• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "924" result for "ବିବାଦ" in https://otvkhabar.in

Sarala Temple
ତୁଟିଲା ଶାରଳା ମନ୍ଦିର ବଡ଼ପଣ୍ଡା ବିବାଦ

ଜଗତସିଂହପୁର: ଶାରଳା ମନ୍ଦିର ବଡ଼ପଣ୍ଡା ବିବାଦର ସମାଧାନ ହୋଇଛି। ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ହସ୍ତକ୍ଷେପ ପରେ ସାମୟିକ ଭାବେ ଏହି ବିବାଦରେ ପୂର୍ଣ୍ଣଛେଦ ଲାଗିଛି। ପାଳି ଅନୁଯାୟୀ ସେବାପୂଜା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦେବୋତ୍ତର ଅତିରିକ୍ତ କମିଶନଙ୍କ ଯାହା ନିର୍ଦ୍ଦେଶ ରହିଛି ତାକୁ ମାନିବାକୁ ଜିଲ୍ଲାପାଳ କହିଛନ୍ତି। ଯଦି, ସେବାପୂଜାରେ ବ୍ୟାହତ ହୁଏ, ତେବେ ବଡ଼ପଣ୍ଡା ବ୍ୟବସ୍ଥା ଉଚ୍ଛେଦ ନେଇ ଚେତାବନୀ ଦେଇଛନ୍ତି ଜିଲ୍ଳାପାଳ। ଖାଲି ସେତିକି ନୁହେଁ, ଆବଶ୍ୟକ ପଡ଼ିଲେ ଜନମତ ନିଆଯାଇ […]

supreme-court
ଅଯୋଧ୍ୟା ଜମି ବିବାଦ ମାମଲାର ସମାଧାନ କେବେ ?

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟ ଗଠନ କରିଥିବା ଉଚ୍ଚସ୍ତରୀୟ ମଧ୍ୟସ୍ଥତା କମିଟି ନିଜ ଅସାମର୍ଥ୍ୟତା ପ୍ରକାଶ କରିଛି। ଏଥିସହିତ ଜଷ୍ଟିସ୍ ଖଲିଫୁଲ୍ଲାଙ୍କ ନେତୃତ୍ୱରେ ଗଠନ ହୋଇଥିବା କମିଟି ମାମଲାରୁ ଓହରି ଯାଇଛି। ଜମି ବିବାଦର ସମାଧାନ ନେଇ ଗତକାଲି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବା ପରେ ଏଭଳି ନିଷ୍ପତ୍ତି ନେଇଛି କମିଟି। ଦୀର୍ଘ ୧୫୫ ଦିନ ଧରି ମାମଲାକୁ ନେଇ ସବିଶେଷ ରିପୋର୍ଟ ହସ୍ତାନ୍ତର କରାଯାଇଛି। ହେଲେ ମାମଲାରୁ ଓହରି ଯିବା ପରେ […]

bvbb
ମହାନଦୀ ବିବାଦର ସମାଧାନ କରିପାରିବ କି ଏକକ ଟ୍ରିବ୍ୟୁନାଲ ?

ଭୁବନେଶ୍ୱର: ଜଳ ବିବାଦର ସମାଧାନ ନେଇ ଏକକ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ଆସିଥିବା ବିଲକୁ ଲୋକସଭାରେ ମଞ୍ଜୁରୀ ମିଳିଛି। ଏହାକୁ ନେଇ ଆଜି ବିଧାନସଭାରେ ତାତି ଦେଖିବାକୁ ମିଳିଛି। ଶାସକ ବିଜେଡି ଆରମ୍ଭରୁ ଏକକ ଟ୍ରିବ୍ୟୁନାଲକୁ ବିରୋଧ କରୁଥିବା ବେଳେ ପାର୍ଲାମେଣ୍ଟରେ କେମିତି ଏହି ବିଲକୁ ସମର୍ଥନ କଲା ବୋଲି ଶୂନ୍ୟ କାଳରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ମହାନଦୀର ପାଣି କମୁଥିବା ବେଳେ ରାଜ୍ୟର କେଉଁ ସ୍ୱାର୍ଥ ରକ୍ଷା ପାଇଁ […]

bishnu-sethi-up
ବିଷ୍ଣୁଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ହୋହାଲ୍ଲା: ଗୃହ ମୁଲତବୀ ରଖିଲେ ବାଚସ୍ପତି

