ହେ ପ୍ରଭୁ !! ମତେ କେବେ ଦବୁ? ମୋରି ଆଗରେ ୪୦ ଫଗୁଣ ପାର୍ ହେଲାଣି କିନ୍ତୁ ମୋ ବସାରେ କୁଆଁ କୁଆଁ ଶୁଭିଲା ନାହିଁ ...ବଗିଚାର ନାଁ ତିନିକୋଣିଆ ଏଠି ରାତିରେ ଖାଲି.....କେତେ ଦୁଃଖ ବି ତାଙ୍କ ଭିତରେ ଅଛି...ଜାଣିବା ପାଇଁ ଦେଖନ୍ତୁ ଏହି ଭିଡ଼ିଓ
ମାଙ୍କଡ଼ ଦେଖାଇଲା ମାନବିକତା ଓ ମହାନତା...କେତେବେଳେ କୁନି ଝିଅ କାନ୍ଦିଲା ବୋଲି ପର୍ସ ଫେରାଇ ଦେଲା ତ ଆଉ କେତେବେଳେ ଶୃଙ୍ଖଳାର ସହ ଜୁସ୍ ପିଇଲା...ଦେଖନ୍ତୁ ଏହି ଭିଡ଼ିଓ
ଏମିତି ଥିଲା ବର୍ଷ-2021। ମହାଲିଙ୍ଗ କଲେଜରୁ କଟକ ମହାନଗର ନିଗମ ପର୍ଯ୍ୟନ୍ତ ସବୁଠି ହୋଇଥିଲା ହଙ୍ଗାମା। ଯାହାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ନେତା, ମନ୍ତ୍ରୀ ଓ ବିଧାୟକ। ନୂଆବର୍ଷକୁ ସ୍ୱାଗତ କରିବା ଆଗରୁ ଦେଖନ୍ତୁ ସେସବୁର କିଛି ଝଲକ୍...
ଅତୀତରେ ଯେଉଁ ଅଳିଆ ଦେହରେ ଲାଗିଛି, ତାହା ସଫା ହୋଇ ପାରୁନି। ଆଉ ଅଳିଆ ଧରିବାର ନାହିଁ। ହାତ ନୁହେଁ, କୋଦାଳ ଧରି ଏମିତି ଅଳିଆ ସଫା କଲେ ଏ ନେତା...
କାନ୍ଦି କାନ୍ଦି ମେଡିକାଲରେ ପହଂଚିଲେ ମନ୍ଦିର ପୂଜକ। ଯାହା କହିଲେ ତାହା ସୁଣି ତାଜୁବ ଡାକ୍ତର। ଶେଷରେ ଭକ୍ତି ଆଗରେ ମୁଣ୍ଡ ନଇଁଗଲା। ଯାହା କେବେ କରି ନଥିଲେ ସେମିତି କାମ କଲେ ଡାକ୍ତର...
ତମ ନେତା କିଏ? ତମେ କାହିଁକି ଆନ୍ଦୋଳନରେ ବସିଛ? ମୋ ପାଖରେ ସମୟ ନାହିଁ, ତମ କଥା ବୁଝିବାକୁ। ରାଗରେ ତମତମ ହୋଇ ଏମିତି ଚାଷୀଙ୍କ ଉପରେ ବର୍ଷିଲେ ତହସିଲଦାର ମ୍ୟାଡମ୍...
ଏ ଆମ ସରକାରୀ ଅଫିସ୍। ଯେଉଁଠି ସବୁ ସରକାରୀ ନିୟମ କାର୍ଯ୍ୟକାରୀ ହୁଏ। ହେଲେ ଏଠି କେମିତି କାର୍ଯ୍ୟକାରୀ ହେଉଛି, ଦେଖରେ ନାରଣ...
ଏ କଂଗ୍ରେସିଆ ଷ୍ଟ୍ରାଇକ୍ କରିଥିଲେ, କିନ୍ତୁ ଏ ମାଉସୀ ପାଣି ମାରିଦେଲା ଝାଇଁରେ ଏମିତି ନାଚିଲେ ଯେ ଦେଖିବା ମାତ୍ରେ ଗୋଡ଼ତ ଖାଲି ଉଠିବ ଆଉ ପଡ଼ିବ...ହେଲେ ଏ ମାଉସୀଙ୍କୁ କିଏ ପଠେଇଛି କିରେ ? ଇଲୋ ସିଏ ପା...
ଇଲୋ ବୋଉ ! ହଇରେ ନାରଣ ଇଏ କି ଦୃଶ୍ୟ। ଆମ ପାପୁଲି ଦଳିଆ ନେତାଏ ଭଲ ଛିଣ୍ଡେଇ ଛିଣ୍ଡେଇ କବିତା ସବୁ ଲେଖିଛନ୍ତି। ଚାଲୁନ ଟିକେ ପଢ଼ିବା।
ଥାନା ଭିତରେ ପଇଡ଼ ଚାଷ !! ଆରେ ନାରଣ ଏ ପଇଡ଼ କାହା ଗଛରେ ଫଳିଛି କିରେ? ଏସନ ବାତ୍ୟାରେ ତ ଏତେ ପଇଡ଼ ପଡ଼ିନି କିନ୍ତୁ ଏ ପଇଡ଼ ଭିତରୁ ମହାଦେବଙ୍କ ପ୍ରିୟ ଜିନିଷ କେଉଁଠୁ ଆସିଲା କିରେ?
ଗୃହରାଷ୍ଟ୍ର ମନ୍ତ୍ରୀ ଜଣେ ଜହ୍ଲାଦ । ସିଏ ଜଣକ ପିଠିରେ ଲାଉ ହୋଇଛନ୍ତି । ଏହା ପ୍ରଚାର କରୁଛନ୍ତି କଂଗ୍ରେସ ବିଧାୟକ । ପ୍ରଚାରରେ ଆଗରେ ଅଛନ୍ତି ଭାଲୁ ଭାଇନା । ସିଧା ପଚାରୁଛନ୍ତି, ଆଉ କେତେଜଣଙ୍କୁ ମାରିବ ?
ଏ ହେଉଛି ଯାଜପୁର କୃଷି ବିଭାଗ ଅଫିସ। ଏଠି ସରକାରୀ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ସରକାରୀ କର୍ମଚାରୀ। କରୋନା ଗାଇଡଲାଇନ ନମାନି କାମ କରୁଛନ୍ତି..
କଂଗ୍ରେସରେ ଚଉକି ଗଣାଚାଲିଛି । ଯାହା ହେଲେ ବି ବିଳମ୍ୱ । ଜୁନିୟରଙ୍କୁ ସ୍କୋପ୍ ମିଳିବ କି ? ସବୁ ଜାଣିଛନ୍ତି ତାରା ବାବୁ । ଠିକ୍ ସମୟରେ ଗର୍ଜନ କରିବେ ।
କି ଭିଡ଼ରେ ନାରଣ। ଏଠି ବୋଧ ହୁଏ ବାଲିଯାତ୍ରା ଚାଲିଛି। ନ ହେଲେ କିଛି ମେଳା ହଉଛି। ନାହିଁରେ, ନାରଣ ତୋ କଥା ସଂପୂର୍ଣ୍ଣ ଭୁଲ୍। ଏଠି ଚାକିରି ପାଇଁ ଚାଲିଛି ପେଲାଠେଲା...
ଏ ଏମିତିକା ଅଫିସ, ଯେଉଁଠି ଛେଳି ନେଇଯାଏ ଫାଇଲ୍। ପଛେ ପଛେ ଧାଇଁଲେ କର୍ମଚାରୀ। ଶେଷରେ କଣ ହେଲା ଦେଖନ୍ତୁ...
ଆପଣ ଅନେକ ଖାଇବା ଦେବା ଲୋକ ଦେଖିଥିବେ। ହେଲେ ଏଭଳି ବିରଳ ଦାନୀଙ୍କୁ କେବେହେଲେ ଦେଖିନଥିବେ। ଗୋଟିଏ ନୁହେଁ, ଦୁଇଟା ଲେଖାଁଏ ଲଡୁ ବାଣ୍ଟୁଛନ୍ତି ଏ ବ୍ୟକ୍ତି ଜଣକ..
