• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "18" result for "ବାଲେଶ୍ବର" in https://otvkhabar.in

kalabaisakhi
Severe Kalabaisakhi in Odisha: କଳାହାଣ୍ଡିଆ ମେଘ ସହ ନିର୍ଦ୍ଧୁମ୍ ଛେଚିଲା କାଳବୈଶାଖୀ, ବାଲେଶ୍ବରରେ ୨ ମୃତ

ମାତ୍ର ଘଣ୍ଟାଏ ପାଇଁ ଆସିଲା, ତାଣ୍ଡବ ରଚି ଚାଲିଗଲା। ପ୍ରଚଣ୍ଡ କାଳବୈଶାଖୀ କୋପରେ ଆଜି ଥରିଛି ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ଅନେକ ଅଞ୍ଚଳ। କାଳବୈଶାଖୀ ବର୍ଷା ପ୍ରଭାବରେ ଆଜି ବେଶ୍ ଭଲରେ ଭିଜିଛି ରାଜଧାନୀ ଆଉ ଅବଶିଷ୍ଟ ଓଡ଼ିଶା। ଆଜି ସକାଳେ ହଠାତ ଖରାଟିଆ ପାଗ, ମେଘୁଆ ରୂପ ନେବା ପରେ ଢୁ ଢୁ ବର୍ଷିଥିଲା କାଳବୈଶାଖୀ ବର୍ଷା।

aiims
AIIMS Balasore: ଓପିଡିରେ ଅଟକିଛି ବାଲେଶ୍ବର ଏମ୍ସ: ଅଢେଇ ବର୍ଷ ପରେ ବି ଖୋଲୁନି ଇନଡୋର ଡିପାର୍ଟମେଣ୍ଟ

୨୦୨୨ରେ ବାଲେଶ୍ବର ବମପଦାରେ ଶୁଭାରମ୍ଭ ହୋଇଥିଲା ବହୁପ୍ରତିକ୍ଷୀତ ୧୦୦ ଶଯ୍ୟା ବିଶିଷ୍ଟ ଏମ୍ସ ସାଟେଲାଇଟ୍ ସେଣ୍ଟର । ହେଲେ ସେବେଠୁ ଓପିଡି ଛଡ଼ା ରୋଗୀଙ୍କୁ ଆଉ କୌଣସି ସୁବିଧା ମିଳୁନି । ତା ପୁଣି ସପ୍ତାହରେ ମାତ୍ର ଦୁଇଦିନ ।

ବାଲେଶ୍ୱରରେ ବୁଲା କୁକୁର ଆତଙ୍କ
Dog Menace in Balasore: ବାଲେଶ୍ବର ସହରରେ ବୁଲା କୁକୁର ଆତଙ୍କ, କୁକୁର ପାଇଁ ନିଇତି ଘଟୁଛି ଦୁର୍ଘଟଣା

ରାସ୍ତାଘାଟ, ପଡିଆ, ଦୋକାନ ବଜାର ଯୁଆଡେ ଦେଖିବେ ମାଳମାଳ କୁକୁର । ହଠାତ୍ ସାମ୍ନାକୁ ଚାଲି ଆସୁଛନ୍ତି, ଫଳରେ ଗାଡ଼ିରେ ଯାଉଥିବା ଲୋକଟିଏ ଭାରସାମ୍ୟ ହରାଇ ପଡ଼ି ଆହତ ହେଉଛି ।

mukta
Ama Pokhari Yojana Failed: ବାଲେଶ୍ବରରେ ଫେଲ ଆମ ପୋଖରୀ ଜଳାଶୟ ନବୀ କରଣ ଯୋଜନା

ବାଲେଶ୍ବର ସହରରେ ଅଧାପନ୍ତରିଆ ଆମ ପୋଖରୀ ଜଳାଶୟ ନବୀ କରଣ ଯୋଜନା। ପାଖାପାଖି ୨ ବର୍ଷରେ ୬ଟି ପୋଖରୀର ସରିଛି ନବୀକରଣ। ଏବେବି ଆହୁରି ୨୧ଟି ପୋଖରୀ ଅଳିଆ ଆବର୍ଜନାରେ ଭର୍ତ୍ତି। ପୋଖରୀରେ କେଉଁଠି ଦଳ ଭର୍ତ୍ତି

ବ୍ରାଉନ୍‌ସୁଗାର ହବ୍‌ ବାଲେଶ୍ବର !
Brown Sugar: ବାଲେଶ୍ବରରେ ବେଧଡ଼କ୍ ଚାଲିଛି ଧଳାଜହର କାରବାର, ପଶ୍ଚିମବଙ୍ଗରୁ ଜଳପଥ ଦେଇ ଆସୁଛି ଓଡ଼ିଶା

ଧଳା ଜହରର ହବ୍ ପାଲଟିଛି ବାଲେଶ୍ବର। ବେଧଡକ୍ ଚାଲିଛି କାରବାର। ରୋକିବାକୁ ଯେମିତି କିହି ନାହିଁ । ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଓ ଜଳେଶ୍ୱରରେ ପ୍ରାୟ ୩୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର କାରବାର ହେଉଛି।

balasore
Balasore District Health Update: ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖାଲି ପଡ଼ିଛି ୯୯ ପଦବୀ, ବାହାରକୁ ରେଫର ହେଉଛନ୍ତି ରୋଗୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗରେ ୧୬୭ ଡାକ୍ତର ପଦବୀରୁ ୯୯ଟି ଖାଲିପଡ଼ିଛି। ଡାକ୍ତରଙ୍କ ଅଭାବ ଯୋଗୁଁ ୱାର୍ଡରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ବି ମେଡ଼ିକାଲ କଲେଜକୁ ରେଫର କରାଯାଉଛି। ଆଉ ମେଡ଼ିକାଲ କଲେଜ ଆମ୍ବୁଲାନ୍ସରୁ ହିଁ ରୋଗୀଙ୍କୁ କଟକ ପଠାଇ ଦେଉଥିବା ଅଭିଯୋଗ ହେଉଛି।

Tensions Rise In BJD Balasore
Odisha BJD Leader Misbehaved: ବାଲେଶ୍ବର ବିଜେଡିରେ ସଂଘାତିକ ସ୍ଥିତି; ନିଜ ଦଳର ମହିଳା କାଉନସିଲରଙ୍କୁ BJD ନେତାଙ୍କ ଦୁର୍ବ୍ୟବହାର

ନିଜ ଦଳର ମହିଳା କାଉନସିଲରଙ୍କୁ ବି ଦୁର୍ବ୍ୟବହାର କରିବାକୁ ପଛାଉନାହାନ୍ତି ଖୋଦ୍ ବିଜେଡି କାଉନସିଲର। ଏଭଳି ଅଭିଯୋଗ ଆଣିଛନ୍ତି ବାଲେଶ୍ବର ପୌରପାଳିକାର ୨୩ ନମ୍ବର ୱାର୍ଡ ବିଜେଡି କାଉନସିଲର ଶଶିରେଖା ମହାନ୍ତି । 

Cyclone Dana
ଲଗାଣ ବର୍ଷାରେ ଜଳାର୍ଣ୍ଣବ ବାଲେଶ୍ବର ଓ ଭଦ୍ରକ

ବାତ୍ୟାର ଭୟ ସିନା ଟଳିଗଲା, ହେଲେ ବର୍ଷାଜନିତ ସମସ୍ୟା କିନ୍ତୁ ଚିନ୍ତା ବଢ଼ାଇଛି। ବିଶେଷ କରି ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ଯୁଆଡ଼େ ଚାହିଁବେ ଜଳବନ୍ଦୀ ସମସ୍ୟା।ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁ ମୟୁରଭଞ୍ଜର କାଳ ଓ ସୁନେଇ ଡ୍ୟାମରୁ ବନ୍ୟା ଜଳ ଛାଡ଼ିବା ପରେ ବୁଢ଼ାବଳଙ୍ଗ ଓ ସୋନ୍ ନଦୀର ଜଳସ୍ତର ବଢ଼ିଛି।

