା ସତ୍ତ୍ୱେ ଦଳର ନିଷ୍ପତ୍ତିକୁ ଗ୍ରହଣ ନକରି ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ । ହେଲେ ବଡ଼ ପ୍ରଶ୍ନ, କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା ? କଣ ପାଇଁ ରାଜେନ୍ଦ୍ରଙ୍କୁ ଟିକଟ୍ ଦେଲାନାହିଁ ବିଜେଡି ?
ମଲିକାର୍ଜୁନ ଖଡ଼ଗେ କଂଗ୍ରେସର ସଭାପତି । ୯୩୮୫ ଭୋଟ୍ରୁ ଖଡ଼ଗେଙ୍କୁ ୭୮୯୭ ଭୋଟ୍ ମିଳିଥିବା ସୂଚନା । ୨୪ ବର୍ଷ ପରେ କଂଗ୍ରେସରେ ଅଣଗାନ୍ଧି ସଭାପତି । ଶଶି ଥରୁରଙ୍କୁ ମାତ୍ର ୧୦୭୨ ଭୋଟ୍ ମିଳିଥିବା ସୂଚନା
ଇଏ ସ୍ୱାମୀ ନା ସୈତାନ? ଦୁଇ ଜଣଙ୍କୁ ବାହା ହେଲା...କିନ୍ତୁ ମନ ଶାନ୍ତି ହେଲାନି ଯେ ନିଖୋଜ ହେବାର ରଚିଲା ନାଟକ। ୫ ବର୍ଷ ପରେ ପୋଲିସ ଟ୍ରାକିଂ କରି ଧରିଲା ବେଳକୁ କହୁଛନ୍ତି....
ମୋ ବୁଢ଼ାକୁ ମୁଁ ଭଲ ପାଇକି ବାହା ହୋଇଥିଲି, ସିଏ ଆଗେ କହିଲେ ଆଇ ଲଭ୍ ୟୁ, ମୁଁ ବି କହିଦେଲି। ମୋ ସିଏ ଟିକେ ସୁନ୍ଦରିଆ, ଭଲୁଟିଏ ତ ମୁଁ ଟିକେ ପସନ୍ଦ କରିଦେଲି
ଇଏ ବି ଜଣେ ଚିକିତ୍ସକ ! ବୟସ ୮୦ ହେଲାଣି, ହେଲେ ସେ ହାର ମାନିନାହାନ୍ତି। ରାତି ପାହିଲେ ୧୬ ଇଂଚିଆ ସାଇକେଲ ଧରି ଗାଁକୁ ଗାଁ ବୁଲନ୍ତି। ରୋଗୀଙ୍କୁ ଔଷଧ ଦେଇଆସନ୍ତି। ୟାଙ୍କ ଔଷଧକୁ ଚାତକ ପରି ଚାହିଁରହିଥାଆନ୍ତି ରୋଗୀ
ଆତ୍ମହତ୍ୟା ପୂର୍ବରୁ ଏଇ ଚିଠି ଲେଖିଥିଲେ ବୈଶାଳୀ। କହିଯାଇଛନ୍ତି...ରାହୁଲ ମତେ ବହୁତ ନିର୍ଯାତନା ଦେଇଛି। ତାକୁ କଠୋର ଦଣ୍ଡ ଦେବ...ନହେଲେ ମୋ ଆତ୍ମା କେବେ ବି ଶାନ୍ତି ପାଇବନି। ତେବେ ରାହୁଲ କିଏ?
