Proxy Forester Death
ବଲାଙ୍ଗିର କଣ୍ଟାବାଞ୍ଜି ଅଂଚଳରେ ହାତୀ ଆକ୍ରମଣରେ ମୃତ ଜଣେ ସାଧାରଣ ବ୍ୟକ୍ତିଙ୍କୁ ବନ କର୍ମଚାରୀ ଓ ଗଜସାଥୀ କହିବା ପଛର କାରଣ କଣ? ବଲାଙ୍ଗିର DFO ଓ ସ୍ଥାନୀୟ ଫରେଷ୍ଟର କାହିଁକି ଗଣମାଧ୍ୟମକୁ ଦେଇଥିଲେ ମିଛ ତଥ୍ୟ? ଗତକାଲି ବାନ୍ଧନପାଲି ଗାଁ ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଓ ଦୁଇ ବନ କର୍ମଚାରୀ ଆହତ ହେବା ଘଟଣାରେ କାଲି ଆଜି ଭିତରେ DFO ଓ ଫରେଷ୍ଟର ଦୁଇ ପ୍ରକାର ବୟାନକୁ ନେଇ ଏବେ ହରଡ଼ଘଣାରେ ବନ ବିଭାଗ । ଏ ସମ୍ପର୍କରେ ଫରେଷ୍ଟର ମୁହଁ ଖୋଲି ନଥିବା ବେଳେ DFO କହିଛନ୍ତି ଇନକ୍ୱାରୀ ହେବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)