Cyclone Dana
ବାତ୍ୟା ପରେ ପରେ ବର୍ଷା ଦାଉ, ଲଗାଣ ବର୍ଷାରେ ଜଳାର୍ଣ୍ଣବ ବାଲେଶ୍ବର ଓ ଭଦ୍ରକ

ବାତ୍ୟାର ଭୟ ସିନା ଟଳିଗଲା, ହେଲେ ବର୍ଷାଜନିତ ସମସ୍ୟା କିନ୍ତୁ ଚିନ୍ତା ବଢ଼ାଇଛି। ବିଶେଷ କରି ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ଯୁଆଡ଼େ ଚାହିଁବେ ଜଳବନ୍ଦୀ ସମସ୍ୟା।ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁ ମୟୁରଭଞ୍ଜର କାଳ ଓ ସୁନେଇ ଡ୍ୟାମରୁ ବନ୍ୟା ଜଳ ଛାଡ଼ିବା ପରେ ବୁଢ଼ାବଳଙ୍ଗ ଓ ସୋନ୍ ନଦୀର ଜଳସ୍ତର ବଢ଼ିଛି।

 Vigilance Arrests Chief Engineer
ବାଲେଶ୍ବର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ ଗିରଫ; କମାଇଛନ୍ତି ନିଜ ଆୟର ୧୭୭ ପ୍ରତିଶତ ଧନ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ବାଲେଶ୍ବର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ ଏନ. ଭି. ହରିହର ରାଓ।

Flood
ବାଲେଶ୍ବର ବନ୍ୟାସ୍ଥିତି ଗମ୍ଭୀର

ବାଲେଶ୍ବର ବନ୍ୟାସ୍ଥିତି ଗମ୍ଭୀର। ପାଣି ଘେରରେ ବାଲିଆପାଳ, ଭୋଗରାଇ, ବସ୍ତା, ଜଳେଶ୍ବର ଓ ସଦର ବ୍ଲକର ଶହ ଶହ ଗାଁ, ଲୋକଙ୍କ ଜୀବନ ଦୁର୍ବିଃସହ ହୋଇ ପଡିଛି। ପୂର୍ଣ୍ଣମୀ ପାଇଁ ପାଣି ଛାଡୁନଥିବାରୁ ବଢ଼ିଛି ବିପନ୍ନଙ୍କ ସମସ୍ୟା।

Group Clash
ବାଲେଶ୍ବରରେ ଆଜି ମଧ୍ୟରାତ୍ର ଯାଏଁ ବଳବତ୍ତର ରହିବ କର୍ଫ୍ୟୁ, ଲୋକଙ୍କୁ ଘରୁ ନ ବାହାରିବାକୁ ଅପିଲ୍

ଶାନ୍ତ ହେଉଛି ବାଲେଶ୍ବର ସହର, ଫେରୁଛି ସ୍ବାଭାବିକ ସ୍ଥିତି । ବାଲେଶ୍ୱର ପୌରାଞ୍ଚଳରେ ଆଜି ମଧ୍ୟରାତ୍ର ଯାଏଁ ବଳବତ୍ତର ରହିବ କର୍ଫ୍ୟୁ ।

group clash
ଗୋଷ୍ଠୀ ସଂଘର୍ଷ ଘଟଣା: ବାଲେଶ୍ବର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି 

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୂରା ସହରରେ ଲାଗୁ ହେଲା କର୍ଫ୍ୟୁ। ସମଗ୍ର ବାଲେଶ୍ବର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି ।  

Balasore Lok Sabha constituency
ରୋଚକ ସ୍ଥିତିରେ ବାଲେଶ୍ବର ଲଢ଼େଇ; ଦଶ ବର୍ଷ ପରେ ପୁଣି ପ୍ରତାପ-ଶ୍ରୀକାନ୍ତ ଟକ୍କର...

