• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

 minerals smuggling rampant in Odisha’s Keonjhar
ସଞ୍ଜ ନଇଁଲେ ଲୁଟ୍ ହେଉଛି କଳାହୀରା

ସଞ୍ଜ ନଇଁଲେ ଲୁଟ୍ ହେଉଛି କଳାହୀରା । କୋଇଡାର କଳାହୀରା ମାଙ୍ଗାନିଜକୁ ଲୁଟି ନେଉଛନ୍ତି ଖଣି ମାଫିଆ । ବିଗତ ୨ରୁ ୩ ବର୍ଷ ଧରି କୋଇଡା ଖଣି ଅଞ୍ଚଳର ବନ୍ଦ ଥିବା ଖଣି ବା ବିସ୍ତୀର୍ଣ୍ଣ ଜଙ୍ଗଲରୁ ଖଣିଜ ପଥର ଚୋରି ବଢ଼ି ଚାଲିଛି ।

  • Tuesday, 21 November 2023
Locals suffer due to poor road connectivity in Balasore
ଯୋଜନା ଯେମିତି ହୋଇଛି ଲୁଟ୍ କରିବା ପାଇଁ....

ଲୋକଙ୍କ ପାଇଁ ଆସୁଥିବା ଟଙ୍କା ଏବେ ହେଉଛି ବାଟମାରଣା। ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ବଳି ପଡ଼ୁଛି ଜନସାଧାରଣଙ୍କ ସ୍ୱାର୍ଥ। ନିମ୍ନମାନର କାମ କରି ଠିକାଦାର ହରିଲୁଟ୍ କରିନେଲେ ଟଙ୍କା। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ...

  • Tuesday, 21 November 2023
Deputy Speaker
ସାଲୁଗା ପ୍ରଧାନ ହେବେ ପରବର୍ତ୍ତୀ ଉପବାଚସ୍ପତି

ବିଜେପି କହିଛି ଆଦିବାସୀଙ୍କ ଜମି କିଣାବିକା ପ୍ରସ୍ତାବ ସ୍ଥଗିତ ବଦଳରେ ପ୍ରତ୍ୟାହାର ନହେଲେ ବିରୋଧ ତୀବ୍ର ହେବ ।

  • Monday, 20 November 2023
Aparajita Sarangi
ଭୁବନେଶ୍ୱର ପଦ୍ମକେଶରୀପୁର ମହାଭାରତ ପଛରେ ମହାଜନୀ କାରବାର

ପଦ୍ମକେଶରୀପୁର ହିଂସା ପଛର କାରଣ ଖୋଜିବାକୁ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ ପରେ ଏବେ ଏଭଳି ନୂଆ ଥିଓରୀ ସାମ୍ନାକୁ ଆଣିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

  • Monday, 20 November 2023
Puri Srimandir
ଜଗା ଦର୍ଶନାର୍ଥୀଙ୍କୁ କଲବଲ କଲାଣି ବ୍ୟାରିକେଡ୍ ଯନ୍ତ୍ରଣା

ଭକ୍ତ କହିଲେଣି ଆଉ ପୁରୀ ଆସିବୁନି, ତେଣେ ଚାରିଦ୍ୱାର ଖୋଲାଯାଉନଥିବାରୁ ବର୍ଷିଲେଣି ପୁରୀ ବାସିନ୍ଦା ଓ ବୁଦ୍ଧିଜୀବୀ ।

  • Monday, 20 November 2023
5T School
ଚକାଚକ୍ କୋଠା, ଲ୍ୟାବ୍, ସାଇନ୍ସ ରୁମ, କମ୍ପ୍ୟୁଟର ଥିଲେ କଣ ହେବ, ଶିକ୍ଷକ ନାହାନ୍ତି !

