ବିଜେଡି ସରକାରରେ ଅଣଦେଖାର ଶିକାର ହେଉଥିଲେ କି ଯୁବ ଓଡ଼ିଆ ଉଦ୍ୟୋଗୀ ? ଓଡ଼ିଆ ଷ୍ଟାର୍ଟଅପଙ୍କୁ ପ୍ରୋତ୍ସାହନ ବଦଳରେ ଅଣ-ଓଡିଆ MNCକୁ ପୂର୍ବ ସରକାର ଦେଖାଉଥିଲେ କି ଅହେତୁକ ଅନୁକମ୍ପା ?
Published By: Sujit kumar Swain
Last updated: 06 July 2024, 09:06 PM IST
ବୁଦାରେ ଫଳିଛି ପାଚିଲା ରସୁଆଳ ସପୁରୀ। କାଟିଆଣି ରାସ୍ତା ପାଖରେ ଗଦାଉଛନ୍ତି ଚାଷୀ। ଆଶା ଭଲ ଦରରେ ବିକ୍ରି ହେଲେ ପରିବାରର ଗୁଜୁରାଣ ମେଣ୍ଟିବ। ହେଲେ ସପୁରୀର ଅଭାବୀ ବିକ୍ରି ଚାଷୀ ମୁହଁରୁ ହଜାଇ ଦେଇଛି ହସ।