ଭୁବନେଶ୍ୱର: ଟ୍ରିପଲ୍ ତଲାକ ବିଲ୍ ସଂପର୍କରେ ବିଧାନସଭାରେ ଆଲୋଚନା ହେଉଥିବା ବେଳେ ହଙ୍ଗାମା ହେବାରୁ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ୩ଟା ଯାଏ ମୁଲତବୀ ରଖିଲାଲେ। ଆଲୋଚନା ଚାଲିଥିବା ବେଳେ ବିଜେପିର ବିଷ୍ଣୁ ସେଠୀ ମୁସ୍ଲିମ୍ ମହିଲାଙ୍କ ବିରୋଧରେ କିଛି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଥିସହିତ ବିଭିନ୍ନ ମାଗାଜିନ ଓ ଗଣମାଧ୍ୟମ ରିପୋର୍ଟ ଉଦାହରଣ ଦେଇଥିଲେ ବିଷ୍ଣୁ ସେଠୀ। ଯାହାର ଘୋର ବିରୋଧ କରିଥିଲେ କଂଗ୍ରେସ ବିଧାୟକ। ବିଜେଡି ବିଧାୟକ ମଧ୍ୟ ବିଷ୍ଣୁଙ୍କ ମନ୍ତବ୍ୟକ୍ତୁ ତୀବ୍ର ବିରୋଧ […]

AIMIM
ବିବାଦୀୟ ମନ୍ତବ୍ୟ ପାଇଁ ଅଡ଼ୁଆରେ ପଡ଼ିବା ପରେ ସଫେଇ ଦେଲେ ଆକବରୁଦ୍ଦିନ୍‌ ଓୱେସି

ହାଇଦ୍ରାବାଦ: ଏଆଇଏମ୍‌ଆଇଏମ୍‌ ବିଧାୟକ ଆକବରୁଦ୍ଦିନ୍‌ ଓୱେସି କିଛି ଦିନ ତଳେ ହିନ୍ଦୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାବେଳେ ବର୍ତ୍ତମାନ କହିଛନ୍ତି ତାହା ଉତ୍ତେଜନା ସୃଷ୍ଟିକାରୀ ନଥିଲା। ସେ ସଫେଇ ଦେଇ କହିଛନ୍ତି, ଏହା ନା କୌଣସି ଅପରାଧିକ ନା ବେଆଇନ କାର୍ଯ୍ୟ ଥିଲା। ଏହା କୌଣସି ଧର୍ମର ଲୋକଙ୍କୁ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ ନଥିଲା ବୋଲି ସେ କହିଛନ୍ତି। ରବିବାର କରିମ୍‌ନଗରଠାରେ ଓୱେସି କହିଥିଲେ, ଦେଶରେ ମୁସଲିମ୍‌ଙ୍କ ହତ୍ୟା ପାଇଁ ଆରଏସ୍‌ଏସ୍‌ ଦାୟୀ। ସେ ଆହୁରି […]

pk
ବାଚସ୍ପତିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଲେ ଆଜମ୍‌ ଖାନ୍‌

ଲକ୍ଷ୍ନୌ: ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସୁଥିବା ରାମପୁର ସମାଜବାଦୀ ସାଂସଦ ଆଜମ ଖାନ୍ ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏଥର ବାଚସ୍ପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ଆଜମ୍। ଲୋକସଭାରେ ଟ୍ରିପଲ ତକାଲ ବିଲ୍‌କୁ ନେଇ ତର୍କ ଚାଲିଥିବା ବେଳେ ବାଚସ୍ପତିଙ୍କ ଚୌକିରେ ବସିଥିବା ବରିଷ୍ଠ ସାଂସଦ ରମା ଦେବୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ଆଜମ ଖାନ। ଏହି ଘଟଣାକୁ ନେଇ ବିବାଦ ଦେଖାଦେବା ପରେ ସେ କୌଣସି ଅଶାଳୀନ […]

