• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Manmohan Samal
ଆଇଟି ରେଡ୍‌; ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ସିଧା ନିଶାନା

କିଏ କହୁଛି ୨ ଶହ କୋଟି, କାହାର ଆକଳନ ୫ ଶହ କୋଟି । ରାଜ୍ୟର ଦେଶୀ ମଦଭାଟି ଉପରେ ଆଇଟି ରେଡରୁ ପ୍ରଥମ କରି ଏମିତି ଟଙ୍କାର ପାହାଡ଼ ଠାବ ହେବାକୁ ନେଇ ସାରା ଦେଶରେ ଚହଳ, ହୁଲସ୍ତୁଲ ରାଜ୍ୟ ରାଜନୀତି । ରାଜ୍ୟ ବିଜେପିର ସିଧା ନିଶାନାରେ ନବୀନ ସରକାର ।

  • Saturday, 09 December 2023
AC tunnel project
ଜଗାଦାଣ୍ତରେ ଆରମ୍ଭ ହେଲା ଟନେଲ୍‌, ପ୍ରଥମରୁ କେଁ

ମରିଚିକୋଟ ଛକର ଏଇ ଧର୍ମଜ୍ୟୋତି ଲଜିଂଠୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଯାଏ ଲମ୍ବିବ ଟନେଲ ସଦୃଶ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍ । ୧୨ ମିଟର ଚୌଡ଼ା, ୮୪ ମିଟର ଲମ୍ବ ।

  • Thursday, 07 December 2023
Tribal Vote
ଆଦିବାସୀଙ୍କୁ ନେଇ ଡବଲ୍ ଷ୍ଟାଣ୍ତାଡ୍‌ ପଲିଟିକ୍ସ କରୁଛି BJD !

ରାଜ୍ୟରେ ଆଦିବାସୀ ବିରୋଧ ନୀତି ! ଦିଲ୍ଲୀରେ କିନ୍ତୁ ଆଦିବାସୀକୁ ଦରଦ । ବିଜେଡିର ଏଭଳି ଡବଲ୍ ଷ୍ଟାଣ୍ଡକୁ ନେଇ ଉଠିଲା ପ୍ରଶ୍ନ । ଛତିଶଗଡ଼ ଓ ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳକୁ ନେଇ ଭୟଭୀତ କି ବିଜେଡି ?

  • Thursday, 07 December 2023
IT Raid
ସକାଳୁ ରାତି ହେଲାଣି ଟଙ୍କା ଗଣା ସରୁନି

ବିଡା ବିଡା ନୋଟ୍ ଥାକ ମାରି ଥୁଆ ହୋଇଛି । ଶହେ, ଦୁଇ ଶହ, ପାଂଚ ଶହ ଟଙ୍କିଆ ନୋଟରେ ଭର୍ତ୍ତି ଆଲମାରି । ଆଲମାରୀ ତ ନୁହେଁ, ଟଙ୍କାର ଭଣ୍ଡାର । ଆଉ ଏହି ଭଣ୍ଡାର ମିଳିଛି ଦେଶୀ ମଦ ଭାଟିରୁ । ବଲାଙ୍ଗୀର ସୁଦପଡା ମଦ ଭାଟିରେ ରେଡ୍ ବେଳେ ଆୟକର ବିଭାଗ ହାତରେ ଲାଗିଛି ଟଙ୍କା ଭର୍ତ୍ତି ସିନ୍ଦୁକ । ଯାହାକୁ ଦେଖି ତାଜୁବ ଆୟକର ଟିମ୍ ।

  • Thursday, 07 December 2023
Farmers affected after heavy rain
ଅଦିନିଆ ବର୍ଷା ଭାଙ୍ଗିଦେଲା ଚାଷୀର ଅଣ୍ଟା

