A spiritual talk show that tries to cleanse the souls and give a jump start to the day of the viewers. In this show experts discuss the process and the
A spiritual talk show that tries to cleanse the souls and give a jump start to the day of the viewers. In this show experts discuss the process and the
The highest rated show among all Odia news television which focuses on analysing the socio-political issues. Famous Ollywood Comedian Hrushikesh Das presents
ନୂଆଦିଲ୍ଲୀ: ଭାରତୀୟ ବାୟୁ ସୀମାରେ ଉଡ଼ିଲା ଫାଇଟର ଜେଟ୍ ‘ରାଫେଲ୍’। ୟୁଏଇରୁ ଉଡାଣ ଭରି ଭାରତୀୟ ବାୟୁ ସୀମାରେ ଆଜି ଅପରାହ୍ଣରେ ପହଞ୍ଚିଛି ‘ରାଫେଲ୍’। ବାୟୁ ସୀମାରେ ପହଞ୍ଚିବା ପରେ ରାଫେଲକୁ ଯୁଦ୍ଧ ଜାହାଜ ଡେଲ୍ଟା-୬୩ ସ୍ୱାଗତ କରିଛି। ସୁରକ୍ଷିତ ଅବତରଣ ପାଇଁ ଶୁଭେଚ୍ଛା ଜଣାଇବା ସହ ଗର୍ବର ସହ ଆକାଶକୁ ଛୁଇଁଯାଅ କହିଲା ଡେଲ୍ଟା-୬୩। ଆଉ କିଛି ସମୟ ପରେ ହରିଆଣା ଅମ୍ବାଲା ଏୟାର ବେସ୍ରେ ପହଞ୍ଚିବ ୫ଟି ଫାଇଟର ଜେଟ୍ ‘ରାଫେଲ୍’। #ଭାରତୀୟ_ବାୟୁ_ସୀମାରେ_ଉଡ଼ିଲା_ରାଫେଲ୍ ଭାରତ […]
ୱାଶିଂଟନ୍: ଚୀନ୍ ଓ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ସମ୍ପର୍କ ବିଗୁଡୁଛି। ଏହି ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ଭାରତ ତା’ର ପ୍ରତିରକ୍ଷା ବିଭାଗର ଶକ୍ତି ବଢାଉଛି। ବାୟୁ ସେନାର ଶକ୍ତି ବଢାଇବା ପାଇଁ ଫାଇଟର ଜେଟ ରାଫେଲ ଆସିବା ପରେ ଏବେ ନୌସେନା ଶକ୍ତି ବଢାଇବା ପାଇଁ ଯୋଜନା କରୁଛି ଭାରତ। ଖୁବ୍ ଶୀଘ୍ର ଆମେରିକା ଭାରତୀୟ ନୌସେନାକୁ MH-60-Romeo ହେଲିକପ୍ଟର ଯୋଗାଇ ଦେବା ପାଇଁ ଘୋଷଣା କରିଛି। ଦକ୍ଷୀଣ […]
A spiritual talk show that tries to cleanse the souls and give a jump start to the day of the viewers. In this show experts discuss the process and the
କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ କ୍ଷମତାସୀନ ନେପାଳ କମ୍ୟୁନିଷ୍ଟ ପାର୍ଟି ସଭାପତି ପଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ମଧ୍ୟରେ ଚାଲି଼ଥିବା ବୈଠକ ଅସମ୍ପୂର୍ଣ୍ଣ ଥିଲା । ତେବେ ନେପାଳୀ ଗଣମାଧ୍ୟମର ଖବର ଅନୁଯାୟୀ ଉଭୟ ପକ୍ଷରେ ଏକ ଚୁକ୍ତି ହୋଇଛି। ଏହି ଚୁକ୍ତି ପରେ ଓଲି ସାମାନ୍ୟ ନରମିଥିବା ପରି ମନେ ହେଉଛି। ରବିବାର ବିଳମ୍ବିତ ରାତିରେ ଗତ ମାସରୁ ନେପାଳରେ ନିଷିଦ୍ଧ ଭାରତୀୟ ସମ୍ବାଦ ଚ୍ୟାନେଲଗୁଡ଼ିକର ପୁନଃ ପ୍ରସାରଣକୁ ଅନୁମତି ମିଳିଛି। […]
କୁଏତ: କୁଏତସ୍ଥିତ ଭାରତୀୟ ପ୍ରବାସୀ ପରିଷଦ ପକ୍ଷରୁ କୁଏତର ଵିଭିନ୍ନ କମ୍ପାନୀର କର୍ମଚାରୀଙ୍କୁ କରୋନା ମହାମାରୀ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ମାଗଣାରେ ମାସ୍କ, ଗ୍ଲୋବସ୍, ସାନିଟାଇଜର ବଣ୍ଟନ କରାଯାଇଛି। ଦୀର୍ଘ କିଛି ମାସ ଧରି ଉକ୍ତ ଆସୋସିଏସନ ବିଭିନ୍ନ ସ୍ଥାନରେ କର୍ମଚାରୀଙ୍କୁୁ ସାନିଟାଇଜର ଏବଂ ମାସ୍କ ବଣ୍ଟନ କରୁଛି। ଭାରତୀୟ ପ୍ରବାସୀ ପରିଷଦ ଓଡିଶା ଆସୋସିଏସନର ସାଧାରଣ ସଚିବ ବିଶ୍ୱ ରଂଜନ ସାହୁ କହିଛନ୍ତି ଯେ, “ଆମେ ମାସ୍କ ବଣ୍ଟନ କରିବା ସହ ଲୋକଙ୍କ ମଧ୍ୟରେ […]
ୱାଶିଂଟନ: ଆମେରିକା ନିର୍ବାଚନ-୨୦୨୦ରେ ଆମେରିକାର ଉପରାଷ୍ଟ୍ରପତି ପଦ ପାଇଁ ଲଢ଼ିବେ ଭାରତୀୟ ବଂଶୋଦ୍ଧବ କମଲା ହାରିଶ (Kamala Harris)। ଡେମୋକ୍ରେଟିକ ଦଳରୁ କମଲାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ଗତକାଲି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଏବେ କମଲା କାଲିଫର୍ଣ୍ଣିଆରୁ ସିନେଟର ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ଆମେରିକା ସିନେଟ୍ରେ ଏବେ କମଲା ସବୁଠୁ କନିଷ୍ଠ ସିନେଟର୍ । ଆମେରିକାରେ ଉପରାଷ୍ଟ୍ରପତି ଭଳି ଗୁରୁ ଦାୟିତ୍ୱ ପଦ ପାଇଁ ପ୍ରଥମ ଥର ପାଇଁ କୌଣସି ଭାରତୀୟ ବଂଶୋଦ୍ଭବ ନିର୍ବାଚନ […]
।। ଦୀପଂ ଜ୍ୟୋତି ପରଂବ୍ରହ୍ମ, ଦୀପଂ ଜ୍ୟୋତି ଜନାର୍ଦ୍ଦନ, ଦୀପଂ ହରତୁ ମେ ପାପଂ, ଦୀପଜ୍ୟୋତି ନମୋସ୍ତୁତେ ।। ଭାରତୀୟ ସଂସ୍କୃତିରେ ଦୀପଦାନର ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ଦୀପ ହେଉଛି ଜ୍ଞାନ, ପ୍ରକାଶ, ଆଲୋକ, ଭୟନାଶକ ଏବଂ ବିପତ୍ତି ଓ ଅନ୍ଧକାର ବିନାଶର ପ୍ରତୀକ। ତନ୍ତ୍ର, ମନ୍ତ୍ର ଏବଂ ଆଧ୍ୟାତ୍ମିକତାରେ ଏହାର ଏକ ବିଶିଷ୍ଟ ସ୍ଥାନ ରହିଛି। ସାତ୍ତ୍ଵିକ ସାଧନା ପାଇଁ ଘିଅଦୀପ ଏବଂ ତାନ୍ତ୍ରିକ ସାଧନା ପାଇଁ ତେଲଦୀପ ଜଳା ଯାଇଥାଏ। ଭିନ୍ନ ଭିନ୍ନ […]