Advertisment

ଭୟ ବଢ଼ାଇଲା ବୈତରଣୀର ଜଳସ୍ତର: କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ ଭଦ୍ରକକୁ ଭୟ

କେନ୍ଦୁଝରରୁ ଢେଙ୍କାନାଳ, ଯାଜପୁରରୁ ଭଦ୍ରକ। ୪ ଜିଲ୍ଲାକୁ ଭୟ ବଢ଼ାଇଛି ବୈତରଣୀ ନଦୀର ଜଳସ୍ତର। ଏବର୍ଷର ପ୍ରଥମ ବନ୍ୟାଜଳ ବୈତରଣୀ ଓ ବ୍ରାହ୍ମଣୀ ସମେତ ଏହାର ଶାଖାନଦୀ ସବୁ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଟପିଥିବାବେଳେ ଗାଁ ଭୂଇଁ, ମଠ ମନ୍ଦିର, ଶିକ୍ଷାନୁଷ୍ଠାନ ଏବେ ଉବୁଟୁବୁ ଅବସ୍ଥାରେ। ଆଜି ବୈତରଣୀ ଜଳସ୍ତର ଖସିଥିଲେ ବି ରାଇଜିଂ ଟ୍ରେଣ୍ଡରେ ଥିବା ବ୍ରାହ୍ମଣୀ କିନ୍ତୁ ବିପଦ ବଢ଼ାଇଛି। ସମ୍ଭାବ୍ୟ ସ୍ଥିତିକୁ ଦେଖି ରେସ୍କ୍ୟୁ ଟିମକୁ ସଜାଗ ରଖାଯାଇଛି।

author-image
Sarbeswar

Flood Control River Baitarani
Advertisment
Advertisment