୩୮ ଲକ୍ଷ ଟଙ୍କା ବ୍ୟୟରେ ଫାଇଭ-ଟି ଅଧୀନରେ ଏହି ସ୍କୁଲର ରୂପାନ୍ତରଣ ହୋଇଛି। ପୁରା ଚକାଚକ୍।

  • Monday, 20 November 2023
Biswabhusan Harichandan
ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଯନ୍ତ୍ରଣା

ବିଶ୍ୱଭୂଷଣଙ୍କ ଏମିତି ମନ୍ତବ୍ୟ ପେର ତେଜିଛି ରାଜ୍ୟ ରାଜନୀତି ।

  • Monday, 20 November 2023
Prime Minister NarendraModi congratulates Australia on a magnificent World Cup victory
ଅଷ୍ଟ୍ରେଲିଆକୁ ଜଣାଇଲେ ଶୁଭେଚ୍ଛା, ଟିମ୍‌ ଇଣ୍ଡିଆର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ

ବିଶ୍ଵକପ୍ ଫାଇନାଲ୍‌ରେ ନିରାଶ ହୋଇଥିବା ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ । ପ୍ରଥମରୁ ଭଲ ପ୍ରଦର୍ଶନ କରି ଫାଇନାଲ୍ ଯାଏଁ ଆସିଥିବା ଭାରତୀୟ ଦଳକୁ ମୋଦି ପ୍ରଶଂସା କରିଛନ୍ତି ।

  • Sunday, 19 November 2023
ICC World Cup
ବିଶ୍ୱକପ୍‌ ଫାଇନାଲରେ ହାରିଲା ଭାରତ; କପ୍‌ ନେଇଗଲା କଙ୍ଗାରୁଦଳ

କଙ୍ଗାରୁ ଦଳ ମାତ୍ର ୪୩ ଓଭରରେ ୨୪୦ରନ୍‌ କରିବାରେ ସମର୍ଥ ହୋଇଥିଲା । ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଭାରତ ହାରିଛି । ଅଷ୍ଟ୍ରେଲିଆ ଠାରୁ ୬ ୱିକେଟ୍‌ରେ ହାରିଲା ଭାରତ ।

  • Sunday, 19 November 2023
INDvAUS
ଅଟକିଛି ୧୪୦ କୋଟି ହୃତ୍‌ତ୍ସ୍ପନ୍ଦନ, ସାରା ଦେଶକୁ କ୍ରିକେଟ୍ ଫିଭର୍

କ୍ରିକେଟ୍ ଫିଭରରେ କମ୍ପୁଛି ସାରା ଦେଶ... ଶୁଭୁଛି ଇଣ୍ଡିଆ ଇଣ୍ଡିଆ । ଗାଁରୁ ସହର, ପିଲା ଠୁ ବୟସ୍କ, ପୁରୁଷ-ମହିଳା... ଏପରିକି ଦେଶର ସିପାହୀ । ସଭିଏଁ ଆଜି କ୍ରିକେଟ୍ ଫ୍ୟାନ୍ ।

  • Sunday, 19 November 2023
Tunnel
ଅପରେସନକୁ ୮ଦିନ, ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି

ଉତ୍ତରକାଶୀର ଅନ୍ଧାରୀ ଟନେଲରେ ୮ ଦିନ। ଗତ ୧୨ ତାରିଖରୁ ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଛି ଅହରହ ଉଦ୍ୟମ।

  • Sunday, 19 November 2023
Pension
ବାଲେଶ୍ୱର ମ୍ୟୁନିସିପାଲିଟିରେ ବାବୁ ଛୁଟିରେ, ଭତ୍ତା ପାଇଁ ଦହଗଞ୍ଜ ହିତାଧିକାରୀ

ଅଫିସର ଛୁଟିରେ ଥିବାରୁ ହିତାଧିକାରୀ ହିନସ୍ତା ହେଉଛନ୍ତି। ସରକାରୀ ଭତ୍ତା ପାଇବାରୁ ବଞ୍ଚିତ। ଏମିତି ଚାଲିଛି ସରକାରୀ ଶାସନ ବ୍ୟବସ୍ଥା। କିଏ ଦିବ୍ୟାଙ୍ଗ ଭତ୍ତା ପାଇଁ ତ ଆଉ କିଏ ବାର୍ଦ୍ଧକ୍ୟ ଅଥବା ବିଧବା ଭତ୍ତା ପାଇଁ ସକାଳ ୭ଟାରୁ ପୌରପାଳିକା ଅଫିସ ସାମ୍ନାରେ ଲାଇନରେ ଛିଡ଼ା ହେବାକୁ ପଡୁଛି।

