ନା...ଅରୁଣ ବାବୁ ଗାଡ଼ିଟାକୁ ଭଲରେ ଚଲାଇପାରୁନାହାନ୍ତି....କ୍ଲଜ୍ ଛାଡ଼ୁ ଛାଡ଼ୁ ଷ୍ଟାର୍ଟ ବନ୍ଦ, କଷ୍ଟେ ମଷ୍ଟେ ସିନା ଆଗକୁ ଗଡ଼ିଲା, ହେଲେ ଅରୁଣ ବାବୁଙ୍କ...
ସତରେ ପବିତ୍ର ପୁରୀ, ଗର୍ବ ଆମରି। ହେଉ ଦେଖୁନ କେମିତି ଏ ପବିତ୍ର ଜାଗାକୁ ଏ ଅପବିତ୍ର କରି ପକାଇଲାରେ ନାରଣ...
ଭାଇଲୋ....ତୁ କାହିଁକି ଏମିତି ହେଉଛୁ? ଏକା ବେଳେ ଏତେ ହେଲମେଟ୍ କୁ ମାସ୍କ କାହିଁକି ପିନ୍ଧିଛୁ? କରୋନା ସାଙ୍ଗକୁ ଯଦି ଦୁର୍ଘଟଣା ହେଲା? ଏଇ ପାଖରେ ବୋଧହୁଏ ବସିଛି ଚିତ୍ରଗୁପ୍ତ
କିରେ ନାରଣ ଏ ଦେଶୀ ନା ବିଦେଶୀ ପିଇଦେଇଛନ୍ତି? ଏ କଣ ଆକାଶବାଣୀ ଶୁଣାଇଲେଣି....ନ୍ୟାୟ କଥା ବି କହିଲେଣି, ହେଲେ ୟାଙ୍କ ସହ ଅନ୍ୟାୟ କିଏ କରିଛି କିରେ?
ମାଇଁ ଲୋ ମାମୁଁଙ୍କ ଗାଡ଼ିରେ କିଛି ନାହିଁ, ବଜାର ଯାଇଥିଲେ ଅନ୍ୟ ଗାଡ଼ିର କାଗଜ ଯାଂଚ ପାଇଁ। ଜାଗା ମୁଣ୍ଡରେ ତା’ ଥେଇ ଥେଇ...ଲୋକେ ଧରିଲେ....କହିଲେ, ଥାନାରୁ ବାହାରିବା ପୂର୍ବରୁ ଚେକିଂ କଲନି ଗାଡ଼ିର କାଗଜ କାହିଁକି? ଆଉ ତା’ପରେ ..
ଭାଇ ତୁମ ମୁଣ୍ଡ ଠିକ୍ ଅଛି ଟି? ଏ କଣ ମମିତା ମେହେରଙ୍କୁ ବିଜେଡି ବାଲା ମାରିଛନ୍ତି ବୋଲି କହୁଛନ୍ତି...ପୁଣି ଏତେ ଗ୍ୟାରେଣ୍ଟିର ସହ?
ହେଇଲୋ...ନେତ୍ରୀଙ୍କ ହାତରେ ନଡ଼ିଆ ଭାଙ୍ଗିଲାନି, ନେତାଙ୍କ ହାତରେ ଫିଟା କଟିଲାନି। ଘଂଟା ପ୍ରତି ଶହେ ସ୍ପିଡ୍ରେ ଫଳକ ଉଦଘାଟନ କରିବାରେ ନେତାଏ ବ୍ୟସ୍ତ କିନ୍ତୁ ଏ ଫିତା କି ନଡ଼ିଆ କିଛି ଶୁଣୁନାହାନ୍ତିରେ ନାରଣ...
ପରଦାକେ ପିଛେ, ଛାତ୍ କେ ନିଚେ...ତେରା ଇନ୍ତିଜାର୍ କରୁଗାଁ....ଦେଖୁଛନ୍ତି ତ କେମିତି ପରଦା ପଛରେ ରହି କରିଦେଲେ ଲୁଟ୍...ଧଳା ପରଦା ପଛରେ ଲେଖିଦେଲେ କଳାକାହାଣୀ
ଟାଙ୍କେ ପିଇଛନ୍ତିରେ ନାରଣ...ନିଶା ତ କିଲବିଲ୍ କରୁଛି, ସଟରକୁ ଧମାଧମ ଗୋଇଁଠା ମାରିଲେ...ରାଗି ଯାଇ କହିଲେ କାହା ବୋପା ପଇସାରେ କଣ ମୁଁ ପିଇଛି? ଯିଏ ଆସିଲା ସିଏ ଶୁଣିଲା...ହାଉସ ଫୁଲ୍ ପରି ରାସ୍ତା ବି ଲୋକରେ ଫୁଲ୍....ଦେଖନ୍ତୁ ଏହି ଭିଡ଼ିଓ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘରେ ଲୁଚିଛନ୍ତି, ବାହାରେ ଲୁଚିଛନ୍ତି ନା ହୋଟେଲରେ ଲୁଚିଛନ୍ତି । ଜଣାପଡୁନି । ଓଡିଶାରେ କୋଉ ପୁଅ ନାଇଁ ନିରଞ୍ଜନଙ୍କୁ ଟପିକି ମାଲ୍ କାଢିବ । କଂଗ୍ରେସର ବଡ ନେତା ଏମିତି କହୁଛନ୍ତି ।
ସତରେ ନିର୍ବାଚନ ଗୋଟିଏ ନିଶାରେ ନାରଣ। ଯଦି ନେତା ଦଳୀୟ ଟିକେଟ୍ ପାଇଲା, ତା ହେଲେ ମନ କୁଣ୍ଢେ ମୋଟ। ଯଦି ଟିକେଟ୍ ନ ମିଳେ, ତାହେଲେ ଏମିତି ଦେଖିବାକୁ ହେବରେ...
ନିର୍ବାଚନ ଆସିଲେ ଏମିତିକି ତରିକା ଦେଖିବାକୁ ମିଳେ। କର୍ମୀଙ୍କୁ ହାତ ଛଡା କରିବାକୁ ଚାହାଁନ୍ତିନି ନେତା। କାଳେ ଭୟ, ଛାଡି ପଲେଇବେ ସେଥି ପାଇଁ କେମିତି ମହାପ୍ରସାଦ ଛୁଆଁ ପର୍ବ ଚାଲିଛି ଆସନ୍ତୁ ଦେଖିବା...
ଏଠି କାହିଁକି ଭିଡ଼ ଜଣା ପଡୁନାହିଁରେ ନାରଣ... ଏବେ ତ ପାଠ ପଢା ଅନଲାଇନରେ ହଉଛି। ହେଲେ ଏ କ୍ଲାସରୁମରେ କଣ ସବୁ ଚାଲିଛି ଦେଖ...
ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଫାଟିଯିବ...ଯାହାକୁ ଛାତି ଚିରି କ୍ଷୀର ଖୁଆଇଥିଲା ତା’ର ଜୀବନ ବଂଚାଇବା ପାଇଁ ରଡ଼ି ଛାଡ଼ି କାନ୍ଦୁଛି ମାଆ କୁକୁର...କହୁଛି ଯେମିତି କିଏ କୋଉଠି ଅଛରେ ମୋ ଛୁଆକୁ ରକ୍ଷା କର, ତାକୁ ବଂଚାଇ ଦିଅ...
କି ମାଡ଼ରେ ନାରଣ !! ପୂରା କୁଆ–ଛୁଆ ଉଡ଼ିଲାରେ... ଯିଏ ଆସିଲା ଖୋବିଲା... ଗଛରେ ବାନ୍ଧି ପକାଇଲେ, ସେକି ଦେଇ ଗଲେ... ଦେଖନ୍ତୁ ଭାଇନାଙ୍କ ବଦନକୁ...
ମୋ ବୋଉଲୋ ଏଇଠି ତିଆରି ହେଉଛି ସସ୍... ଏହେ... ଖାଲି ପୋକ ସାଲୁବାଲୁ ଲୋ... ଆମେ ଏଇଆଉ ପିଆଜି, ପକୁଡ଼ି, ବରାରେ ମଡ଼େଇ ଖାଉଥିଲେ... ଛି ଛି... ବାନ୍ତି ଆସିଲାଣି..
