Advertisment

ଜାଲ୍ ସାର୍ଟିଫିକେଟ କେଳେଙ୍କାରୀର ଖୋଲିବ ତ ଗୁମର ?

ଆଜି ଯାଏଁ ୨୨୫ଟି ମାମଲାର ତଦନ୍ତ ନେଇ ମାତ୍ର ୪୫ଟିର ଚାର୍ଜସିଟ୍ କରିପାରିଛି କ୍ରାଇମବ୍ରାଞ୍ଚ । ସରକାରୀ ଦଳର ଏଜେଣ୍ଟ ସାଜିଥିବା କ୍ରାଇମବ୍ରାଞ୍ଚ ଅନ୍ୟ ଘଟଣା ଭଳି ଏ ଘଟଣାକୁ ବି ଚପାଇଦେବ ।

author-image
Tanmay Kumar Mahalik

ସାରା ରାଜ୍ୟରେ ଜାଲ୍ ସାର୍ଟିଫିକେଟକୁ ନେଇ ତମ୍ବିତୋଫାନ ପରେ ଚେତା ପଶିଛି ରାଜ୍ୟ ସରକାରଙ୍କର । ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ନକଲି ସାର୍ଟିଫିକେଟ କେଳେଙ୍କାରୀର କେନ୍ଦ୍ରସ୍ଥଳ କୁହାଯାଉଥିବା ବଲାଙ୍ଗିର ଅଭିମୁଖେ ଯାଇଛି ।

Advertisment
BJD
Advertisment
Advertisment