ଦିନଥିଲା ବେଶ୍ ହସଖୁସିରେ ବିତୁଥିଲା ତାଙ୍କ ଜୀବନ...ସ୍ୱପ୍ନ ଥିଲା ବଡ଼ ସହରରେ ରହି ପାଠ ପଢିବେ... ଆଶା ଥିଲା ଭଲ ଶିକ୍ଷୟିତ୍ରୀଟିଏ ହୋଇ ନାଁ କରିବେ। ବାପା ମାଙ୍କ ନାଁ ଉଜ୍ଜ୍ୱଳ କରିବେ। କିନ୍ତୁ ନିୟତିର ନିୟମ ସବୁକିଛି ସାରିଦେଲା। ଭାଙ୍ଗିଦେଲା ସବୁ ଆଶା ଆକାଙ୍କ୍ଷା।
ଜୀବନ ଯିବା ପୂର୍ବରୁ ଅନ୍ୟକୁ ଜୀବନ ଦାନ। ନିଜ ଅଙ୍ଗରେ ଆଉ ଜଣେ ପାଇବେ ନୂଆ ଜୀବନ। ମହତ ଏ ଦାନ, ମହତ ଏ ଉଦ୍ଦେଶ୍ୟ। ରାଜ୍ୟରେ ଅଙ୍ଗଦାନ କ୍ଷେତ୍ରରେ ସାମିଲ ହୋଇଛି ଆଉ ଦୁଇଟି କାହାଣୀ। ଗୋଟିଏ କେନ୍ଦ୍ରାପଡା ଆଉ ଗୋଟିଏ ମୟୂରଭଂଜର। ଦୁଇ ଜଣ ଯାକ ଯୁକ୍ତ ଦୁଇ ଛାତ୍ର। ଜଣଙ୍କର ଦୁଇଟି କିଡନୀ ଦାନ କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ଆଖି ଦାନ କରାଯାଇଛି...
ଗୋଟିକ ପରେ ଗୋଟିଏ ନିର୍ବାଚନ ମଣ୍ଡଳିରେ ସମାନ୍ତରାଳ ସଂଗଠନ କରି ବିଦ୍ରୋହୀ ଶୀର୍ଷ ନେତୃତ୍ବଙ୍କୁ ଚାଲେଞ୍ଜ ଦେଉଥିବାବେଳେ ଆଗକୁ ଯେ ଟିକେଟ ଗଣିତ ଦଳପତିଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିବ ସେଥିରେ ସନ୍ଦେହ ନାହିଁ। କାରଣ ବିଦ୍ରୋହୀ ବି ଚାହିଁ ବସିଛନ୍ତି ଦଳରୁ ଟିକେଟ ନମିଳିଲେ ନିର୍ବାଚନ ଲଢିବା ପାଇଁ ଅନ୍ୟ ଦଳକୁ ଡିଆଁ ମାରିବେ...
ଅତୁଲ୍ୟ ଭାରତ ଓ ଅତୁଲ୍ୟ ଭାରତର ଆତ୍ମା କୁହାଯାଉଥିବା ଓଡ଼ିଶା ପରିଭ୍ରମଣ କରି ଅନେକ ସ୍ମୃତି ସାଉଁଟିବାକୁ ଅତି ଆଗ୍ରହରେ ଛୁଟି ଆସିଥିଲେ ନେଦରଲାଣ୍ଡସର ଜଣେ ବିଦେଶୀ ଅତିଥି। କିନ୍ତୁ ଭୁବନେଶ୍ବରରୁ ଚାନ୍ଦିପୁର ଯିବା ବାଟରେ ନିଜ ଟ୍ୟାକ୍ସି ଡ୍ରାଇଭର ଦ୍ବାରା ଚୋରି, ତା ପରେ ପୁଣି ଠକେଇ ଓ ପୁରୀରେ ଭିକାରୀ ଥଇଥାନ କେନ୍ଦ୍ରରେ ରହଣି ସେହି ବିଦେଶି ଅତିଥିଙ୍କୁ ଦେଇଛି ତିକ୍ତ ଅଭିଜ୍ଞତା ...
