• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: News Fuse

News Fuse
୩୦୦ ନିଅ...ଏଇ ଚିହ୍ନରେ ଦେବ...ହେଲେ ସ୍ୱାମୀଙ୍କୁ କହିବନି....

୩୦୦ ନିଅ...ଏଇ ଚିହ୍ନରେ ଦେବ। ହେଲେ ସ୍ୱାମୀଙ୍କୁ ଜମା କହିବନି...ନାରଣ ତୁ ମାରିଦେବୁ। ସମ୍ପର୍କ ଯୋଡ଼ିବାକୁ ଆସିଛୁ ନା ଭାଙ୍ଗିବାକୁ? ତୁମେ ପା ଯାହାକୁ କହିଗଲ ସ୍ୱାମୀଙ୍କୁ କ’ଣ ସେ ପା’ ୧୨ ଖଣ୍ଡ ଗାଁକୁ ଜଣାଇ ଦେବେ। ଆଉ...

News Fuse
ବିଜେଡି ପ୍ରାର୍ଥିନୀ କହିଲେ ମୋର ଚିହ୍ନ ପଦ୍ମ

ଜଣେ ବିଜେଡିର କର୍ପୋରେଟର୍ ପ୍ରାର୍ଥିନୀ କହିଲେ ମୋର ଚିହ୍ନ ପଦ୍ମ। ମୋତେ ପଦ୍ମ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜୟଯୁକ୍ତ କରାନ୍ତୁ। ସଭାରେ ପାଖରେ ବସିଛନ୍ତି ବିଜେଡି ବିଧାୟକ ସୁଶାନ୍ତ ରାଉତ।

Special Holi Drinks
ମଉସା ଢକଲମ୍ କରିଦେଇଛନ୍ତି

ହଇରେ ନାରଣ, ତୁ କ’ଣ ସିରପ୍ ଟିକେ ପକେଇ ଦେଇଛୁ କି? କ’ଣ ପାଦ ଟଳମଳ ତୋର? ଏ ବୟସରେ ନାଲିପାଣ? ତୁ ଚୱନପ୍ରାସ ଖାଇବା କଥା

Watch Dance In Drain - OTV News Fuse
ରଙ୍ଗ ରଙ୍ଗୋଲି ହୋଲି, ନାଲି ପାଣି ଟାଙ୍କେ ମାରି, ନାଳ ନର୍ଦ୍ଦମାରେ ଯାଉଛି ଗଡ଼ି

ହୋଲି ଖେଳ ହେଉଛି ମାନେ ଟିକେ ସୁରାପାନ ନହେଲେ କଣ ହେବ। ଆଉ ସୁରାପାନ ପରେ କିଏ ଚାଲୁଚାଲୁ ଗଳି ପଡ଼ୁଛି ତ କିଏ ତଳେ ମାରୁଛି ଦିଗଡା। ନିଶାରେ ପୁରା ଚୁର୍ ହୋଇ ନାଳରେ ପଡ଼ି ନଙ୍ଘା ଗଡୁଛି।

CM Naveen\'s Pakahala Love - OTV News Fuse
ପଖାଳ ଦିବସରେ ପଖାଳ ଖିଆ... ମାଛରେ ହାତ ବାଜିଲା, ତୋରାଣୀରେ ବାଜିଲାନି

ଓଡ଼ିଆ ହୋଇଥିଲେ ନିଶ୍ଚୟ ପଖାଳ ଖାଇଥିବେ। ପଖାଳ ଖାଇଲେ ତୋରାଣୀରେ ହାତ ବାଜିବ। ହେଲେ ଏଠି ଏମିତି ପଖାଳ ଖିଆ ହେଲା ଯେ, ତୋରାଣୀରେ ଟିକେ ବି ହାତ ବାଜିଲାନି...

News Fuse- Sura Routray\'s Holi Celebration #Watch
ହୋଲି...ଚିକିଣି ଗାଡ଼ି ଆଣିବି କାହିଁକି? ତୁମେ ମାନେ ଆଉ ରଖିବ ତ?

ହୋଲି...ଆଜି ମୋ ଚିକିଣି ଗାଡ଼ି ନେଇ ଆସିଲେ ତୁମେ ରଖିବ ତ? ପୂରା ଧଳା ଗାଡ଼ିକୁ ନାଲି କରିଦେବ...ମୋର ଏସନ ଏଇ ଗାଡ଼ି ଚଢିବି। ତୁମେ ମାନେ ଯେତେ ହୋଲି ମାରିଲେ ବି ଫରକ ପଡ଼ିବନି...ଦେଖନ୍ତୁ ସୁର ଭାଇଙ୍କ ନୂଆ ଗାଡ଼ି

News Fuse | Capital City’s ‘Smart’ Ox Knows Whose Poster To Eat
ଇଏ ବିଜେଡ଼ି ଷଣ୍ଢ, ସିଏ ବି ଜାଣିଛି ଏ ଦଳକୁ ଛାଡ଼ି ସବୁ ଭୋକିଲା...ଆଉ ଏ ଛେଳି ତ...