dispute
ତୀବ୍ର ହେଲା ଆମେରିକା-ଇରାନ ମଧ୍ୟରେ ବିବାଦ, ବଢ଼ିଲା ଭାରତର ଟେନ୍‌ସନ୍‌

ନୂଆଦିଲ୍ଲୀ: ଆମେରିକା ସେନାର ଏୟାର ଷ୍ଟ୍ରାଇକରେ ଇରାନର ମେଜର ଜେନେରାଲ କାସିମ୍‌ ସୁଲେମାନୀ ନିହତ ହୋଇଛନ୍ତି। ଏହାକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ବିବାଦ ବଢ଼ିଛି। ଏହାର ପ୍ରଭାବ ଅନ୍ତର୍ଜାତୀୟ ବଜାରରେ ପଡ଼ିବାରୁ ଭାରତ ପାଇଁ ଟେନ୍‌ସନ୍‌ ବଢ଼ିଛି। ଦେଶରେ ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାରୀ ବଢ଼ିଥିବା ବେଳେ ଏବେ ତେଲ ଦର ମହଙ୍ଗା ହେବାକୁ ଯାଉଛି। କାରଣ ଇରାନ ଦେଇ ଅଶୌଧିତ ତେଲ ସାରା ବିଶ୍ୱକୁ ଯାଉଛି। ଏବେ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୩ […]

diwali
ଦୀପାବଳିରେ ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ ଦୀପ ଜାଳିବାକୁ ଭିଏଚ୍‌ପିକୁ ମିଳିଲାନି ଅନୁମତି

ଲକ୍ଷ୍ନୌ: ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ ରାମ ମନ୍ଦିର ଥିଲା କି ନାହିଁ, ତା’ର ବିଚାର ସୁପ୍ରିମକୋର୍ଟରେ ଚାଲିଛି। ସୁପ୍ରିମକୋର୍ଟ କୌଣସି ନିଷ୍ପତ୍ତି ନେଇ ନ ଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ଭଳି କିଛି ସଂଗଠନ ଦୀପାବଳିରେ ଉକ୍ତ ସ୍ଥାନରେ ଦୀପ ଜଳାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଭିଏଚ୍‌ପିର ଏଭଳି ଉଦ୍ୟମ ଫସର ଫାଟିଛି। ଅଯୋଧ୍ୟାର ଡିଭିଜନାଲ କମିଶନର(ଡିସି) ଭିଏଚ୍‌ପିକୁ ଏଥିପାଇଁ କୌଣସି ପ୍ରକାରର ଅନୁମତି ଦେଇ ନାହାନ୍ତି। ଡିସି ମନୋଜ ମିଶ୍ର କହିଛନ୍ତି, “ସୁପ୍ରିମକୋର୍ଟଙ୍କ ଅନୁମତି […]

mahanadi
ମହାନଦୀ ଜଳ ବିବାଦ: ଉଭୟ ରାଜ୍ୟର ବୈଷୟିକ ଟିମ୍ ଦୁଇ ରାଜ୍ୟ ଗସ୍ତ କରିବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ଼ ଜଳ ବିବାଦ ନେଇ ମହାନଦୀ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ହୋଇଛି। ଏଥିରେ ଉଭୟ ରାଜ୍ୟର ବୈଷୟିକ ଟିମ୍ ଦୁଇ ରାଜ୍ୟ ଗସ୍ତ କରିବାକୁ ନିଷ୍ପତ୍ତି ହୋଇଛି। ଅକ୍ଟୋବର ୩୦ରୁ ନଭେମ୍ବର ୨ ମଧ୍ୟରେ ଓଡ଼ିଶା ଟିମ୍ ଛତିଶଗଡ଼ ଯିବ। ନଭେମ୍ବର ୧୭ରୁ ୧୯ ତାରିଖ ମଧ୍ୟରେ ଓଡ଼ିଶା ଆସିବ ଛତିଶଗଡ଼ ଟିମ୍।  ଓଡ଼ିଶା ଆଡଭୋକେଟ ଜେନେରାଲ ଅଶୋକ ପରିଜା ଆଜି ଏହି ସୂଚନା ଦେଇଛନ୍ତି। ଏହି ମାମଲା ନେଇ ଡିସେମ୍ବର ୨ ତାରିଖ ସୁଦ୍ଧା […]

ctc
ଦୁର୍ଗାପୂଜା ବୈଠକରେ ବିଧାୟକଙ୍କୁ ଡକା ନ ଯିବା ନେଇ ତେଜିଲା ବିବାଦ

କଟକ: କଟକରେ ଦୁର୍ଗାପୂଜାକୁ ନେଇ ଆୟୋଜିତ ବୈଠକରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଡକା ନ ଯିବାକୁ ନେଇ ବିବାଦ ତେଜିବାରେ ଲାଗିଛି। ଶୁକ୍ରବାର ଦିନ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ବିଧାୟକ ମହମ୍ମଦ ମୋକିମଙ୍କୁ ଆମନ୍ତ୍ରଣ କରାଯାଇ ନ ଥିଲା। ଫଳରେ ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ଗତକାଲି ସହରର ୧୩ଟି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଡିସିପି ଅଖିଳେଶ୍ୱର ସିଂଙ୍କୁ ଦାୟୀ କରି ତାଙ୍କ କୁଶ ପୁତ୍ତଳିକା ମଧ୍ୟ କଂଗ୍ରେସ କର୍ମୀମାନେ […]

azam-khan
ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ଆଜମ୍ ଖାନ୍: ଆଉ ଏକ ମାମଲା ରୁଜୁ

ରାମପୁର: ବିଜେପି ନେତ୍ରୀ ଜୟା ପ୍ରଦାଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ପୁଣିଥରେ ଅଡ଼ୁଆରେ ପଡ଼ିଛନ୍ତି ସମାଜବାଦୀ ପାର୍ଟି ନେତା ତଥା ରାମପୁର ସାଂସଦ ଆଜମ ଖାନ୍‌। ତାଙ୍କ ନାଁରେ ପୁଣି ଏକ ଏଫ୍‌ଆଇଆର ରୁଜୁ କରାଯାଇଛି। ମୁସ୍ତାଫା ହୋସେନ ନାମକ ଜଣେ ବ୍ୟକ୍ତି ସିଭିଲ୍ ଲାଇନ୍‌ ପୁଲିସ୍‌ ଷ୍ଟେସନରେ ଆଜମ ଖାନ୍‌ଙ୍କ ନାଁରେ ଏଫ୍‌ଆଇଆର ରୁଜୁ କରିଛନ୍ତି। ରାମପୁର ସର୍କଲ ଅଫିସର ବିଦ୍ୟା କିଶୋର କହିଛନ୍ତି, ଜୁନ୍‌ ୩୦ରେ ମୋରଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ […]

opt
ନିର୍ବାଚନ ପୂର୍ବରୁ ପିଟ୍ରୋଡାଙ୍କ ବିବାଦୀୟ ବୟାନ୍‌, ଅତିଶିଙ୍କ ପାମ୍‌ପ୍ଲେଟ୍‌

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରେ ଦିଲ୍ଲୀରେ ଲୋକସଭା ନିର୍ବାଚନ । ଭୋଟ୍‌ର ଠିକ୍ ପୂର୍ବରୁ ଦୁଇଟି ବିବାଦ ସେଠାରେ ସୃଷ୍ଟି କରିଛି ହଟଚମଟ।  ଶିଖ୍ ବିରୋଧୀ ଦଙ୍ଗାକୁ ନେଇ ସାମ୍ ପିଟ୍ରୋଡ଼ାଙ୍କ ବିବାଦୀୟ ବୟାନ ଏବଂ ଆପ୍ ନେତ୍ରୀ ଅତିଶି ଓ ବିଜେପିର ଗୌତମ ଗମ୍ଭୀର ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ। ଯାହାକି ଦିଲ୍ଲୀ ରାଜନୀତି ଉପରେ ବେଶ୍ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି। ଗାନ୍ଧି ପରିବାରର ଖାସ୍ ଅନୁଗତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ […]

