• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "12" result for "ମୁଢ଼ି" in https://otvkhabar.in

history of popular odia causine puffed rice murhi & its nutrition value
Puffed Rice: ମୋଟା ଲୋକ, ବ୍ଲଡପ୍ରେସର୍ ଥିବା ବ୍ୟକ୍ତି, ଓଜନ କମେଇବାକୁ ଚାହୁଁଥିବା ଲୋକ ମୁଢ଼ି ଖାଇବା ଉଚିତ କି?

ରାତି ପାହିଲେ ଓଡ଼ିଆ ଘରେ ଏହା ସବୁଠାରୁ ଲୋକପ୍ରିୟ ଜଳଖିଆ। ବାହାରକୁ ଗଲେ ବାଟରେ ଘାଟରେ ଖାଇବାକୁ ଘରଲୋକେ ପୁଟୁଳିରେ ଏଥିରୁ ଗଣ୍ଡେ ରଖିଦିଅନ୍ତି। ଓଡ଼ିଆ ପର୍ବ ପର୍ବାଣୀରେ ଏଥିରେ ତିଆରି ମୁଆଁ ଦିଅଁଙ୍କ ପାଖରେ ଲାଗି ହୋଇଥାଏ। ଜାଣନ୍ତୁ ଓଡ଼ିଶାର ଲୋକପ୍ରିୟ ଖାଦ୍ୟ ମୁଢ଼ିର ସଂପୂର୍ଣ୍ଣ ଇତିହାସ।

TASTE OF ODISHA EP 413 | 21 SEPT 2024  | ଲେମ୍ବୁ ପତ୍ର ମାଛ ରସା | ମୁଢ଼ି କଟଲେଟ୍
TASTE OF ODISHA EP 413 | 21 SEPT 2024 | ଲେମ୍ବୁ ପତ୍ର ମାଛ ରସା | ମୁଢ଼ି କଟଲେଟ୍

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Puffed Rice
ଜୀବନରେ ପାଇବେ ବୋଲି କେବେ ଭାବିନଥିଲେ; ବିଧାତା ଖେଳିଲା ଖେଳ, ହଜିଲା ବାପାକୁ ଖୋଜି ଆଣିଲା ମୁଢ଼ି

ମୁଡି ଯୋଡିଦେଲା ସୁନା ସଂସାର। ହଜିଥିବା ବାପାକୁ ଖୋଜି ପାଇଲା ପୁଅ। ଏଭଳି ଏକ ଘଟଣା ଘଟିଛି ଯାଜପୁର ଭୁବନେଶ୍ୱରପୁର ପଂଚାୟତ ଯମୁନା ଗ୍ରାମରେ।

puffed rice
୧୦ ବର୍ଷ ହେଲାଣି ମୁଢ଼ି ଖାଇ ବଞ୍ଚିଛି କୁନିଝିଅ ଲକ୍ଷ୍ମୀପ୍ରିୟା

ଭିଡ଼ ଭିତରେ ସେ ଭିନ୍ନ.. ଅଜବ ତା ଖାଦ୍ୟାଭ୍ୟାସ.. ମାଆ, ମାଉସୀ, ସାହି ପଡ଼ିଶା, ଗୁରୁଜୀ ଗୁରୁମା ସମସ୍ତେ ଶତ ଚେଷ୍ଟା କରି ହାରିଗଲେ.. ହେଲେ ମୁଢି ହିଁ ତାର ପ୍ରିୟ ଆଉ ମୁଖ୍ୟ ଖାଦ୍ୟ..ଜନ୍ମରୁ ଆଜି ଯାଏ ଜାଣିନି କେମିତି ଭାତର ସ୍ୱାଦ..

girl survives only puffed rice
ଭାତ ଓ ରୁଟି ବିନା କେବଳ ମୁଢ଼ି ଖାଇ ବଞ୍ଚୁଛି କୁନି ଝିଅ

ଭଦ୍ରକ ଭଣ୍ଡାରପୋଖରୀର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ଏ ମୁଢି ଖିଆ ଅଭ୍ୟାସକୁ ନେଇ କାହିଁରେ କଣ ଚର୍ଚ୍ଚା।

girl survives only puffed rice
ଭାତ କି ରୁଟି ନୁହଁ; ବରଂ ମୁଢ଼ି ଖାଇ ବଞ୍ଚୁଛି କୁନି ଝିଅ

ଲକ୍ଷ୍ମୀପ୍ରିୟା ଏବେ ଚତୁର୍ଭୁଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ରୀ। ବଡ଼କଥା ହେଉଛି ଆଜି ପର୍ଯ୍ୟନ୍ତ ସେ କେବେ ଭାତ କି ରୁଟିର ଧାର ଧରିନାହାନ୍ତି। ଏପଟେ ସ୍କୁଲରେ ମଧ୍ୟାନ୍ନ ଭୋଜନରେ ମଧ୍ୟ ସେ ଭାତ ଖାଉନଥିବାରୁ ତାଙ୍କ ପାଇଁ ମୁଢ଼ିର ବ୍ୟବସ୍ଥା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ।

