ଭୋଟ୍ ବେଳେ ମହାଗଡ଼ବଡ଼। ସମସ୍ତଙ୍କ ପାଇଁ କେବଳ ଜଣିଏ ଦେଇଦେଲେ ଭୋଟ୍...ଯିଏ ଗଲା ୟାଙ୍କ ହାତକୁ ବାଲାଟ୍ ପେପର ଦେଇଦେଲା...ତା’ପରେ ଦେଖୁନୁ କଣ ହେଉଛିରେ ନାରଣ...
କଳିଙ୍ଗରେ ଖେଳିବେ ନବୀନ ବାବୁ। ସାଙ୍ଗରେ ପୁଣି ଅଛନ୍ତି ମୁଖ୍ୟ କୋଚ୍...କଳା ପ୍ୟାଣ୍ଟ ସାଙ୍ଗକୁ ଧଳା ସାର୍ଟ ଦେଖିଲେ କିଏ କହିବ ମୁଖିଆଙ୍କୁ ୭୫ ଛୁଇଁଲାଣି ବୋଲି? ଜାଗା ମୁଣ୍ଡରେ ଶହେ ଶହେରେ ହେଲା ଖେଳ…
ଭାଇଲୋ…ଏ ଭାଇ। ଦେଶୀ ନା ବିଦେଶୀ? ନେତାଏ ପେଟେ ପିଇବାକୁ ଦେଇଛନ୍ତି , ଆଉ ଭାଇ ବି ଜମା ଫୁରସତ ଦେଇନାହାନ୍ତି। ଏ ବ୍ୟାଗ ଭିତରେ କଣ ଅଛି କିରେ ନାରଣ? କୁକୁଡ଼ା ବୋଧହୁଏ ପଶିଛି...
ଏତେ ବଡ଼ ଭୋଟ୍ ଗଲା। ଆମକୁ ତ ଟଙ୍କା କିଏ ଦେଲେନି...ଭତ୍ତା, ଜୋତା, ଛତା ଗଲା କୁଆଡ଼େ? ଏ ଦଳରୁ ଟଙ୍କା ଖାଇ ସେ ଦଳରେ ଭୋଟ୍ କିଏ ଦେଲା କିରେ ନାରଣ?
News Fuse 25th February 2022| If you don\'t vote for me, I will eat pesticides OdishaTV is Odisha\'s no 1 News Channel. OTV being the first private satellite
ସେ କଟକର ବିଧାୟକ ଥିଲେ। ଏବେ ପୁଅକୁ ବିଧାୟକ କରି ମୁହାଁଇଛନ୍ତି କେନ୍ଦ୍ରାପଡା ଆଡେ। ଭୋଟ ବେଳେ ଗାଁକୁ ଯାଇ ଦେଉଛନ୍ତି ଭୋଜି...
News Fuse 23rd February 2022| Give me back my bike OdishaTV is Odisha\'s no 1 News Channel. OTV being the first private satellite TV channel in Odisha
ପୁଲଓ୍ୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧା ସୁମନ ଦେଲା ବିଜେଡି। ଦେଶ ମାତୃକାର ସେବା କରିଥିବା ପ୍ରସନ୍ନ ସାହୁଙ୍କ ନାଁ ନେବା ବଦଳରେ ଦଳୀୟ କର୍ମୀ କହିଲେ ବିଜେଡି ଜିନ୍ଦାବାଦ୍…
ଭାଷଣ ଦେଲେନି ଏ ପ୍ରାର୍ଥୀ ଜଣକ। ପଂଚାୟତରେ ବୁଲି ବୁଲି ଗାଇଲେ ଗୀତ। ତାଳି ମାଡ ବି ହେଲା। ଭୋଟର ଖୁସି ହେବା ପରେ ଏମିତି ମାଗିଲେ ଭୋଟ...
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଇଲୋ ବୋଉ... ହଇରେ ନାରଣ, ଆମ ପ୍ରମିଳା ଅପା ତ କଥା କହି ଜାଣି ନାହାନ୍ତି। ନିଜ ଦଳ ପାଇଁ ଭୋଟ୍ ମାଗିଲେ ତ ମାଗିଲେ, ହେଲେ ଏଇ ମାଛ ଦଳ କିଏ କିରେ? ଶଙ୍ଖ ଭିତରେ କଣ ମାଛ ପଶିକି ଅଛି?
ଭଉଣୀ ପ୍ରେମ କଲା ବୋଲି...ରାସ୍ତା ଉପର, ବିଚ୍ ବଜାରରେ ଭଉଣୀ ଓ ପ୍ରେମିକଙ୍କୁ ମୁଥା ମାରିଲା ଭାଇ। ସ୍ଥାନକାଳ ପାତ୍ର କିଛି ଦେଖିଲାନି, ଭିଡ଼ିଓ ହେଉଛି ଭାଇରାଲ…
ବୟସ ଦେଖେନି ପ୍ରେମ। ବୁଢା ବୟସରେ ବି କମିନି ପ୍ରେମ... ବୁଢୀ ମାଉସୀକୁ ନଦେଖି କହିଲେ ସେ କୁଆଡ଼େ ଗଲା? ତା’କୁ କାହିଁକି ଆଣିଲନି... ମୁଁ ରାତିରେ ଏକା କେମିତି ରହିବି? ଦେଖନ୍ତୁ, ଆଉ କ’ଣ କହୁଛନ୍ତି ମଉସା...
