• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Apana Eka Nuhanti

Apana eka nuhanti ep 608 | 28th September 2022 | ଦୁଃଖ ସାଗରରେ କୃଷ୍ଣ,          ଦେଲନି ଘର.. ଯାଉଛି ଦାଦନ
Apana eka nuhanti ep 608 | 28th September 2022 | ଦୁଃଖ ସାଗରରେ କୃଷ୍ଣ, ଦେଲନି ଘର.. ଯାଉଛି ଦାଦନ

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Apana eka nuhanti ep 607 | 21st september 2022 |
Apana eka nuhanti ep 607 | 21st september 2022 |

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Apana eka nuhanti ep 606 | 14th September 2022 | କିଏ ପୋଛିଦେବ ମା\'ର ଲୁହ .. , ଭଲ ହେବେ ବାପା, ଆଶାରେ ବାପା

Apana Eka Nuhanti
ବୋହୂର ଦୁଃଖ ସହି ପାରୁନାହାଁନ୍ତି ଶାଶୁ...

କିଡନୀ ରୋଗରେ ପୀଡିତ ଶଶିକଳା। ଭଲ କରିବା ପାଇଁ ଠାକୁରଙ୍କୁ ଡାକୁଛନ୍ତି ପୂରା ପରିବାର। ବୋହୂ ପାଇଁ ଅଧିଆ ପଡିଛନ୍ତି ଶାଶୁ। ସ୍ତ୍ରୀକୁ ଧରି ଲୁହ ଗଡାଉଛନ୍ତି ସ୍ୱାମୀ। ଏବେ ଶଶିକଳାଙ୍କ ଚିକିତ୍ସା ପାଇଁ କେହି ସାହାର୍ଯ୍ୟର ହାତ ବଢାନ୍ତୁ... 

Apana Eka Nuhanti
୫ ବର୍ଷ ହେଲାଣି ପାରାଲିସିସ୍‌ ଜୀବନକୁ କଲାଣି ଦୁର୍ବିପାକ....ସାନ ପୁଅ ଦାଦନ ଯାଇଛି, ଆଉ ବଡ଼ ପୁଅ....

ସାନ ପୁଅ ଯାଇଛି ଦାଦନ, ରୋଗରେ ପଡ଼ିଛି ବଡ ପୁଅ...ଆଉ ବାପାକୁ ପାରାଲିସିସ୍‌....ଯିଏ ଦିନେ କାହାର ସାହାରା ନେଇନଥିଲେ ଆଜି ସିଏ ବାଡିର ବିନା ସାହାରାରେ ପାଦେ ଚାଲିବା କଷ୍ଟକର ହୋଇ ପଡ଼ିଛି। ଯେଉଁ ବୟସରେ ବାପାର ଦାୟିତ୍ୱ ପୁଅ ନେବା କଥା ସେଇ ବୟସରେ ସେ ଅନ୍ୟ ଉପରେ କରୁଛନ୍ତି ନିର୍ଭର। ସରକାରୀ ସହାୟତା ନମିଳିଲେ ଭାସିଯିବ ପରିବାର...

Apana eka nuhanti Ep 605 | 31st August 2022 | ଚାରି ଭଉଣୀ ଅକୁହା କାହାଣୀ, ଶେଯରେ ସାଗର , ଚଏନୁଙ୍କ ଚିନ୍ତା
Apana eka nuhanti Ep 605 | 31st August 2022 | ଚାରି ଭଉଣୀ ଅକୁହା କାହାଣୀ, ଶେଯରେ ସାଗର , ଚଏନୁଙ୍କ ଚିନ୍ତା

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Apana Eka Nuhanti
ବାପା-ମାଆ ଚାଲିଗଲେ...ଋଣ ଟଙ୍କା କେମିତି ସୁଝିବେ ୪ ଭଉଣୀ?

