• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cctv

CCTV captures burglary in Bhubaneswar appartment
କେତେ ସୁରକ୍ଷିତ ରାଜଧାନୀରେ ଆପାର୍ଟମେଣ୍ଟ ଘର ? ୪ଟି ଫ୍ଲାଟରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଟାର୍ଗେଟ୍ କରିଥିଲେ ଗୋଟିଏ ପରେ ଗୋଟିଏ ଘର । ସେମାନଙ୍କ ଫୋକସରେ ଥିଲା ବାହାରୁ ତାଲା ପଡ଼ିଥିବା ଘର । ଘରର ମୁଖ୍ୟ ତାଲା ଭାଙ୍ଗିବା ପରେ ଲୁଟି ନେଇଥିଲେ ସବୁ କିଛି । ଗତକାଲି ରାତିରେ ଏ ଆପାର୍ଟମେଣ୍ଟର ୪ଟି ଘରର ତାଲା ଭାଙ୍ଗି ସମ୍ପୂର୍ଣ୍ଣ କଳାକାନା ବୁଲାଇବା ପରେ ଆରାମରେ ଫେରାର ମାରିଥିଲେ ।

Rape-accused Delhi officer
ଗଳାବାଟ ଖୋଜୁଥିଲା ରାକ୍ଷସ ଅଙ୍କଲ: ଆସିଲା ଖସିଯିବାକୁ ଉଦ୍ୟମ କରୁଥିବା ସମୟର ସିସିଟିଭି ଫୁଟେଜ୍

କୁକର୍ମ କରି ଫେରାର ମାରିବାକୁ ଷଡ଼ଯନ୍ତ୍ର ରଚିଥିଲା କୁତ୍ସିତ ମଣିଷ, ପରିବାର ସହ ଫେରାର ଉଦ୍ୟମ କରୁଥିବାର ଭିଡିଓ ସାମ୍ନାକୁ ଆସିଛି ।

 Bareilly
ଯୁବକଙ୍କୁ ସ୍କୁଟି ପଛରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଲେ, ଭାଇରାଲ ହେଉଛି ଭିଡିଓ

ଜଣେ ଯୁବକଙ୍କୁ ତିନି ଜଣ ଯୁବକ ସ୍କୁଟି ପଛରେ ବାନ୍ଧି ରାଜରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇଛନ୍ତି । ଯାହାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

Kerala Man Trouble after Wife Gets His Traffic Camera Pics With a lady
ଲୁଚି ଲୁଚି ପ୍ରେମ କରୁଥିଲେ ସ୍ୱାମୀ, ଟ୍ରାଫିକ ଚାଲାଣ ଧରାଇଦେଲା ଚୋରା ପୀରତି

ଜଣେ ବିବାହିତ ଯୁବକ ତାଙ୍କ ପ୍ରେମିକାଙ୍କୁ ବୁଲାଇ ନିଅନ୍ତି କିନ୍ତୁ ଏହା ତାହା ତାଙ୍କ ସ୍ତ୍ରୀ ଜାଣିପାରୁନଥିଲେ। ଆଉ ଯେତେବେଳେ ଧରାପଡ଼ିଗଲେ ଅକଲ ଗୁଡୁମ ହୋଇଗଲା

Man Faces Trouble As Wife Gets Road Safety Camera Pics Of Him With Woman
ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ଖୋଲିଦେଲା ଟ୍ରାଫିକ୍ ଫୋଷ୍ଟ କ୍ୟାମେରା; ତା’ପରେ…

ଟ୍ରାଫିକ୍ ଫୋଷ୍ଟ କ୍ୟାମେରା ଜଣେ ବିବାହିତ ବ୍ୟକ୍ତିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏହା ଦ୍ୱାରା ବିବାହିତ ପୁରୁଷମାନଙ୍କର ଚୋରା ପୀରତିର ରହସ୍ୟ ମଧ୍ୟ ଖୋଲିଯାଉଛି। ଆସନ୍ତୁ ପୂରା ଖବର ଉପରେ ନଜର ପକେଇବା।

Viral CCTV Photo, Guddu Muslim
ଭାଇରାଲ CCTV ଫୁଟେଜ୍‌କୁ ନେଇ ନୂଆ ମୋଡ଼ ! ‘ମୋ ଫଟୋ ଦେଖାଇ କହୁଛନ୍ତି ଗୁଡ୍ଡୁ ମୁସ୍‌ଲିମ୍’

ସେଇ ଦିନ ସେ ନମାଜ ପାଠ କରିବାକୁ ଯାଇଥିଲେ। ତେବେ ଏ ପ୍ରସଙ୍ଗରେ ବରଗଡ଼ ପୋଲିସ ମୁହଁ ଖୋଲିନି ।

Massive irregularities
ଧାନ ସଂଗ୍ରହରେ ସ୍ବଚ୍ଛତା ଆଣିବାକୁ କେବେ ହେବ ମଣ୍ଡିରେ ଶତ ପ୍ରତିଶତ ସିସିଟିଭି ବ୍ୟବସ୍ଥା

ଧାନ ସଂଗ୍ରହରେ ସ୍ବଚ୍ଛତା ଆଣିବାକୁ କେବେ ହେବ ମଣ୍ଡିରେ ଶତ ପ୍ରତିଶତ ସିସିଟିଭି ବ୍ୟବସ୍ଥା? ବହୁ ମଣ୍ଡିରେ ଆଜି ବି ନାହିଁ କ୍ୟାମେରା, କିଛି ସ୍ଥାନରେ ଲାଗିଥିଲେ ବି ଅଚଳକୁ ନେଇ ବଢୁଛି ଚାଷୀ ଅସନ୍ତୋଷ, ବିରୋଧୀ କହିଲେ ଚାଷୀଙ୍କୁ ଭକୁଆ ବନାଉଛନ୍ତି ସରକାର

CHOR
ମିଛରେ ଚିତ୍କାର କଲେ ‘ବନ୍ଧୁକ ଆଣ.. ବନ୍ଧୁକ ଆଣ’, ଜୀବନ ବିକଳରେ ପଳାଇଲା ଚୋର... ଦେଖନ୍ତୁ ଭିଡିଓ

ଆଜି ଆପଣଙ୍କୁ ଆମେ ଯେଉଁ ଘଟଣା ସମ୍ପର୍କରେ କହିବୁ ତାହା ମିଛ ଉପରେ ଆଧାରିତ । ଜଣେ ବ୍ୟକ୍ତି ମିଛ କହି କିଭଳି ଲାଭ ପାଇଲେ ଏବଂ ଏକ ବଡ଼ ବିପଦରୁ ବର୍ତ୍ତିଗଲେ ତାହା ଆମେ ଆପଣଙ୍କୁ ଜଣାଇବୁ ।

ratha jatra
ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ ସିସିଟିଭ କ୍ୟାମେରା

ସିସିଟିଭ କ୍ୟାମେରା ଲଗାଇବା ପାଇଁ ସ୍ଥାନ ଚିହ୍ନଟ ହୋଇଯାଇଛି, ଟେଣ୍ଡର ବି ଆହ୍ୱାନ ହୋଇସାରିଛି ।

cctv
ଦିନକୁ ଦିନ ବଢ଼ି ଚାଲିଛି ଚୋରି,ଡକାୟତି ଓ ରାହାଜାନି : ସିସିଟିଭି ଲଗାଇବାକୁ ଦାବି କଲେ ସାଧାରଣ ଲୋକେ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ଦିନକୁ ଦିନ କ୍ରାଇମ ସହର ପାଲଟିଗଲାଣି l ସହରରେ ଦିନ ଦ୍ଵିପ୍ରହରରେ ମୋଟର ସାଇକେଲ ଚୋରି ହୋଇଯାଉଛି । ବାରମ୍ବାର ସହରରେ ଘଟଣା ଘଟୁଛି

cctv
ଭିତରକନିକାରେ ଥିବା ଜୀବଜନ୍ତୁଙ୍କ ଗତିବିଧି ଉପରେ ରହିବ ନଜର ! ଲାଗିଲା ଅତ୍ୟାଧୁନିକ ସିସିଟିଭି କ୍ୟାମେରା

କେନ୍ଦ୍ରାପଡ଼ାର ଗର୍ବ ଆଉ ଗୌରବ ଜାତୀୟ ଉଦ୍ୟାନ ଭିତରକନିକା । ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରକନିକାର ଶୋଭାକୁ ଦ୍ଵିଗୁଣିତ କରିଥାଏ