• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1012" result for "ଭାରତୀୟ" in https://otvkhabar.in

nikki-1
ଆମେରିକା ନିର୍ବାଚନ: ଭାରତୀୟ ବଂଶୋଦ୍ଭବ କାର୍ଡ ଖେଳିବେ କି ଟ୍ରମ୍ପ ?

ୱାଶିଂଟନ:ଆମେରିକା ଉପରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଅସ୍ୱୀକାର କରିହେବନି। ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ନିର୍ବାଚନ ଲଢୁଥିବା ଜୋ ବିଡେନ (Joe Biden) ଏହି ଦିଗ ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ସେଥିପାଇଁ ଜୋ ବିଡେନ ଉପରାଷ୍ଟ୍ରପତି ପଦ ପାଇଁ ଭାରତୀୟ ବଂଶୋଦ୍ଭବ କମଲା ହେରିଶ(Kamala Harris)ଙ୍କୁ ପ୍ରାର୍ଥୀ କରିବା ସହ ଭାରତ ସପକ୍ଷରେ ମତ ରଖୁଛନ୍ତି। ଏହାକୁ ଦେଖିବା ପରେ ଟ୍ରମ୍ପ ମଧ୍ୟ ଭାରତୀୟ ବଂଶୋଦ୍ଭବ କାର୍ଡ ଖେଳି ପାରନ୍ତି […]

coronavaccin
ଭାରତୀୟଙ୍କୁ ମାଗଣାରେ ମିଳିବ କରୋନା ଭ୍ୟାକ୍ସିନ

ନୂଆଦିଲ୍ଲୀ: ଋଷିଆ କରୋନା ଭ୍ୟାକ୍ସିନ ଆବିଷ୍କାର କରିସାରିଥିବା ବେଳେ ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟିର ଭ୍ୟାକ୍ସିନ ଉପରେ ସାରା ବିଶ୍ୱର ଆଶା ରହିଛି। ଏହାକୁ ଭାରତରେ ଉତ୍ପାଦନ କରିବା ପାଇଁ ମଧ୍ୟ ପୂର୍ବରୁ ସିରମ ଇନଷ୍ଟିଟ୍ୟୁଟ୍‌କୁ ଅନୁମିତ ମିଳିସାରିଛି। ଏବେ ଏହି ଭ୍ୟକ୍ସିନ୍‌କୁ ନେଇ ଏକ ବଡ଼ ଖବର ଶୁଣିବାକୁ ମିଳୁଛି। କେନ୍ଦ୍ର ସରକାର ସେରମ ଇନଷ୍ଟିଟ୍ୟୁଟ୍ ଠାରୁ ଭ୍ୟାକ୍ସିନ କିଣି ଲୋକଙ୍କୁ ମାଗଣାରେ ଦେବାକୁ ଯୋଜନା କରୁଥିବା କୁହାଯାଉଛି। ଜାତୀୟ ଗଣମଧ୍ୟମ ଆଜ୍‌ ତକ୍‌ର ଏକ ରିପୋର୍ଟ […]

gift
ସର୍ବଭାରତୀୟ ରାଙ୍କିଙ୍ଗ୍‌ରେ ସ୍ଥାନ ପାଇଲା ଗିଫ୍ଟ ଇଂଜିନିୟରିଂ କଲେଜ

ଭୁବନେଶ୍ୱର: ଅଟଳ ରାଙ୍କିଙ୍ଗ୍ ଅଫ୍ ଇନଷ୍ଟିଚ୍ୟୁସନ୍ ଅନ୍ ଇନୋଭେସନ୍‌ ଆଚିଭମେଣ୍ଟ-୨୦୨୦ (ARIIA) ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର ଗିଫ୍ଟ ଇଂଜିନିୟରିଂ କଲେଜ। ରାଙ୍କ୍ ୨୬ରୁ ୫୦ ଭିତରେ ଏହି କଲେଜକୁ ସ୍ଥାନ ଦିଆଯାଇଛି। ଏହାକୁ ସର୍ବଭାରତୀୟ ସ୍ତରରେ ବ୍ୟାଣ୍ଡ ‘ବି’ ଇନଷ୍ଟିଚ୍ୟୁସନ୍ ହିସାବରେ ସ୍ୱୀକୃତି ଦିଆଯାଇଥିବା କଲେଜ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ ଓ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦର ମିଳିତ ଆନୁକୂଲ୍ୟରେ ଏହି ରାଙ୍କିଙ୍ଗ୍ ତାଲିକା […]