ଯିଏ ଦିନେ ଲୁହ ପୋଛୁଥିଲା, ତାଙ୍କ ପାଇଁ ଆଜି ଲୁହ ଗଡାଉଛନ୍ତି ପିଲା। ବାପା-ମାଆଙ୍କ ସ୍ୱପ୍ନ ପୂରଣ ହେବ କି ନାହିଁ ମୁଁ ଜାଣିନି ବୋଲି କହି ଭୋ ଭୋ କାନ୍ଦୁଛନ୍ତି ୪ ଭଉଣୀ। ବାପାଙ୍କ ଫଟୋକୁ ଚାହିଁକି କାନ୍ଦିଲେ ବି କିଛି ବାଟ ଦିଶୁନି। ଋଣ ଟଙ୍କା କେମିତି ସୁଝିବେ? ସେଇ ଚିନ୍ତାରେ ଦିନ କାଟୁଛନ୍ତି ଏଇ ୪ ଭଉଣୀ

Apana eka nuhanti Ep 603 | 17th AUGUST 2022
Apana eka nuhanti Ep 603 | 17th AUGUST 2022

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Apana Eka Nuhanti
ମୋ ଗୋଡ଼ ଏମିତି, ଘର ବି ଭାଙ୍ଗି ଯାଇଛି

ଇଏ ବାବୁଲା... ଦିନେ ବସ୍ ରେ କାମ କରୁଥିଲେ। ହେଲେ ଦୁର୍ଘଟଣାରେ ତାଙ୍କର ଆଜି ଏ ଅବସ୍ଥା। ଘର ଭାଙ୍ଗିଯାଇଛି। ଏଣେ ଗୋଡ଼ର ଅବସ୍ଥା ଏମିତି... ଘର ଚଳିବ କେମିତି

Apana Eka Nuhanti
ଅନ୍ଧାର କୋଠରୀରେ ଭିତରେ ବଢିଲା ଝିଅର ବିତୁଛି ଜୀବନ...

ବଢିଲା ଝିଅର ଝାଢା ପରିଶ୍ରା କରାଉଛି ବାପା। ଅନ୍ଧାର କୋଠରୀରେ ବିତୁଛି ଜୀବନ...ଖିଆ ନାହିଁ ପିଆ ନାହିଁ...ବର୍ଷ ବର୍ଷ ହେଲାଣି ଏମିତି ଏଇ ଘରେ ଦିନ କାଟୁଛନ୍ତି ଲକ୍ଷ୍ମୀ। ଯେତେ ଯାହା ପଚାରିଲେ ବି କିଛି ଉତ୍ତର ଦେଉନାହାନ୍ତି ଲକ୍ଷ୍ମୀ...ସରକାରୀ ସହାୟତା ମିଳିଲେ ଲକ୍ଷ୍ମୀ ଭଲ ହୁଅନ୍ତେ...

Apana Eka Nuhanti
ଭାଇ ପାଇଁ ଭଉଣୀ କାନ୍ଦୁଛି କଇଁ କଇଁ

ଆଉ ଦିନ କେଇଟା ଗଲେ ରାଖୀ ପୂର୍ଣ୍ଣମୀ। ଭାଇ ହାତରେ ରାଖୀ ବାନ୍ଧିବ ବୋଲି ଭଉଣୀ କେତେ ଆଶା କରିଛି। ହେଲେ ଦୁର୍ଭାଗ୍ୟ ଭାଇର ଦେହ ଜମା ଭଲ ନାହିଁ। ଦୁଇଟି ଜାକ କିଡନୀ ଏବେ ଖରାପ ହେବାକୁ ବସିଲାଣି... ସାରା ଦୁନିଆକୁ ନେହୁରା ହେଉଛି ଭଉଣୀ... ମୋ ଭାଇକୁ ଭଲ କରିଦିଅ

Apana Eka Nuhanti
ଆଖି, କିଡନୀ, ବ୍ରେନରେ ଟ୍ୟୁମର...ସାହାଯ୍ୟ ମିଳିଲେ ହେବ ଚିକିତ୍ସା...ପୁଣି ଥରେ ଭଲ ପାଠ ପଢିବେ ପାର୍ଥ...

ସୁନା ପୁଅଟିଏ...ବାପା ମାଆ ଯାହା କୁହନ୍ତି ତାହାକୁ ଅକ୍ଷରେ ଅକ୍ଷରେ ସେ ମାନନ୍ତି। ବେଶ୍ ଭଲ ପାଠ ବି ପଢନ୍ତି। ହେଲେ ସେଇ ସୁନା ପୁଅ ଏବେ ରୋଗରେ ପଡ଼ିଛି। ପାର୍ଥଙ୍କୁ ଭଲ କରିବା ପାଇଁ ମାଆ କାନ୍ଦୁଛି ତ ଆଇ କାନ୍ଦୁଛି...ଆଉ ପୁଅର କଷ୍ଟ ଦେଖି ବାପା ପୂରା ଚୁପ୍‌। ବ୍ରେନ, ଆଖି ଓ କିଡନୀରେ ଟ୍ୟୁମର ହେବାରୁ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି ସୁନା ପୁଅ।

Apana Eka Nuhanti
ବନ୍ଧା ହୋଇଛି ଭେଣ୍ଡିଆ ପୁଅ, ଚିକିତ୍ସା ହେଲେ ଭଲ ହେବେ ବାସୁଦେବ

ଟିକିଏ ନବାନ୍ଧିଲେ କୁଆଡେ ପଳାଇବ ପୁଅ ଯେ ଖୋଜିବା କଷ୍ଟ। ବାପା-ମାଆ ଚାହୁଁନାହାନ୍ତି ଭେଣ୍ଡିଆ ପୁଅକୁ ବାନ୍ଧିବେ ବୋଲି। କିନ୍ତୁ ଉପାୟ ବି କିଛି ନାହିଁ। ଗୋଡରୁ ବେଡି ଖୋଲିଲେ ପୁଅ କୁଆଡେ ପଳାଇବ ଯେ ମିଳିବା କଷ୍ଟକର। ୮ ବର୍ଷ ହେଲାଣି ଏମିତି ବନ୍ଧା ହୋଇ ରହିଛନ୍ତି ବାସୁଦେବ...ସାହାଯ୍ୟ ମିଳିଲେ ଭଲ ହେବ ଭେଣ୍ଡିଆ ପୁଅ

Apana Eka Nuhanti
ଦିନେ ସୁନ୍ଦର ସୁନ୍ଦର ମନ୍ଦିର ତିଆରି କରୁଥିଲେ, ଏବେ ମାନସିକ ଭାରସାମ୍ୟ ହରାଇ ଦାଣ୍ଡରେ ବୁଲୁଛନ୍ତି...

ଦିନେ ରାଜମିସ୍ତ୍ରୀ ଥିଲେ, ସୁନ୍ଦର ସୁନ୍ଦର ମନ୍ଦିର ନିର୍ମାଣ କରୁଥିଲେ। ହେଲେ ଏବେ ସବୁ କିଛି ବଦଳିଯାଇଛି। କେତେବେଳେ କାଠ ହାଣିପକାଉଛନ୍ତି ତ କେତେବେଳେ ମାଟି ଖୋଳୁଛନ୍ତି। ପଚାରିଲେ ନିଜେ କଣ କହୁଛନ୍ତି ତାହା ବୁଝିବା ବି କଷ୍ଟ। ନିଜର ସ୍ୱପ୍ନକୁ ନେଇ ଏଣେତେଣେ ବୁଲୁଛନ୍ତି ସ୍ୱପ୍ନେଶ୍ୱର...

Apana Eka Nuhanti
ଦିନେ ଅଟୋ ଚଳାଇ ପରିବାର ପୋଷୁଥିଲେ...ଏବେ କିଡନୀ ଖରାପ ହେବା ପରେ ଭୋକ ଉପାସରେ ସ୍ତ୍ରୀ ଓ ପିଲା

ଦିନେ ଅଟୋ ଚଳାଇ ପରିବାର ଚଳାଉଥିଲେ। ଯେତିକି ରୋଜଗାର ହେଉଥିଲା ସେତିକିରେ ବେଶ୍‌ ଭଲରେ ପରିବାର ଚଳୁଥିଲା। କିନ୍ତୁ ଦୁଇଟା ଯାକ କିଡନୀ ଖରାପ ହେବା ପରେ ଏବେ ଖାଇବାକୁ ପାଉନାହାନ୍ତି ମନୋଜ... ସ୍ୱାମୀଙ୍କ ଚିକିତ୍ସା ପାଇଁ ସିଲେଇ କରୁଛି ସ୍ତ୍ରୀ, ହେଲେ ସେଇ ପଇସା ସମୁଦ୍ରକୁ ଶଙ୍ଖେ...ସାହାଯ୍ୟ ମିଳିଲେ ଭଲ ହେବେ ମନୋଜ