ବାଲେଶ୍ବର ଲୋକସଭା ଆସନରେ ଏଥର ରୋଚକ ଲଢ଼େଇଦଶ ବର୍ଷ ପରେ ପୁଣି ପ୍ରତାପ- ଶ୍ରୀକାନ୍ତ ଟକ୍କରଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଶ୍ରୀକାନ୍ତ ଜେନାଙ୍କ ସହ ଭୋଟ୍ ରାଜନୀତିରେ ଖଡ଼ି ଛୁଇଁବାକୁ ଯାଉଥିବା ଲେଖାଶ୍ରୀ ସାମାନ୍ତ ସିଂହାରଙ୍କ ମଧ୍ୟରେ ଲଢ଼େଇକୁ ନେଇ ମୈଦାନ ପୂରା ଗରମ। 

 Nilgiri
ବାଲେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ

ଚରମ ସୀମାରେ ବାଲେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ। ଦଳ ଭିତରୁ ଆଶୟୀ ନେତା ଏବଂ ଆମଦାନୀ ନେତା ମୁହାଁମୁହିଁ ସ୍ଥିତିରେ ଥିବାରୁ ବିଜେଡି ଏପର୍ଯ୍ୟନ୍ତ ଜିଲ୍ଲାର ୩ ବିଧାନସଭା ସିଟ୍ ରେ ଟିକେଟ୍ ଘୋଷଣା କରିପାରୁନି। 

 Nilgiri
ବଢୁଛି ବିଜେଡିର 'ବାଲେଶ୍ବର' ଅଡୁଆ; ଚରମ ସୀମାରେ ଗୋଷ୍ଠୀ କନ୍ଦଳ !

ବାଲେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ । ଦଳ ଭିତରୁ ଆଶୟୀ ନେତା ଏବଂ ଆମଦାନୀ ନେତା ମୁହାଁମୁହିଁ ସ୍ଥିତିରେ ଥିବାରୁ ବିଜେଡି ଏପର୍ଯ୍ୟନ୍ତ ଜିଲ୍ଲାର ୩ ବିଧାନସଭା ସିଟ୍‌ରେ ଟିକେଟ୍ ଘୋଷଣା କରିପାରୁନି। 

Balasore
ବାଲେଶ୍ବରରେ ବଢୁଛି ବେଆଇନ ନିଶା କାରବାର; କିଙ୍ଗପିନକୁ ଧରିବା ପାଇଁ ପୋଲିସର ଉଦ୍ୟମ...

ବାଲେଶ୍ୱର ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ନିଶା କାରବାର । ବ୍ରାଉନ ସୁଗାର ଠାରୁ ଆରମ୍ଭ କରି ଦେଶୀ ମଦ ଓ ଗଞ୍ଜେଇର ବେପାର ଯୋଗୁଁ ସହରର ଯୁବକ ପଥଭ୍ରଷ୍ଟ ହେଉଛନ୍ତି ।

Balasore BJD
ଭୋଟ୍ ପୂର୍ବରୁ ଫାଟୁଛି କି ବାଲେଶ୍ବର ବିଜେଡି

ଶନିବାର ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ହାତାହାତି। ସୋମବାର ବିଧାୟକଙ୍କ ଗୋଷ୍ଠୀ ବିରୋଧରେ ଥାନାରେ ଏତଲା। ଆଉ ଆଜି ରାଜରାସ୍ତାରେ ଗୋଟିଏ ଗୋଷ୍ଠୀର ବିକ୍ଷୋଭ। ଗୋଟେ ପଟେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ଅନ୍ୟ ପଟେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ। ନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ତୀବ୍ର ରୂପ ନେଇଛି ରବୀନ୍ଦ୍ର- ସ୍ୱରୂପ ବିବାଦ।