doctor
ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

ନୂଆଦିଲ୍ଲୀ: ଭାରତ -ଚୀନ ମଧ୍ୟରେ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ସୀମାନ୍ତର ପରିସ୍ଥିତି ଦେଖିଲେ ଲାଗୁଛି ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ହୋଇପାରେ। ଦେଶରେ ଚାଇନା ସାମଗ୍ରୀ ବର୍ଜନର ଏକ ନାରା ସୃଷ୍ଟି ହୋଇଛି। କାହିଁକି ଏ ଶତ୍ରୁତା ? ଏମିତି ସମ୍ପର୍କ କ’ଣ ଆରମ୍ଭରୁ ଥିଲା ଦୁଇ ଦେଶ ମଧ୍ୟରେ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏମିତି ଏକ ଦିନ ଥିଲା, ଯେତେବେଳେ ଚୀନ ଲୋକ ଭାରତୀୟମାନଙ୍କୁ ବହୁତ ସମ୍ମାନ ଦେଉଥିଲେ। ଭାଗବାନଙ୍କ ପରି […]

china-1
ସୀମାରେ ପୁଣି ମୁହାଁମୁହିଁ ଭାରତ-ଚୀନ ସେନା ; କଡ଼ା ଜବାବ ଦେଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ପୁଣି LACରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ ସେନା। ପୂର୍ବ ଲଦାଖ ସୀମାରେ ଚୀନ ସେନା ଉତ୍ତେଜନା ସୃଷ୍ଟି କରିବାରୁ ପୁଣି ଥରେ ମୁହାଁ ମୁହିଁ ହୋଇଛନ୍ତି ଦୁଇ ଦେଶ। ଲଦାଖ ନିକଟ ପାଙ୍ଗୋଙ୍ଗ ହଦ୍ର ନିକଟରେ ଗତ ୨୯-୩୦ ତାରିଖ ମଧ୍ୟରାତ୍ରୀରେ ଏହି ସଂଘର୍ଷ ହୋଇଛି। ଦକ୍ଷିଣ ପାଙ୍ଗୋଙ୍ଗ ହଦ୍ର ନିକଟରେ ଭାରତ ସୀମାରେ ଚୀନ ସେନା ଅନୁପ୍ରବେଶ ଉଦ୍ୟମ କରିଥିଲେ। ଭାରତୀୟ ସେନା ଏହାକୁ ବିରୋଧ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା।  ଚୀନର ଏପରି […]

india
ଚୀନକୁ ପାନେ ଦେବାକୁ ସୀମାରେ ପ୍ରସ୍ତୁତ ଭାରତୀୟ ସେନା

ନୂଆଦିଲ୍ଲୀ: ଚୀନ ସହ ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଭାରତ। ସୀମାରେ ଟ୍ୟାଙ୍କ ସହ ସୈନ୍ୟ ନିୟୋଜିତ ହେବା ପରେ ଆଜି ଗ୍ରାଉଣ୍ଡ ଜିରୋର ସ୍ଥିତି ପରିଖିବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ସ୍ଥଳସେନା ମୁଖ୍ୟ। ସମ୍ଭାବ୍ୟ ଯୁଦ୍ଧ ଆଶଙ୍କାକୁ ନଜରରେ ରଖି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜେନେରାଲ ନରଓ୍ୱାଣେ। ସେପଟେ ଲଦାଖ ର ଏଲ୍ଏସି ସୀମାରେ ସ୍ଥିତିକୁ ବଦଳାଇ ଅଧିକ ସୈନ୍ୟ ଠୁଳ କରୁଛି ଭାରତ। ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଥିବା ସ୍ଥଳ […]

army
'ଭାରତୀୟ ଯବାନ୍ ସବୁ ଚ୍ୟାଲେଞ୍ଜ୍ ପାଇଁ ପ୍ରସ୍ତୁତ'

ନୂଆଦିଲ୍ଲୀ: ଭାରତ-ଚୀନ୍ LAC ରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ। କିନ୍ତୁ ଆମ ଯବାନ ଓ ଅଧିକାରୀଙ୍କ ମନୋବଳ ବହୁତ ଦୃଢ଼ ରହିଛି। ସେମାନେ ଯେ କୌଣସି ଚ୍ୟାଲେଞ୍ଜର ମୁକାବିଲା ଲାଗି ପ୍ରସ୍ତୁତ। LACରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ବେଳେ ଏହା କହିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରୱଣେ। ଏଲଏସିରେ ଭାରତ-ଚୀନ୍ ମୁହାଁମୁହିଁ ପରିସ୍ଥିତିରେ ଥିବା ବେଳେ ସୀମାରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଛନ୍ତି ଆର୍ମି ଚିଫ୍। ଆଜି ସେ ଗଣମାଧ୍ୟମକୁ କହିଛନ୍ତି, LACରେ ସ୍ଥିତି ସମ୍ବେଦନଶୀଳ […]

ladakh
ଭାରତୀୟ ସେନାଙ୍କୁ ଧନ୍ୟବାଦ ଦେଲେ ଚୀନ ଅଧିକାରୀ; କାହିଁକି ଜାଣନ୍ତି ?

ନୂଆଦିଲ୍ଲୀ:ପୂର୍ବ ଲଦାଖର ଏଲଏସିରେ ଭାରତ-ଚୀନ୍‌ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିବାବେଳେ ଭାରତ କିନ୍ତୁ ବନ୍ଧୁତାର ହାତ ଛାଡ଼ିନି । ମଙ୍ଗଳବାର ଅରୁଣାଚଳ ପ୍ରଦେଶ ସୀମାରେ ଚୀନ ପଟୁ ପଶି ଆସିଥିବା ୧୩ଟି  ୟାକ୍‌‌ ଏବଂ ୪ଟି ଶାବକଙ୍କୁ ଫେରାଇ ଦେଇଛି । ଏମାନେ ସମସ୍ତେ ଏଲଏସି ପାର ହୋଇ ଅରୁଣାଚଳ ପ୍ରଦେଶକୁ ପଶି ଆସିଥିଲେ । ଭାରତୀୟ ସେନା ପକ୍ଷରୁ ଏ ନେଇ ସୂଚନା ଦିଆଯାଇ କୁହାଯାଇଛି, ଚୀନ ପଟୁ ପଶି ଆସିଥିବା ୟାକମାନଙ୍କୁ ଫେରାଇ […]

china-missing
ସୀମାରେ ନିଖୋଜ ୫ ଭାରତୀୟଙ୍କୁ ଫେରାଇଲା ଚୀନ

ନୂଆଦିଲ୍ଲୀ: ଚୀନ୍‌ ସୀମାରେ ନିଖୋଜ ହୋଇଥିବା ୫ ଭାରତୀୟ ନିଜ ଦେଶକୁ ଫେରିଛନ୍ତି। ଆଜି ସକାଳେ ଚୀନର ପିପୁଲସ ଲିବରେସନ ଆର୍ମି ପକ୍ଷରୁ ସେମାନଙ୍କୁ ହସ୍ତାନ୍ତର କରାଯାଇଛି। ସେପ୍ଟେମ୍ବର ପହିଲାରେ ଅରୁଣାଚଳ ପ୍ରଦେଶର ୫ ଜଣ ଶିକାର କରିବାକୁ ଯାଇଥିବା ବେଳେ ଭୁଲବଶତଃ ଚୀନ ସୀମାକୁ ପଶି ଯାଇଥିଲେ। ଅରୁଣାଚଳ ପ୍ରଦେଶର ଜଣେ ବିଧାୟକ ଚୀନ ସେନା ୫ ଭାରତୀୟଙ୍କୁ ଉଠାଇ ନେଇଥିବା ଅଭିଯୋଗ ଆଣିଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ […]

china-1
ଲଦାଖରେ ୩୦ ମହଲା ଉଚ୍ଚତାରେ ଜଗିଛନ୍ତି ଭାରତୀୟ ଯବାନ, ୯ ଚୀନ୍ ସେନା ପାଇଁ ଜଣେ ଭାରତୀୟ ସେନା ଭାରି ପଡ଼ିବ

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ପାଙ୍ଗଙ୍ଘ ଲେକ୍‌ ପାଖରେ ହୋଇଥିବା ଠେଲାପେଲା ଘଟଣା ପରେ ସୀମାନ୍ତରେ ସ୍ଥିତି ସୁଧାରିବା ପାଇଁ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି। ତାହାସତ୍ତ୍ୱେ ଲଦାଖରେ ଏପରି ଅନେକ ଅଞ୍ଚଳ ରହିଛି ଯେଉଁଠି ଭାରତ-ଚୀନ ସେନା ସାମ୍ନାସାମ୍ନି ଅବସ୍ଥାରେ ଅଛନ୍ତି। ତେବେ ଭାରତୀୟ ସେନା ଅନେକ ଉଚ୍ଚରେ ରହିଛନ୍ତି ଯେଉଁଥିପାଇଁ ଚୀନ ସେନାଙ୍କୁ ମାତ୍‌ ଦେବାକୁ ସେମାନଙ୍କୁ ଖୁବ୍‌ ସୁବିଧା ହେବ। ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ଅନୁସାରେ ଭାରତୀୟ ସେନା କେତେକ […]

