ବୟସ ଗଡ଼ି ଗଲାଣି, କିନ୍ତୁ ଲୋକଙ୍କ ଅସୁବିଧାକୁ ହୃଦୟଙ୍କମ କରି ନଦୀ ଉପରେ ପୋଲ ତିଆରି କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଏ ବୟସରେ ବି ସାହାଯ୍ୟ କରିବାର ମନୋବୃତ୍ତି ପାଖରେ ଅଛି ।
ଦୁଇବନ୍ଧୁ ଚାଷୀଙ୍କ ଦୁଃଖ ବୁଝି ନୂଆ ଯନ୍ତ୍ର ତିଆରି କରିଛନ୍ତି । ବରଗଡରେ ପ୍ରଥମ ଥର ପରସ୍ପର ଭିତରେ ଦେଖାସାକ୍ଷାତ ହୋଇଥିଲା । ଆଉ ଉଭୟଙ୍କ ପାଖରେ ଥିବା ପ୍ରଯୁକ୍ତି ଓ କୃଷି ସମ୍ପର୍କୀତ ଜ୍ଞାନକୁ ଉପଯୋଗ କରି ଚାଷୀ ତଥା ଲୋକଙ୍କ ଜୀବନଶୈଳୀ କିଭଳି ପରିବର୍ତ୍ତନ ଅଣାଯାଇ ପାରିବ ସେ ଦିଗରେ ଆଳୋଚନା କରିଥିଲେ ।
କାର୍ ତିଆରି କଲେ ଚାଷୀ । ଇଞ୍ଜିନିୟରିର ପାଠ ପଢ଼ିନାହାନ୍ତି କିନ୍ତୁ କାମ ଇଂଜିନିୟରିର ଠାରୁ ବଳି । ସଫଳ ବ୍ୟବସାୟୀ ତଥା ଚାଷୀ ସୁଶୀଲ କୁମାର ଅଗ୍ରୱାଲ ଗତ ଲକଡାଉନରେ ମଧ୍ୟ ଏକ ଗାଡ଼ି ତିଆରି କରିଥିବା ବେଳେ ଏଥର ଲକଡାଉନରେ ମଧ୍ୟ ଆଉ ଏକ ନୂଆ ଉଦ୍ଭାବନ କରି କରଞ୍ଜିଆ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି