• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjd

Kantita Mahala
ଫେବ୍ରୁଆରୀ ୧୪ରେ ଗିରଫ ହୋଇଥିଲେ ସଂଯୁକ୍ତା; ଆଜି ବାହାରିଲେ ଜେଲ୍‌ରୁ

୧୦ ଦିନ ଜେଲରେ ରହିବା ପରେ ଆଜି ସେ ସଂଧ୍ୟାରେ ଜେଲରୁ ମୁକୁଳିଛନ୍ତି । ଗତ ଫେବ୍ରୁଆରୀ ୧୪ ତାରିଖ ସନ୍ଧ୍ୟାରେ ତାଙ୍କୁ ଜେଲ୍ ପଠାଇଥିଲା କବିସୂର୍ଯ୍ୟନଗର ପୋଲିସ ।

Odisha Politics
ଓପିନିୟନ୍ ପୋଲ୍ ୱାର୍ ! ଛାନିଆ ହେଉଛନ୍ତି ଦଳ, ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ଜନତା

ଏତେ ମାତ୍ରାର ଫରକକୁ ନେଇ ଦ୍ୱନ୍ଦ୍ୱରେ ମତଦାତା । ରାଜନୈତିକ ସମୀକ୍ଷକ କହିଲେ, ଭୋଟ୍ ପୂର୍ବରୁ ହଟଚମଟ ଚାଲ୍ ।

Kalia Scheme
‘କାଳିଆ’ ଅବଧି ବୃଦ୍ଧିକୁ ନେଇ ତେଜିଲା ରାଜନୀତି, ପୁଣି ନିର୍ବାଚନୀ ଥୋପ କହି ବର୍ଷିଲେ ବିରୋଧୀ

ଓଡ଼ିଶା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାଜନକ ତଥ୍ୟ । ଜାତୀୟ ପରିସଂଖ୍ୟାନ ସଂସ୍ଥା ରିପୋର୍ଟରେ ଚିନ୍ତାଜନକ ତଥ୍ୟ ।

Balasore
ଲୋକଙ୍କ କାମରେ ଲାଗୁନି ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନା !

ବାଲେଶ୍ୱରରେ କାମରେ ଆସୁନି ସର୍ବସାଧାରଣ ଶୌଚାଳୟ । ନିର୍ମାଣ ସରିଥିଲେ ବି ହୋଇନି ପାଣି ଓ ବିଦ୍ୟୁତ ସଂଯୋଗ ।

Pradeep Panigrahi
ପଦ୍ମ ଧରୁ ଧରୁ ପ୍ରଦୀପଙ୍କ ପାୱାର ସୋ', ଦକ୍ଷିଣ ଓଡ଼ିଶାରେ ଦବଦବା ଦେଖାଇଲେ ଗୋପାଳପୁର ବିଧାୟକ

ହଜାର ହଜାର ସମର୍ଥକ, ବିଶାଳ ପଟୁଆର। ବିଜେପିରେ ଯୋଗ ଦେଉ ଦେଉ ବିଜେଡିର ଗଞ୍ଜାମ ଗଡ଼ରେ ପାୱାର ଶୋ‘ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

Pradeep Panigrahi
ବ୍ରହ୍ମପୁର ସମାବେଶରେ ପ୍ରଦୀପଙ୍କ ହୁଙ୍କାର; କହିଲେ, ‘ଏଥର ଲେଖା ଛିଡ଼େଇ ଦେବା’

ଗଞ୍ଜାମର ଲୋକ ଭାଷାରେ ‘ଲେଖା ଛିଡ଼େଇ ଦେବା’ ବୋଲି କହି କର୍ମୀଙ୍କ ଉତ୍ସାହ ବଢ଼ାଇଛନ୍ତି।

5T Chairman VK Pandian
ଗଞ୍ଜାମରେ ପାଣ୍ଡିଆନଙ୍କୁ ଟମାଟୋ ମାଡ଼; ଯୁବକଙ୍କୁ କାବୁ କରି ନିର୍ଧୂମ ଛେଚିଲେ BJD କର୍ମୀ

ଟମାଟ ମାଡ଼ କରିଥିବା ବ୍ୟକ୍ତି ଜଣକ କଂଗ୍ରେସର ବୋଲି କୁହାଯାଉଛି । ପୋଲିସ ଯୁବକକୁ ଉଠାଇ ନେବାବେଳେ BJD କର୍ମୀମାନେ ବିଧା ଗୋଇଠା ମାରୁଥିବା ଦେଖିବାକୁ ମିଳିଛି ।

Pradeep Panigrahi
ପଦ୍ମ ପୋଖରୀକୁ ଡେଇଁଲେ ପ୍ରଦୀପ ପାଣିଗ୍ରାହୀ

ରୋଚକ ମୋଡ଼ରେ ଗଞ୍ଜାମ ରାଜନୀତି। କାହିଁକି ନା ବିଜେପିରେ ସାମିଲ ହୋଇଛନ୍ତି ଗୋପାଳପୁରର ତିନି ଥରର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପଦ୍ମ ଶିବିରରେ ସାମିଲ ହେଉ ହେଉ ସରକାରଙ୍କ ଉପରେ ଧୁମ୍ ବର୍ଷିଛନ୍ତି ପ୍ରଦୀପ।

Pradeep Panigrahi
‘ହିଞ୍ଜିଳିରୁ ଆରମ୍ଭ ହେବ ମିଶନ୍ ପରିବର୍ତ୍ତନ, ଭୁବନେଶ୍ୱରରେ ଶେଷ’: ପ୍ରଦୀପ ପାଣିଗ୍ରାହୀ

ବିଜେପିରେ ସାମିଲ ହୋଇଛନ୍ତି ଗୋପାଳପୁରର ତିନି ଥରର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପଦ୍ମ ଶିବିରରେ ସାମିଲ ହେଉ ହେଉ ସରକାରଙ୍କ ଉପରେ ଧୁମ୍ ବର୍ଷିଛନ୍ତି ପ୍ରଦୀପ।

Sattara Satranj
୨୦୨୪ରେ ଝରିଗାଁରେ ଉଡ଼ିବ କାହାର ଝଣ୍ଡା, ଏଥର ଶଙ୍ଖ-ହାତ ନା ଶଙ୍ଖ-ପଦ୍ମ ଭିତରେ ଲଢ଼େଇ ?

ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବିଧାନସଭା ନିର୍ବାଚନମଣ୍ଡଳୀ । ଉପାନ୍ତ, ସୀମାନ୍ତ ଆଉ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଲେ ବି ଏଠି ରାଜନୀତିର ଗୋଟି ଚାଳନା କିନ୍ତ ତୀର୍ଯକ । ୨୦୦୯ରୁ ଏ ନିର୍ବାଚନମଣ୍ଡଳୀ ଗଠନ ହେବା ପରଠୁ ଏଠାରେ କ୍ରମାଗତ ଭାବେ ଜିତି ଆସୁଛି ବିଜେଡି ।

Sattara Satranj
ଝରିଗାଁକୁ ଭରସା ଝରଣା ପାଣି ! ସମସ୍ୟାର ଶେଷ ନାହିଁ, ଏଥର କାହାର ହେବ ଆସନ ?

୩ଟି ଯାକ ନିର୍ବାଚନରେ ବିଜେପି ଏଠି ତୃତୀୟ ସ୍ଥାନରେ ହିଁ ରହୁଛି । ତେବେ ୨୦୨୪ ନିର୍ବାଚନରେ ଝରିଗାଁ ବିଜେଡି ରାଜନୀତିରେ ଦେଖିବାକୁ ମିଳିପାରେ ରୋଚକ ସ୍ଥିତି ।

Satta Ra Satranj
BJD ପାଇଁ ମହଙ୍ଗା ପଡ଼ିବ କି ମାହାଙ୍ଗା ସିଟ୍, ୨୦୨୪ରେ ପ୍ରତାପ ନା ଆଉ କିଏ ?

ଏଥର କୁଆଡ଼େ ଯିବ ମାହାଙ୍ଗାବାସୀଙ୍କ ମୁଡ୍ ? କେଉଁ ନେତାଙ୍କୁ ଗାଦିରେ ବସାଇବେ ମାହାଙ୍ଗା ଜନତା ? କାହାକୁ ନିଜର କରିବେ, ଆଉ କିଏ ହେବ ପର ? କଟକ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ବିଧାନସଭା ନିର୍ବାଚନମଣ୍ଡଳୀ ମାହାଙ୍ଗା ।

Satta Ra Satranj
ଆଗରୁ ଥିଲା କଂଗ୍ରେସର ଗଡ଼, ଏବେ ବିଜେଡିର ଆଧିପତ୍ୟ; ୨୪ରେ ମାହାଙ୍ଗା କାହାର ?

୨୦୦୦ ମସିହାରୁ ବିଜେଡି ଏଠି ଶାସନରେ । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କର ଚାଲିଛି ତୃତୀୟ ଟର୍ମ । ଏଠି ଶରତ କର ଏବଂ ବିକ୍ରମ କେଶରୀ ବର୍ମାଙ୍କ ପରେ ବିଜେଡି ଶାସନକୁ ଅକ୍ଷୁଣ୍ଣ ରଖିଛନ୍ତି ପ୍ରତାପ ।

BJD Conflict
ବିଜେଡିକୁ ଓଭରଲୋଡିଂ ଟେନ୍‌ସନ୍‌; ଭୋଟ୍ ପୂର୍ବରୁ ବାଜିଲାଣି ଟିକେଟ୍ ଆଶାୟୀଙ୍କ ବିଦ୍ରୋହର ବିଗୁଲ୍

ବିଜେଡିକୁ ଓଭରଲୋଡ ଟେନସନ । ଭୋଟ୍ ପୂର୍ବରୁ ବିଜେଡିରେ ବାଜିଲାଣି ଟିକେଟ୍ ଆଶାୟୀଙ୍କ ବିଦ୍ରୋହର ବିଗୁଲ୍ ନିର୍ବାଚନ ମଣ୍ଡଳୀରେ ବି ଆରମ୍ଭ ହେଲାଣି ଆଶୀୟୀଙ୍କ ଶକ୍ତି ପ୍ରଦର୍ଶନ। ସମସ୍ତେ ଛାତି ପିଟି କହୁଛନ୍ତି ଟିକେଟ୍ ପାଇଁ ମୁଁ ଦାବିଦାର।

BJD Conflict
ଆମଦାନୀ ନେତା ଓଭରଲୋଡ ଟେନସନରେ ବିଜେଡି

ଭୋଟ୍ ଆଗରୁ ବାଜିଲାଣି BJDରେ ବିଦ୍ରୋହର ବିଗୁଲ୍ ।

Sattara Satranj, Khudha Politics
ଓଡ଼ିଆ ବୀରଙ୍କ ମାଟି ଖୋର୍ଦ୍ଧା, ଏଠି ଲଢେଇ ଭିନ୍ନ ପ୍ରକାର

୨୦୦୯ରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ। ୨୦୦୯ରେ ଜ୍ୟୋତିନ୍ଦ୍ରନାଥ ମିତ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିଥିଲେ। ତାଙ୍କୁ ଟକ୍କର ଦେଇଥିଲେ ତାଙ୍କର ଏକଦା ଦୃଢ ସମର୍ଥକ ଥିବା ରାଜେନ୍ଦ୍ର ସାହୁ।

Khurdha Politics
ଦଳ ନୁହେଁ ଏଠି ପ୍ରର୍ଥୀଙ୍କୁ ମିଳେ ଗୁରୁତ୍ୱ, ଏବେ ବି ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଚାଲିଛି ଲଢ଼େଇ

ଦୁହିଁଙ୍କ ଲଢେଇ ଭିତରେ ଅନବରତ ଦଳବଦଳକୁ ଦୃଷ୍ଟିରେ ରଖି ୨୦୧୯ରେ ରାଜେନ୍ଦ୍ରଙ୍କୁ ବେଗୁନିଆ ପଠାଇଥିଲା ବିଜେଡି। ହେଲେ ଖୋର୍ଦ୍ଧାରେ ଉଭୟଙ୍କ ସଂଗଠନ ସକ୍ରିୟ ଥିବାରୁ ୨୦୨୪ ପାଇଁ ଉଭୟ କ୍ଷେତ୍ର ପ୍ରସ୍ତୁତିରେ ଲାଗିଥିବା କୁହାଯାଉଛି।

Jaleswar Politics
ଜଳେଶ୍ୱରରେ ବିଜେଡି ରାସ୍ତାରେ କଣ୍ଟା ବିଜେଡି ! ଅଶ୍ୱିନୀଙ୍କ ବିରୋଧରେ ବଢ଼ୁଛି ଅସନ୍ତୋଷ...

କଂଗ୍ରେସ ଦଖଲରୁ ଜଳେଶ୍ୱରକୁ ଛଡ଼ାଇ ଆଣିବା ପରେ ୨୦୧୯ରେ ବି ବିଜୟର ଧାରାକୁ ବଜାୟ ରଖିଥିଲେ ଅଶ୍ୱିନୀ।

Redhakhol Politics, Rohit Pujari
୨୦୦୦ରୁ ବିଜେଡି ଦଖଲରେ, ତଥାପି ଲୋକେ ପାଣି ପାଇଁ ଡହଳ ବିକଳ

ସନ୍ଥକବି ଭୀମଭୋଇଙ୍କ ଜ୍ଞାନପୀଠ କନ୍ଧରାର ବିକାଶ ଯୁଜୁମରାର ଦେବଝରଣ ଓ ନାକଟିଦେଉଳର ଭୀମମଣ୍ଡଳୀର ବିକାଶ ଲୋକେ ଦାବି କରି ଆସୁଛନ୍ତି।

Rehakhol Politics
ଏଥର BJDରୁ କିଏ ? ରୋହିତ ନା ପ୍ରସନ୍ନ, ଏତିକିରେ ସରୁନି ଆଶାୟୀ ତାଲିକା...

ଦୁଇ ଦୁଇ ଥର ବିଧାୟକ ଓ ମନ୍ତ୍ରୀ ହୋଇ ନିର୍ବାଚନ ମଣ୍ଡଳୀରେ କାଟତି ବଢାଇଥିବା ରୋହିତ ୨୦୨୪ ପାଇଁ ବି ବେଶ୍ ଆଶାୟୀ। ଏଥର ତୃତୀୟ ପାଳିରେ ଟିକେଟ୍ ପାଇ ବିଧାୟକ ଭାବେ ହାଟ୍ରିକ ମାରିବାକୁ ତାଙ୍କ ଯୋଜନା।

Padmapur
ପୁଣି ବିଜେଡି-ବିଜେପିରେ ହେବ କଡ଼ା ଫାଇଟ୍‌, ପୁଣି ବର୍ଷା ନା ଫେରିବେ ପ୍ରଦୀପ

୨୦୧୯ରେ ଜିତିଥିଲେ ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂ ବରିହା। ତାଙ୍କର ବିୟୋଗ ପରେ ଝିଅ ବର୍ଷା ସିଂ ବରିହା ୨୦୨୨ ଉପନିର୍ବାଚନରେ ବିଜେଡି ଟିକେଟରେ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

Congress
୬୦ ସିଟ୍‌ ପାଇଁ ପ୍ରର୍ଥୀ ଘୋଷଣା କରିବ କଂଗ୍ରେସ, MLA ସିଟ୍ ପାଇଁ ୩୦୦୦ ଆଶାୟୀ

ନୂଆ ମୁହଁ ସହ ଆଗୁଆ ଟିକେଟ ଘୋଷଣା କରି ଦଳ ଆଶାୟୀଙ୍କ ଭିତରୁ ଦ୍ୱନ୍ଦ୍ୱ ଦୂର କରିବା ସହିତ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେବାକୁ ପ୍ରୟାସ କରୁଛି।

BJP
‘ଅବ କି ବାର ଚାର୍ ଶୋ ପାର୍’ ! ଓଡ଼ିଶା ବଜେପିକୁ ମୋଦିଙ୍କ ବଡ଼ ଟାସ୍କ

କେନ୍ଦ୍ର ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନାରେ ସମସ୍ତ ଲାଭାର୍ଥଙ୍କ ପାଖରେ ପହଞ୍ଚି ମୋଦିଙ୍କ ବାର୍ତ୍ତା ପହଞ୍ଚାଇବାକୁ ଦିଆଯାଇଛି ନିର୍ଦ୍ଦେଶ। ପିଏମ୍ ଆବାସ, ସବୁ ଘରକୁ ପିଇବା ପାଣି, ପିଏମ୍ କିଷାନ, ଉଜ୍ଜଳା ଭଳି ଯୋଜନା ।

Ansuman Mohanty
ଅଂଶୁମାନଙ୍କୁ ନେଇ କେନ୍ଦ୍ରାପଡ଼ା ବିଜେଡିରେ ବଢ଼ିଲା ଅସନ୍ତୋଷ

ବିଜେଡି କର୍ମୀଙ୍କ ବିନା ପରାମର୍ଶରେ ଭୁବନେଶ୍ୱରରେ ଅଂଶୁମାନଙ୍କୁ ଦଳରେ ସାମିଲ କରାଯିବାକୁ ନେଇ ସହଜରେ ହଜମ କରି ପାରୁନାହାନ୍ତି।

Odisha Darshan for college students
ନୂଆ ଓ’, ମେଧାବୃତ୍ତି ପରେ ଏବେ ଓଡ଼ିଶା ଦର୍ଶନ

ପ୍ରଥମେ ନୂଆ ଓ'। ତାପରେ ମେଧାବୃତ୍ତି ଆଉ ଏବେ ଓଡ଼ିଶା ଦର୍ଶନ। ବିଜେଡିର ଫୋକସରେ ଯୁବ ତଥା ନୂଆ ଭୋଟର। ଉଚ୍ଚଶିକ୍ଷା ବିଭାଗ ଆରମ୍ଭ କରିଛି ଓଡ଼ିଶା ଦର୍ଶନ ଯୋଜନା।