  • Sunday, 19 November 2023
President Droupadi Murmu
ଉତ୍କଣ୍ଠାରେ ମୟୂରଭଞ୍ଜବାସୀ; କାଲି ବାରିପଦାରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ହେବା ପରେ ନିଜ ଜିଲ୍ଲା ମୟୂରଭଂଜକୁ ଆସୁଛନ୍ତି ଆସନ୍ତାକାଲି ଦ୍ୱିତୀୟ ଥର ପାଇଁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେଣେ ମାଟିର ଝିଅକୁ ସ୍ୱାଗତ ପାଇଁ ସାଧବ ବୋହୁ ପରି ସଜେଇ ହେଲାଣି ବାରିପଦା ଓ ରାଇରଙ୍ଗପୁର ।

  • Sunday, 19 November 2023
Political circles abuzz about the next Deputy Speaker
ଆସନ୍ତାକାଲି ନାମାଙ୍କନ; କିଏ ହେବେ ବିଧାନସଭାର ପରବର୍ତ୍ତୀ ଉପବାଚସ୍ପତି ?

ଆଗକୁ ସାଧାରଣ ନିର୍ବାଚନ । ସରକାରୀ ଦଳର ଫୋକସ ଏବେ ସଂଗଠନ ଉପରେ । କାରଣ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ଅନୁଗୁଳରେ ସଂଗଠନ ଦୁର୍ବଳ ହେବା କାରଣରୁ ସେ ଇସ୍ତଫା ଦେଇ ସଂଗଠନ ସଜାଡିବା କାମରେ ଲାଗିଛନ୍ତି ।

  • Sunday, 19 November 2023
Cobra
ନାଗପଞ୍ଚମୀରେ ଉଭା ସ୍ୱୟଂ ନାଗରାଜ

ଦିନେ ଅଧିଆ ପଡ଼ି ପୁଅ ପାଇଥିଲେ । ନାଗପଞ୍ଚମୀରେ ମନ୍ଦିର ଭିତରେ ସ୍ୱୟଂ ନାଗଦେବତାଙ୍କ ଦର୍ଶନ ପାଇଲେ । ସାକ୍ଷାତ୍ ନାଗରାଜଙ୍କୁ ଦେଖି ଭାବବିହ୍ୱଳ ହୋଇପଡ଼ିଲେ ପରିବାର । ଖବର ପ୍ରଚାର ପରେ ଜମିଲା ଭକ୍ତଙ୍କ ଭିଡ଼, ଚାଲିଲା ପୂଜାର୍ଚ୍ଚନା ।

  • Sunday, 19 November 2023
ITI Student
ଆଇଟିଆଇ ଟପ୍ପର ମୂଲ ଲାଗୁଛନ୍ତି

ବାପା ମାଆଙ୍କ ଆଶା ଥିଲା ପୁଅ ଭଲ ପାଠ ପଢ଼ି ଟପ୍ପର ହେଲା, ଏବେ ଘରର ଦୁଃଖ ଦୂର ହେବ । କିନ୍ତୁ ପୁଅ ବି ମୂଲ ଲାଗିଲା…

  • Sunday, 19 November 2023
Tunnel Tragedy
ଟନେଲ୍ ଟ୍ରାଜେଡି, ଅଘଟଣସ୍ଥଳରେ ଦିନେ ମନ୍ଦିର ଥିଲା

ଉତ୍ତରାଖଣ୍ଡ ଟନେଲ୍ ଟ୍ରାଜେଡିରେ ବିଜ୍ଞାନ ସହ ତମାମ ପ୍ରଚେଷ୍ଟା ବିଫଳ ହୋଇଛି । ଶ୍ରମିକଙ୍କ ଅବସ୍ଥା କେମିତି ଅଛି ତାହା ସ୍ପଷ୍ଟ ହୋଇପାରୁ ନାହାନ୍ତି କେହି। ତଥାପି ଆଶା ଆଉ ବିଶ୍ବାସ, ଈଶ୍ବରଙ୍କୁ ଶରଣକୁ ଗଲେ ଫସିଥିବା ମଣିଷମାନେ ମୁକ୍ତି ପାଇଯିବେ। ଶେଷରେ ସେଇଆ ହୋଇଛି, ଯାହା ଗ୍ରାମବାସୀ ଚାହୁଁଥିଲେ । ପତାକା ବନ୍ଧା ସହ ନଡ଼ିଆ ବାଡ଼େଇ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ..

  • Sunday, 19 November 2023
These artists from Ganjam appeal for GI tag of Brass fish idol
ବିଶ୍ୱସ୍ତରରେ ପହଞ୍ଚିବ ପିତ୍ତଳ ମାଛ କାରିଗରୀ

ପିତ୍ତଳକୁ ହାତୁଡ଼ିରେ ପିଟିପିଟି ଜୀବନ୍ତ ରୂପ ଦେବାରେ ବ୍ୟସ୍ତ କାରିଗର । ଭାକୁର, ଶେଉଳ, ଚିଙ୍ଗୁଡ଼ି ମାଛ, ଦେବାଦେବୀଙ୍କ ମୂର୍ତ୍ତି ଭଳି ବିଭିନ୍ନ ଘରସଜା ଉପକରଣ ତିଆରି କରି ଚର୍ଚ୍ଚାରେ ଗଞ୍ଜାମ ବେଲଗୁଣ୍ଠା ସହରର ଏହି କାରିଗର । ପିତ୍ତଳ ମାଛକୁ ଜିଆଇ ଟ୍ୟାଗ ମାନ୍ୟତା ଦେବାପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ମାନ୍ୟତା ମିଳିଲେ ଏହି କଳା ବିଶ୍ୱସ୍ତରରେ ପହଞ୍ଚି ପାରିବ ବୋଲି ଆଶା ରଖିଛନ୍ତି କାରିଗର ।

  • Sunday, 19 November 2023
cotton farmers
ଯୁଆଡ଼େ ଦେଖିବ ଖାଲି ଧଳା ସୁନା, ଅମଳ ସରିଲାଣି ହେଲେ ବିକ୍ରି ନାହିଁ

ଯୁଆଡ଼େ ଦେଖିବ ଖାଲି ଧଳା ସୁନା, ଅମଳ ସରିଲାଣି ହେଲେ ବିକ୍ରି ନାହିଁ । ଚାଷୀଙ୍କ ଦୁଃଖ ବୁଝିବାକୁ କେହି ନାହିଁ ।

  • Sunday, 19 November 2023
World Cup Final
ଗ୍ରାଣ୍ଡ ଫିନାଲେ ପୂର୍ବରୁ ଦେଶବ୍ୟାପୀ କ୍ରିକେଟ୍ ଜ୍ୱର, ୨୦୦୩ର ବଦଲା ନେବାକୁ ପ୍ରସ୍ତୁତ ରୋହିତ୍ ବ୍ରିଗେଡ

ରବିବାର ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ସୁପର ମୁକାବିଲା ଲାଗି ସାରା ଦେଶରେ ବଢିଚାଲିଛି କ୍ରିକେଟ ଫିଭର୍ ।

  • Saturday, 18 November 2023
Padmakesharpur Group clash
ପଦ୍ମକେଶରୀପୁରରେ କେବେ ଫେରିବ ଶାନ୍ତି ? ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଗୋଷ୍ଠୀ ସଂଘର୍ଷକୁ ବିତିଯାଇଛି ପ୍ରାୟ ୩ ମାସ । ମାମଲାରେ ୧୫୦ରୁ ଅଧିକଙ୍କୁ ଗିରଫ କରି ଜେଲ୍ ପଠାଇଛି ପୋଲିସ । ଅଥଚ ଶାନ୍ତି ଫେରାଇବାକୁ ନା କୌଣସି ଶାନ୍ତିକମିଟି ତିଆରି କରିଛନ୍ତି ରାଜ୍ୟ ସରକାର ନା କୋର୍ଟରେ କୌଣସି ଚାର୍ଜସିଟ ଦାଖଲ କରିଛି ପୋଲିସ ।