ସର୍ବଭାରତୀୟ ସ୍ତରର ଫୁଟବଲ ମହୋତ୍ସବ ଉଦଯାପିତ
ସର୍ବଭାରତୀୟ ସ୍ତରର ଫୁଟବଲ ମହୋତ୍ସବ ଉଦଯାପିତ

ବାରିପଦା : ସକାଳର ସୁନେଲି କିରଣ ସହ ସବୁଜ ଘାସ ପଡିଅାରେ ଧାଡିକି ଧାଡି ଫୁଟବଲ। ତା ପଛେ ପଛେ ଖେଳାଳି। କିଏ ଗୋଡରେ କିକ୍ ପ୍ରାକଟିସ୍ କରୁଛି ତ ଅାଉ କିଏ ଫୁଟବଲକୁ ହେଡ୍ କରିବାର ଅଭ୍ୟାସ କରୁଛି । ପୁଣି ବିପକ୍ଷରୁ ବଲ୍‌କୁ କିଭଳି ଛଡାଇ ଅାଣିହେବ, କୋଚ୍ ସେନେଇ ଟେକନିକ୍‌ ଶିଖାଉଛନ୍ତି । ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶର ଭୋଲାଗଡିଅା ସ୍ଥିତ ଫୁଟବଲ ପଡିଅାରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ କି […]

12312
ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ନୂଆଦିଲ୍ଲୀ: ନିକଟରେ ଏକ ଗବେଷଣା କରି ବୈଜ୍ଞାନିକମାନେ ଭାରତୀୟଙ୍କ ବ୍ରେନ ଆଟଲାସ ପ୍ରସ୍ତୁତ କରିଛନ୍ତି । ମସ୍ତିଷ୍କର ଏହି ଡିଜିଟାଲ ଇମେଜ ଚୀନ୍‌ ଲୋକଙ୍କ ବ୍ରେନ ସହ ତୁଳନା କରାଯାଇଥିଲା । ଯାହା ଫଳାଫଳ ଆସିଥିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗବେଷଣା ଅନୁଯାୟୀ, ଭାରତୀୟଙ୍କ ମସ୍ତିଷ୍କ ଚୀନୀ ମସ୍ତିଷ୍କ ତୁଳନାରେ ଛୋଟ ଅଟେ । ଏହି ଗବେଷଣା ହାଇଦ୍ରାବାଦର ଇଣ୍ଟରନାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଇନ୍‌ଫର୍ମେଶନ ଟେକ୍ନୋଲଜି ପକ୍ଷରୁ କରାଯାଇଥିଲା । ଏହି […]

navy
ଇତିିହାସରେ ପ୍ରଥମ: ଭାରତୀୟ ନୌସେନାରେ ନିଯୁକ୍ତି ପାଇଲେ ଦୁଇ ମହିଳା ଅଫିସର

ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳାମାନଙ୍କ ଗୁରୁତ୍ୱ ଦିନକୁ ଦିନ ବଢିବାରେ ଲାଗିଛି। ଏହି କ୍ରମରେ ଏବେ ଆଉ ଏକ ସଫଳତା ଯୋଡ଼ି ହୋଇଛି। ଭାରତୀୟ ନୌସେନାରେ ୨ ଜଣ ମହିଳା ଅଧିକାରୀ ଯୋଗ ଦେଇଛନ୍ତି। ଏହି ଦୁଇ ଅଧିକାରୀଙ୍କୁ ନୌସେନାର ହେଲିକପ୍ଟର ବିଭାଗରେ ଅବଜର୍ଭର ଭାବେ ନିଯୁକ୍ତି ଦିଆଯାଇଛି। ଏହି ଦୁଇ ମହିଳା ସେନା ଅଧିକାରୀ ହେଲେ ଲେଫ୍ଟନାଣ୍ଟ କୁମୁଦିନୀ ତ୍ୟାଗୀ ଓ ସବ୍‌ ଲେଫ୍ଟନାଣ୍ଟ ରୀତି ସିଂହ।   ଏହି ଅଧିକାରୀଙ୍କୁ ଭାରତୀୟ ନୌସେନାର ଯୁଦ୍ଧପୋତରେ […]