Mid Day Meal Scam
ମଧ୍ୟାନ୍ନ ଭୋଜନରେ ପିଲାଙ୍କୁ ଭାତ ଓ ତରକାରୀ ବଦଳରେ ଦିଆଗଲା ମୁଢ଼ି

ଛାତ୍ରଛାତ୍ରୀଙ୍କୁ ଭାତ ବଦଳରେ ମୁଢି ଓ ଡାଲି ଖାଇବାକୁ ଦିଆଯିବାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।

special report
ମହେନ୍ଦ୍ର ମଉସାଙ୍କ ମୁଢ଼ି ଭାର ୩୩ ବର୍ଷର ଏକ କାହାଣୀ

ମହେନ୍ଦ୍ର ମଉସା ବାରିପଦାରେ ଘରେ ଘରେ ଚିହ୍ନା। ଗଲା ୩୩ ବର୍ଷ ହେଲା ନିଇତି ବାରିପଦା ସହର ବୁଲନ୍ତି। ଖରା ବର୍ଷା ଶୀତ ତାଙ୍କୁ କିଛି ଫରକ ପଡ଼େନି। ଯେଉଁ ବାରିପଦା ମୁଢି ମଟନ୍ ପାଇଁ ଫେମସ୍ ସେଇ ମୁଢ଼ି ଭାର ଧରି ବୁଲୁଛନ୍ତି ମହେନ୍ଦ୍ର ମଉସା

GST on Mudhi
'ବ୍ରିଟିଶ୍‌ ଲୁଣ ଉପରେ କର ଲଗାଇଲେ, ଆଉ ଏ ସରକାର ମୁଢ଼ି ଉପରେ'

ମୁଢି ଉପରେ ଲାଗିଲା ଜିଏସ୍‌ଟି । ଏବେ ପ୍ୟାକେଟ୍‌ ମୁଢି ଉପରେ ଦେବାକୁ ପଡ଼ିବ ଅଧିକ ଟଙ୍କା । ଚିନ୍ତାରେ ମୁଢି ବ୍ୟବସାୟୀ । ଲୋକେ କହୁଛନ୍ତି ବ୍ରିଟିଶ ଲୁଣ ଉପରେ କର ଲଗାଇଥିଲା, ଏ ସରକାର ମୁଢି ଉପରେ କର ଲଗାଇଲା। ପ୍ରକୃତରେ ଜିଏସଟି ଲାଗିବା ପରେ କଣ କହୁଛନ୍ତି ଦୋକାନୀ ଓ ଗ୍ରାହକ? ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ..

Special Story
ଝାଲମୁଢ଼ି ପ୍ରେମରେ ବିଦେଶୀ : ଲଣ୍ଡନ ଗଳିରେ ଭାରତୀୟ ବ୍ୟଞ୍ଜନ ପାଇଁ ଭିଡ଼

ବିଦେଶରେ ମଧ୍ୟ ମିଳୁଛି ଝାଲମୁଢ଼ି । ଝାଲମୁଢ଼ି ଖାଇବା ପାଇଁ ଲୋକଙ୍କ ଲମ୍ବା ଧାଡ଼ି ଲାଗୁଛି ।

dhanbad
ଦୁର୍ଦ୍ଦିନରେ ଜାତୀୟ ସ୍ତରର ତୀରନ୍ଦାଜ : ରାସ୍ତା କଡ଼ରେ ପକୋଡା ଓ ଝାଲମୁଢ଼ି ବିକ୍ରି କରୁଛନ୍ତି ମମତା ଟୁଡ଼ୁ

ଧାନବାଦ: ଅବହେଳିତ ଅବସ୍ଥାରେ ମହିଳା ତୀରନ୍ଦାଜ। ପରିବାରର ପେଟକୁ ଦାନା ଦେବା ପାଇଁ କରୁଛନ୍ତି ସଂଘର୍ଷ ।  ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହୋଇ ରାଜ୍ୟ ତଥା ଜିଲ୍ଲା ପାଇଁ ସୁନାମ ଆଣିଥିବା ଝାଡ଼ଖଣ୍ଡର ୨୩ ବର୍ଷୀୟ ମମତା ଟୁଡ଼ୁ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ତାଲାବନ୍ଦର ପ୍ରଭାବରେ ଲକ୍ଷ ଲକ୍ଷ ଲୋକ ବେକାର ହୋଇଯାଇଛନ୍ତି। କିଏ ରୋଜଗାର ହରାଇଛି ତ ଭୋକ ଓପାସରେ ଦିନ କାଟୁଛି।  ଅନେକ ଲୋକଙ୍କ ପାଇଁ ଦୁଇ ଓଳି ଦୁଇ […]

jhal muri
‘ଝାଲମୁଢ଼ି’ ପ୍ରେମରେ ବିଦେଶୀ

ଲଣ୍ଡନ: ଏବେ ବିଶ୍ୱକପ୍‌ ପାଇଁ ଚର୍ଚ୍ଚାରେ ଥିବା ଲଣ୍ଡନରେ ମିଳୁଛି ସମ୍ପୂର୍ଣ୍ଣ ଭାରତୀୟ ଶୈଳୀରେ ପ୍ରସ୍ତୁତ ‘ଝାଲମୁଢ଼ି’। ତା’ପୁଣି ଭାରତ ସଦ୍ୟ ଅଷ୍ଟ୍ରେଲିଆକୁ ହରାଇଥିବା ଓଭାଲ ଷ୍ଟାଡିଅମ୍‌ ବାହାରେ। ପସରାର ଶୈଳୀ ସମ୍ପୂର୍ଣ୍ଣ ଭାରତୀୟ। ବିଭିନ୍ନ ଡବାରେ ଭଳିକି ଭଳି ମୁଡ଼ୁମୁଡ଼ିଆ ଖାଦ୍ୟ ଦ୍ରବ୍ୟ। ଆଉ ଏସବୁକୁ ଘାଣ୍ଟି କାଗଜ ଠୁଙ୍ଗାରେ ଝାଲମୁଢ଼ି ବିକୁଛନ୍ତି ଜଣେ ବ୍ୟକ୍ତି। ଯେମିତି ଆପଣ ଆପଣଙ୍କ ସାହିରେ ବା ଛକରେ ବିକ୍ରିହୁଏ ଠିକ୍‌ ସେମିତି, କିନ୍ତୁ ଫରକ ହେଉଛି ଏ ବ୍ୟକ୍ତି […]