Family of Additional Superintendent of Police (ASP) Faces Ostracisation In Odisha’s Dhenkanal
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Family of Additional Superintendent of Police (ASP) Faces Ostracisation In Odisha’s Dhenkanal
ମାତ୍ର ୨ ଫୁଟ୍ ଜାଗା ପାଇଁ ଜଣେ ଅତିରିକ୍ତ ଏସପିଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଉଖମା ଗାଁରୁ ଆସିଛି ଏଭଳି ଅଭିଯୋଗ। ଥାନାରେ ଅଭିଯୋଗ ସତ୍ତ୍ୱେ ୧୧ ମାସ ଧରି ଖୋଦ୍ ଜଣେ ପୋଲିସ ଅଧିକାରୀଙ୍କ ପରିବାର ସାମାଜିକ ବ୍ୟାଧିର ଶିକାର ହେବା ଘଟଣା ଉଦବେଗ ସୃଷ୍ଟି କରିଥିଲା ବେଳେ, ଢେଙ୍କାନାଳ ଏସପି କହିଛନ୍ତି, ଖୁବ୍ଶୀଘ୍ର ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)