  • Saturday, 18 November 2023
PM Shri Scheme
ଆସନ୍ତାକାଲି ଓଡ଼ିଶାରେ ‘ପିଏମ୍‌ଶ୍ରୀ’ର ହେବ ଶୁଭାରମ୍ଭ, ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଦେଶରେ ସ୍କୁଲ୍ ଶିକ୍ଷାର ମାନ ବୃଦ୍ଧି ତଥା ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍କୁଲ୍ ଫର୍ ରାଇଜିଂ ବା ପିଏମଶ୍ରୀ ଯୋଜନା। ରାଜ୍ୟ ସରକାର ଏଥିରେ ପଛଘୁଞ୍ଚା ଦେଉଥିଲେ ବି ଆସନ୍ତାକାଲି ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ସ୍କୁଲ୍ ଗୁଡ଼ିକରେ ଏହାର ଶୁଭାରମ୍ଭ ହେବାକୁ ଯାଉଛି।

  • Saturday, 18 November 2023
Suresh Mohapatra
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିସଫଲ୍, ସିଏମଓରେ ସୁରେଶ ମହାପାତ୍ରଙ୍କ ନିଯୁକ୍ତିକୁ ନେଇ ବଢ଼ିଲା ଚର୍ଚ୍ଚା

ରାଜନୈତିକ ସମୀକ୍ଷକଙ୍କ ମତରେ ରାଜ୍ୟରେ ଅଣ ଓଡିଆ ଅଫିସରଙ୍କ ରାଜୁତି ବଢୁଥିବା ଚର୍ଚ୍ଚାରେ ବିରାମ ଲଗାଇବାକୁ ସୁରେଶ ମହାପାତ୍ରଙ୍କୁ ସିଏମ୍ଓର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି।

  • Saturday, 18 November 2023
Badampahar Station
ପୂରଣ ହେବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱପ୍ନ; ବାଦାମପାହାଡ଼କୁ ଗଡ଼ିବ ଏକ୍ସପ୍ରେସ ଟ୍ରେନ୍‌

ରାଷ୍ଟ୍ରପତି କେବଳ ୩ଟି ଟ୍ରେନର ଶୁଭାରମ୍ଭ କରିବେ ତାହା ନୁହେଁ, ସେଥିମଧ୍ୟରୁ ଗୋଟିଏ ଟ୍ରେନର ଯାତ୍ରୀ ବି ହେବେ । କୋଲକାତାକୁ ଯୋଡ଼ିବାକୁ ଥିବା ବାଦାମପାହାଡ଼ ସାଲିମାର ଏକ୍ସପ୍ରେସର ଏସି-୧ କୋଚରେ ରାଇରଙ୍ଗପୁର ଯାଏଁ ପାଖାପାଖି ୩୨ କିଲୋମିଟର ଯାତ୍ରା କରିବେ ।

  • Saturday, 18 November 2023
Tribal Land transfer
ଆଦିବାସୀ ଜମିଜମା ସଂଶୋଧନ ପ୍ରସ୍ତାବରେ ହଠାତ୍ ରୋକ୍

କ୍ୟାବିନେଟ ଅନୁମୋଦନ ପରେ ମାତ୍ର ୪୮ ଘଣ୍ଟା ଭିତରେ ଲାଗିଲା ରୋକ୍। ଉଠିଲା ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ। ତେବେ ଆଦିବାସୀ ଜମିଜମା ସଂଶୋଧନ ପ୍ରସ୍ତାବକୁ କ୍ୟାବନେଟ୍ ମୋହର ପରେ କାହିଁକି ସରକାର ସ୍ଥଗିତ କଲେ। ଆଦିବାସୀମାନେ ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିପାରିବେ ବୋଲି ପ୍ରସ୍ତାବକୁ ଚାରିଆଡୁ ବିରୋଧ ସହ ଆଇନଗତ ଅଡୁଆ ବି ଥିଲା ....

  • Friday, 17 November 2023