ଶିଳ୍ପବିହୀନ କେନ୍ଦ୍ରାପଡ଼ାରେ ମୁଣ୍ଡ ଟେକିବ ନିପ୍ପନ ଷ୍ଟିଲ ପ୍ଲାଣ୍ଟ। ଆନ୍ଧ୍ରରେ ଏକ ନୂଆ ଷ୍ଟିଲ ପ୍ଲାଣ୍ଟ ଘୋଷଣା ପରେ କେନ୍ଦ୍ରାପଡ଼ାରେ ପ୍ଲାଣ୍ଟକୁ ନେଇ ଦ୍ୱନ୍ଦରେ ଥିଲେ ଜିଲ୍ଲାବାସୀ। ରାଜସ୍ୱ ବିଭାଗ ବିଜ୍ଞପ୍ତି ପରେ ବଢିଲା ଆଶା।
Published By: Sujit kumar Swain
Last updated: 06 December 2024, 09:52 PM IST
ନିର୍ବାଚନ ପୂର୍ବରୁ ତତକାଳୀନ ବିଜେଡି ସରକାର 5T ସ୍କୁଲ ନାଁରେ ଗାଁ ଗାଁରେ କରିଥିବା ରୂପାନ୍ତରୀକରଣକୁ ଧୋକା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନା କୌଣସି ଯୋଜନା ଥିଲା ନା ଡିପିଆର ନା ଏଷ୍ଟିମେଟ୍ ।