ଆଳୁ ସଂକଟ ମନୁଷ୍ୟକୃତ କହିଲେ ଯୋଗାଣ ମନ୍ତ୍ରୀ । ବିଧାନସଭାରେ ପୁଣି ନବୀନଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ୍ ।ସରକାରଙ୍କୁ ବଦନାମ କରିବାକୁ ତିଆରି କରାଯାଇଥିଲା କୃତ୍ରିମ ଅଭାବ । ବିରୋଧୀଙ୍କ ଜବାବ- ଅପାରଗତା ଲୁଚାଇବାକୁ ଏଭଳି ମନ୍ତବ୍ୟ ।
Published By: Sujit kumar Swain
Last updated: 05 December 2024, 09:24 PM IST
ଜାନୁଆରୀ ପହିଲାରୁ ଲାଗୁ ହୋଇଯିବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା । ମୁଖ୍ୟ ପ୍ରଶାସକଙ୍କ ପରେ ଆଜି ଆଇନ ମନ୍ତ୍ରୀ ଏକଥା ସ୍ପଷ୍ଟ କରିଛନ୍ତି । ତେଣେ ପରିଚାଳନା କମିଟିରେ ବିନା ବିଚାରବିମର୍ଶ ଓ ଛତିଶାନିଯୋଗର ମତାମତ ନିଆନଯାଇ ନୂଆ ବ୍ୟବସ୍ଥା ଲାଗୁ କରାଯାଉଥିବାରୁ ଆପତ୍ତି ଉଠାଇଛନ୍ତି ସେବାୟତ ।