ପରିଶ୍ରମ କରୁଥିବା ବ୍ୟକ୍ତି କୌଣସି ପରିସ୍ଥିତିରେ ବି ହାର୍ ମାନେନା ବୋଲି ପ୍ରମାଣିତ କରିଛନ୍ତି IAS ଅଞ୍ଜୁ ଶର୍ମା। ଦଶମ ଦ୍ୱାଦଶରେ ଫେଲ୍ ହୋଇବି ହାରିଯାଇ ନଥିଲେ ସେ। ପରିଶ୍ରମକୁ କରିଥିଲେ ଦୁଇଗୁଣ। ମାତ୍ର ୨୨ ବର୍ଷରେ ହୋଇଗଲେ IAS ଅଫିସର୍।
ବୃତ୍ତିଗତ ପରାମର୍ଶଦାତା ହେଉଛନ୍ତି ସେମାନେ ଯେଉଁମାନେ ଉଭୟ ନୂଆ ଏବଂ ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକ ପାଇଁ ଏକ ରୋଡ୍ ମାପ୍ ତିଆରି କରିବାରେ ସାହାଯ୍ୟ କରିଥାନ୍ତି। ତେବେ ଆସନ୍ତୁ ଭାରତର ସର୍ବଶ୍ରେଷ୍ଠ ୧୦ ଜଣ ବ୍ୟବସାୟୀଙ୍କ ବିଷୟରେ ଜାଣିବା ଯେଉଁମାନେ ଏକ ବ୍ୟବସାୟକୁ ସଠିକ ଦର୍ଶନ ଏବଂ ଦିଗ ଦେଇଛନ୍ତି।
ଦିବ୍ୟାଙ୍ଗ ହୋଇ ବି ସେ ସକ୍ଷମ, ସଚଳ ଗୋଟିଏ ଗୋଡ଼ରେ ବି ସେ ଅନ୍ୟ ସାଧାରଣ ମଣିଷଙ୍କ ଭଳି କର୍ମଠ ଓ ଚଳଚଞ୍ଚଳ ।
ଗରିବ ବାପାର ପୁଅ ଆଜି ଝାଳବୁହା ପରିଶ୍ରମର ମାନ ରଖିଛି ।
ଇତିହାସ କରିଛନ୍ତି ଆଦିବାସୀ ଝିଅ ଗୋପିକା ଗୋବିନ୍ଦ। କେରଳର ଏକ ଗରିବ ପରିବାରରେ ଜନ୍ମ ହୋଇ ବି ସେ ହୋଇପାରିଛନ୍ତି ଏୟାର ହୋଷ୍ଟେସ୍। ଏନେଇ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।
ବୃଦ୍ଧ ଦମ୍ପତିଙ୍କ ପ୍ରତିଭା ଅନ୍ୟମାନଙ୍କ ପାଇଁ ପ୍ରେରଣା ।
ଗରିବ ବାପାର ଝିଅ ଆଜି ବାପାଙ୍କର ଟେକ ରଖିଛି । ମନିସା ଟପ୍ପର ହେବା ପରେ ଘରେ ଖୁସିର ମାହୋଲ ।
ସାଇକେଲରେ ଘରକୁ ଘର ବୁଲୁଛି କୁନି ପୁଅ । ସନ୍ଧ୍ୟା ୬ଟାରୁ ରାତି୧୧ଟା ପର୍ଯ୍ୟନ୍ତ କରୁଛି ଫୁଡ୍ ଡେଲିଭରି ।
କୌଣସି ପରୀକ୍ଷାରେ ଫେଲ୍ ହୋଇଗଲେ ଅନେକ ଭାଙ୍ଗି ପଢନ୍ତି। କେହି କେହି ଆତ୍ମହତ୍ୟା ମଧ୍ୟ କରନ୍ତି। କିନ୍ତୁ ଜଣେ ବ୍ୟକ୍ତି ୧୩ ଫେଲ୍ ହେଲା ପରେ ବି ହାରି ନଥିଲେ ସାହସ। ତାଙ୍କ ପ୍ରୟାସ ତାଙ୍କୁ କରିଦେଲା IAS।
ପରୀକ୍ଷାରେ ଭଲ କରିବା ପାଇଁ ଘର ଲୋକେ ଅନେକ ପ୍ରକାର ଲୋଭ ଦେଖେଇ ଥା’ନ୍ତି। କିନ୍ତୁ ଜଣେ ଯୁବତୀଙ୍କୁ ପରିବାର ଲୋକ ବାହା କରେଇ ଦେବାକୁ କହିବାରୁ ସେ UPSC ପରୀକ୍ଷାରେ ସଫଳତା ପାଇଗଲେ।
ଏପଟେ ନିଜ ଗାଁର ପ୍ରଥମ ଛାତ୍ର ଭାବେ ମାଟ୍ରିକ୍ ପାସ୍ କଲେ କଳାହାଣ୍ଡି ଲାଂଜିଗଡ ଜାରେଙ୍ଗପଟାର ସନ୍ଦୀପ ମାଝୀ
ପରୀକ୍ଷା ଦିନ ହିଁ ଆଖି ବୁଜିଦେଲେ ମା। ପୁଅ କିନ୍ତୁ ହରେଇ ନଥିଲେ ଧୈର୍ଯ୍ୟ। ଛାତିରେ କୋହ ଆଉ ଆଖିରେ ଲୁହ ନେଇ ଦେଇଥିରେ ପରୀକ୍ଷା। ମିଳିଗଲା ସଫଳତା, କ୍ଲିୟର୍ ହେଲା JEE ମେନ୍।
ପୋଲିସ୍ ସାଜିଛନ୍ତି ଗୁରୁ। ବସ୍ତି ପିଲାଙ୍କୁ ନିଜ ଖର୍ଚ୍ଚରେ ଦେଉଛନ୍ତି ଶିକ୍ଷା। ସେ ଏବେ ସାଜିଛନ୍ତି ସେମାନେ ଭାଗ୍ୟ ବିଧାତା। ତାଙ୍କୁ ନେଇ ପିଲାମାନେ ଦେଖିଛନ୍ତି ନୂଆ ସ୍ୱପ୍ନ।
କୁକୁରମାନଙ୍କ ପାଇଁ ମଧ୍ୟ ସ୍ପେଶାଲ ହୋଇଗଲା ଏକ ରବିବାର। ଜଣେ ସେଲିବ୍ରେଟି ଏମିତି କରିଦେଲେ। ସେ ରାସ୍ତାକଡ କୁକୁରଙ୍କୁ ସ୍ୱତନ୍ତ୍ର ଖାଦ୍ୟ ବାଣ୍ଟି ସମସ୍ତଙ୍କ ପ୍ରଶଂସାକୁ ସାଉଁଟୁଛନ୍ତି।
ଏମିତି ଜଣେ ମହିଳା ଥିଲେ ଯିଏ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଜଡିତ ନଥିଲେ କି କୌଣସି ତାଲିମ ମଧ୍ୟ ନେଇ ନଥିଲେ। କିନ୍ତୁ ଯେତେବେଳେ ଦେଶବାସୀଙ୍କୁ ସୁରକ୍ଷା ଦେବାର ସୁଯୋଗ ଆସିଲା ସେତେବେଳେ ସେ ଆତଙ୍କବାଦୀଙ୍କ ସାମ୍ନାରେ ଠିଆ ହୋଇ ନିଜ ଜୀବନକୁ ବିପଦରେ ପକାଇ ୩୬୦ ଲକ୍ଷ ଜୀବନ ରକ୍ଷା କରିଥିଲେ।
ପୁଅ ପାଇଁ ଆଜି ଦିନ ମଜୁରିଆ ବାପାର ଛାତି କୁଣ୍ଢେମୋଟ ।
ରେକର୍ଡ କରିଛନ୍ତି ଭାରତୀୟ ଦମ୍ପତି। ପାଦରେ ସାରା ଭାରତ ବୁଲି ଫେରିଛନ୍ତି। କିପରି ଥିଲା ଭ୍ରମଣର କାହାଣୀ ଆସନ୍ତୁ ଜାଣିବା।
ଆଜି ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ପିଟି ଉଷା। ଖେଳ ଦୁନିଆ ପାଇଁ ତାଙ୍କର ଅବଦାନ ତାଙ୍କୁ ଆଜି ଏଠାରେ ପହଞ୍ଚାଇ ପାରିଛି। ତେବେ ଆସନ୍ତୁ ଜାଣିବା ତାଙ୍କ ପୂରା କାହାଣୀ।
ଦିନେ ସ୍ୱିଗୀରେ କରୁଥିଲେ ଡେଲିଭରୀ। ଆଜି ସପ୍ଟୱେୟାର୍ ଇଂଜିନିୟର। ଦିନେ ଗୋଟିଏ ଗୋଟିଏ ଟଙ୍କାର ରଖିବାକୁ ପଡୁଥିଲା ହିସାବ। ଆଜି ଟଙ୍କାର ଅଭାବ ନାହିଁ।
ନିଜର ଦୃଢ ଇଛାଶକ୍ତି ଆଜି ଦେଇଛି ତାଙ୍କୁ ସଫଳତା। ମୁମ୍ବାଇ ରାସ୍ତାରେ ଫୁଲ ବିକ୍ରି କରି ଉଚ୍ଚ ହେବାର ସ୍ୱପ୍ନ ଦେଖୁଥିବା ସରିତା ଆଜି ଜେଏନୟୁରୁ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ପହଞ୍ଚିଛନ୍ତି। ଆସନ୍ତୁ ଜାଣିବା ପୂରା କାହାଣୀ।
ଶାରିରୀକ ସମସ୍ୟା ସତ୍ତ୍ୱେ ହାରି ନଥିଲେ ମହିଳା। ପାଠ ୧୦ମ ପର୍ଯ୍ୟନ୍ତ ଥିଲେ ବି ହୋଇଗଲେ ଫ୍ୟାସନ ଡିଜାଇନର୍। ଏବେ ସାଜିଛନ୍ତି ସବୁ ମହିଳାଙ୍କ ପାଇଁ ପ୍ରେରଣା।
ଉଭୟ ଚାକିରି ଓ ଘର କାମ ଏକାଠି ପରିଚାଳନା କରିବା କଷ୍ଟକର ହେଉଥିଲେ ବି ମହିଳାମାନେ ଏହାକୁ ଭଲ ଭାବରେ ପରିଚାଳନା କରନ୍ତି। ଏହିପରି ଜଣେ ମହିଳା ହେଲେ ମଧ୍ୟପ୍ରଦେଶର ଡିଏସ୍ପି ମୋନିକା ସିଂ। ସେ ଉଭୟ ଖାକି ଓ ମା’ର ଧର୍ମକୁ ବହୁତ ଭଲ ଭାବରେ ପାଳନ କରୁଛନ୍ତି।
ଆମ ସମାଜରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ କଷ୍ଟକର ପରିସ୍ଥିତିରେ ବି ଉଦ୍ୟମ ଏବଂ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି। ନିଜର ଉଦ୍ୟମ ଏବଂ ବିଭିନ୍ନ ସଂଗଠନର ସହଯୋଗ ବଳରେ କେମିତି ଅନ୍ୟମାନଙ୍କ ପାଇଁ ଉଦାହରଣ ବନିପାରିଲେ ମୋନାଲିସା ଆସନ୍ତୁ ଜାଣିବା।
ଆଜି ସକଳ କ୍ଷେତ୍ରରେ ସମୟ ସହ ତାଳଦେଇ ଆଗକୁ ବଢୁଛି ନାରୀ। ଅସମ୍ଭବ କାମକୁ ସମ୍ଭବ କରିଦେଖାଉଛି। ସେଥିପାଇଁ ତ ସେ ଅନନ୍ୟା। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା। ସେମିତି ଜଣେ ନାରୀ ହେଲେ ସୁଚିସ୍ମିତା ନନ୍ଦ। ଆସନ୍ତୁ ଜାଣିବା ତାଙ୍କ ପିଲାଦିନର ସ୍ୱପ୍ନ…
ବୟସ ମାତ୍ର ୧୧, କିନ୍ତୁ ସଫଳତା ବହୁର ବଡ। ଓଭିୟା ନାମକ ଏହି ଝିଅଟି ଅଳ୍ପ ବୟସରେ ହାସଲ କରିଥିବା ଉପଲବ୍ଧି ପ୍ରତ୍ୟେକ ଝିଅ ଓ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଯାଇଛନ୍ତି।