Apana Eka Nuhanti EP 600| ଭାଙ୍ଗି ଯାଇଛି ସ୍ଵପ୍ନେଶ୍ଵରଙ୍କ ସ୍ବପ୍ନ
Apana Eka Nuhanti EP 600| ଭାଙ୍ଗି ଯାଇଛି ସ୍ଵପ୍ନେଶ୍ଵରଙ୍କ ସ୍ବପ୍ନ

Apana Eka Nuhanti EP 600| ଭାଙ୍ଗି ଯାଇଛି ସ୍ଵପ୍ନେଶ୍ଵରଙ୍କ ସ୍ବପ୍ନ OdishaTV is Odisha\'s no 1

Apana eka nuhanti | EP 599 | 20th july 2022 | ହୃଦୟଵାନଙ୍କୁ ହୃଦୟରୁ ମାଗୁଣି | ଅରୁଣାଙ୍କ ଆଶା
Apana eka nuhanti | EP 599 | 20th july 2022 | ହୃଦୟଵାନଙ୍କୁ ହୃଦୟରୁ ମାଗୁଣି | ଅରୁଣାଙ୍କ ଆଶା

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Mayurbhanj man awaits govt help to treat brain tumor - Apana Eka Nuhanti
ସ୍ତ୍ରୀର କଷ୍ଟ ଦେଖିପାରୁନାହାନ୍ତି... ଅପରେସନ୍‌ ପାଇଁ ଟଙ୍କା ବି ଯୋଗାଡ କରିପାରୁନାହାନ୍ତି...

ସ୍ତ୍ରୀର କଷ୍ଟ ଦେଖି ସହି ପାରୁନାହାନ୍ତି ସ୍ୱାମୀ। ଗାମୁଛା ଧରି ସିନା ମୁହଁ ପୋଛି ଦେଉଛନ୍ତି ହେଲେ ଭଲ କରିବା ପାଇଁ ଆଉ ତାଙ୍କ ପାଖରେ ବଳ ନାହିଁ। ସ୍ତ୍ରୀ ପାଇଁ ସବୁକିଛି ବିକ୍ରି କରିସାରିଲେଣି..ହେଲେ ଅପରେସନ୍‌ ପାଇଁ ଟଙ୍କା ଯୋଗାଡ ହୋଇପାରୁନି। ସାହାଯ୍ୟ ମିଳିଲେ ହୋଇପାରନ୍ତା ଅପରେସନ୍‌

Apana Eka Nuhanti
ସ୍କୁଲ କର୍ତ୍ତୃପକ୍ଷଙ୍କ ଭୁଲ ପାଇଁ କଲେଜ୍‌ ଯାଇପାରିଲେନି ଛାତ୍ରୀ...

ସ୍କୁଲ କର୍ତ୍ତୃପକ୍ଷଙ୍କ ସାଙ୍ଘାତିକ ଭୁଲ। ବାପାଙ୍କ ନାଁ ମାଟ୍ରିକ୍‌ ସାର୍ଟିଫିକେଟ୍‌ରେ ଭୁଲ କଲେ, କଲେଜ୍‌ରେ ନାଁ ଲେଖାଇ ପାରିଲେନି ଛାତ୍ରୀ। ଏଠାରେ ପ୍ରଶ୍ନ ଉଠୁଛି ସ୍କୁଲ କର୍ତ୍ତୃପକ୍ଷ ଏମିତି ଭୁଲ୍‌ କଲେ କେମିତି?

Apana Eka Nuhanti
ରୋଜଗାର ପାଇଁ ଯାଇଥିଲେ, ପଙ୍ଗୁ ହୋଇ ଫେରିଲେ

ଦଇବ ଦଉଡି ମଣିଷ ଗାଈ, ଜୁଆଡେ ଟାଣଇ ସିଆଡେ ଯାଇ... ଯାହା ଘଟିଛି ଏହି ଯୁବକଙ୍କ କ୍ଷେତ୍ରରେ। ସେ କେବେ ହେଲେ ଜାଣିନଥିଲେ ରୋଜଗାର ଆଣି ଦେବ ଅସରନ୍ତି ଦୁଃଖ ବୋଲି... ବବୁଲ୍ ବଂଚିଗଲେ ସିନା, ହେଲେ...