cease-fire
ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଶ୍ରୀନଗର: ସୀମା ଲଘିଂଲା ପାକିସ୍ତାନର ବଦ୍‌ମାସି। ଏଲଓସିରେ ଗୁରୁବାର ପୁଣି ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକିସ୍ତାନ। ଫଳରେ ୩ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏଥି ସହିତ ୫ ଯବାନ ଗୁରୁତର ହୋଇଛନ୍ତି। ତେବେ ଭାରତୀୟ ଯବାନ ପାକ ସେନାକୁ ମୁହଁତୋଡ ଜବାବ ଦେଇଛନ୍ତି। ସେନା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପାକିସ୍ତାନ ଆନ୍ତର୍ଜାତୀୟ ସୀମାରେ ସେନା ପୋଷ୍ଟ ଉପରକୁ ମୋର୍ଟାର ମାଡ଼ କରିଛନ୍ତି। ସେନା ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ନୌଗାମ […]

virat
ଆଇପିଏଲରେ ପ୍ରଥମ ଭାରତୀୟ ଭାବେ ଏମିତି ରେକର୍ଡ କଲେ ବିରାଟ

ନୂଆଦିଲ୍ଲୀ: ଆଇପିଏଲର ୧୯ତମ ମୁକାବିଲାରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (RCB) ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ପରାସ୍ତ ହୋଇଛି। ଏହା ସତ୍ତ୍ୱେ RCB କ୍ୟାପ୍‌ଟେନ  ବିରାଟ କୋହଲିଙ୍କ ନାଁରେ ଯୋଡ଼ି ହୋଇଛି ବଡ ରେକର୍ଡ।  ସୋମବାର  ଦୁବାଇ ଇଣ୍ଟରନାଶନାଲ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ଖେଳି ବିରାଟ ୩୯ ବଲରେ ୪୩ ରନ୍‌ କରିଛନ୍ତି। ଆଇପିଏଲ ଇତିହାସରେ ତାଙ୍କର ବ୍ୟକ୍ତିଗତ ରନ୍‌ ସ୍କୋର ୯୦୦୦ ଛୁଇଁଛି। ଏହି ମ୍ୟାଚ୍‌ରେ ୧୦ ରନ୍‌ କରିବା ପରେ ଭାରତୀୟ କ୍ୟାପ୍‌ଟେନ ବିରାଟ […]

londan
ଲଣ୍ଡନରେ ଭାରତୀୟ ପରିବାରର ସନ୍ଦେହଜନକ ମୃତ୍ୟୁ

ଲଣ୍ଡନ: ଗତ ମଙ୍ଗଳବାର ଲଣ୍ଡନରେ ଭାରତୀୟ ପରିବାରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏହି ପରିବାର ଲଣ୍ଡନର ବ୍ରେଣ୍ଟଫୋର୍ଡ ଅଞ୍ଚଳରେ ରହୁଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ି ନଥିବା ବେଳେ ମୃତକମାନଙ୍କ ପରିଚୟ ମିଳିଛି। ଏମାନେ ହେଲେ, ସ୍ୱାମୀ କୁହା ରାଜ୍ ସିଥାମ୍ପରାନାଥନ(୪୨), ତାଙ୍କ ପତ୍ନୀ କାମେଶ୍ୱରୀ ଶିବରାଜ(୩୬) ଏବଂ ତାଙ୍କର ୩ ବର୍ଷର ପୁଅ କୈଳାଶ କୁହା ରାଜ୍‌। ଏମାନେ ସମସ୍ତେ […]

atal
ଅଟଳ ଟନେଲ ଦେଇ ଗଲା ଭାରତୀୟ ସେନାର ଯାନବାହାନ

ନୂଆଦିଲ୍ଲୀ: ଉଦ୍‌ଘାଟନ ହେବା ପରେ ପ୍ରଥମ ଥର ପାଇଁ ଅଟଳ ଟନେଲ ଦେଇ ଯାତ୍ରା କରିଛି ଭାରତୀୟ ସେନାର ଯାନବାହାନ।  ହିମାଚଳ ପ୍ରଦେଶର ମନାଲିରେ ଥିବା ଏହି ଟନେଲ ଦେଇ ସେନାର ଗାଡ଼ି ପ୍ରଥମ ଥର ପାଇଁ ଯାତ୍ରା କରିଥିବା ଭାରତୀୟ ସେନା ସୂଚନା ଦେଇଛି। ଅଟଳ ଟନେଲ ଯୋଗୁ ମନାଲିରୁ ଲେହ ଯିବା ଆସିବାରେ ୫ ଘଣ୍ଟା ସମୟ  ବଞ୍ଚୁଥିବା ବେଳେ ୪୬ କିଲୋମିଟର ବ୍ୟବଧାନ କମିଯାଇଛି।  ଗତ ୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଏହି […]