୪ ବର୍ଷରେ ରାଜ୍ୟରୁ ୧୯୨ କଲରାପତରିଆ ବାଘ ଉଭାନ ହୋଇଯିବା ନେଇ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ରିପୋର୍ଟରୁ ଜଣାପଡ଼ିବା ପରେ ଉଠିଛି ନାନା ପ୍ରଶ୍ନ। ତେବେ ବନ ବିଭାଗ କହିଛି, ୨୦୨୨ରେ NTCA ମାତ୍ର ୩ଟି ଜଙ୍ଗଲରେ କ୍ୟାମେରା ଟ୍ରାପ୍ ଖଞ୍ଜିଥିବାରୁ କମିଛି କଲରାପତରିଆ ସଂଖ୍ୟା। ଏଣୁ ଚଳିତ ମେ’ରୁ ନିଜସ୍ବ କଲରାପତରିଆ ବାଘ ଗଣନା କରିବେ ରାଜ୍ୟ ସରକାର....
General Election 2024: ଶହେରୁ ଦେଢ଼ଶହ ପ୍ରାର୍ଥୀ ଘୋଷଣା ହେବା ଚର୍ଚ୍ଚା । ଦକ୍ଷ ପ୍ରାର୍ଥୀ ବାଛିବାକୁ କି ଷ୍ଟ୍ରାଟେଜି କରିଛି ଦଳ ?
ବଡ ବଡ଼ ଅଟ୍ଟାଳିକା ଓ ସୁସଜ୍ଜିତ ଆଲୋକ ତରଣରେ ଝଲସି ଉଠୁଛି ସମଗ୍ର ପୀଠ.. ଓଡ଼ିଶା ସାହିତ୍ୟ ଜଗତ ପାଇଁ ମନୋଜ ଦାସଙ୍କ ରହିଛି ଅନେକ ଅବଦାନ.. ୧୬ କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ କାର୍ଯ୍ୟ ଯୁଗ ଯୁଗ ପାଇଁ ଓଡ଼ିଶା ଇତିହାସରେ ସ୍ମରଣୀୟ ହୋଇ ରହିବ..ପଦ୍ମଭୂଷଣ ମନୋଜ ଦାସଙ୍କୁ ମନେ ପକାଇବ ସାରା ଦେଶ ବିଦେଶ..
ପ୍ରତିବର୍ଷ ବାହାରୁଛି ୫୦ ହଜାର ମେଟ୍ରିକ୍ ଟନ୍, ମିଳିଛି ସ୍ୱତନ୍ତ୍ର ମାନ୍ୟତା.. ତଥାପି ଅଦାକୁ ଆଡ଼ ଆଖିରେ ଚାହୁଁ ନାହାନ୍ତି କି ଗୁରୁତ୍ୱ ଦେଉନାହାନ୍ତି..
ଶିବଙ୍କ ଗୁହାରି ମୋତେ କୃତ୍ରିମ ଗୋଡ଼ଟେ ଦେଲେ ମୁଁ ନିଜ ଗୋଡରେ ଠିଆହେବି.. ନ ଦେଲେ ବି ଜୀବନରେ କେବେ ଭିକ ମାଗିବିନି..
କୁହନ୍ତି ନା ହାତକୁ ହାତ ମିଶିଲେ ବଳ ବଢିଯାଏ.. ଯେମିତି ଏ ଦାଦା ପୁତୁରା ଯୋଡ଼ି ଗରିବ ଚାଷୀରୁ ହେଇଗଲେ ଲକ୍ଷପତି
ପ୍ରେମ ପାଇଁ ନିଜ ମାଲିକଙ୍କ ସ୍ତ୍ରୀକୁ ହତ୍ୟା କଲେ ଯୁବକ। କ୍ୟାପିଟାଲ ଥାନା ଝରଣା ବସ୍ତିରେ ହତ୍ୟାକାଣ୍ଡ। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସର ତଦନ୍ତ .