ମୋ ବୋଉଲୋ !! ପୁଷ୍ପକ ବିମାନରେ ବସି କୁଆଡ଼େ ବାହାରିଲେ କିରେ ନେତା? କରୋନା କାଳରେ ଏମାନେ କଣ ଢୋଲ ବାଜା ବଜାଇ ବାହାରିଲେଣି...ଏମାନେ ତ ଓମିକ୍ରନକୁ ବି ଦଳରେ ମିଶେଇ ଦେବେରେ ନାରଣ
ପ୍ରସୂତିଙ୍କ ଜୀବନ ବଂଚାଇବା ପାଇଁ ରାସ୍ତାରେ ହାତ ଯୋଡୁଥିଲେ କିନ୍ନର...କେହି ଶୁଣୁନଥିଲେ କି ଉଦ୍ଧାର କରିନଥିଲେ...ହେଲେ ଜଣେ ଯୁବକ ନିଜ ସ୍କୁଟି ଅଟକାଇ କିନ୍ନରଙ୍କ ସହ ଯିବା ପରେ ଦେଖନ୍ତୁ ହେଲା କଣ?
ଗୋଟିଏ ଗୋଇଠା ଦେଲେ ଯେ ଗେଟ୍ ଖୋଲି ଦୁଇଫାଳ...କଲେକ୍ଚରଙ୍କ ଗାଡ଼କୁ ଦେଲେ ଧକ୍କା, ପୋଲିସକୁ ନାଲି ଆଖି ଦେଖାଇ ଜିଲ୍ଲାପାଳଙ୍କ ଅଫିସରେ କଲେ ଭଙ୍ଗାରୁଜା...ଷଣ୍ଢ ଭଳିଆ ତ ମାତିଲେରେ ନାରଣ
ଭାଇ ୩ ବର୍ଷ ହେଲାଣି ମାସ୍କ ପିନ୍ଧିଲି...ଭାରି ବିରକ୍ତ ଲାଗିଲାଣି, କରୋନା ନିୟମ ମୁଁ ମାନେ ଯେ ଏବେ ଟିକେ...ଏମିତି କଣ କହୁଛନ୍ତି ସପ୍ଲାଏ ଇନିସ୍ପେକ୍ଟର ମାଡମ୍ରେ ନାରଣ?
କଂଗ୍ରେସ ଯେଉଁ ଡାଳ ଧରୁଛି ସେ ଡାଳ ଛିଡ଼ୁଛି। ଯେତେ ଯାହା କଲେ ବି ଜମାରୁ କ୍ରେଜ୍ ବଢ଼ୁନି ବରଂ କଚଡ଼ା ଖାଉଛି। ଦେଖୁନ କି ଅବସ୍ଥା ହେଲାଣି... ନାରଣରେ ଟିକେ ହାଉଲେ...
କିରା ଦେଶୀ ନା ବିଦେଶୀ? ପାଟିରୁ ତ ଖାଲି ମହମହ ବାସନା ବାହାରୁଛି...ନାଳଛେପରେ ରାସ୍ତାରେ ଗାଧୋଇଲେଣି ପୁଲିସ ବାବୁ...ଜଣାପଡ଼ୁଛି ଚାକିରୀରେ ପ୍ରବଳ ପ୍ରେସରରେ ନାରଣ
ଏବେ ବେଳ କାଳ ଠିକ୍ ନାହିଁ। ହେଲେ ସୁର ଭାଇଙ୍କ ମୁହଁରେ ଏ କି କଥା। କହୁଛନ୍ତି, ରେଡି ତ... ମାଡି ଚାଲ... ସବୁ ଖୋଲି ଦିଅ... ବିୟୁଟି ଫୁଲ୍...
ଆପଣ ଖୁସିରେ ଥାଆନ୍ତୁ କି ଦୁଃଖରେ, ହସିବା କେବେ ହେଲେ ଛାଡନ୍ତୁ ନାହିଁ। କାରଣ ହସରେ ରହିଛି ଭରପୂର ଭିଟାମିନ୍ A B C D...
ସାଙ୍ଗିଆ ସିନା ବଙ୍ଗାଳୀ, ହେଲେ ମନ ଖାଣ୍ଟି ଓଡ଼ିଆ। ୫ ବର୍ଷରୁ ୬୫ ବର୍ଷ ଯାଏଁ ସେ କରିଛନ୍ତି ଅଭିନୟ। କେବେ ହସେଇଛନ୍ତି, କେବେ ନାଚର ତାଳେ ତାଳେ ଝୁମେଇଛନ୍ତି। ଏବେ ଜାଣନ୍ତୁ କିଏ ସେ ?