କେଉଁଠି ବର୍ଷା ପବନରେ ଧାନ ଗଛ ଏମିତି ପଡ଼ି ଯାଇଛି, କେମିତି ଧାନ କାଟିବ ଚାଷୀ, ମୁଣ୍ଡକୁ ବୁଦ୍ଧି ଆସୁନି । ବାଧ୍ୟ ହୋଇ ଆଖୁ ଭେଳା ପରି ଧାନ ଭେଳା କରୁଛି ଚାଷୀ। ରାଜ୍ୟର କୌଣସି ଅଞ୍ଚଳ ବାଦ୍ ପଡ଼ିନି।

  • Thursday, 07 December 2023
motor vehicle tax
ବକେୟା ମୋଟରଯାନ ଟିକସ ଛାଡ଼ କରିବେ ସରକାର

ବିଶେଷଜ୍ଞଙ୍କ ମତ ଦୀର୍ଘ ଦିନରୁ ପଡ଼ିରହିଥିବା ଏହି ଟିକସ ଓ ଜରିମାନାର ଆନୁମାନିକ ମୂଲ୍ୟ ୫ ଶହ କୋଟିରୁ ଅଧିକ ହେବ। ଏଭଳି ନିଷ୍ପତ୍ତି ଦ୍ୱାରା ରାଜ୍ୟ ପ୍ରାୟ ୫୦୦ କୋଟିର କ୍ଷତି ସହିବ। ପ୍ରଶ୍ନ ଉଠୁଛି କାହିଁକି ହୋଇପାରୁନାହିଁ ଟିକସ ଆଦାୟ ? ପରିବହନ ଅଧିକାରୀ ଟିକସ କିମ୍ବା ଜରିମାନା ଆଦାୟରେ ପଛୁଆ କାହିଁକି ?

  • Thursday, 07 December 2023
Crimes In Odisha
ରାଜଧାନୀରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍

ରାଜଧାନୀରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍ । ପାର୍ବଣ ବେଳେ ଲୁଟିଲେ, ଏବେ ବିବାହ ଋତୁକୁ ଟାର୍ଗେଟ୍ । ଘରେ କଳା କନା ବୁଲାଉଛନ୍ତି ଏହି ଗ୍ୟାଙ୍ଗର ସଦସ୍ୟ । ସପ୍ତାହକ ଭିତରେ ସାମ୍ନାକୁ ଆସିଲାଣି ୭ଟି ମାମଲା । ଅପରାଧ ସମୀକ୍ଷା ବୈଠକରେ ସମସ୍ତ ଥାନା ଅଧିକାରୀଙ୍କୁ ତାଗିଦ କରିବା ସହ ଗ୍ୟାଙ୍ଗକୁ କିପରି କାବୁ କରିହେବ ଟିପ୍ସ ଦେଇଛନ୍ତି ଡିସିପି ।

  • Wednesday, 06 December 2023
BJP Startegy For Odisha
ଓଡ଼ିଶାରେ ବି ଏମପି ଫର୍ମୁଲା ?

ଏମପି ଥାଇ ଏମଏଲଏ ସିଟରେ ଲଢ଼ି ଜିତିଲେ ୧୨ ହେଭିୱେଟ୍ । ସଫଳ ହେଲା ବିଜେପିର ଏମପି ଫର୍ମୁଲା । ଓଡ଼ିଶାରେ ବି ଏମପି ଫର୍ମୁଲା ଆପଣାଇବ କି ବିଜେପି ?

  • Wednesday, 06 December 2023
Srimandir heritage corridor project
ରିସେପସନ ସେଣ୍ଟର କେଉଁଠି, କେବେ ?

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ହୋଇଛି ଦିନ ଧାର୍ଯ୍ୟ । ହେଲେ କେଉଁଠି ହେବ ରିସେପସନ୍ ସେଣ୍ଟର ? ବଡ଼ଦାଣ୍ଡରେ କେଉଁ ଜାଗାରେ ଭକ୍ତଙ୍କୁ ମିଳିବ ସାମାନ୍ୟତମ ଆତିଥ୍ୟ ?

