• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Mohana
ତହସିଲଦାର ହେବ ତ ଏମିତି !

ମୋହନା ତହସିଲଦାରଙ୍କ ଅଭିନବ ପ୍ରୟାସ। ମୋ ଆଦର୍ଶ ରାଜସ୍ଵ ଗ୍ରାମ ଗଠନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ତହସିଲଦାର । ଦୁର୍ଗମ ଅଞ୍ଚଳର ଜନ ସାଧାରଣଙ୍କ ନିକଟରେ ସିଧାସଳଖ ପ୍ରଶାସନ ପହଞ୍ଚି ବିଭିନ୍ନ ସମସ୍ୟାର ସମଧାନ ପାଇଁ ମୋ ଆଦର୍ଶ ରାଜସ୍ଵ ଗ୍ରାମ ଅଭିଯାନ ଆରମ୍ଭ କରି ଏବେ ବେଶ ଚର୍ଚ୍ଚାରେ ମୋହନା ତହସିଲଦାର ହିମାଂଶୁ ଭୂଷଣ ପଲାଇ ।

  • Sunday, 01 October 2023
Parents of Divyang in Mayurbhanj seek ration card for livelihood
ଖୁଆଇଲେ ଖାଉଛନ୍ତି, ଟେକିକି ନେଲେ ଯାଉଛନ୍ତି

ଭିନ୍ନକ୍ଷମ ପୁଅ ନାମରେ ରାସନ କାର୍ଡ ଟିଏ କରିବା ପାଇଁ ହନ୍ତସନ୍ତ ବାପା ମା l ଶୁଣୁ ନାହିଁ ପ୍ରଶାସନ l ଏ ଚିତ୍ର ହେଉଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଳକ ବାସିଙ୍ଗି ଗ୍ରାମର l ଗ୍ରାମର ବିରଞ୍ଚି ନାରାୟଣ ମହାନ୍ତ ଚାଷ କାମ ଓ କ୍ଷୀର ବେପାର କରି ପରିବାର ଚଳାନ୍ତି l ଘରେ ସ୍ତ୍ରୀ ସହିତ ତିନି ପୁଅ l ବଡ ପୁଅ ଅବିନାଶ ମହାନ୍ତ ଜନ୍ମରୁ ସମ୍ପୂର୍ଣ୍ଣ ଭିନ୍ନକ୍ଷମ l ବୟସ ଆସି ତେତିଶ (33) ଛୁଇଁଲାଣି l ହେଲେ ଦୁର୍ଭାଗ୍ୟର ବିଷୟ, ଭିନ୍ନକ୍ଷମ ପ୍ରମାଣପତ୍ର ଥାଇ ମଧ୍ୟ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ଅବିନାଶ l ପୁଅର ଚାଉଳ କାର୍ଡ ଟିକକ ପାଇଁ ହନ୍ତସନ୍ତ ହେଉଛନ୍ତି ବାପା ମା l

  • Sunday, 01 October 2023
Park in Balasore turns safe haven for anti-socials
ଅବହେଳିତ ଅବସ୍ଥାରେ ପଡ଼ିରହିଛି ପାର୍କ

ଅବହେଳିତ ଅବସ୍ଥାରେ ପଡ଼ିରହିଛି ପାର୍କ l ଅସାମାଜିକ ଲୋକଙ୍କ ପାଲଟିଛି ଆଡ୍ଡାସ୍ଥଳୀ l ମାସେ ନୁହେଁ କି ଦୁଇ ମାସ ବିଗତ ତିନି ବର୍ଷ ହେବ ଏଭଳି ଅବହେଳିତ ଅବସ୍ଥାରେ ପଡ଼ିରହିଛି ଏହି ପାର୍କ l ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ତିଆରି କରିଥିବାବେଳେ ଏବେ ଏହା ଭଗ୍ନ ଅବସ୍ଥାରେ l

  • Sunday, 01 October 2023
Bank Mitra Suspended
ମୁହଁ ଖୋଲିଲେ ଚାରିପାଞ୍ଜିରୁ ଗଲ?

ପାଣ୍ଡିଆନଙ୍କ ବିରୋଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ଚାରିପାଞ୍ଜିରୁ ଗଲ । କିଛି ଏଭଳି ଘଟିଛି ମୟୂରଭଞ୍ଜ ଖୁଣ୍ଟା ବ୍ଲକରେ ବ୍ୟାଙ୍କ ମିତ୍ର ଥିବା ଭାରତୀ ସିଂଙ୍କ କ୍ଷେତ୍ରରେ । ଦୀର୍ଘ 4 ବର୍ଷ ହେଲା ବ୍ୟାଙ୍କମିତ୍ର ଭାବେ କାମ କରୁଥିବା ଭାରତୀ, ଆନ୍ଦୋଳନରେ ବ୍ୟବସ୍ଥା ଓ ଫାଇଭ୍ ଟି ସଚିବଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ। ଆଉ ସେଥିପାଇଁ ଭିନ୍ନ ଆଳ ନେଇ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବାର ସେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ।

  • Saturday, 30 September 2023
Laxmi yojana
ଲକ୍ଷ୍ମୀ ବସ୍ ସେବାକୁ ନେଇ ଛିଣ୍ଡୁନି ବିବାଦ

ରାଜ୍ୟ ସରକାରଙ୍କ ନୂଆ ଯୋଜନା ଲକ୍ଷ୍ମୀ ବସ୍ ସେବାକୁ ନେଇ ଛିଣ୍ଡୁନି ବିବାଦ । ଅକ୍ଟୋବର ୨ରୁ ଏହି ଯୋଜନାରେ ପ୍ରଥମେ ମାଲକାନଗିରି ଜିଲ୍ଲାରୁ ୩୬ଟି ବସ୍ ଗଡ଼ିବାର ସମ୍ଭାବନା ଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ଧର୍ମଘଟ ଡାକରାରେ ଅଟଳ ରହିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏହା ଭିତରେ ମାଲକାନଗିରି ଘରୋଇ ବସ୍ ମାଲିକ ସଂଘ ଧର୍ମଘଟରୁ ଓହରି ଯାଇଥିବାରୁ ଲକ୍ଷ୍ମୀ ଯୋଜନାକୁ ବିରୋଧ କରୁଥିବା ଘରୋଇ ବସ୍ ମାଲିକ ସଂଘ ଭିତରେ ଦେଖାଦେଇଛି ଫାଟ ।

  • Saturday, 30 September 2023
hit and run Bhubaneswar footpath
ରାଜଧାନୀର ରାଜରାସ୍ତାରେ ହିଟ୍ ଆଣ୍ଡ ରନ୍

ରାତିର ନିସ୍ତବ୍ଧ ପ୍ରହରରେ ଫୁଟପାଥରେ ଶୋଇଥିବାବେଳେ ଦ୍ରୁତ ଗତିରେ ମାଡ଼ିଆସିଲା କାର୍ । ଆଉ ସେହି କାର୍ ଚକ ତଳେ ଜଣେ ଶ୍ରମିକଙ୍କ ଜୀବନ ଚାଲିଗଲା । କଥା ଏତିକିରେ ସରିନି। କମିଶନରେଟ୍ ପୋଲିସର ସୁରକ୍ଷା ବଳୟକୁ ଭେଦି ଦୁର୍ଘଟଣାଗ୍ରସ୍ତ କାରକୁ ଧରି ଦ୍ରୁତଗତିରେ ଚମ୍ପଟ ମାରିଥିଲା ଡ୍ରାଇଭର୍ । ତେବେ ଲୋକଙ୍କ ସୂଚନା ଆଧାରରେ ସେହି କିଲର୍ କାରକୁ ପୋଲିସ ଜବତ କରିଛି ସତ, କିନ୍ତୁ ଡ୍ରାଇଭରର ଏଯାଏଁ ପତ୍ତା ପାଉନି ।

  • Saturday, 30 September 2023
Jayanarayan Mishra
ପ୍ରବଳ ଚାପରେ ସରକାରଙ୍କ ୟୁ-ଟର୍ଣ୍ଣ

ବିରୋଧୀଙ୍କ ପ୍ରବଳ ଚାପ ପରେ ଶେଷରେ ୟୁ-ଟର୍ଣ୍ଣ ମାରିଲେ ସରକାର । ବିରୋଧୀ ଦଳ ନେତାଙ୍କ ପ୍ରତି ଦିଆଯାଇଥିବା 'ମେଣ୍ଟାଲ୍ ଡିଜ୍ଅର୍ଡର' ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ୍ ଦିଆଯାଇଛି । ତେବେ ଦୁଇ ବିଜେପି ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ହୋଇନଥିବାରୁ ବିଧାନସଭାରେ ହଟ୍ଟଗୋଳ ଜାରି ରହିଛି । ଏନେଇ ବିରୋଧୀ ବିଜେପି ଗୃହରେ ହଙ୍ଗାମା କରିବା ସହିତ ଉଭୟ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଟାର୍ଗେଟ୍ କରିଛି ।

  • Saturday, 30 September 2023
Pulses price Hike
ଘାରିଛି ଡାଲି ଦରବୃଦ୍ଧି ଚିନ୍ତା

ମହଙ୍ଗା ମାଡ଼ରେ ଘାଇଲା ଖାଉଟିଙ୍କୁ ଏବେ ଘାରିଛି ଡାଲି ଦରବୃଦ୍ଧି ଚିନ୍ତା । କାରଣ ଗତ ୬ମାସ ଭିତରେ ଡାଲି ଦର କିଲୋ ପିଛା ପ୍ରାୟ ୭୦ଟଙ୍କା ପର୍ଯ୍ୟନ୍ତ ବଢ଼ିଗଲାଣି । ଯେଉଁଥିପାଇଁ ବିଗିଡ଼ି ଗଲାଣି ଗୃହିଣୀଙ୍କ ଘର ଖର୍ଚ୍ଚ ବଜେଟ୍ । ଏପଟେ ବ୍ୟବସାୟୀଙ୍କ କହିବା କଥା, ବଡ଼ ବଡ଼ କର୍ପୋରେଟ ହାଉସଙ୍କ ହୋର୍ଡିଂ ଯୋଗୁଁ ସୃଷ୍ଟି ହୋଇଛି ଡାଲିର କୃତ୍ରିମ ଦରବୃଦ୍ଧି ।

  • Saturday, 30 September 2023
Tension erupts over political violence on the rise in Ganjam
ଭୋଟ୍ ଆଗରୁ ରାଜନୈତିକ ଆକ୍ରୋଶର ଖୁନୀ ଖେଳ

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ 24 ଘଣ୍ଟାରେ ଗଡ଼ିଲାଣି ଦୁଇ ଦୁଇଟି ମୁଣ୍ଡ, ମାସେ ଭିତରେ 3 ପଲିଟିକାଲ୍ ମର୍ଡର...ଦକ୍ଷିଣାଞ୍ଚଳ ଆଇଜିଙ୍କ ଆଶ୍ୱାସନା, ଚାଲିଛି ତଦନ୍ତ, ସ୍ଥିତି ଉପରେ ରହିଛି କଡ଼ା ନଜର....

  • Friday, 29 September 2023
Politics heats up over Odisha CM Naveen Patnaik\'s statement in Assembly session
ନବୀନଙ୍କ ବଦଳୁଥିବା ଆଭିମୁଖ୍ୟକୁ ନେଇ ଚର୍ଚ୍ଚା

ବିରୋଧୀଙ୍କୁ ଧମକେଇବାକୁ ଚେଷ୍ଟା କରୁଥିବାର ଅଭିଯୋଗ ଆଣି ବର୍ଷିଲା ବିଜେପି, କଂଗ୍ରେସ ବି ଘେରିଲା...ଏପଟେ ତେଜିଲା ଡାଲି ଫିଙ୍ଗା ରାଜନୀତି...

  • Friday, 29 September 2023
Ratna Bhandar
ବଢ଼ିଲା ରତ୍ନଭଣ୍ଡାର ଖୋଲିବା ଆଶା

ହାଇକୋର୍ଟ କହିଲେ ଡେରି କରନି...ଅଳଙ୍କାର ଗଣତି ତଦାରଖ ପାଇଁ ହାଇଲେଭଲ କମିଟି ଗଠନ ଲାଗି ଶ୍ରୀମନ୍ଦିର ପ୍ରଶାସନର ଆବେଦନ କରିଥଲେ 60 ଦିନ ଭିତରେ ନିଷ୍ପତ୍ତି ନିଅନ୍ତୁ ସରକାର...

  • Friday, 29 September 2023
bhadrak father daughter
କୁନି ଝିଅକୁ ଧରି କାହିଁକି ନଦୀକୁ ଡେଇଁଲେ ବାପା ?

ଛୋଟ ଝିଅକୁ ଧରି ନଦୀକୁ କାହିଁକି ଡେଇଁଲେ ସ୍ୱାମୀ ? ପତ୍ନୀ ମୃତ୍ୟୁରୁ ଅବସାଦ ନା ଅନ୍ୟ କୌଣସି କାରଣ ପାଇଁ ଚରମ ପଦକ୍ଷେପ ନେଲେ ସ୍ୱାମୀ। ତାକୁ ନେଇ ନାନା ଚର୍ଚ୍ଚା ହେଉଛି...

  • Thursday, 28 September 2023
Baripada baruni ghata
ଲକ୍ଷ୍ମୀଙ୍କ ସାହସ ଓ ସେବାକୁ ସଲାମ୍; ମହିଳା ହୋଇ ବି ମଶାଣିକୁ ନାହିଁ ଭୟ

ନିସ୍ୱାର୍ଥପର ସେବା ଯାହାର ମନ୍ତ୍ର । ବିପଦରେ ସାହାଯ୍ୟ କରିବାକୁ ଯାହାର ମନ । ତାଙ୍କୁ ବା ଡର କ’ଣ, ଭୟ କ’ଣ । ବାରିପଦା ବାରୁଣୀ ଘାଟ ଶ୍ମଶାନରେ ବେଶ୍ ପରିଚିତା ନାଁ ଲକ୍ଷ୍ମୀ ଜେନା । ଦୀର୍ଘ ୧୩ବର୍ଷ ଧରି ଅବିରତ କରି ଚାଲିଛନ୍ତି ଶବ ସତ୍କାର ।

  • Thursday, 28 September 2023
Odisha Politics
‘ମୁଖ୍ୟମନ୍ତ୍ରୀଙ୍କ ବଦଳରେ ତାଙ୍କ ବ୍ୟକ୍ତିଗତ ସଚିବ ଉତ୍ତର ଦେବାକୁ ବିଧାନସଭା ଆସିପାରନ୍ତି’

5-T ସଚିବଙ୍କ ଗସ୍ତକୁ ନେଇ ଥମୁନି ବରଂ ବଢି ଚାଲିଛି ବିବାଦ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ବି ପାଣ୍ଡିଆନଙ୍କୁ ନେଇ ମୁହାଁମୁହିଁ ଶାସକ ବିରୋଧୀ ।

  • Thursday, 28 September 2023
DJ Music
ପାର୍ବଣ ବେଳେ ଅସହ୍ୟ ହେଉଛି ଡିଜେ ସାଉଣ୍ଡ୍; ୧୫ରୁ ଅଧିକ ଅସୁସ୍ଥ

ରାତି ଅଧରେ ବିକଟାଳିଆ ଶବ୍ଦ, ଉତୁପାତିଆ ନାଚ । ଡିଜେ ବ୍ୟାଣ୍ଡର ଶଦ୍ଦର ତୀବ୍ରତା ଏତେ ଅଧିକ ଯେ, କାନ ବନ୍ଦ କରି ଶୁଣିଲେ ବି ପରଦା ଫାଟିଯିବାର ଭୟ । ଆଉ ତାରି ଭିତରେ ବେତାଳିଆ ନୃତ୍ୟରେ ବିଭୋର ଯୁବଗୋଷ୍ଠୀ ।

  • Thursday, 28 September 2023
Accident
ଜାତୀୟ ରାଜପଥ ପାଲଟିଛି ମୃତ୍ୟୁର ସୌଦାଗର; ପ୍ରତିଦିନ ଗଡୁଛି ମୁଣ୍ଡ

ମାଇଲ ମାଇଲ୍ ଧରି ଲମ୍ବିଯାଇଥିବା କଳା ମଚ୍ ମଚ୍ ରାସ୍ତା ଯେ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଦିଏ ତା’ନୁହେଁ, ବରଂ ଟିକିଏ ଅସାବଧାନତା ହେଲେ ସ୍ୱର୍ଗକୁ ବି ଦେଖାଇ ଦିଏ ବାଟ । ଏଇ ଯେମିତି ଗଞ୍ଜାମ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ । ଯାହା ପୂର୍ବରୁ ଦକ୍ଷିଣ ଭାରତ ଯାଏଁ ଯୋଡେ ଏହି NH । କିନ୍ତୁ ଖଲ୍ଲିକୋଟର ବଡ଼ଘାଟି ଓ ନାରାୟଣୀ ଛକ ମଧ୍ୟରେ ତ୍ରୁଟିପୂର୍ଣ୍ଣ ଡିଜାଇନ ଏବଂ ସତର୍କତା ପାଇଁ ସାଇନବୋର୍ଡ ନଥିବାରୁ ବାରମ୍ବାର ଘଟିଚାଲିଛି ଦୁର୍ଘଟଣା ।

  • Thursday, 28 September 2023
Sara Sunny
କଥା କହିଲେନି, କେସ୍‌ ଲଢିଲେ

କହିପାରୁ ନାହାନ୍ତି କି ଶୁଣି ପାରୁ ନାହାନ୍ତି । ତଥାପି କେସ୍ ଲଢ଼ି ଇତିହାସ ରଚିଲେ ମହିଳା ଆଇନଜୀବୀ ସାରା ସନ୍ନି

  • Thursday, 28 September 2023
Awas yojana
ସରକାରୀ ଦପ୍ତରର ଚକ୍କର କାଟିକାଟି ଥକିଗଲେ...ଘର ଖଣ୍ଡିଏ ପାଇଲେନି

ଘର ନୁହେଁ ଗାଈ ଗୁହାଳ । ବର୍ଷା ହେଲେ ଘରେ ଜମୁଛି ଆଣ୍ଠୁଏ ଉଚ୍ଚର ପାଣି । ୧୦ ବର୍ଷ ହେଲାଣି ସ୍ୱାମୀ ଦାଦନ ଖଟି ଯାଇଛନ୍ତି ଯେ ଯାଇଛନ୍ତି ଫେରିବାର ନା ଧରୁନାହାନ୍ତି । ଏପେଟ ପୁଅକୁ ଚାହିଁ ଆଖିର ଲୁହ, ଛାତିର କୋହକୁ ଜାବୁଡି ଧରି ବଞ୍ଚିଛନ୍ତି ଦ୍ରୌପଦୀ

  • Thursday, 28 September 2023
special story
ମୁଣ୍ଡରେ ଓଢଣା ଦେଇ ମାରୁଛନ୍ତି ପୁସ୍‌ଅପ୍‌

ଇଏ ଘରର ଲକ୍ଷ୍ମୀ ପ୍ରତିମା । ସୁନାନାକି କୂଳବଧୁ । ହେଲେ ଇଏ ଖାଲି ନାକେ ଓଢଣା ଦେଇ ନାକରେ ସୁନା ପିନ୍ଧୁଥିବା ବୋହୁଟିଏ ନୁହେଁ ବରଂ ସ୍ୱର୍ଣ୍ଣପଦକ ଜିତିବାର ସ୍ବପ୍ନ ନେଇ ଆଗକୁ ବଢୁଥିବା ସୁନା ବୋହୂଟିଏ । ନାଁ ଜ୍ୟୋତ୍ସ୍ନାରାଣୀ..

  • Thursday, 28 September 2023
News Fuse
ପିଲାମାନେ ସବୁ ଭୁଲ୍ ଭାଲ୍ ଲେଖୁଛନ୍ତି..ହେଲେ ..

ପିଲମାନଙ୍କ ତ ମୂଳରୁ ଷ୍ଟ୍ରଙ୍ଗ୍ ନାହିଁ ସବୁ ଭୁଲ୍ ଭାଲ୍ ଲେଖୁଛନ୍ତି । ଶୁଣନ୍ତୁ ସାର୍ କଣ କହୁଛନ୍ତି...

  • Wednesday, 27 September 2023
Education system
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ପ୍ରହସନ ପାଲଟିଛି 5-T ରୂପାନ୍ତୀକରଣ । ବାତ୍ୟା ଆଶ୍ରୟସ୍ଥଳରେ ଚାଲିଛି ସ୍କୁଲ...ଗୋଟିଏ କ୍ଲାସ୍‌ରେ ବସି ପଢୁଛନ୍ତି ତିନୋଟି ଶ୍ରେଣୀର ପିଲା

  • Wednesday, 27 September 2023
Birdman
ପକ୍ଷୀଙ୍କ ପ୍ରେମରେ ମତୁଆଲା ମଣିଷ

ପ୍ରତିଦିନ ସକାଳୁ ହଜାର ହଜାର ପକ୍ଷୀଙ୍କର ହୁଏ ସମାଗମ । ଘରୁ ଆଣିଥିବା ମୁଠାମୁଠା ଖୁଦକୁ ନିଜ ହାତରେ ଢାଳି ଦିଅନ୍ତି ପକ୍ଷୀଙ୍କ ପ୍ରେମରେ ମତୁଆଲା ମଣିଷଟିଏ । ଆଉ ଖୁଦ ଖାଇ ସାରି ନିଜ ନିଜ ଗନ୍ତବ୍ୟ ପଥରେ ଉଡ଼ିଯାନ୍ତି ଏହି ବିହଙ୍ଗ ମାନେ ।

  • Wednesday, 27 September 2023
Odisha Politics
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନବୀନ ଦେଲେ ୧୦ରୁ ୮ ମାର୍କ

ବିରୋଧୀ ବି ନିଜ ନିଜ ହିସାବରେ ନବୀନଙ୍କୁ ଦେଇଛନ୍ତି ମାର୍କ ।

  • Tuesday, 26 September 2023
Pratap Jena
ଠେଲାପେଲା, ଧସ୍ତାଧସ୍ତି । ସତେଯେମିତି ରଣକ୍ଷେତ୍ର ପାଲଟିଛି ମାହାଙ୍ଗା ବ୍ଲକ ସମ୍ମୁଖ

ଦୀର୍ଘ ୨ ବର୍ଷ ୯ ମାସର ବ୍ୟବଧାନ ପରେ ମାହାଙ୍ଗାରେ ଏଥର ଖଡ୍‌ଗହସ୍ତ ପ୍ରତାପଙ୍କ ସମର୍ଥକ ଓ ନ୍ୟାୟ ପାଇଁ ସଂଘର୍ଷ ପରିବାରର ସଦସ୍ୟ ।

  • Tuesday, 26 September 2023
Capital Hospital
ପୁଅ ଜନ୍ମ ହେଇଛି କହିଲେ । ହେଲେ ଦେଲା ବେଳକୁ ଝିଅ ଧରେଇ ଦେଲେ

ପ୍ରାଣକୃଷ୍ଣଙ୍କ କହିବାନୁସାରେ- ଗତକାଲି ତାଙ୍କ ପତ୍ନୀଙ୍କ ଗର୍ଭ ଯନ୍ତ୍ରଣା ବଢ଼ିବାରୁ ଅପରାହ୍ନ ସାଢ଼େ ୪ଟା ବେଳେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। 

  • Tuesday, 26 September 2023