Apana eka nuhanti ep 597 | 6th july 2022 | ସିନ୍ଦୂର ପାଇଁ ଭିକ୍ଷା
Apana eka nuhanti ep 597 | 6th july 2022 | ସିନ୍ଦୂର ପାଇଁ ଭିକ୍ଷା

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Apana Eka Nuhanti
ନିର୍ଦ୍ଦୟ ଦଇବ, ଦୁଃଖ ବଖାଣୁଛି କୁନିଝିଅ, ‘ମତେ ଛାଡ଼ି ସମସ୍ତେ ଚାଲିଗଲେ’

ଜୀବନ କଣ ଜାଣିବା ଆଗରୁ, ଏ କୁନିକୁନି ପିଲାମାନଙ୍କ ପାଖରୁ ଈଶ୍ୱର ଛଡ଼େଇ ନେଲେ ଘରର ତିନି ମୁରବୀଙ୍କୁ। କୁନିଝିଅଟି ଗାଲୁରୁ ଗାଲୁରୁ ହୋଇ ନିଜ ଭାଷାରେ ବଖାଣୁଛି ନିଜର ଦୁଃଖ। ସତରେ ଈଶ୍ୱର ବେଳେବେଳେ ଏମିତି ନିର୍ଦ୍ଦୟ କାହିଁକି ହୁଅନ୍ତି?

Apana Eka Nuhanti- Jajpur’s elderly father cries for assistance for ailing son
ରୋଗରେ ପଡି ଆଲୋକଙ୍କ ଭବିଷ୍ୟତ ଅନ୍ଧାର

କିଏ ଜାଣିଥିଲା ଏମିତି ହେବ ବୋଲି। ଆଶା ଥିଲା ପୁଅ ପାଠ ପଢିଲାଣି। ଚାକିର କରିବ। ଘର ବୋଝ ମୁଣ୍ଡ ଉପରକୁ ନେବ। ହେଲେ ସବୁ ଓଲଟିଗଲା। ଏବେ ପୁଅ ବୋଝ ଉଠାଉଛି ବାପା...

APANA EKA NUHANTI EP 596 JUNE 22 2022 | ନାରାୟଣଙ୍କ ଭରସାରେ ନାରାୟଣ
APANA EKA NUHANTI EP 596 JUNE 22 2022 | ନାରାୟଣଙ୍କ ଭରସାରେ ନାରାୟଣ

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Apana Eka Nuhanti
୧୪ ବର୍ଷ ହେଲାଣି ଶେଯରେ ଶୋଇଛି ସ୍ୱାମୀ....ଇଚ୍ଛା ଥିଲେ ବି ସ୍ୱାମୀର ଚିକିତ୍ସା ହେଉନି...

ବାହାଘର ୬ ବର୍ଷ ପରେ ସ୍ୱାମୀ ପଡ଼ିଲେ ଶେଯରେ। ୧୪ ବର୍ଷ ହେଲାଣି ସରୁନି ଦୁଃଖ...ଫଟୋରେ ଥିବା ଦେବତାଙ୍କୁ ପୂଜା କରି ନିଜ ଜୀବନର ଦେବତାଙ୍କୁ ଭଲ କରିଦେବାକୁ କରନ୍ତି ପ୍ରାର୍ଥନା। ଦିନେ ନୁହେଁ କି ଦୁଇ ଦିନ ନୁହେଁ ବରଂ ୧୪ ବର୍ଷ ହେଲାଣି ଏମିତି ସ୍ୱାମୀଙ୍କ ସେବାରେ ବ୍ୟସ୍ତ କାଞ୍ଚନ। ଯିଏ ଦିନେ ପରିବାରର ବୋଝ ଉଠାଉଥିଲେ ଆଜି ସିଏ ନିଜେ ହିଁ ପରିବାର ପାଇଁ ପାଲଟିଗଲେ ବୋଝ....