• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: News Fuse

News Fuse । BJD Leader Rajashree Mallik Fails To Break A Small Coconut
ଏଇଟା ବୋଧହୁଏ ବିଜେପି ଗଛର ନଡ଼ିଆ, ସେଇଥି ପାଇଁ ସାଂସଦଙ୍କ ହାତରେ ଭାଙ୍ଗିଲାନି

ହେଇଲୋ...ନେତ୍ରୀଙ୍କ ହାତରେ ନଡ଼ିଆ ଭାଙ୍ଗିଲାନି, ନେତାଙ୍କ ହାତରେ ଫିଟା କଟିଲାନି। ଘଂଟା ପ୍ରତି ଶହେ ସ୍ପିଡ୍‌ରେ ଫଳକ ଉଦଘାଟନ କରିବାରେ ନେତାଏ ବ୍ୟସ୍ତ କିନ୍ତୁ ଏ ଫିତା କି ନଡ଼ିଆ କିଛି ଶୁଣୁନାହାନ୍ତିରେ ନାରଣ...

Daylight Robbery
ଧଳା ପରଦା ପଛରେ କରିଦେଲେ ଖେଳ, ଚାହୁଁ ଚାହୁଁ ଲୁଟିନେଲେ ସାମଗ୍ରୀ, ଦେଖନ୍ତୁ ଏହି ଭିଡ଼ିଓ

ପରଦାକେ ପିଛେ, ଛାତ୍‌ କେ ନିଚେ...ତେରା ଇନ୍ତିଜାର୍‌ କରୁଗାଁ....ଦେଖୁଛନ୍ତି ତ କେମିତି ପରଦା ପଛରେ ରହି କରିଦେଲେ ଲୁଟ୍‌...ଧଳା ପରଦା ପଛରେ ଲେଖିଦେଲେ କଳାକାହାଣୀ

Drunk Girl\'s Ruckus On Street - OTV News Fuse
ମଦ ନିଶାରେ ରାସ୍ତାରେ ବୋବାଲ କଲେ, ଅସଭ୍ୟ ଭାଷାରେ ଶୋଧିଲେ...ରାସ୍ତା ପୂରା ଜାମ୍‌

ଟାଙ୍କେ ପିଇଛନ୍ତିରେ ନାରଣ...ନିଶା ତ କିଲବିଲ୍‌ କରୁଛି, ସଟରକୁ ଧମାଧମ ଗୋଇଁଠା ମାରିଲେ...ରାଗି ଯାଇ କହିଲେ କାହା ବୋପା ପଇସାରେ କଣ ମୁଁ ପିଇଛି? ଯିଏ ଆସିଲା ସିଏ ଶୁଣିଲା...ହାଉସ ଫୁଲ୍‌ ପରି ରାସ୍ତା ବି ଲୋକରେ ଫୁଲ୍‌....ଦେଖନ୍ତୁ ଏହି ଭିଡ଼ିଓ

News Fuse
ନିରଞ୍ଜନ ପଟ୍ଟନାୟକ ଲୁଚିଛନ୍ତି କେଉଁଠି ?

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘରେ ଲୁଚିଛନ୍ତି, ବାହାରେ ଲୁଚିଛନ୍ତି ନା ହୋଟେଲରେ ଲୁଚିଛନ୍ତି । ଜଣାପଡୁନି । ଓଡିଶାରେ କୋଉ ପୁଅ ନାଇଁ ନିରଞ୍ଜନଙ୍କୁ ଟପିକି ମାଲ୍ କାଢିବ । କଂଗ୍ରେସର ବଡ ନେତା ଏମିତି କହୁଛନ୍ତି ।

News Fuse ।BJP Leader Breaks Down After Being Denied Ticket In Mathura; Quits Party
ଦଳୀୟ ଟିକେଟ୍ ମିଳିଲାନି ବୋଲି ଭୋ ଭୋ କାନ୍ଦିଲେ ଏ ନେତା... ଚିହ୍ନନ୍ତୁ ତାଙ୍କୁ...

ସତରେ ନିର୍ବାଚନ ଗୋଟିଏ ନିଶାରେ ନାରଣ। ଯଦି ନେତା ଦଳୀୟ ଟିକେଟ୍ ପାଇଲା, ତା ହେଲେ ମନ କୁଣ୍ଢେ ମୋଟ। ଯଦି ଟିକେଟ୍ ନ ମିଳେ, ତାହେଲେ ଏମିତି ଦେଖିବାକୁ ହେବରେ...

News Fuse। BJD Takes ‘God Promise’ From Candidates
ମହାପ୍ରସାଦ ଛୁଇଁ ରାଣ ଖୁଆଇଲେ ନେତା... କର୍ମୀ କୁହିଲେ, ଦଳ ଛାଡି ଯିବୁ ନାହିଁ

ନିର୍ବାଚନ ଆସିଲେ ଏମିତିକି ତରିକା ଦେଖିବାକୁ ମିଳେ। କର୍ମୀଙ୍କୁ ହାତ ଛଡା କରିବାକୁ ଚାହାଁନ୍ତିନି ନେତା। କାଳେ ଭୟ, ଛାଡି ପଲେଇବେ ସେଥି ପାଇଁ କେମିତି ମହାପ୍ରସାଦ ଛୁଆଁ ପର୍ବ ଚାଲିଛି ଆସନ୍ତୁ ଦେଖିବା...

News Fuse
ଗୋଟିଏ କ୍ଲାସରୁମ୍, ବସିଛନ୍ତି ୧୬ରୁ ଷାଠିଏ ବର୍ଷର ଲୋକ

ଏଠି କାହିଁକି ଭିଡ଼ ଜଣା ପଡୁନାହିଁରେ ନାରଣ... ଏବେ ତ ପାଠ ପଢା ଅନଲାଇନରେ ହଉଛି। ହେଲେ ଏ କ୍ଲାସରୁମରେ କଣ ସବୁ ଚାଲିଛି ଦେଖ...

News Fuse
ହେ ମଣିଷ ମୋ ଛୁଆକୁ ବଂଚାଇ ଦିଅ, ପିଲା ପାଇଁ ଛାତି ଫଟେଇ କାନ୍ଦୁଛି ମାଆ କୁକୁର...

ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଫାଟିଯିବ...ଯାହାକୁ ଛାତି ଚିରି କ୍ଷୀର ଖୁଆଇଥିଲା ତା’ର ଜୀବନ ବଂଚାଇବା ପାଇଁ ରଡ଼ି ଛାଡ଼ି କାନ୍ଦୁଛି ମାଆ କୁକୁର...କହୁଛି ଯେମିତି କିଏ କୋଉଠି ଅଛରେ ମୋ ଛୁଆକୁ ରକ୍ଷା କର, ତାକୁ ବଂଚାଇ ଦିଅ...

News Fuse
ଯିଏ ଆସିଲା ଛେଚିଲା, ଚିକ୍କଣ ଚେହେରାକୁ ପାଉଁଶିଆ କରିଦେଲେ...

କି ମାଡ଼ରେ ନାରଣ !! ପୂରା କୁଆ–ଛୁଆ ଉଡ଼ିଲାରେ... ଯିଏ ଆସିଲା ଖୋବିଲା... ଗଛରେ ବାନ୍ଧି ପକାଇଲେ, ସେକି ଦେଇ ଗଲେ... ଦେଖନ୍ତୁ ଭାଇନାଙ୍କ ବଦନକୁ...

Spurious Sauce
ଛି ଛି ବାନ୍ତି ଲାଗୁଛି... ୟାକୁ ବରା ଲଗେଇ ଖାଉଥିଲ, ଛି ଲୋ କି ପୋକ ସାଲୁବାଲୁ

ମୋ ବୋଉଲୋ ଏଇଠି ତିଆରି ହେଉଛି ସସ୍‌... ଏହେ... ଖାଲି ପୋକ ସାଲୁବାଲୁ ଲୋ... ଆମେ ଏଇଆଉ ପିଆଜି, ପକୁଡ଼ି, ବରାରେ ମଡ଼େଇ ଖାଉଥିଲେ... ଛି ଛି... ବାନ୍ତି ଆସିଲାଣି..

 BJD's Election Rally
କି ଜିନ୍ଦାବାଦ୍‌ କିରେ !! ଏଇଟା ତ ମିଶ୍ରଣର ସମୟ, ଏମାନେ ଓମିକ୍ରନକୁ ବି ଦଳରେ ମିଶେଇ ଦେବେ...

ମୋ ବୋଉଲୋ !! ପୁଷ୍ପକ ବିମାନରେ ବସି କୁଆଡ଼େ ବାହାରିଲେ କିରେ ନେତା? କରୋନା କାଳରେ ଏମାନେ କଣ ଢୋଲ ବାଜା ବଜାଇ ବାହାରିଲେଣି...ଏମାନେ ତ ଓମିକ୍ରନକୁ ବି ଦଳରେ ମିଶେଇ ଦେବେରେ ନାରଣ

News Fuse
ପ୍ରସୂତିଙ୍କୁ ବଂଚାଇବା ପାଇଁ ରାସ୍ତାରେ ହାତ ଯୋଡ଼ୁଥିଲେ କିନ୍ନର, କେହି ଶୁଣୁନଥିଲେ....ପରେ କଣ ହେଲା ଦେଖନ୍ତୁ...

ପ୍ରସୂତିଙ୍କ ଜୀବନ ବଂଚାଇବା ପାଇଁ ରାସ୍ତାରେ ହାତ ଯୋଡୁଥିଲେ କିନ୍ନର...କେହି ଶୁଣୁନଥିଲେ କି ଉଦ୍ଧାର କରିନଥିଲେ...ହେଲେ ଜଣେ ଯୁବକ ନିଜ ସ୍କୁଟି ଅଟକାଇ କିନ୍ନରଙ୍କ ସହ ଯିବା ପରେ ଦେଖନ୍ତୁ ହେଲା କଣ?

News Fuse
ଆମେ ତ ଦଶହରା ବଜାର ଷଣ୍ଢ, ଗୋଇଠା ଦେଲେ କଲେକ୍ଚର ଅଫିସ୍‌ ଭିତରେ ପଶିଲେ

ଗୋଟିଏ ଗୋଇଠା ଦେଲେ ଯେ ଗେଟ୍‌ ଖୋଲି ଦୁଇଫାଳ...କଲେକ୍ଚରଙ୍କ ଗାଡ଼କୁ ଦେଲେ ଧକ୍କା, ପୋଲିସକୁ ନାଲି ଆଖି ଦେଖାଇ ଜିଲ୍ଲାପାଳଙ୍କ ଅଫିସରେ କଲେ ଭଙ୍ଗାରୁଜା...ଷଣ୍ଢ ଭଳିଆ ତ ମାତିଲେରେ ନାରଣ

News Fuse- COVID Norms Flouted Amid High Surge Of Cases Across Odisha
ହେ...୩ ବର୍ଷ ହେଲାଣି ମାସ୍କ ପିନ୍ଧିଲି, ବିରକ୍ତ ଲାଗିଲାଣି...

ଭାଇ ୩ ବର୍ଷ ହେଲାଣି ମାସ୍କ ପିନ୍ଧିଲି...ଭାରି ବିରକ୍ତ ଲାଗିଲାଣି, କରୋନା ନିୟମ ମୁଁ ମାନେ ଯେ ଏବେ ଟିକେ...ଏମିତି କଣ କହୁଛନ୍ତି ସପ୍ଲାଏ ଇନିସ୍‌ପେକ୍‌ଟର ମାଡମ୍‌ରେ ନାରଣ?

News Fuse- Congress Marathon Causes Stampede-Like Situation In UP
ଟିକେ ଧୀରେ... ଏତେ ଉତାବିଲା କାହିଁକି ମ ?

କଂଗ୍ରେସ ଯେଉଁ ଡାଳ ଧରୁଛି ସେ ଡାଳ ଛିଡ଼ୁଛି। ଯେତେ ଯାହା କଲେ ବି ଜମାରୁ କ୍ରେଜ୍ ବଢ଼ୁନି ବରଂ କଚଡ଼ା ଖାଉଛି। ଦେଖୁନ କି ଅବସ୍ଥା ହେଲାଣି... ନାରଣରେ ଟିକେ ହାଉଲେ...

News Fuse
ଇଏ ଦେଶୀ ନା ବିଦେଶୀ କଣ ପିଇଛନ୍ତି କିରେ? ପାଟିରୁ ତ ଖାଲି ମହମହ ବାସନା ବାହାରୁଛି...

କିରା ଦେଶୀ ନା ବିଦେଶୀ? ପାଟିରୁ ତ ଖାଲି ମହମହ ବାସନା ବାହାରୁଛି...ନାଳଛେପରେ ରାସ୍ତାରେ ଗାଧୋଇଲେଣି ପୁଲିସ ବାବୁ...ଜଣାପଡ଼ୁଛି ଚାକିରୀରେ ପ୍ରବଳ ପ୍ରେସରରେ ନାରଣ

News Fuse । Sura Routray Extends New Year Wishes To OPCC Prez Niranjan Patnaik
ସବୁ ଖୋଲିଖାଲି ଦିଅ, କଟକଣା ଆଉ ଲଗାଅନି...

ଏବେ ବେଳ କାଳ ଠିକ୍ ନାହିଁ। ହେଲେ ସୁର ଭାଇଙ୍କ ମୁହଁରେ ଏ କି କଥା। କହୁଛନ୍ତି, ରେଡି ତ... ମାଡି ଚାଲ... ସବୁ ଖୋଲି ଦିଅ... ବିୟୁଟି ଫୁଲ୍...

Laugh Contains Vitamin A,B,C  D
କେବେ କେଉଁଠି ହସର ମୃତ୍ୟୁ ହୋଇନାହିଁ କି’ ହେବ ନାହିଁ

ଆପଣ ଖୁସିରେ ଥାଆନ୍ତୁ କି ଦୁଃଖରେ, ହସିବା କେବେ ହେଲେ ଛାଡନ୍ତୁ ନାହିଁ। କାରଣ ହସରେ ରହିଛି ଭରପୂର ଭିଟାମିନ୍ A B C D...

Ollywood Veteran Actors-Comedians Shyamalendu
ଆମେ ଏ କୂଳର ନା’ ସେ କୂଳର... କିଆ ବୁଦା ମୂଳେ ଜଗିଥିଲା ବେଇମାନି...

ସାଙ୍ଗିଆ ସିନା ବଙ୍ଗାଳୀ, ହେଲେ ମନ ଖାଣ୍ଟି ଓଡ଼ିଆ। ୫ ବର୍ଷରୁ ୬୫ ବର୍ଷ ଯାଏଁ ସେ କରିଛନ୍ତି ଅଭିନୟ। କେବେ ହସେଇଛନ୍ତି, କେବେ ନାଚର ତାଳେ ତାଳେ ଝୁମେଇଛନ୍ତି। ଏବେ ଜାଣନ୍ତୁ କିଏ ସେ ?

Ollywood Comedians
ବାବା !! ୪୦ ଫଗୁଣ ୪୯ ପବନ ଉଡ଼ିଗଲାଣି, ମୋ ବସାରେ କାଉ କି କୋଇଲି କାହିଁକି ରାବୁ ନାହାନ୍ତି?

ହେ ପ୍ରଭୁ !! ମତେ କେବେ ଦବୁ? ମୋରି ଆଗରେ ୪୦ ଫଗୁଣ ପାର୍‌ ହେଲାଣି କିନ୍ତୁ ମୋ ବସାରେ କୁଆଁ କୁଆଁ ଶୁଭିଲା ନାହିଁ ...ବଗିଚାର ନାଁ ତିନିକୋଣିଆ ଏଠି ରାତିରେ ଖାଲି.....କେତେ ଦୁଃଖ ବି ତାଙ୍କ ଭିତରେ ଅଛି...ଜାଣିବା ପାଇଁ ଦେଖନ୍ତୁ ଏହି ଭିଡ଼ିଓ

News Fuse- Flashback 2021। Watch Special Entertaining Visuals
ମାଙ୍କଡ଼ ହେଲେ ବି ଦେଖାଇଲେ ମାନବିକତା, କୁନି ଝିଅକୁ ଫେରାଇ ଦେଲା ପର୍ସ....

ମାଙ୍କଡ଼ ଦେଖାଇଲା ମାନବିକତା ଓ ମହାନତା...କେତେବେଳେ କୁନି ଝିଅ କାନ୍ଦିଲା ବୋଲି ପର୍ସ ଫେରାଇ ଦେଲା ତ ଆଉ କେତେବେଳେ ଶୃଙ୍ଖଳାର ସହ ଜୁସ୍‌ ପିଇଲା...ଦେଖନ୍ତୁ ଏହି ଭିଡ଼ିଓ

BJD  Congress Leaders
ନେତା-ମନ୍ତ୍ରୀଙ୍କ ପାଇଁ ଏମିତିଥିଲା

ଏମିତି ଥିଲା ବର୍ଷ-2021। ମହାଲିଙ୍ଗ କଲେଜରୁ କଟକ ମହାନଗର ନିଗମ ପର୍ଯ୍ୟନ୍ତ ସବୁଠି ହୋଇଥିଲା ହଙ୍ଗାମା। ଯାହାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ନେତା, ମନ୍ତ୍ରୀ ଓ ବିଧାୟକ। ନୂଆବର୍ଷକୁ ସ୍ୱାଗତ କରିବା ଆଗରୁ ଦେଖନ୍ତୁ ସେସବୁର କିଛି ଝଲକ୍...

News Fuse
ଅଳିଆ ଦେଖିଲେ ଡରୁଛନ୍ତି ନେତା, ହାତରେ ନୁହେଁ କୋଦାଳରେ ସଫା କଲେ ଅଳିଆ

ଅତୀତରେ ଯେଉଁ ଅଳିଆ ଦେହରେ ଲାଗିଛି, ତାହା ସଫା ହୋଇ ପାରୁନି। ଆଉ ଅଳିଆ ଧରିବାର ନାହିଁ। ହାତ ନୁହେଁ, କୋଦାଳ ଧରି ଏମିତି ଅଳିଆ ସଫା କଲେ ଏ ନେତା...

News Fuse
ଠାକୁର ପାଇଁ ମେଡିକାଲରେ କାନ୍ଦିଲେ ପୂଜକ, କହିଲେ...

କାନ୍ଦି କାନ୍ଦି ମେଡିକାଲରେ ପହଂଚିଲେ ମନ୍ଦିର ପୂଜକ। ଯାହା କହିଲେ ତାହା ସୁଣି ତାଜୁବ ଡାକ୍ତର। ଶେଷରେ ଭକ୍ତି ଆଗରେ ମୁଣ୍ଡ ନଇଁଗଲା। ଯାହା କେବେ କରି ନଥିଲେ ସେମିତି କାମ କଲେ ଡାକ୍ତର...

News Fuse - Cyclone Hit Farmers Take On Kendrapara Tehsildar
ଚାଷ ଉଜୁଡି ଯାଇଛି, ଚାଷୀ ଆନ୍ଦୋଳନ କଲେ ବୋଲି ରାଗିଗଲେ ତହସିଲଦାର

ତମ ନେତା କିଏ? ତମେ କାହିଁକି ଆନ୍ଦୋଳନରେ ବସିଛ? ମୋ ପାଖରେ ସମୟ ନାହିଁ, ତମ କଥା ବୁଝିବାକୁ। ରାଗରେ ତମତମ ହୋଇ ଏମିତି ଚାଷୀଙ୍କ ଉପରେ ବର୍ଷିଲେ ତହସିଲଦାର ମ୍ୟାଡମ୍...