  • Wednesday, 06 December 2023
Heavy rains in Odisha
ଚାଷ ଉଜାଡ଼ିଲା ବାତ୍ୟା ମିଗଜୋମ୍

ବାତ୍ୟା ମିଗଜୋମ୍ ପ୍ରଭାବ । ଅମଳ ସମୟରେ ଅଦିନିଆ ବର୍ଷାରେ ବିଲରେ ବତୁରିଗଲା କଟା ଧାନ । ଚିନ୍ତାରେ ଚାଷିକୂଳ, ନା ଘରକୁ ନେଇପାରୁଛନ୍ତି ନା କ୍ଷେତରେ ଛାଡ଼ି ପାରୁଛନ୍ତି । ଲଗାଣ ବର୍ଷାର ପ୍ରଭାବରେ ପଲିଥିନ୍ ବି ଉତ୍ପାଦିତ ଫସଲକୁ ଦେଇପାରିଲାନି ସୁରକ୍ଷା ।

  • Wednesday, 06 December 2023
Viral Fever
ବଢ଼ୁଛି ଖୁଁ ଖୁଁ ସୁଁ ସୁଁ, ମେଡିସିନ ଖାଇଲେ ବି ଛାଡ଼ୁନି ଥଣ୍ଡା, କାଶ

ଡାକ୍ତରଖାନାରେ ରୋଗୀଙ୍କ ଭିଡ଼ । ଘରେ ଘରେ ଥଣ୍ଡା, କାଶ ଓ ଜ୍ୱର । ମେଡିସିନ ଖାଉଥିଲେ ବି ଛାଡ଼ୁନି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମାନ ସ୍ଥିତି । ସେପଟେ ଚିନ୍ତା ବଢ଼ାଉଛି ଚୀନରେ ଉଦବେଗଜନକ ସ୍ଥିତିରେ ଥିବା ନିମୋନିଆ ସଂକ୍ରମଣ ।

  • Wednesday, 06 December 2023
Mayurbhanj's Binjhua tassar silk loses market, weavers force to change occupation
ପ୍ରୋତ୍ସାହନ ନାହିଁ, ହଜିଲାଣି ବିଞ୍ଜୁଆ ଟସରର ପରିଚୟ

ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଜୁଆ ଗାଁ । ଦିନେ ଭାରତ ତଥା ଭାରତ ବାହାରେ ଟସର ଶିଳ୍ପରେ ବେଶ ନାଁ କରିଥିଲା । ବର୍ତ୍ତମାନ ଏହା ବନ୍ଦ ହେବାକୁ ବସିଛି । ଦେଖନ୍ତୁ ବିଞ୍ଜୁଆରୁ ଏହି ସ୍ୱତନ୍ତ୍ର ରିପୋର୍ଟ ।..

  • Wednesday, 06 December 2023
Patrolling intensified to check bird poaching in Chilika lake
ବିଦେଶୀ ଅତିଥିଙ୍କ ଉପରେ ଲୋଲୁପ ଦୃଷ୍ଟି.. ରାତି ସାରା ପାଟ୍ରୋଲିଂ

ରାତି ସାରା ଚାଲିଛି ପାଟ୍ରୋଲିଂ.. ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ଘୁରୁ ବୁଲୁଛନ୍ତି ବନ କର୍ମଚାରୀ.. ବିଦେଶୀ ଅତିଥିଙ୍କ ସୁରକ୍ଷା ପ୍ରଥମ କର୍ତ୍ତବ୍ୟ..

  • Wednesday, 06 December 2023
Woman cricketer from Nilagiri sets example for others in Odisha
ରାସ୍ତା ଉପରେ ଅଭ୍ୟାସ.. ଲକ୍ଷ୍ୟ ଟିମ୍ ଇଣ୍ଡିଆ..

ପାପା କୀ ପରି ବୋଲି କହି ଝିଅଙ୍କୁ କଟାକ୍ଷ କରାଯାଇଥିବା ଅନେକ ମିମ୍ ଆପଣ ସୋସାଲ ମିଡିଆରେ ଦେଖିଥିବେ.. ହେଲେ ଏ ହେଉଛନ୍ତି ଜଣେ ସତସତିକା ପାପା କି ପରିଙ୍କୁ.. ହାତରେ ବ୍ୟାଟ୍.. ଆଉ ଲକ୍ଷ୍ୟ ଟିମ୍ ଇଣ୍ଡିଆ… ନ୍ୟାସନାଲ୍ ଖେଳିବାର ସ୍ୱପ୍ନ ହେଲେ ରାସ୍ତା କଡ଼ରେ ଚାଲିଛି ସାଧନା.. ଦିନେ ଗାଁରେ ଝିଅଙ୍କ ପାଠ ପଢିବାକୁ ସୁଯୋଗ ନଥିଲା.. ଆଜି କୁନି ଝିଅ କ୍ରିକେଟରେ ନାଁ କମାଉଛି.. ଛକା ଚଉକା ମାରି ଘରବାଡ଼ ଭାଙ୍ଗି ଦେଉଛି..ତଥାପି ତା ଉପରେ ସମସ୍ତେ ଖୁସି..

  • Tuesday, 05 December 2023
Uttarkashi Tunnel Rescue: Woman breaks down to tears after rescued son returns home
‘ଆଉ କୁଆଡ଼େ ପଠେଇବିନି.. ମୋ ପୁଅ ମୋ କୋଳରେ ଥାଉ..’

ପୁଅକୁ କୁଣ୍ଢେଇ ଭୋ ଭୋ କାନ୍ଦୁଛି ମାଆ.. ସାହି ପଡ଼ିଶା ସମ୍ପର୍କୀୟ ମହିଳା ବି କାନ୍ଦୁଛନ୍ତି.. ଏପଟେ ପୁଅ ବି କାନ୍ଦୁଛି.. ହେଲେ ଏ କାନ୍ଦବୋବାଳି ଦୁଃଖ ଅବସାଦର ନୁହଁ ବରଂ ଖୁସିର.. ହରେଇବାର ଭୟରୁ ବାହାରି ଆସିବା ପରେ, ପୁଣି ଫେରିପାଇବାର ଖୁସିରେ ଏ କାନ୍ଦବୋବାଳି..

  • Tuesday, 05 December 2023
Balijatra
ବାଲିଯାତ୍ରା: ଚା ଷ୍ଟଲରେ ଜମୁଛି ଗ୍ରାହକଙ୍କ ଭିଡ

ବାଲିଯାତ୍ରାରେ ଗବ୍ବର ସିଂ ଚାଏର ମଜା। ଶୀତୁଆ ପାଗରେ ଜମୁଛି ଗବ୍ବର ଚା। ଚା ଷ୍ଟଲରେ ଜମୁଛି ଗ୍ରାହକଙ୍କ ଭିଡ। ନାଁ ଯେମିତି ଭିନ୍ନ, ସେତିକି ଅଧିକ ସ୍ୱାଦ ।

  • Saturday, 02 December 2023
Dhanujatra
ବିନିକାରେ କଂସ ଦରବାର

ମହାରାଜ କଂସଙ୍କୁ କରାଗଲା ବରଣ। ବିନିକାରେ ଚାଲିବ କଂସ ଦରବାର।

  • Saturday, 02 December 2023
VIRAL VIDEO
ବିବାହ ପାଇଁ ବର ଗାଡ଼ି ସାଜିଲା JCB

ଜେସିବିରେ ବସି କନିଆ ଘରକୁ ପ୍ରୋସେସନରେ ଗଲେ ବର ।

  • Saturday, 02 December 2023
 cocaine smuggling
ପାରାଦୀପ ଜାହାଜରେ ୨୨୦ କୋଟିର କୋକେନ୍ ସ୍ମଗଲିଂ ପଛରେ କିଏ ?