କାର୍ତ୍ତିକ ମାସରେ ପୁଣ୍ୟ କାମ କରୁଛନ୍ତି ଏହି ଯୁବକମାନେ। ମନ୍ଦିରରେ ଏକାଠି ହେଲେ...ହବିଷ୍ୟାଳିଙ୍କ ପାଇଁ ହବିଷାନ୍ନ ରାନ୍ଧିଲେ...ଆଉ କଦଳୀ ପତ୍ରରେ ବାଢି ଦେଉଛନ୍ତି ଅରୁଆ ଭାତ ଡାଲମା ସାଙ୍ଗରେ ଓଉ ଖଟା। ୫ ଟଙ୍କାରେ ଖାଦ୍ୟ ଖାଇ ବେଶ୍ ଖୁସି ବ୍ରତଧାରୀ
ନୂଆ ସିଲାବସ୍କୁ ନେଇ ଆରମ୍ଭରୁ ବିବାଦ । ଭିତ୍ତିଭୂମିକୁ ନେଇ ଉଠିଲା ପ୍ରଶ୍ନ । ନବମ ଓ ଦଶମ ଶ୍ରେଣୀରେ ନୂଆକରି ଆସପିରେସନାଲ୍ କମ୍ପୋନେଣ୍ଟ କୋର୍ସ ପାଠ୍ୟକ୍ରମରେ ସାମିଲ ଲାଗି ସରକାରଙ୍କ ଘୋଷଣା ପରେ ଏହାକୁ ନେଇ ଶିକ୍ଷାବିତ୍ଙ୍କ ଗୁରୁତର ଆପତ୍ତି ।
ସମ୍ଭାବ୍ୟ ବାତ୍ୟାକୁ ନେଇ ବଢୁଛି ଆଶାଙ୍କା । ଏବେ ଏହା ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ରୂପରେ ରହିଛି । ଆସନ୍ତା ୪୮ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ । ୨୨ ତାରିଖ ବେଳକୁ ଅବପାତ ହେବ । ୨୩ କିମ୍ବା ୨୪ ତାରିଖରେ ଏହା ବାତ୍ୟାରେ ପରିଣତର ସମ୍ଭାବନା ରହିଛି ।
ଚିଲିକା ଅଞ୍ଚଳର ମଇଁଷୀ କ୍ଷୀରରେ ରହିଛି ମଣିଷ ଶରୀର ପାଇଁ ଆବଶ୍ୟକ ଅତି ଉପାଦେୟ ଉପାଦନ । ଏଠିକାର ମଇଁଷି କ୍ଷୀର ଓ ଦହିରୁ ମାରାତ୍ମକ କ୍ୟାନସର ପ୍ରତିରୋଧୀ ଔଷଧ ପ୍ରସ୍ତୁତ ଉପରେ ଗବେଷଣା ବି ଚାଲିଛି ।
ମାୟାବିନୀ ଅର୍ଚ୍ଚନାର ନାଗଫାଶରେ ମାଳ ମାଳ ରାଜନେତା ଛନ୍ଦି ହେବା ବୋଧହୁଏ ରାଜ୍ୟରେ ପ୍ରଥମ । ୩୦ ବର୍ଷିୟା ଯୁବତୀର ମାୟାଜାଲରେ ପଡ଼ି ବାବୁ ଭାୟା ପ୍ରମାଦ ଗଣୁଥିବାବେଳେ ପାୱାର କରିଡ଼ର୍ରେ ସୃଷ୍ଟି ହୋଇଛି କମ୍ପନ ।
ବସି ବସି ବୋର୍ ହେଉଥିଲେ ଗାଁ ମହିଳା। କଥାବାର୍ତ୍ତା ହୋଇ ଏକାଠି ହେଲେ...୧୫ଶହ କଦଳୀ ଗଛ ଲଗାଇଲେ। ଏବେ ମାସକୁ ରୋଜଗାର କରୁଛନ୍ତି ୧୦ ରୁ ୧୫ ହଜାର
କ୍ୟାନସର ରୋଗକୁ ଭଲ କରିଦେଉଛି ମଇଁଷି କ୍ଷୀର? ଚିଲିକା ମଇଁଷିକୁ ନେଇ ଚାଲିଥିବା ଗବେଷଣାରୁ ଜଣାପଡିଲା ତଥ୍ୟ...ସେପଟେ ଚାଷୀ କହିଲେ....
ଅକ୍ଟୋବର ୨୪କୁ ନେଇ ବଢିଲା ଚର୍ଚ୍ଚା। ସେହି ଦିନ ବାତ୍ୟା ହେବା ନେଇ ବଢିଲା ଚର୍ଚ୍ଚା…ବାତ୍ୟା ଖବର ଶୁଣି ଛାନିଆ ହେଲେଣି ଉପକୂଳିଆ
ରାଗିଗଲେ ଟ୍ରାଫିକ୍ ବାବୁ। ବେଶି କଥା କହନା...ନହେଲେ ଗୋଟିଏ ଠେଲା ଦେବି ସିଧା ଗାଡିରେ ବାଜିବୁ। ଆଉ...ତୁମେ ନୋ ପାର୍କିଂ ଜାଗାରେ ପାର୍କିଂ କରିବ, ଆମେ ତୁମକୁ ମାରିବୁନି କଣ ଛାଡିବୁ?
ମୁଁ ଆଜି ହକି ଇଣ୍ଡିଆର ପ୍ରେସିଡେଣ୍ଟ୍ ହୋଇଛି। ହକୀ ଖେଳ ପାଇଁ ମୁଁ ବହୁତ୍ କିଛି ପାଇଛି। କିନ୍ତୁ ଗୋଟେ କଥା ଜାଣିଛନ୍ତି, ମୋ ଗାଁ ସୌନାମୋରା ତରଫରୁ କେବେ ଖେଳିବାର ସୁଯୋଗ ପାଇନି। କିନ୍ତୁ ଏବେ ବି ଇଛା ଅଛି, ଯଦି ସୁଯୋଗ ମିଳନ୍ତା, ମୁଁ ମୋ ଗାଁ ପାଇଁ ଥରେ ଖାସୀ ମ୍ୟାଚ ଖେଳନ୍ତି