News Fuse 16th February 2022| ଫେରିବାଲା ବିଧାୟକ ! OdishaTV is Odisha\'s no 1 News Channel. OTV being the first private satellite
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ରାତି ଅଧିଆ ଗାଁରେ ପଶିଥିଲେ ନେତା। ଅନ୍ଧାରିଆ ଦେଖି ମାଡ଼ି ବସିଲେ ଜନତା...ମାରିଦେଲୁରେ ନାରଣ...ଦେଖୁନାହାନ୍ତି ତା’ପରେ ହେଲା କଣ?
ଗେଟ୍ରେ ତାଲା ଦେଇ ଭିତରେ ଘୁଙ୍ଗୁଡ଼ି ମାରୁଛନ୍ତି ଦିଦି। କ୍ୟାମେରା ଲାଇଟ୍ ପଡ଼ିଲାରୁ ଉଠିଲେ...ରାଗ ତମ ତମ ହୋଇ ମୁଁ ୧୩ ଟା ନାଇଟ୍ କଲିଣି...ଏବେ ରେଷ୍ଟ ନେଉଛି ବୋଲି କହି ଚିଡ଼ି ଗଲେରେ ନାରଣ...ମିଡ଼ିଆ ଲାଇଟ୍ ଦେଖେଇକି କହୁଛ ନିଅ ଛୁଟି...
ନିର୍ବାଚନ ପାଇଁ ବାଡ଼ି ପଟ କାଦୁଅ ନାଳ ପାର ହୋଇ ଉଭା ହେଲେ ନେତା। ହେଲେ ଭୋଟର କହୁଛନ୍ତି ମୋ ହାତରେ କାଦୁଅ ଲାଗିଛି, ତୁମ ପୁସିଂ କାର୍ଡ଼ ନେବିନି...ମାରିଦେଲୁରେ ନାରଣ, ଏ ତ କାର୍ଡ ନେଉନାହାନ୍ତି ଭୋଟ ଦେବେ ତ?
ଇଲୋ ହେଇଲୋ...ମେଢ କଣ ବାଇକ୍ରେ ଆଇଲାଣି? ଓଃ. ମଉସାଙ୍କର ପା’ ଖୋଲା ଦେହ ଚିହ୍ନ...ପୂରା ବିନଦାସ୍....କିଛି ନେବାର ନାହିଁ କି କିଛି ଦେବାର ନାହିଁ
ଭୋଟ ଦେବ କୋଉଠି ଜିଅନ୍ତା ମାଛ ଚିହ୍ନ ଯୋଉଠି। ମୋ ବୋଉଲୋ...ଏ ନାନି କଣ ଜିଅନ୍ତା ମାଛ ଧରି ଘରକୁ ଘର ବୁଲୁଛନ୍ତି, ନାରଣରେ ସେ ମାଛ ଖାଇବାକୁ ଦେବେନିରେ ମାଛ ଚିହ୍ନକୁ ଭୋଟ ଦେବା ପାଇଁ କହୁଛନ୍ତି...ଦେଖନ୍ତୁ ଏହି ଭିଡ଼ିଓ
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ନିର୍ବାଚନ ଆସିଲେ ଆରମ୍ଭ ହୋଇଯାଏ ଅଭିନୟ ପର୍ବ। କିଏ ତଳେ ବସି ପଖାଳ ଖାଇ ଦିଏ ତ ଆଉ କିଏ ହାତ ଯୋଡି କରେ ଗୁହାରି। ଆଉ ଏଠି...
ଏଇଟା ଆହାର କେନ୍ଦ୍ର ନା ଆଉ କଣ? ମଣିଷ ଯେଉଁଠି ଖାଉଛନ୍ତି ସେଇଠି ଯାଇ ହମା ହମା କରି ଖାଉଛି ଗାଇ...ନାରଣରେ ଏଇଟା ନୂଆ ଯୋଜନା, ତୁ ଜାଣିନୁ ବୋଧହୁଏ...
କହୁ କହୁ କହିଲେ, ମୋତେ ଏତେ ମାତ୍ରାରେ ଭୋଟ୍ ଦିଅ ଯେମିତି ମୁଁ ହାରିବି।
ଭୋଟ ମାଗିବାକୁ ଯାଇଥିଲେ ନେତା...ତାଙ୍କ ବେକରେ ଏମିତି ଗେଣ୍ଡୁମାଳ ଲୋକେ ଦେଲେ ଯେ, ତରତର ହୋଇ ମାଳ କାଢି ପକାଇଲେ ନେତା...ନାରଣରେ ଏଇନୁ ମାରିଦେଇଥାଆନ୍ତେ....