Advertisment

୮୦ ଲକ୍ଷ କି କୋଟିଏ ନୁହଁ, ପ୍ରତ୍ୟେକ ଯୋଗ୍ୟ ମହିଳା ପାଇବେ ସୁଭଦ୍ରା

ପରିବାରର କେହି ଆୟକରଦାତା ହୋଇନଥିବେ, ସରକାରୀ ଚାକିରି କରିନଥିବେ କି ନିର୍ବାଚିତ ଜନ ପ୍ରତିନିଧି ବି ହୋଇନଥିବେ। କିମ୍ବା ନିଜେ ଅନ୍ୟ କୌଣସି ସରକାରୀ ସହାୟତା ପାଉନଥିବେ । ଆପଣଙ୍କର ୪ ଚକିଆ ଗାଡ଼ି ନଥିବା ଦରକାର ।

author-image
Satyendu Shekher Mishra

୮୦ ଲକ୍ଷ କି କୋଟିଏ ନୁହଁ, ପ୍ରତ୍ୟେକ ଯୋଗ୍ୟ ମହିଳା ପାଇବେ ସୁଭଦ୍ରା । ପ୍ରସ୍ତୁତ ରଖନ୍ତୁ ଡକ୍ୟୁମେଣ୍ଟ । ମିଳିଲାଣି ଫର୍ମ, ଖୁବଶୀଘ୍ର ଆବେଦନ । ପରିବାରରେ ଏକାଧିକ ମହିଳା ଥିଲେ ବି, ଯଦି ଯୋଗ୍ୟ ତାହେଲେ ସଭିଏଁ ପାଇବେ ସୁଭଦ୍ରା ଟଙ୍କା । ଏସ୍ଓପି ଅନୁୟାୟୀ ବୟସ ୨୧ରୁ ୬୦ ବର୍ଷ ଭିତରେ ହୋଇଥିବା ଦରକାର । କିନ୍ତୁ ପରିବାରର କେହି ଆୟକରଦାତା ହୋଇନଥିବେ, ସରକାରୀ ଚାକିରି କରିନଥିବେ କି ନିର୍ବାଚିତ ଜନ ପ୍ରତିନିଧି ବି ହୋଇନଥିବେ। କିମ୍ବା ନିଜେ ଅନ୍ୟ କୌଣସି ସରକାରୀ ସହାୟତା ପାଉନଥିବେ । ଆପଣଙ୍କର ୪ ଚକିଆ ଗାଡ଼ି ନଥିବା ଦରକାର ।

Advertisment
Advertisment
Advertisment