ଆମେ କିଣୁଥିବା ସାମଗ୍ରୀର ପରିମାଣ ମୂଲ୍ୟ ଅନୁସାରେ ଠିକ୍ ରହୁଛି ତ ? ଆମ ଅଜାଣତରେ ଆଖିକୁ ଧୂଳି ଦେଇ.. ମାପ ଓ ଓଜନରେ ଠକୁ ନାହାନ୍ତି ତ ଅସାଧୁ ବ୍ୟବସାୟୀ ? କାରଣ ସାଧାରଣ ଗ୍ରାହକଙ୍କୁ ମାପ ଓ ଓଜନରେ ଲୁଟ୍ କରି ମୁନାଫା କମାଇବା ଭଳି ବ୍ୟବସାୟୀଙ୍କ ସଂଖ୍ୟା କିଛି କମ୍ ନୁହେଁ। ୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରାହକଙ୍କୁ ଏପରି ଦିନ ଦି ପହରେ ଚୂନ ଲଗାଇ ଖାଦ୍ୟ ଯୋଗାଣ ବିଭାଗ ସ୍କାନରକୁ ଆସିଛନ୍ତି ରାଜ୍ୟର ୨ ହଜାର ୮୪୬ ବ୍ୟବସାୟୀ। ତା’ ଭିତରେ ଗ୍ରାହକଙ୍କୁ କମ୍ ମାପର ତେଲ ବିକୁଥିବା ପେଟ୍ରୋଲ ପମ୍ପ୍ ସଂଖ୍ୟା ୩୭୦ ।
Published By: Satyendu Shekher Mishra
Last updated: 28 August 2024, 10:30 PM IST
ପ୍ରତି ମଞ୍ଚାରେ ବନରକ୍ଷୀ,ଭିଏସଏସ ଓ ନିଆଁ ଲିଭାଳୀ ଟିମ୍ ମୁତୟନ ହୋଇଛନ୍ତି । ନୂଆ କୌଶଳ ଦ୍ବାରା ଜଣେ ଲେଖାଏଁ ବନରକ୍ଷୀଙ୍କ ଅଧିନରେ ୫୦୦ ହେକ୍ଟର ପର୍ଯ୍ୟନ୍ତ ଜଙ୍ଗଲ ସୁରକ୍ଷିତ ରହିପାରିବ ବୋଲି କହିଛନ୍ତି କୋରାପୁଟ ଡିଏଫଓ ।