ମୁଁ ବିଜେଡ଼ି ଛେଳି, ତୁମ ବାଡ଼ି ପଶି। ନାରଣରେ...ମାରିଦେଲୁ...ବୁଝି ପାରୁନି କି? ଯିଏ ୟାଙ୍କୁ ଭୋଟ୍‌ ଦେବ ସିଏ ମତେ ଖାଇବ। ଜାଗା ମୁଣ୍ଡରେ ଖେଳ

News Fuse
କି ନାଚରେ ନାରଣ !! ପଡ଼ୋଶୀ ରାଇଜେ ପଦ୍ମ ଫୁଟିଲା ବୋଲି ଏମିତି ନାଚିବ

କି ନାଚରେ ନାରଣ !! ପଡ଼ୋଶୀ ରାଇଜେ ପଦ୍ମ ଫୁଟିଲା ବୋଲି ଏମିତି ନାଚିବ...ପୂରା ନାଗିନ୍‌ ଡ୍ୟାନ୍ସରେ କମ୍ପିଲା ସହର..ସାର୍‌ ଆମର ପୂରା ଟ୍ରେଣ୍ଡ...ଖାଲି ତ କମନ୍‌ ବେବି ରଙ୍ଗବତୀ

News Fuse special episode
ପଡ଼ୋଶୀରେ ପଦ୍ମ ଫୁଟିଲା, ଆମ ରାଇଜ ପଦ୍ମ ଅଫିସ୍‌ରେ ନାଗିନ୍‌ ଡ୍ୟାନ୍ସରେ ଜବରଦସ୍ତ ଅଂଟା ହଟିଲା

କି ନାଚରେ ନାରଣ !! ପଡ଼ୋଶୀ ରାଇଜେ ପଦ୍ମ ଫୁଟିଲା ବୋଲି ଏମିତି ନାଚିବ । ପୂରା ନାଗିନ୍‌ ଡ୍ୟାନ୍ସରେ କମ୍ପିଲା ସହର । ସାର୍‌ ଆମର ପୂରା ଟ୍ରେଣ୍ଡ । ଖାଲି ତ କମନ୍‌ ବେବି ରଙ୍ଗବତୀ

News Fuse । BJD Worker Angry After Not getting Counsellor Seat
ରଡ଼ ନିଆଁକୁ କି ଭରସା? ମୁହଁକୁ ପିଙ୍ଗିଲେ ରିଜାଇନ୍‌ ଲେଟର୍‌

କାଉନସିଲର ହେବାକୁ ଇଚ୍ଛା କରିଥିଲେ ମ୍ୟାଡମ୍‌। ଟିକେଟ୍‌ ମିଳିଲା ନାହିଁ ବୋଲି ରାଗିକି ପଂଚମ ହେଲେ ମୁହଁ ଉପରକୁ ଫିଙ୍ଗିଦେଲେ ରିଜାଇନ୍‌ ଲେଟର୍‌, ନାରଣ ଇଏ କେଉଁ ଦଳର କିରେ?

News Fuse। Congress’ BMC Candidate Madhusmita Acharya Begins Election Campaign
ମୁଁ ମେୟର ହେଲେ, ସକାଳୁ ଉଠିଲା ବେଳର ସମସ୍ୟାଟା ସୁଧାରିବି...

ମୁଁ ମେୟର ହେଲେ ସକାଳୁ ଉଠିଲେ ଯେଉଁ ସମସ୍ୟାଟା ହୁଏ ସେଇଟାକୁ ଆଗେ ଠିକ୍‌ କରିବି। ହେଲେ ସକାଳୁ ଆମର ଯାହା ହୁଏ ଇଏ କେମିତି ଜାଣିଲେ? ମେୟର ହେବା ପୂର୍ବରୁ ମ୍ୟାଡମ୍‌ ବୋଧହୁଏ ଥିଲେ ଡାକ୍ତର...ନା କଣ କହୁଛୁ ନାରଣ?

News Fuse ॥ Violent Protest At Bhawanipatna BJP Office After Denial Of Ticket To A Candidate
ୟୁକ୍ରେନରୁ ଆଇଲା କି ଗୋଲାପୀ ଗ୍ୟାଙ୍ଗ୍‌? ଇଏ କଣ ଏମିତି ଉତ୍ପାତ ହେଉଛନ୍ତି?

ଲୋ ପଳାଲୋ...ମାଡ଼ ଗୋଟିଏ ଚାରଣା କରିଦେବେ ଏମାନେ....ମାତିଛନ୍ତି ଗୁଲାପୀ ଗ୍ୟାଙ୍ଗରେ ନାରଣ। ବଂଚିବୁ ଯଦି ଏରିଆ ଛାଡିଦେ, ନହେଲେ...

News Fuse । Congress Announces Madhusmita Acharya As Mayor Candidate For BMC
ଆଗେ ଆଶୀର୍ବାଦ ଦିଅ, ଆମେ ପୂରା ରେଡ୍ଡି...

ତମେ ଖାଲି ଆଶୀର୍ବାଦ ଦିଅ, ଆମେ ପୂରା ରେଡ୍ଡି, ଖାଲି ସିଗ୍ନାଲ ମିଳିବା ପରେ ଖୋବାଳି ଦେବୁ...ଟଙ୍କା ଟଙ୍କା ଖାଲି ହୁଅନି, କାମ କଲେ ସିନା ଭୋଟ୍‌ ପାଇବରେ ନାରଣ...

Inebriated UP Police At Liquor Shop - News Fuse
ନା...ଇଏ ଦେଶୀ, ଏ କ’ଣ ଆଜି ଆଉ ଚାର୍ଜ ହେବେ?

ଇଲୋ...ୟାଙ୍କୁ କଣ ଋଷିଆ ଗୁଳି ମାରିଦେଲା କି? ଇଏ କଣ ଏମିତି ରାସ୍ତା ଉପରେ ପଡ଼ିଛନ୍ତି। ଏଇଟା ବିଦେଶୀର କମାଲ ନୁହେଁ ବରଂ ବାସୁଛି ଦେଶୀ ଦେଶୀ

News Fuse 7th March 2022| pigeon rescue| ବାବୁଲା ର ବେପାର ମାନ୍ଦା
News Fuse 7th March 2022| pigeon rescue| ବାବୁଲା ର ବେପାର ମାନ୍ଦା

News Fuse 7th March 2022| pigeon rescue| ବାବୁଲା ର ବେପାର ମାନ୍ଦା OdishaTV is Odisha\'s no 1 News Channel. OTV being

Duplicate Liquor Sale
ଇଲୋ ଏଇଟା କି ତେଲ କିରେ ନାରଣ? ଖାଲି ଟିକିଏ ଠିପି ଖୋଲିଦେଲେ...

ହଇରେ ନାରଣ, ଏଇଟା କି ତେଲ କିରେ? କଣ ଏଇଠି ଖାଲି ସବୁ ତକ ଏକାଠି ହୋଇ ରହିଛି...ଖାଲି ତ ଠିପି ଖୋଲିଦେଲେ...

News Fuse | Meet A Die Hard Fan Of BJP
ମୁଁ ଜୟନ୍ତ ଭାଇଙ୍କ ଫ୍ୟାନ୍, ସରକାରଙ୍କୁ ଦେଖେଇବାକୁ ବୁଲୁଚି

ଆଗ ପଛ, ଉପର ତଳ ସବୁଆଡେ ଖାଲି ଗେରୁଆ ପତାକା। ଆଗରୁ କିନ୍ତୁ ମୁଁ ଗ୍ରୀନ ଥିଲି। ଏବେ ଗେରୁଆ ହୋଇଛି କେବଳ ଏଇଥି ପାଇଁରେ ନାରଣ ।

News Fuse- Inebriated Youth Rolls On Field To Celebrate Victory Of Candidate
ଜିତିବା ଖୁସି କଲା ପାଗଳ... ଖାଲି ଗେଲ୍ହୁ ତୁ ଚିପୁଡ଼ି ଦେଲୁ ଦିଲ୍‌ଟା

ସରପଂଚ ଜିତିଲା ବୋଲି...ବୋତଲ ଭାଙ୍ଗିବି ତୋ ଦୁଆରେଠୁ ଗେଲ୍ହୁ ତ ଚିପୁଡ଼ି ଦେଲୁ, ସବୁ ଗୀତରେ ଭାଇ ଆମର ଏମିତି ନାଚିଲେ ଯେ, ପୂରା ପଡ଼ିଆକୁ ହଳ କରିଦେଲେ...ଦେଖୁନୁରେ ନାରଣ କେମିତି ଗୋଡ଼କୁ ଉପରକୁ ଟେକି ନାଚୁଛନ୍ତି...

News Fuse | Video Of Distribution Of Cash To Woo Voters Surfaces
କି ନାଚଲୋ ! ଖାଲି ଅଂଟା ହଲୁଛି, ଧୂଳି ଉଡ଼ୁଛି...କିନ୍ତୁ କାରଣ କ’ଣ?

ଲୋ ବୋଉଲୋ...କି ନାଚଲୋ...ଖାଲି ଅଣ୍ଟା ଦୋହଲୁଛି। ଇଏ କଣ ନିର୍ବାଚଳ ଫଳର ନାଚ ନାଁ ଆଉ କିଛି କିରେ ନାରଣ? ହେ...ସେଗୁଡ଼ା ତୁ ବୁଝି କଣ କରିବୁ? ଦେଖ୍‌ ଦେଖ୍‌ ନାଚ ଦେଖ୍‌...

Poll Rigging In Odisha - OTV News Fuse
‌ଇଏ ଭୋଟ୍‌ ନା ଆଉ କିଛି? ସମସ୍ତଙ୍କ ପାଇଁ କେବଳ ଜଣେ ଦେଉଛନ୍ତି ଭୋଟ୍‌

ଭୋଟ୍‌ ବେଳେ ମହାଗଡ଼ବଡ଼। ସମସ୍ତଙ୍କ ପାଇଁ କେବଳ ଜଣିଏ ଦେଇଦେଲେ ଭୋଟ୍‌...ଯିଏ ଗଲା ୟାଙ୍କ ହାତକୁ ବାଲାଟ୍‌ ପେପର ଦେଇଦେଲା...ତା’ପରେ ଦେଖୁନୁ କଣ ହେଉଛିରେ ନାରଣ...

News Fuse- Odisha CM Naveen Patnaik ‘Sporty Spirit’ At Kalinga Stadium
କଳିଙ୍ଗରେ ଖେଳିବେ ନବୀନ? କଳା ପ୍ୟାଣ୍ଟକୁ ଧଳା ସାର୍ଟ... କିଏ କହିବ ୭୫ ଛୁଇଁଲାଣି ବୋଲି?

କଳିଙ୍ଗରେ ଖେଳିବେ ନବୀନ ବାବୁ। ସାଙ୍ଗରେ ପୁଣି ଅଛନ୍ତି ମୁଖ୍ୟ କୋଚ୍‌...କଳା ପ୍ୟାଣ୍ଟ ସାଙ୍ଗକୁ ଧଳା ସାର୍ଟ ଦେଖିଲେ କିଏ କହିବ ମୁଖିଆଙ୍କୁ ୭୫ ଛୁଇଁଲାଣି ବୋଲି? ଜାଗା ମୁଣ୍ଡରେ ଶହେ ଶହେରେ ହେଲା ଖେଳ…

News Fuse- Watch Voters In Inebriated Condition
ଭୋଟ୍ ବେଳେ ନେତା ଦେଲେ ନାଲିପାଣି, ରାସ୍ତା ଉପରେ ପେଟେଇଲେ ଭାଇ

ଭାଇଲୋ…ଏ ଭାଇ। ଦେଶୀ ନା ବିଦେଶୀ? ନେତାଏ ପେଟେ ପିଇବାକୁ ଦେଇଛନ୍ତି , ଆଉ ଭାଇ ବି ଜମା ଫୁରସତ ଦେଇନାହାନ୍ତି। ଏ ବ୍ୟାଗ ଭିତରେ କଣ ଅଛି କିରେ ନାରଣ? କୁକୁଡ଼ା ବୋଧହୁଏ ପଶିଛି...

News Fuse- Odisha Panchayat Polls । Know What Voters Say
ଏତେ ବଡ଼ ଭୋଟ୍‌ ହେଲା....କିନ୍ତୁ କେହି ଟଙ୍କାଟିଏ ବି ଦେଲେନି...ଯିଏ ଜିତିଲେ ଆମର କ’ଣ ଗଲା ସେଇଠୁ?

ଏତେ ବଡ଼ ଭୋଟ୍‌ ଗଲା। ଆମକୁ ତ ଟଙ୍କା କିଏ ଦେଲେନି...ଭତ୍ତା, ଜୋତା, ଛତା ଗଲା କୁଆଡ଼େ? ଏ ଦଳରୁ ଟଙ୍କା ଖାଇ ସେ ଦଳରେ ଭୋଟ୍‌ କିଏ ଦେଲା କିରେ ନାରଣ?

News Fuse 25th February 2022| If you don\'t vote for me, I will eat pesticides
News Fuse 25th February 2022| If you don\'t vote for me, I will eat pesticides

News Fuse 25th February 2022| If you don\'t vote for me, I will eat pesticides OdishaTV is Odisha\'s no 1 News Channel. OTV being the first private satellite

News Fuse । Election Brings Feast For Voters
ଭୋଟ ସିଜନ୍ ଆସିଲେ ଗାଁ କଥା ମନେପଡେ, ଭୋଜି ଦିଅନ୍ତି ନେତା

ସେ କଟକର ବିଧାୟକ ଥିଲେ। ଏବେ ପୁଅକୁ ବିଧାୟକ କରି ମୁହାଁଇଛନ୍ତି କେନ୍ଦ୍ରାପଡା ଆଡେ। ଭୋଟ ବେଳେ ଗାଁକୁ ଯାଇ ଦେଉଛନ୍ତି ଭୋଜି...