u
ଟାଇମ୍‌ ପତ୍ରିକାରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ବିବାଦୀୟ ଲେଖା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆମେରିକୀୟ ପତ୍ରିକା ‘ଟାଇମ୍’ର କଭର ଷ୍ଟୋରୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି। ତେବେ ଏହାର ଶୀର୍ଷକ ବର୍ତ୍ତମାନ ବିବାଦ ଘେରକୁ ଆସିଛି। ଏଥିରେ ଗେରୁଆ ଉତ୍ତରୀୟ ପିନ୍ଧିଥିବା ମୋଦିଙ୍କର ଏକ ଚିତ୍ର ରହିଛି ଏବଂ ତାଙ୍କୁ ‘ଇଣ୍ଡିଆସ୍‌ ଡିଭାଇଡର ଇନ୍‌ ଚିଫ୍‌’ (ବିଭାଜନକାରୀ) ଆଖ୍ୟା ଦିଆଯାଇଛି। ଏଥରେ ଆହୁରି ମଧ୍ୟ ଲେଖାଯାଇଛି, ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର କ’ଣ ଆହୁରି ୫ ବର୍ଷ ମୋଦି ସରକାରଙ୍କ ଯନ୍ତ୍ରଣା ସହ୍ୟ କରିପାରିବ? […]

azam-khan-jaya-prada
ଜୟାପ୍ରଦା ଓ ଆଜମ ଖାନ୍‌ଙ୍କ ମଧ୍ୟରେ ତେଜିଲା ବିବାଦ

ଲକ୍ଷ୍ନୌ: ଆପତ୍ତିଜନକ ମନ୍ତବ୍ୟକୁ ନେଇ ଉତ୍ତରପ୍ରଦେଶ ରାମପୁରରେ ବିଜେପି ପ୍ରାର୍ଥୀ ଜୟାପ୍ରଦା ଓ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ଧରିଛି। ଆଜମ୍ ଖାନ୍ ଦେଇଥିବା ଅଶାଳୀନ ମନ୍ତବ୍ୟର ଦୃଢ଼ ଜବାବ ଦେଇଛନ୍ତି ଜୟା। ଏଭଳି ବ୍ୟକ୍ତିକୁ ନିର୍ବାଚନ ଲଢିବାରୁ ସୁଯୋଗ ଦିଆଯିବା ଉଚିତ୍ ନୁହେଁ ବୋଲି ଜୟା କହିଛନ୍ତି। ଏଥିସହ ସେ ଭୟଭୀତ ହୋଇ ରାମପୁରରୁ ପଳାୟନ କରିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି। ଗତ ରବିବାର ଏକ ନିର୍ବାଚନ […]

Sam Pitroda
ଏୟାର ଷ୍ଟ୍ରାଇକ୍‌କୁ ନେଇ ପାଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ, ହରଡଘଣାରେ କଂଗ୍ରେସ