ଏହି ତଦନ୍ତ ପାଇଁ ଆବଶ୍ୟକ ପଡ଼ିଲେ ଜାତୀୟ ତଦନ୍ତକାରୀ ସଂସ୍ଥାର ସହଯୋଗ ନିଆଯିବ ବୋଲି କଷ୍ଟମ ବିଭାଗ କହିଛି। ମିଳିଥିବା

  • Saturday, 02 December 2023
Apana Eka Nuhanti ,
ଅସହାୟଙ୍କୁ କେକେ ମିଳିବ ସରକାରୀ ଘର ?

 ବର୍ଷା ବାତ୍ୟା ଆସିଲେ ଛାତିରେ ଛନକା ପଶେ । ରବୀନ୍ଦ୍ରଙ୍କୁ କେବେ ମିଳିବ ସରକାରୀ ଘର ?

  • Wednesday, 29 November 2023
Roga Paeen Yoga
ଯୋଗ ମାଧ୍ୟମରେ ସ୍ନାୟବିକ ଦୁର୍ବଳତାରୁ ମୁକ୍ତି ପାଇ ପାରିବା....

ଯୋଗ ମାଧ୍ୟମରେ ସ୍ନାୟବିକ ଦୁର୍ବଳତାରୁ ମୁକ୍ତି ପାଇ ପାରିବା । ତେବେ କରନ୍ତୁ ଏହି ଯୋଗାଭ୍ୟାସ ।

  • Wednesday, 29 November 2023
 Sarbe Bhabantu Sukhinah
ମଣିଷର ମନ ଚଞ୍ଚଳ କାହିଁକି?

କାହିଁକି ମଣିଷର ମନ ଚଞ୍ଚଳ ହୋଇଥାଏ?  

  • Wednesday, 29 November 2023
News Fuse
ସାର୍ ଯେତେ ବାଡ଼େଇଲେ ବି ଆୱାଜ ଆସୁନି । ଏକଣ ହେଲା ...

ସାର୍ ଯେତେ ବାଡ଼େଇଲେ ବି ଆୱାଜ ଆସୁନି । ଏକଣ ହେଲା ...

  • Wednesday, 29 November 2023
Bartan Bank , plastic free,
ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ପଞ୍ଚାୟତ ପାଇଁ ପ୍ରୟାସ

ନୂଆପଡ଼ା ଭାଲେଶ୍ୱର ପଞ୍ଚାୟତର ସରପଞ୍ଚଙ୍କ ନିଆରା କାର୍ଯ୍ୟ...ସୁନ୍ଦର ସମାଜ ଗଠନ ଉଦ୍ଦେଶ୍ୟରେ ପଞ୍ଚାୟତରେ ଆରମ୍ଭ କଲେ ବର୍ତ୍ତନ ବ୍ୟାଙ୍କ...ଆଉ ଏହାକୁ ଖୁବ୍ ଉତ୍ସାହର ସହ ସହଯୋଗ ବି କରୁଛନ୍ତି ପଞ୍ଚାୟତବାସୀ...

  • Wednesday, 29 November 2023
National Highway 53 turns into death trap in Dhenkanal
ଜୀବନ ନେଉଛି ଜାତୀୟ ରାଜପଥ

ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ୫୩ନଂ ଜାତୀୟ ରାଜପଥ ପାଲଟିଛି ମୃତ୍ୟୁର ଆତଙ୍କ... ବାରମ୍ବାର NHAI କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଯଥା ପୂର୍ବଂ ତଥା ପରଂ...କେବଳ ଭଗବାନଙ୍କ ଭରସାରେ ଯିବା ଆସିବା କରୁଛନ୍ତି ଲୋକେ...

  • Wednesday, 29 November 2023