ମାତ୍ର ୩ ସପ୍ତାହ ବ୍ୟବଧାନରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ସହ-ପ୍ରଭାରୀ ଲତା ଉସେଣ୍ଡି।
୫ ମାସ ଧରି ଭୁବନେଶ୍ବରିଆଙ୍କ ନିଦ ହଜାଉଥିଲେ। ଆପାର୍ଟମେଣ୍ଟରେ ପଶି ବେଧଡ଼କ ଲୁଟପାଟ୍ କରୁଥିଲେ ପାର୍ବଣ ପରଠୁ। କେଉଁ ଫ୍ଲାଟରୁ ସୁନା ଗହଣା ତ ଆଉ କେଉଁ ଫ୍ଲାଟରୁ ଟଙ୍କା ଲୁଟି ଖସିଯାଉଥିଲେ। ହେଲେ ଆଉ ଚାଲିଲାନି ବେଶୀ ଦିନ। ଶେଷରେ ୫ ମାସର କସରତ କରି କମିଶନରେଟ୍ ପୋଲିସ ଧରିଛି ନଅ ନଅ ଜଣ ଆପାର୍ଟମେଣ୍ଟ ଲୁଟେରାଙ୍କୁ।
ସରକାରୀ ଯୋଜନା, ବିଜେଡିର ପ୍ରଚାର। ଅଭିଯୋଗ ଆସିଲା ଆଉ ନିର୍ବାଚନ ପୂର୍ବରୁ ଧରିଲେ ନିର୍ବାଚନ କମିଶନ। ସରକାରୀ ଯୋଜନା ରେ ଦଳୀୟ ଚିହ୍ନର ପ୍ରଚାର କରୁଥିବା ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନର ସ୍ପଷ୍ଟୀକରଣ ମାଗିଛନ୍ତି ଓଡିଶା ସରକାରଙ୍କୁ। ଯାହାକି ବିରୋଧୀଙ୍କୁ ଖୋରାକ ଯୋଗାଇଛି ଅଧିକ ସମାଲୋଚନା ପାଇଁ।
ଜଗନ୍ନାଥ ପ୍ରେମୀ ଆଶ୍ବସ୍ତ। ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ସନ୍ଦେହ ଓ ସଂଶୟ ହେବ ଦୂର। ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ ପାଇଁ ୧୨ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।
ଘର ପୋଡ଼ିଥିଲା ମନ ବି ପୋଡ଼ିଥିଲା ଆଶା ନଥିଲା ସିନ୍ଦୁର ମିଳିଲା... ବାଜିଲା ବାଜା .. ଶୁଭିଲା ଶୁଭ ସାହାନାଇ...ବାଣ ରୋଷଣୀରେ ଉଠିଲା ପଡ଼ିଲା ସାରା ଉତୁକୁଡ଼ା ଗାଁ। ସତ ହେଲା ହିରାମଣିଙ୍କ ଆଶା ଖଣ୍ଡିଏ ଶାଢୀରେ ଶାଶୁଘର ଗଲେ ଦିଲ୍ଲୀପ ଙ୍କ କନିଆ ସାଜି ....
ଶୁଣିଲାନି ପ୍ରଶାସନ... ଶେଷରେ ବାଧ୍ୟ ହୋଇ ନିଜେ ରାସ୍ତା ତିଆରି କଲେ ଗାଁ ଲୋକେ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶାଳଚୁଆ ପଂଚାୟତ ନାଳସାହି ପଠାଣିପକା ଗ୍ରାମବାସୀ ନିଜ ଗାଁ ପାଇଁ ନିଜେ ରାସ୍ତା ତିଆରି କରିଛନ୍ତି । ଯାହାକୁ ସ୍ଥାନୀୟ ଅଂଚଳରେ ବେଶ୍ ପ୍ରଶଂସା କରାଯାଇଛି ।
ରାସ୍ତା ମଝିରେ ଇଏ ସେଇ ତେଲୁଗୁ ସୁନ୍ଦରୀ । ଯିଏ ପୁଲିସ ସହ ଯୁକ୍ତି କରୁଛନ୍ତି । ଏମିତିକି ଠେଲାପେଲା ବି କରିଛନ୍ତି । କାରଣ ଏତିକି, ସେ ଟ୍ରାଫିକ ନିୟମ ଭାଙ୍ଗିଥିଲେ । ଆଉ ଏ ପୁଲିସ ଭାଇ ଜଣକ ତାଙ୍କ ଭୁଲ୍ ଧରିଥିଲେ ।
ଖରାଦିନ ଆରମ୍ଭରୁ ଦେଖା ଦେଲାଣି ଜଳ ସଙ୍କଟ । କୂଅ, ପୋଖରୀ ସବୁ ଶୁଖିଲା ପଡିଲାଣି । ଏମିତିକି ଟ୍ୟାପରୁ ବି ଆଉ ବାହାରୁନି ପାଣି । ଯାହାକୁ ନେଇ ସମସ୍ୟା ଭଗୁଛନ୍ତି କଟକ ଜିଲ୍ଲା ଟାଙ୍ଗି ନିକଟସ୍ଥ ଗୋବିନ୍ଦପୁର ପଞ୍ଚାୟତ ବାସୀ ।
ଉତ୍ସାହ...ଉତ୍କଣ୍ଠା...ଉନ୍ମାଦନା... ନିଜ ମାଟିର ଝିଅ ଆଜି ଯେତେବେଳେ ଦେଶର ରାଷ୍ଟ୍ରପତି, ତାଙ୍କରି ଝଲକଟିଏ ପାଇବା ପାଇଁ ଏବଂ ତାଙ୍କୁ ଅତି ନିକଟରୁ ଦେଖିବାରୁ ସୁଯୋଗ ଯେତେବେଳେ ଆଜି ଆସିଛି କିଏ ବା କାହିଁକି ହାତଛଡ଼ା କରିବ ।
ନିର୍ଦ୍ଧାରିତ ଭଡ଼ାଠୁ ଅଧିକ ୧୨ ଟଙ୍କା ନେଇ ପାନେ ପାଇଲା ପାର୍କିଂ ଠିକାସଂସ୍ଥା। ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନ ପାର୍କିଂରେ ଏଭଳି ମନମୁଖୀ କାର୍ଯ୍ୟ ପାଇଁ, ଦେବାକୁ ପଡ଼ିବ ୩ ଲକ୍ଷରୁ ଅଧିକ ଟଙ୍କାର ତଣ୍ଡ।
ପଞ୍ଚାୟତ ନିର୍ବାଚନରେ କଣାସ ବ୍ଲକକୁ ଛଡାଇ ନେଇଛି BJP । ଆଉ ପୂର୍ବରୁ କଣାସ, ବ୍ରହ୍ମଗିରିରେ ରହିଥିବା ବେଳେ ସେଠାରେ ସଞ୍ଜୟଙ୍କ ପୁରୁଣା ସଙ୍ଗଠନ ରହିଛି । ତେଣୁ ଯଦି ଦଳ ସଞ୍ଜୟଙ୍କୁ ସତ୍ୟବାଦୀରେ ଟିକେଟ ଦିଏ ତାହେଲେ କଣାସ କ୍ରାଇସିସ ମ୍ୟାନେଜ କରିବାରେ ସକ୍ଷମ ହୋଇପାରନ୍ତି ସଞ୍ଜୟ ।
କର୍କଟ ଗବେଷଣା ଓ ଚିକିତ୍ସା କ୍ଷେତ୍ରରେ ନୂଆ ସଫଳତା । ମାରାତ୍ମକ କ୍ୟାନସରକୁ ମାତ୍ ଦେବ ମାତ୍ର ୧୦୦ ଟଙ୍କିଆ ଟାବଲେଟ୍ । ଶରୀରରେ କ୍ୟାନସର ସେଲ୍ ବ୍ୟାପିବାରୁ ରୋକିବ ।
ବାପାଙ୍କ ବାଟରେ ଝିଅ। ବାପାଙ୍କ ହାତ ଧରି ଝିଅ ଲଢ଼ିବେ ନିର୍ବାଚନ। ଶିଖିବେ ରାଜନୀତିର ଖଡ଼ିପାଠ। ସାଧାରଣ ନିର୍ବାଚନ ପାଖେଇ ଆସୁଥିଲା ବେଳେ ଚର୍ଚ୍ଚାରେ ଏ ତିନି ନେତା କନ୍ୟା।
ଗଞ୍ଜାମ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରୁ ଆସି ପାଠ ପଢ଼ୁଥିବା ୩୨ଜଣ ଛାତ୍ରଛାତ୍ରୀଙ୍କୁ ଦୁବାଇ ସ୍ଥିତ ଏସା ସାଲେହ ଅଲ ଗୁର୍ଗ ଗ୍ରୁପ୍ ସାକ୍ଷାତକାର ନେଇ ନିଯୁକ୍ତି ଲାଗି ଅଫର୍ ଲେଟର ପଠାଇଛି....