ନୂଆଦିଲ୍ଲୀ: ସବୁ ପ୍ରମାଣ ସତ୍ତ୍ଵେ ବାୟୁସେନାର ବାଲାକୋଟ ଏୟାର ଷ୍ଟ୍ରାଇକ ପ୍ରସଙ୍ଗରେ ପୁଣି ସରକାର ବିରୋଧରେ ବିଷ ଓଗାଳିଛନ୍ତି ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା। କଂଗ୍ରେସ କୋର ଗ୍ରୁପର ସଦସ୍ୟ ତଥା ଗାନ୍ଧି ପରିବାର ସହ ଘନିଷ୍ଠ ସମ୍ପର୍କ ଥିବା ସାମ ପିଟ୍ରୋଡ଼ା ଆଜି ଅତ୍ୟନ୍ତ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଭାରତର ଛବିକୁ ଖରାପ କରିଛି। ଏୟାର ଷ୍ଟ୍ରାଇକରେ କୌଣସି ଆତଙ୍କବାଦୀ ମୃତ୍ୟୁବରଣ […]

Untitled-1
 ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ବିବାଦ: ମିଶେଲ୍‌ଙ୍କୁ ଧମକାଇ ଥିଲେ ଅସ୍ଥାନା

ନୂଆଦିଲ୍ଲୀ: ପୂର୍ବତନ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଡିଲ୍‌ର ମଧ୍ୟସ୍ଥି ଖ୍ରୀଷ୍ଟିଆନ୍‌ ମିଶେଲ। ଅସ୍ଥାନା ତାଙ୍କୁ ଧମକାଉଥିବା ଅଭିଯୋଗ କରିଛନ୍ତି ମିଶେଲ। ଦିଲ୍ଲୀ କୋର୍ଟରେ ମିଶେଲ୍‌ ଦେଇଥିବା ବୟାନ୍‌ରେ କହିଛନ୍ତି ଯେ ଅସ୍ଥାନା ତାଙ୍କୁ ଦୁବାଇରେ ଭେଟିଥିଲେ। ଭାରତ ଫେରିଲେ ତାଙ୍କ ଜୀବନ ନର୍କ କରିଦେବେ ବୋଲି ଅସ୍ଥାନା ଧମକାଇଥିବା ମିଶେଲ୍ କୋର୍ଟରେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଅସ୍ଥାନା ମିଶେଲର ପ୍ରତ୍ୟର୍ପଣ ଏବଂ ଅଗୁସ୍ତା ମାମଲାର […]

Supreme-Court
ଅଯୋଧ୍ୟା ଜମି ବିବାଦ ମାମଲାରେ ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପୂରା ମାମଲାର ମଧ୍ୟସ୍ଥତା କରୁଥିବା ଜଷ୍ଟିସ୍ ଖଲିଫୁଲ୍ଲାଙ୍କ ନେତୃତ୍ୱାଧୀନ କମିଟିକୁ ଆସନ୍ତା ୩୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚକୋର୍ଟ। ରିପୋର୍ଟ ପାଇବାର ଦୁଇ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨ ତାରିଖ ଦିନ ମାମଲାର ପରବର୍ତ୍ତି ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା ପ୍ୟାନେଲକୁ ଆଜି ରିପୋର୍ଟ ଦେବାକୁ ସୁପ୍ରିମ୍‌କୋର୍ଟ ପୂର୍ବରୁ ସମୟସୀମା […]

river
ମହାନଦୀ ଜଳ ବିବାଦ ମାମଲା: ଆଜି ଆସିପାରେ ରାୟ

ଭୁବନେଶ୍ୱର: ଆଜି ମହାନଦୀ ଜଳ ବିବାଦ ମାମଲାର ରାୟ ଆସିପାରେ। ଏହି ମାମଲାର ଆପୋଷ ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଯଦି ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ନ ହେବ, ତାହେଲେ ଟ୍ରିବ୍ୟୁନାଲ ରାୟ ଶୁଣାଇବେ ବୋଲି କହିଥିଲେ। ଗତ ୨୫ ତାରିଖରେ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ମୁତାବକ ନୂଆଦିଲ୍ଲୀରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବୈଠକ ବସିଥିଲା। ତେବେ ବୈଠକରେ କୌଣସି ନିଷ୍କର୍ସ ବାହାରିପାରି ନଥିଲା। ଏହାପରେ ପୁଣି ଥରେ ଛତିଶଗଡ଼ ଓ ଓଡ଼ିଶା […]