12134145
ଭାରତୀୟ ମିଡିଆକୁ ଧମକ ଦେଲା ଚୀନ, ମୁହଁତୋଡ ଜବାବ ଦେଲା ତାଇୱାନ

ନୂଆଦିଲ୍ଲୀ: ଚୀନ ଲଗାତାର କେବଳ ଭାରତ ପ୍ରତି ନୁହେଁ, ହଙ୍ଗକଙ୍ଗ ଏବଂ ତାଇବାନ ପ୍ରତି ମଧ୍ୟ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରୁଛି। ଏଇ କ୍ରମରେ ଚୀନ୍‌ର ସରକାରୀ ମିଡିଆ ଭାରତକୁ ‘ତାଇୱାନ ନାଶନାଲ ଡେ’ ରେ ତାକୁ ସ୍ୱତନ୍ତ୍ର ରାଷ୍ଟ୍ର ପରି ସମ୍ମାନ ନ ଦେବାକୁ ଚେତାବନୀ ଦେଇଛି। ଅକ୍ଟୋବର ୧୦ ତାରିଖ ପଡ଼ୁଛି ତାଇୱାନର ନାଶନାଲ ଡେ’ । ତେଣୁ ଚୀନ ଚାହୁଁଛି, ଭାରତ ତାଇବାନ ସହ ସ୍ୱତନ୍ତ୍ର ଦେଶ ପରି ବ୍ୟବହାର ନ କରୁ। […]

NOBEL copy
ନୋବେଲ ପୁରସ୍କାର କ'ଣ ? କେଉଁ ଭାରତୀୟମାନେ ପାଇଛନ୍ତି ଏହି ସମ୍ମାନ

ଔଷଧ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ଓ ସେବା କ୍ଷେତ୍ରରେ ନୋବେଲ୍‌ ପ୍ରାଇଜ୍ ଘୋଷଣା ହୋଇଛି। ଶାନ୍ତି କ୍ଷେତ୍ରରେ ଏଥର WFPକୁ ନୋବେଲ ପୁହରସ୍କାର ମିଳିଛି। ତେବେ ଏପର୍ଯ୍ୟନ୍ତ ନୋବେଲ୍ ପୁରସ୍କାର ପାଇଁ କୌଣସି ଭାରତୀୟଙ୍କ ନାଁ ଘୋଷଣା କରାଯାଇ ନାହିଁ। ଗତ ବର୍ଷ ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀଙ୍କୁ ଅର୍ଥନୀତୀ ପାଇଁ ନୋବେଲ୍‌ ପୁରସ୍କାର ମିଳିଥିଲା। ସେହିଭଳି ୨୦୧୪ରେ ଶାନ୍ତି ପାଇଁ ଭାରତୀୟ ଭାବେ କୈଳାଶ ସତ୍ୟାର୍ଥୀଙ୍କୁ ନୋବେଲ୍‌ ପୁରସ୍କାରରେ ସମ୍ମାନିତ […]

ବିଶ୍ୱ ବଜାରରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ
ବିଶ୍ୱ ବଜାରରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ

ମୁମ୍ବାଇ : ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତରକୁ ହ୍ରାସ। ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ୭୦ ଟଙ୍କା ୫୨ ପଇସାକୁ ହ୍ରାସ ପାଇଛି। ମୁଖ୍ୟତଃ ବିଶ୍ୱ ବଜାରରେ ଭାରତୀୟ ଟଙ୍କା ତୁଳନାରେ ଅାମେରୀକୀୟ ଡଲାର ଚାହିଦା ବୃଦ୍ଧି ପାଇଛି। ବିଶ୍ୱବଜାରରେ ଅଶୋଧିକ ତୈଳଦର ବୃଦ୍ଧି ପାଇଥିବାରୁ ଡଲାର ମୂଲ୍ୟ ବୃଦ୍ଧି ପାଇଥିବା କୁହାଯାଉଛି। ବିଶ୍ୱ ବଜାରରେ ଅନ୍ୟ ରାଷ୍ଟ୍ରର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇଛି।