ପ୍ଲିଜ୍ ପ୍ଲିଜ୍ ମତେ ଜମା ପଚାରନା। ମୋ ପାଟି ଥରିବ...ଏମିତିରେ ବି ଏ ୱାର୍ଡରେ ମୋ ଘର ନୁହେଁ । ମାରିଦେଲୁରେ ନାରଣ। ଆମେ କଣ ୱାର୍ଡ ୱାରି ପଚାରୁଛୁ ? ଆମେ ପଚାରୁଛୁ ଉତ୍କଳ ଦିବସ ପାଳନ ହୁଏ କାହିଁକି ? ଆଉ ତୁମେ ଏମିତି ଛାଟିପିଟି କାହିଁକି ହେଉଛ?
ହେଇଲୋ !! ଏମାନେ କଣ ଜାଣିନାହାନ୍ତି ନବୀନ ନିବାସକୁ ଫୁଲ ଆଲାଓ ନାହିଁ। କି ଫୁଲରେ ବାବା...ରଜନୀ ଗନ୍ଧା, ଗୋଲାପ...ହେଲେ କଣ ହେବ? ମୁଖିଆ ତ ନେଲେନି...ଏବେ ଏ ଫୁଲର କଣ ହେବ କିରେ ନାରଣ?
ମୋ ବୋଉଲୋ !! ଇଏ କି ନାଚ? ଓଡ଼ିଶୀ ନା ସମ୍ବଲପୁର? କିଛି ତ ଜଣାପଡ଼ୁନି..ଦେଉନାହାନ୍ତି ଇଏ କେମିତି ମୋଡ଼ି ବଙ୍କେଇ ହୋଇ ନାଚୁଛନ୍ତି ମାଡାମ୍
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ବେକରେ ମନ୍ଦାର ମାଳ ଦେଲେ ଜନତା, ପକେଟ୍ରୁ ଗାନ୍ଧିମୁଣ୍ଡ ବଢାଇ ଦେଲେ ନେତା। ନେତାଙ୍କ ବେକରେ ମନ୍ଦାର ମାଳ ଦେଲେ ଜନତା।
ଅଧ ରାତିରେ ଖେଳ ହେଲା। ଗାଡ଼ି ଧରି ଆସିଲେ, ହାତରେ ଢକଲମ୍ ଦେଇ ଗଲେ। ମଉସା ଆମର ଦେଖୁନ କେମିତି ପାଦୁକା ପାଇବା ପରିକା ହାତରେ ନେଇ ଲୁଚାଇ ଦେଲେ। ନାରଣ ଆମେ ପା’ ଦେଖିସାରିଲୁଣି, ଆଉ ଲୁଚାଇ ଲାଭ କ’ଣ? ଭିଡ଼ିଓ କଲେ ବୋଲି ବହେ ଶୁଣିଲେ...
୩୦୦ ନିଅ...ଏଇ ଚିହ୍ନରେ ଦେବ। ହେଲେ ସ୍ୱାମୀଙ୍କୁ ଜମା କହିବନି...ନାରଣ ତୁ ମାରିଦେବୁ। ସମ୍ପର୍କ ଯୋଡ଼ିବାକୁ ଆସିଛୁ ନା ଭାଙ୍ଗିବାକୁ? ତୁମେ ପା ଯାହାକୁ କହିଗଲ ସ୍ୱାମୀଙ୍କୁ କ’ଣ ସେ ପା’ ୧୨ ଖଣ୍ଡ ଗାଁକୁ ଜଣାଇ ଦେବେ। ଆଉ...
ଜଣେ ବିଜେଡିର କର୍ପୋରେଟର୍ ପ୍ରାର୍ଥିନୀ କହିଲେ ମୋର ଚିହ୍ନ ପଦ୍ମ। ମୋତେ ପଦ୍ମ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜୟଯୁକ୍ତ କରାନ୍ତୁ। ସଭାରେ ପାଖରେ ବସିଛନ୍ତି ବିଜେଡି ବିଧାୟକ ସୁଶାନ୍ତ ରାଉତ।
ହଇରେ ନାରଣ, ତୁ କ’ଣ ସିରପ୍ ଟିକେ ପକେଇ ଦେଇଛୁ କି? କ’ଣ ପାଦ ଟଳମଳ ତୋର? ଏ ବୟସରେ ନାଲିପାଣ? ତୁ ଚୱନପ୍ରାସ ଖାଇବା କଥା
ହୋଲି ଖେଳ ହେଉଛି ମାନେ ଟିକେ ସୁରାପାନ ନହେଲେ କଣ ହେବ। ଆଉ ସୁରାପାନ ପରେ କିଏ ଚାଲୁଚାଲୁ ଗଳି ପଡ଼ୁଛି ତ କିଏ ତଳେ ମାରୁଛି ଦିଗଡା। ନିଶାରେ ପୁରା ଚୁର୍ ହୋଇ ନାଳରେ ପଡ଼ି ନଙ୍ଘା ଗଡୁଛି।
ଓଡ଼ିଆ ହୋଇଥିଲେ ନିଶ୍ଚୟ ପଖାଳ ଖାଇଥିବେ। ପଖାଳ ଖାଇଲେ ତୋରାଣୀରେ ହାତ ବାଜିବ। ହେଲେ ଏଠି ଏମିତି ପଖାଳ ଖିଆ ହେଲା ଯେ, ତୋରାଣୀରେ ଟିକେ ବି ହାତ ବାଜିଲାନି...
ହୋଲି...ଆଜି ମୋ ଚିକିଣି ଗାଡ଼ି ନେଇ ଆସିଲେ ତୁମେ ରଖିବ ତ? ପୂରା ଧଳା ଗାଡ଼ିକୁ ନାଲି କରିଦେବ...ମୋର ଏସନ ଏଇ ଗାଡ଼ି ଚଢିବି। ତୁମେ ମାନେ ଯେତେ ହୋଲି ମାରିଲେ ବି ଫରକ ପଡ଼ିବନି...ଦେଖନ୍ତୁ ସୁର ଭାଇଙ୍କ ନୂଆ ଗାଡ଼ି
ମୁଁ ବିଜେଡ଼ି ଛେଳି, ତୁମ ବାଡ଼ି ପଶି। ନାରଣରେ...ମାରିଦେଲୁ...ବୁଝି ପାରୁନି କି? ଯିଏ ୟାଙ୍କୁ ଭୋଟ୍ ଦେବ ସିଏ ମତେ ଖାଇବ। ଜାଗା ମୁଣ୍ଡରେ ଖେଳ
କି ନାଚରେ ନାରଣ !! ପଡ଼ୋଶୀ ରାଇଜେ ପଦ୍ମ ଫୁଟିଲା ବୋଲି ଏମିତି ନାଚିବ...ପୂରା ନାଗିନ୍ ଡ୍ୟାନ୍ସରେ କମ୍ପିଲା ସହର..ସାର୍ ଆମର ପୂରା ଟ୍ରେଣ୍ଡ...ଖାଲି ତ କମନ୍ ବେବି ରଙ୍ଗବତୀ
କି ନାଚରେ ନାରଣ !! ପଡ଼ୋଶୀ ରାଇଜେ ପଦ୍ମ ଫୁଟିଲା ବୋଲି ଏମିତି ନାଚିବ । ପୂରା ନାଗିନ୍ ଡ୍ୟାନ୍ସରେ କମ୍ପିଲା ସହର । ସାର୍ ଆମର ପୂରା ଟ୍ରେଣ୍ଡ । ଖାଲି ତ କମନ୍ ବେବି ରଙ୍ଗବତୀ
କାଉନସିଲର ହେବାକୁ ଇଚ୍ଛା କରିଥିଲେ ମ୍ୟାଡମ୍। ଟିକେଟ୍ ମିଳିଲା ନାହିଁ ବୋଲି ରାଗିକି ପଂଚମ ହେଲେ ମୁହଁ ଉପରକୁ ଫିଙ୍ଗିଦେଲେ ରିଜାଇନ୍ ଲେଟର୍, ନାରଣ ଇଏ କେଉଁ ଦଳର କିରେ?
ମୁଁ ମେୟର ହେଲେ ସକାଳୁ ଉଠିଲେ ଯେଉଁ ସମସ୍ୟାଟା ହୁଏ ସେଇଟାକୁ ଆଗେ ଠିକ୍ କରିବି। ହେଲେ ସକାଳୁ ଆମର ଯାହା ହୁଏ ଇଏ କେମିତି ଜାଣିଲେ? ମେୟର ହେବା ପୂର୍ବରୁ ମ୍ୟାଡମ୍ ବୋଧହୁଏ ଥିଲେ ଡାକ୍ତର...ନା କଣ କହୁଛୁ ନାରଣ?
ଲୋ ପଳାଲୋ...ମାଡ଼ ଗୋଟିଏ ଚାରଣା କରିଦେବେ ଏମାନେ....ମାତିଛନ୍ତି ଗୁଲାପୀ ଗ୍ୟାଙ୍ଗରେ ନାରଣ। ବଂଚିବୁ ଯଦି ଏରିଆ ଛାଡିଦେ, ନହେଲେ...
ତମେ ଖାଲି ଆଶୀର୍ବାଦ ଦିଅ, ଆମେ ପୂରା ରେଡ୍ଡି, ଖାଲି ସିଗ୍ନାଲ ମିଳିବା ପରେ ଖୋବାଳି ଦେବୁ...ଟଙ୍କା ଟଙ୍କା ଖାଲି ହୁଅନି, କାମ କଲେ ସିନା ଭୋଟ୍ ପାଇବରେ ନାରଣ...
ଇଲୋ...ୟାଙ୍କୁ କଣ ଋଷିଆ ଗୁଳି ମାରିଦେଲା କି? ଇଏ କଣ ଏମିତି ରାସ୍ତା ଉପରେ ପଡ଼ିଛନ୍ତି। ଏଇଟା ବିଦେଶୀର କମାଲ ନୁହେଁ ବରଂ ବାସୁଛି ଦେଶୀ ଦେଶୀ
News Fuse 7th March 2022| pigeon rescue| ବାବୁଲା ର ବେପାର ମାନ୍ଦା OdishaTV is Odisha\'s no 1 News Channel. OTV being
ହଇରେ ନାରଣ, ଏଇଟା କି ତେଲ କିରେ? କଣ ଏଇଠି ଖାଲି ସବୁ ତକ ଏକାଠି ହୋଇ ରହିଛି...ଖାଲି ତ ଠିପି ଖୋଲିଦେଲେ...
ଆଗ ପଛ, ଉପର ତଳ ସବୁଆଡେ ଖାଲି ଗେରୁଆ ପତାକା। ଆଗରୁ କିନ୍ତୁ ମୁଁ ଗ୍ରୀନ ଥିଲି। ଏବେ ଗେରୁଆ ହୋଇଛି କେବଳ ଏଇଥି ପାଇଁରେ ନାରଣ ।
ସରପଂଚ ଜିତିଲା ବୋଲି...ବୋତଲ ଭାଙ୍ଗିବି ତୋ ଦୁଆରେଠୁ ଗେଲ୍ହୁ ତ ଚିପୁଡ଼ି ଦେଲୁ, ସବୁ ଗୀତରେ ଭାଇ ଆମର ଏମିତି ନାଚିଲେ ଯେ, ପୂରା ପଡ଼ିଆକୁ ହଳ କରିଦେଲେ...ଦେଖୁନୁରେ ନାରଣ କେମିତି ଗୋଡ଼କୁ ଉପରକୁ ଟେକି ନାଚୁଛନ୍ତି...
ଲୋ ବୋଉଲୋ...କି ନାଚଲୋ...ଖାଲି ଅଣ୍ଟା ଦୋହଲୁଛି। ଇଏ କଣ ନିର୍ବାଚଳ ଫଳର ନାଚ ନାଁ ଆଉ କିଛି କିରେ ନାରଣ? ହେ...ସେଗୁଡ଼ା ତୁ ବୁଝି କଣ କରିବୁ? ଦେଖ୍ ଦେଖ୍ ନାଚ ଦେଖ୍...