• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

ଯେଉଁମାନେ ବିନା ହେଲମେଟରେ ବାଇକ ଚଳାଉଥିଲେ, ସେମାନଙ୍କୁ ଘଟଣା ସ୍ଥଳରେ ହିଁ ହେଲମେଟ ପ୍ରଦାନ କରାଯାଇ ତାଙ୍କ ଠାରୁ ନଗଦ ଟଙ୍କା ଆଦାୟ କରିଥିଲେ । ସମସ୍ତଙ୍କ ଜୀବନ ଅମୂଲ୍ୟ, ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଲାଗି ଏହି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଛି ବୋଲି ବାଲିଗୁଡା ଏସଡ଼ିପିଓ କହିଛନ୍ତି । 

ନିୟମ ଭାଙ୍ଗିଲେ ଗେଣ୍ଡୁମାଳ