Advertisment

ଗହୀରମଥାରୁ ମୁହଁ ମୋଡ଼ିଲେଣି କି ଅଲିଭ ରିଡଲେ?

ଫେବ୍ରୁଆରୀ ଦ୍ବିତୀୟରୁ ତୃତୀୟ ସପ୍ତାହ ମଧ୍ୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ବିରଳ ଅଲିଭରିଡଲେ କେନ୍ଦ୍ରାପଡ଼ାର ଗହୀରମଥାରେ ଅଣ୍ଡାଦାନ କରନ୍ତି। ହେଲେ ଏବର୍ଷର ବ୍ୟତିକ୍ରମ କେବଳ ପରିବେଶପ୍ରେମୀ ନୁହଁନ୍ତି ବରଂ ସମସ୍ତଙ୍କୁ ବ୍ୟଥିତ ଓ ଚକିତ କରିଛି ।

author-image
Santosh Kumar Sahoo

ଗହୀରମଥାରୁ ମୁହଁ ମୋଡ଼ିଲେଣି କି ଅଲିଭ ରିଡଲେ? ଅଣ୍ଡାଦାନ ସମୟ ଗଡ଼ି ଯାଉଥିବା ବେଳେ ଅଲିଭରିଡଲେ ଚଳିତ ସିଜିନରେ କାହିଁକି ଗହୀରମଥା ଆସୁନାହାନ୍ତି? ଖାଁ ଖାଁ ଏବେ ବିରଳ କଇଁଛଙ୍କ ଅନ୍ତୁଡ଼ିଶାଳ। କାହିଁକି ସୃଷ୍ଟି ହେଲା ଏଭଳି ସ୍ଥିତି ? ଅଲିଭ ରିଡଲେଙ୍କ ଅନୁପସ୍ଥିତିକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିବା ସହ ଗଣାଇଛନ୍ତି ଅନେକ କାରଣ । ସେପଟେ ବନ ବିଭାଗ କହିଛି ଅପେକ୍ଷା କରିଛୁ, ଏପ୍ରିଲ ପ୍ରଥମ ସପ୍ତାହରେ ହୋଇପାରେ ସମୁହ ଅଣ୍ଡାଦାନ।

Advertisment
Olive Ridley Turtles Gahirmatha
Advertisment
Advertisment