ସିଡିରେ ଚଢି କ୍ଷୀର ଢାଳିବାକୁ ଯିବା ବେଳେ ସାଂସଦଙ୍କ ସିଡ଼ି ହେଲା ଟଳମଳ। ନିଜେ ଦେଖି ମୁଣ୍ଡ ହଲାଇ କହିଲେ ହେବନି। ତାପରେ ସିଡ଼ିକୁ...
ଆଜିଠୁ ବିଧାନସଭା। କଂଗ୍ରେସର ଦବଙ୍ଗ ବିଧାୟକ ତାରାପ୍ରସାଦ ବିଧାୟକଙ୍କ ଷ୍ଟାଇଲ ଦେଖିଲେ ଆପଣଙ୍କର ଉଡିଯିବ ହୋସ୍। କ୍ୟାମେରା ଆଗକୁ ଆସିବା ପୂର୍ବରୁ ଏମିତି କଲେ ପ୍ରସ୍ତୁତି...
ହାତଉଠା ନେତାଙ୍କୁ ସ୍ୱାଗତ। ଗଳାରେ ଗଳେଇ ପକେଇଲେ ଗେଣ୍ଡୁମାଳ ପରେ ଗେଣ୍ଡୁମାଳ। ଆଖିରେ କଳା ଚଷମା ପିନ୍ଧି ହସି ହସି ଏମିତି ଡାଇଲଗ ମାରିଲେ ବିଧାୟକ ପ୍ରଶାନ୍ତ ଜଗଦେବ.
ଆପଣମାନେ ଶୁଣିଥିବେ ଆମ ଜଟଣୀ ବିଧାୟକ ସୁର ରାଉତରାୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହେଲେ ସେ ଘରେ ନ ରହି ଏଣେତେଣେ ବୁଲାବୁଲି କରୁଛନ୍ତି। ଦେଖୁନ କେମିତି ଏଇଠି ବସିଛନ୍ତି ସୁର ଭାଇ...
ନେତା ହେବ ତ ଏମିତି। ଭୋଟ୍ ନାହିଁ କିନ୍ତୁ ହଠାତ୍ ଭୋଟରଙ୍କ ପାଖରେ ପହଞ୍ଚିଲେ ନେତା...କହିଲେ, ମାଉସୀ ଖାଲି ଆଶୀର୍ବାଦ ଦିଅ।
ମମିତାଙ୍କ ପାଇଁ ନ୍ୟାୟ ଦାବି କରୁଥିଲେ କିନ୍ତୁ ସେହି ନ୍ୟାୟ ଶବ୍ଦ ଜମାରୁ ପାଟିରେ ପଶିଲା ନାହିଁ। ଖାଲି ସ୍ଲିପ୍ ଅଫ୍ ଟଙ୍ଗ ହେଲା...ଆଉ ତା’ପରେ ଯାହା ହେଲାରେ ନାରଣ, ଦେଖନ୍ତୁ ଏହି ଭିଡ଼ିଓ
ହେ ଭାଇ କି ଯୁଗ ହେଲା କିରେ? ଏ ବିଜେଡିର କଣ ମତି ଭ୍ରମ ହେଲାଣି? କି କଥା ଇଏ, ଏ ଭାରତ ଭୂଇଁରେ ଜଣେ ନାଗରିକ ଯଦି କହୁଛି ଭାରତ ମାତା କି ଜୟ... ଏଠି ବିଜେଡ଼ି ଗାଲକୁ ଚଟକଣା ମାରୁଛି?
କିରେ ନାରଣ ଆରେ ବେଁ ଲମ୍ବ ବ୍ୟାନରଟାରେ ଆମ କଂଗ୍ରେସିଆ ନେତା ସମିତେ ତ ଅଛନ୍ତି। ହେଲେ ଏ ଧଳା କାଗଜ ଟା କାହା ଥୋମୋଣିରେ ଚିପକା ହେଇଛି? କିଛି ବୁଝି ହଉନି ଜମା
ମଂଚ ଉପରେ ଏମିତି କହିଲେ ମନ୍ତ୍ରୀ ଅରୁଣ ସାହୁ। କବିତା ପଢିଲେ ଓ ତାହାକୁ ଏମିତି ବୁଝାଇଲେ। ଯାହାକୁ ଶୁଣିବା ପରେ ସମସ୍ତେ ସବୁ କିଛି ବୁଝି ଯିବେରେ ନାରଣ...